ରେରିତମାନଙ୍କ କାର୍ଯ୍ୟର ବିବରଣ 11:25 in Oriya

ଓଡିଆ ଓଡିଆ ବାଇବେଲ ରେରିତମାନଙ୍କ କାର୍ଯ୍ୟର ବିବରଣ ରେରିତମାନଙ୍କ କାର୍ଯ୍ୟର ବିବରଣ 11 ରେରିତମାନଙ୍କ କାର୍ଯ୍ୟର ବିବରଣ 11:25

Acts 11:25
ବର୍ଣ୍ଣବ୍ବା ଶାଉଲଙ୍କୁ ଖାଜେିବା ପାଇଁ ତାର୍ଷ ନଗରକୁ ଯାତ୍ରା କଲେ।

Acts 11:24Acts 11Acts 11:26

Acts 11:25 in Other Translations

King James Version (KJV)
Then departed Barnabas to Tarsus, for to seek Saul:

American Standard Version (ASV)
And he went forth to Tarsus to seek for Saul;

Bible in Basic English (BBE)
Then he went on to Tarsus, looking for Saul;

Darby English Bible (DBY)
And he went away to Tarsus to seek out Saul.

World English Bible (WEB)
Barnabas went out to Tarsus to look for Saul.

Young's Literal Translation (YLT)
And Barnabas went forth to Tarsus, to seek for Saul,

Then
ἐξῆλθενexēlthenayks-ALE-thane
departed
δὲdethay

εἰςeisees
Barnabas
Ταρσὸνtarsontahr-SONE
to
hooh
Tarsus,
Βαρνάβαςbarnabasvahr-NA-vahs
for
to
seek
ἀναζητῆσαιanazētēsaiah-na-zay-TAY-say
Saul:
ΣαῦλονsaulonSA-lone

Cross Reference

ରେରିତମାନଙ୍କ କାର୍ଯ୍ୟର ବିବରଣ 9:11
ପ୍ରଭୁ ତାହାଙ୍କୁ କହିଲେ, ଉଠ ଓ ସଳଖ ନାମକ ରାସ୍ତାକୁ ଯାଅ ଏବଂ ୟିହୂଦାଙ୍କ ଘ ରେ ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ଯକ୍ତିର ସନ୍ଧାନ ନିଅ। ଯେ ହତେୁ ସେ ପ୍ରାର୍ଥନା କରୁଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:30
ଭାଇମାନେ ଏହା ଜାଣିପାରି ତାହାଙ୍କୁ କାଇସରୀଆ ନଗରରୁ ଆଣି ତାର୍ଷ ନଗରକୁ ପଠାଇ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:27
ମାତ୍ର ବର୍ଣ୍ଣବ୍ବା, ଶାଉଲଙ୍କୁ ଗ୍ରହଣ କଲେ ଓ ତାହାଙ୍କୁ ସାଙ୍ଗ ରେ ନଇେ ପ୍ ରରେିତମାନଙ୍କ ପାଖକୁ ଗଲେ। ଦମ୍ମସକେକୁ ୟିବା ବାଟରେ ଶାଉଲ କିପାରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ ତାହାଙ୍କୁ ସହ କିପରି କଥା ହେଲେ, ଏହା ପ୍ ରରେିତମାନଙ୍କୁ ବୁଝାଇ କହିଲେ। ଶାଉଲ ଦମ୍ମସକରେେ କିପରି ନିର୍ଭୀକ ଭାବରେ ଯୀଶୁଙ୍କ ନାମ ରେ ପ୍ରଚ଼ାର କରିଥିଲେ, ଏହା ସବୁ ମଧ୍ଯ ସେ ସମାନଙ୍କେୁ ବୁଝାଇ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:39
ପାଉଲ କହିଲେ, ମୁଁ କିଲିକିଆର ତାର୍ଷ ନଗରର ଜଣେ ଯିହୂଦୀ। ଗୋଟିଏ ପ୍ରଧାନ ନଗରର ମୁଁ ଜଣେ ନାଗରିକ। ତେଣୁ ମୁଁ ଲୋକମାନଙ୍କୁ କଥା କହିବା ପାଇଁ ଆପଣଙ୍କଠାରୁ ଅନୁମତି ଚ଼ାହୁଁଛି।