ରେରିତମାନଙ୍କ କାର୍ଯ୍ୟର ବିବରଣ 10:47
ତା'ପରେ ପିତର କହିଲେ, ଏହି ଲୋକମାନଙ୍କୁ ବାପ୍ତିଜିତ ହବୋ ନିମନ୍ତେ କହେି କ'ଣ କବେେ ଜଳ ଯୋଗଇ ଦବୋପାଇଁ ମନା କରିପାରିବ? ସମାନେେ ମଧ୍ଯ ଆମ୍ଭପରି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଛନ୍ତି!
Μήτι | mēti | MAY-tee | |
Can | τὸ | to | toh |
any man | ὕδωρ | hydōr | YOO-thore |
forbid | κωλῦσαί | kōlysai | koh-LYOO-SAY |
δύναται | dynatai | THYOO-na-tay | |
water, | τις | tis | tees |
that | τοῦ | tou | too |
these | μὴ | mē | may |
should not be | βαπτισθῆναι | baptisthēnai | va-ptee-STHAY-nay |
baptized, | τούτους | toutous | TOO-toos |
which | οἵτινες | hoitines | OO-tee-nase |
have received | τὸ | to | toh |
the | πνεῦμα | pneuma | PNAVE-ma |
Holy | τὸ | to | toh |
ἅγιον | hagion | A-gee-one | |
Ghost | ἔλαβον | elabon | A-la-vone |
as well as | καθὼς | kathōs | ka-THOSE |
καὶ | kai | kay | |
we? | ἡμεῖς | hēmeis | ay-MEES |
Cross Reference
ରେରିତମାନଙ୍କ କାର୍ଯ୍ୟର ବିବରଣ 8:36
ସମାନେେ ଏହିପରି ଯାଉ ଯାଉ ଜଳଥିବା ଗୋଟିଏ ଜାଗା ରେ ପହନ୍ଚିଲେ, ଓ ନଫୁସକ ଜଣକ କହିଲେ, ଦେଖ, ଏଠା ରେ ତ ଜଳ ଅଛି।
ଆଦି ପୁସ୍ତକ 17:24
ଅବ୍ରହାମ ଅନେଶ୍ବତ ବର୍ଷ ବଯସ ରେ ସୁନ୍ନତ ହେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:4
ସମସ୍ତେ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହେଲେ। ପବିତ୍ର ଆତ୍ମାଙ୍କ ଦ୍ବାରା ପାଉଥିବା ଶକ୍ତି ସାହାୟ୍ଯ ରେ ସମାନେେ ଭିନ୍ନ ଭିନ୍ନ ଭାଷା ରେ କଥା କହିବାକୁ ଆରମ୍ଭ କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8:12
କିନ୍ତୁ ଯେତବେେଳେ ସମାନେେ ଫିଲିପ୍ପଙ୍କଠାରୁ ପରମେଶ୍ବରଙ୍କ ରାଜ୍ଯ ଓ ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ବିଷୟକ ସୁସମ୍ବାଦ ଶୁଣିଲେ, ସେତବେେଳେ ସମାନେେ ଫିଲିପ୍ପଙ୍କ କଥା ରେ ବିଶ୍ବାସ କରି ବାପ୍ତିଜିତ ହେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 11:15
ମୁଁ କହିବାକୁ ଆରମ୍ଭ କଲା ମାତ୍ ରେ, ପବିତ୍ର ଆତ୍ମା ସମାନଙ୍କେ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମ ରେ ଓହ୍ଲାଇ ଆସିଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 15:8
ପରମେଶ୍ବର ସମସ୍ତଙ୍କ ଅନ୍ତରର ଭାବନା ଜାଣନ୍ତି। ସେ ସହେି ଅନ୍ୟ ଜାତୀୟମାନଙ୍କୁ ଗ୍ରହଣ କଲେ। ପରମେଶ୍ବର ଆମ୍ଭକୁ ଯେପରି ପବିତ୍ର ଆତା୍ମଙ୍କୁ ଦାନ କରିଥିଲେ, ସହେିପରି ସମାନଙ୍କେୁ ମଧ୍ଯ ପବିତ୍ର ଆତ୍ମା ଦାନ କରିଅଛନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:11
ପରମେଶ୍ବର ଗ୍ରହଣ କରି ନଇେଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରାହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହବୋ ପୂର୍ବରୁ ପରମେଶ୍ବରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ବରଙ୍କୁ ବିଶ୍ବାସ କରନ୍ତି ଓ ସୁନ୍ନତ ହାଇେ ନାହାଁନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରାହାମ ଅଟନ୍ତି। ସମାନେେ ବିଶ୍ବାସ କରନ୍ତି ଓ ଏହି କାରଣରୁ ସମାନେେ ପରମେଶ୍ବରଙ୍କ ପାଇଁ ଧାର୍ମିକ ବୋଲି ନିରୁପିତ ହୁଅନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:12
ଏଠା ରେ ୟିଏ ର ଅର୍ଥ ଯିହୂଦୀ ଓ ଅଣଯିହୂଦୀମାନଙ୍କ ଭିତ ରେ ଭଦେ ନଥିବା ସୂଗ୍ଭଏ। ସମସ୍ତ ଲୋକଙ୍କର ଜଣେ ପ୍ରଭୁ। ଯେଉଁ ଲୋକେ ତାହାଙ୍କୁ ବିଶ୍ବାସ କରନ୍ତି, ପରମେଶ୍ବର ସମାନଙ୍କେୁ ଅନକେ ଆଶୀର୍ବାଦ କରନ୍ତି।