ରେରିତମାନଙ୍କ କାର୍ଯ୍ୟର ବିବରଣ 15:21 in Oriya

ଓଡିଆ ଓଡିଆ ବାଇବେଲ ରେରିତମାନଙ୍କ କାର୍ଯ୍ୟର ବିବରଣ ରେରିତମାନଙ୍କ କାର୍ଯ୍ୟର ବିବରଣ 15 ରେରିତମାନଙ୍କ କାର୍ଯ୍ୟର ବିବରଣ 15:21

Acts 15:21
ସମାନେେ ଏସବୁ କରିବା ଉଚ଼ିତ ନୁହେଁ, କାରଣ ଆରମ୍ଭରୁ ମାଶାଙ୍କେ ବ୍ଯବସ୍ଥା ପାଠ କରୁଥିବା ଲୋକେ ପ୍ରତି ନଗର ରେ ଏବେ ମଧ୍ଯ ଅଛନ୍ତି ଏବଂ ତାହାଙ୍କର ବ୍ଯବସ୍ଥା ସମାଜଗୃହମାନଙ୍କ ରେ ପ୍ରତି ବିଶ୍ରାମବାର ରେ ପାଠ କରାଯାଏ।

Acts 15:20Acts 15Acts 15:22

Acts 15:21 in Other Translations

King James Version (KJV)
For Moses of old time hath in every city them that preach him, being read in the synagogues every sabbath day.

American Standard Version (ASV)
For Moses from generations of old hath in every city them that preach him, being read in the synagogues every sabbath.

Bible in Basic English (BBE)
For Moses, from times long past, has his preachers in every town, reading his law in the Synagogues every Sabbath.

Darby English Bible (DBY)
For Moses, from generations of old, has in every city those who preach him, being read in the synagogues every sabbath.

World English Bible (WEB)
For Moses from generations of old has in every city those who preach him, being read in the synagogues every Sabbath."

Young's Literal Translation (YLT)
for Moses from former generations in every city hath those preaching him -- in the synagogues every sabbath being read.'

For
Μωσῆςmōsēsmoh-SASE
Moses
γὰρgargahr
of
ἐκekake
old
γενεῶνgeneōngay-nay-ONE
time
ἀρχαίωνarchaiōnar-HAY-one
hath
κατὰkataka-TA
in
every
πόλινpolinPOH-leen
city
τοὺςtoustoos
them
κηρύσσονταςkēryssontaskay-RYOOS-sone-tahs
preach
that
αὐτὸνautonaf-TONE
him,
ἔχειecheiA-hee
being
read
ἐνenane
in
ταῖςtaistase
the
συναγωγαῖςsynagōgaissyoon-ah-goh-GASE
synagogues
κατὰkataka-TA
every
πᾶνpanpahn

sabbath
σάββατονsabbatonSAHV-va-tone
day.
ἀναγινωσκόμενοςanaginōskomenosah-na-gee-noh-SKOH-may-nose

Cross Reference

ରେରିତମାନଙ୍କ କାର୍ଯ୍ୟର ବିବରଣ 13:15
ସଠାେରେ ମାଶାଙ୍କେ ପ୍ରଦତ୍ତ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଲୋଖାଗୁଡ଼ିକ ପଢ଼ାୟିବା ପରେ ନେତାମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ପାଇଁ ଯଦି ତୁମ୍ଭମାନଙ୍କର କିଛି ନିଷ୍ଠାର ଉପଦେଶ ଥାଏ, ତବେେ କୁହ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:27
ୟିରୂଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚ଼ିହ୍ନି ପାରିଲେ ନାହିଁ। ସମାନେେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକା ରେ ସମାନେେ ଭବିଷ୍ଯଦ୍ବକ୍ତାମାନଙ୍କ ବାକ୍ଯ ସଫଳ କଲେ। ଭବିଷ୍ଯଦ୍ବକ୍ତାମାନଙ୍କର ଏହି ବାକ୍ଯ ସବୁ ପ୍ରତି ବିଶ୍ରାମ ଦିବସ ରେ ପଢ଼ାଯାଏ।

ନିହିମିୟା 8:1
ତେଣୁ ସମସ୍ତ ଲୋକମାନେ ଜଳଦ୍ବାର ନିକଟରେ ଥିବା ଛକରେ ଏକମନ ରେ ଏକତ୍ରୀତ ହେଲେ। ସଦାପ୍ରଭୁ ଇଶ୍ରାୟେଲକୁ ମାଶାଙ୍କେର ଯେଉଁ ବ୍ଯବସ୍ଥା ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସମାନେେ ଏଜ୍ରା ଲିପିକାରଙ୍କୁ କହିଲେ।

ଲୂକଲିଖିତ ସୁସମାଚାର 4:16
ତା'ପରେ ସେ ନାଜରିତକୁ ଆସିଲେ। ନାଜରିତ ରେ ସେ ପ୍ରତିପାଳିତ ହାଇେଥିଲେ। ସବୁଥର ଭଳି ସେ ବିଶ୍ରାମଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 3:14
କିନ୍ତୁ ସମାନଙ୍କେର ମନଗୁଡ଼ିକ ଅବରୁଦ୍ଧ ହାଇେ ଯାଇଥିଲା। ଏପରିକି ଆଜି ମଧ୍ଯ ସମାନେେ ଯେତବେେଳେ ପୁରାତନ ଚୁକ୍ତିକୁ ପଢ଼ନ୍ତି ସହେି ଆବରଣଟି ଅର୍ଥକୁ ଲୁଚାଇ ରେଖ। ସେ ଆବରଣ କଢ଼ା ଯାଇ ନାହିଁ। କବଳେ ଖ୍ରୀଷ୍ଟ ଯୀଶୁ ଏହି ଆବରଣ ଦୂର କରିଛନ୍ତି।