ରେରିତମାନଙ୍କ କାର୍ଯ୍ୟର ବିବରଣ 10
1 କାଇସରୀଆ ନଗର ରେ କର୍ଣ୍ଣୀଲିୟ ନାମକ ଜଣେ ଲୋକ ଥିଲେ। ଇତାଲିକ ନାମକ ରୋମୀୟ ସୈନ୍ଯବାହିନୀର ଏକ ବିଭାଗ ରେ ପଦାଧିକାରୀ ଥିଲେ।
2 ସେ ଜଣେ ଧାର୍ମିକ ଲୋକ ଥିଲେ ଓ ତାହାଙ୍କ ଗୃହ ରେ ବାସ କରୁଥିବା ଲୋକମାନଙ୍କ ସହ ସେ ସତ୍ଯ ପରମେଶ୍ବରଙ୍କର ଉପାସନା କରୁଥିଲେ। ସେ ଗରିବମାନଙ୍କୁ ବହୁତ ଦାନ ଦେଉଥିଲେ ଓ ସବୁବେଳେ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।
3 ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ ସେ ଏକ ଦର୍ଶନ ଦେଖିଲେ। ସେ ଜଣେ ସ୍ବର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ। ସେ ତାହାଙ୍କୁ କହିଲେ, କର୍ଣ୍ଣୀଲିୟ।
4 କର୍ଣ୍ଣୀଲିୟ ତାହାଙ୍କ ଆଡ଼କୁ ଚାହିଁଲେ ଏବଂ ଭୟ ରେ କହିଲେ, ମହାଶୟ, ଆପଣ କ'ଣ ଚ଼ାହାଁନ୍ତି?
5 ବର୍ତ୍ତମାନ ଯାଫୋ ନଗରକୁ ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ପଠାଇ ଶିମାନେ ନାମକ ଗୋଟିଏ ଲୋକଙ୍କୁ ସଠାରୁେ ଆଣ। ସହେି ଶିମାନେ, ପିତର ନାମ ରେ ମଧ୍ଯ ପରିଚ଼ିତ।
6 ପିତର ସମୁଦ୍ରକୂଳ ପାଖ ରେ ରହୁଥିବା ଶିମାନେ ନାମକ ଜଣେ ଚ଼ମାର ସଂଗେ ରହୁଛନ୍ତି।
7 ଏହା କହି ସ୍ବର୍ଗଦୂତ ଚ଼ାଲିଗଲେ। ଏହାପରେ କର୍ଣ୍ଣୀଲିୟ ନିଜର ବ୍ଯକ୍ତିଗତ ସହକାରୀ ମଧ୍ଯରୁ ତାହାଙ୍କର ଦୁଇଜଣ ସବେକ ଓ ଜଣେ ନିଷ୍ଠାପର ସୈନିକକୁ ଡାକିଲେ।
8 ସେ ସମାନଙ୍କେୁ ସମସ୍ତ ଘଟଣା କହି ଯାଫୋକୁ ପଠାଇଲେ।
9 ତହିଁ ଆରଦିନ ସମାନେେ ଯାଫୋ ନଗର ନିକଟରେ ପହନ୍ଚିଲେ, ସେତବେେଳେ ପିତର ଛାତ ଉପରକୁ ପ୍ରାର୍ଥନା କରିବାପାଇଁ ଯାଇଥିଲେ। ତାହାପ୍ରାୟ ଦ୍ବିପହର ସମୟ ଥିଲା।
10 ତେଣୁ ପିତରଙ୍କୁ ବହୁତ ଭୋକ ଲାଗିବାରୁ ସେ ଖାଇବା ପାଇଁ ଇଛା କରୁଥିଲେ। ସମାନେେ ପିତରଙ୍କ ନିମନ୍ତେ ଖାଦ୍ୟ ତିଆରି କରୁଥିବା ସମୟରେ ସେ ଗୋଟିଏ ସ୍ବପ୍ନ ଦେଖିଲେ।
11 ସେ ଦେଖିଲେ ଯେ, ସ୍ବର୍ଗ ଖାଲିଗେଲା ଓ ତା' ଭିତରୁ ଗୋଟିଏ ଚ଼ାରି କୋଣ ଧରା ବଡ଼ ଚ଼ାଦର ଭଳି କିଛି ଗୋଟାଏ ପୃଥିବୀକୁ ଖସୁଛି।
12 ତା'ଭିତ ରେ ପୃଥିବୀର ବିଭିନ୍ନ ପ୍ରକାରର ପଶୁପକ୍ଷୀ ଓ ସରୀସୃପ ପ୍ରାଣୀମାନ ଥିଲେ।
13 ତା'ପରେ ତାହାଙ୍କୁ ଗୋଟିଏ ବାଣୀ ଶୁଭିଲା, ପିତର, ଉଠ, ଏହି ପଶୁମାନଙ୍କ ମଧ୍ଯରୁ ଯେକୌଣସିଟିକୁ ମାର ଓ ଖାଅ।
14 ପିତର କହିଲେ, ନା ପ୍ରଭୁ। ମୁଁ କବେେ କୌଣସି ଅପବିତ୍ର ବା ଅପରିଷ୍କାର ଖାଦ୍ୟ ଖାଇ ନାହିଁ।
15 ମାତ୍ର ସହେି ସ୍ବର ତାଙ୍କୁ ପୁଣି କହିଲେ, ପରମେଶ୍ବର ଯେଉଁ ବିଷୟକୁ ପବିତ୍ର କରିଛନ୍ତି, ତୁମ୍ଭେ ତାକୁ ଅପବିତ୍ର କୁହନାହିଁ।
16 ଏହିପରି ତିନିଥର ହବୋପରେ ସେ ଜିନିଷଟି ହଠାତ୍ ସ୍ବର୍ଗକୁ ଉଠି ଚ଼ାଲିଗଲା।
17 ପିତର ଯେଉଁ ଦୃଶ୍ଯ ଦେଖିଥିଲେ, ତା'ର ଅର୍ଥ ବିଷୟ ରେ ଚ଼ିନ୍ତା କରି ହତବୁଦ୍ଧି ହାଇେ ପଡ଼ିଲେ। ଏହି ସମୟରେ କର୍ଣ୍ଣୀଲିୟଙ୍କ ଯେଉଁ ଲୋକମାନେ ଶିମାନଙ୍କେର ଘର ଖାଜେୁଥିଲେ, ସମାନେେ ଆସି ଫାଟକ ନିକଟରେ ଠିଆ ହାଇେଥିଲେ।
18 ସମାନେେ ତାହାଙ୍କୁ ଡାକିଲେ ଓ ପିତର ନାମ ରେ ପରିଚ଼ିତ ଶିମାନେ ସଠାେରେ ଅତିଥି ଭାବରେ ରହିଛନ୍ତି କି ନାହିଁ ପଚ଼ାରିଲେ।
19 ସପେର୍ୟ୍ଯନ୍ତ ପିତର ସହେି ଦର୍ଶନ ବିଷୟ ରେ ଚି଼ନ୍ତା କରୁଥିଲେ। ସହେି ସମୟରେ ପବିତ୍ର ଆତ୍ମା ତାହାଙ୍କୁ କହିଲେ, ଶୁଣ, ତିନିଜଣ ଲୋକ ତୁମ୍ଭକୁ ଖାଜେୁଛନ୍ତି।
20 ତେଣୁ ଉଠ ଓ ତଳକୁ ଯାଅ। ସହେି ଲୋକମାନଙ୍କ ସହିତ ଯାଅ ଓ ସମାନଙ୍କେୁ କିଛି ପଚ଼ାର ନାହିଁ। କାରଣ ମୁଁ ସମାନଙ୍କେୁ ପଠାଇଛି।
21 ପିତର ତଳକୁ ଗଲେ ଓ ସମାନଙ୍କେୁ କହିଲେ, ତୁମ୍ଭମାନେେ ଯାହାକୁ ଖାଜେୁଛ ମୁଁ ସହେି ଲୋକ। ତୁମ୍ଭମାନେେ ଏଠାକୁ କାହିଁକି ଆସିଛ?
22 ସମାନେେ ତାହାଙ୍କୁ କହିଲେ, ଆମ୍ଭମାନଙ୍କେୁ ସୈନ୍ଯବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ବରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ଯକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ବର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦଇେ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।
23 ତେଣୁ ପିତର ସମାନଙ୍କେୁ ଭିତରକୁ ଡାକିଲେ ଓ ରାତ୍ରି ଯାପନ କରିବାକୁ ଜାଗାଟିଏ ଦେଲେ।
24 ତହିଁ ଆରଦିନ ସେ କାଇସରୀଆ ନଗର ରେ ପହନ୍ଚିଲେ। କର୍ଣ୍ଣୀଲିୟ ନିଜର ବନ୍ଧୁବାନ୍ଧବ ଓ ଘନିଷ୍ଠ ବନ୍ଧୁମାନଙ୍କୁ ଡ଼କଇେ ସମାନଙ୍କେ ଅପେକ୍ଷା ରେ ଥିଲେ।
25 ପିତର ଘ ରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ।
26 ପିତର ତାହାଙ୍କୁ ଉେଠଇ ଦଇେ କହିଲେ, ଉଠ, ମୁଁ ତୁମ୍ଭପରି କବଳେ ଜଣେ ମଣିଷ।
27 ପିତର ତାହାଙ୍କ ସହିତ କଥା ହେଉ ହେଉ ଭିତରକୁ ଗଲେ। ସଠାେରେ ସେ ବହୁତ ଲୋକମାନଙ୍କୁ ଏକତ୍ରୀତ ହବୋର ଦେଖିଲେ।
28 ସେ ସମାନଙ୍କେୁ କହିଲେ, ତୁମ୍ଭମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ୟିବା ଯିହୂଦୀ ବ୍ଯବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ 'ଅପବିତ୍ର' ଓ 'ଅପରିଚ୍ଛନ୍ନ' ନ କହିବା ପାଇଁ ପରମେଶ୍ବର ମାେତେ ଦଖାଇେଛନ୍ତି।
29 ତେଣୁ ମୁଁ ନିମନ୍ତ୍ରଣ ପାଇ ବିନା ଆପତ୍ତି ରେ ଏଠାକୁ ଚାଲିଆସିଲି। ମାେତେ ବର୍ତ୍ତମାନ କୁହ, ତୁମ୍ଭମାନେେ ମାେତେ କାହିଁକି ଡ଼କଇେଥିଲ?
30 କର୍ଣ୍ଣୀଲିୟ କହିଲେ, ମୁଁ ଠିକ୍ ଚ଼ାରିଦିନ ଆଗରୁ ମାେ ଘ ରେ ଅପରାହ୍ନ ପ୍ରାୟ ତିନିଟା ବେଳେ ପ୍ରାର୍ଥାନା କରୁଥିଲି। ସେତବେେଳେ ହଠାତ୍ ଜଣେ ସ୍ବର୍ଗଦୂତ, ଉଜ୍ଜ୍ବଳ ଓ ଝଲସୁଥିବା ବସ୍ତ୍ର ପିନ୍ଧି ମାେ ସାମନା ରେ ଠିଆ ହାଇଗେଲେ।
31 ସେ କହିଲେ, 'କର୍ଣ୍ଣୀଲିୟ, ପରମେଶ୍ବର ତୁମ୍ଭର ପ୍ରାର୍ଥନା ଶୁଣିଛନ୍ତି ଓ ତୁମ୍ଭେ ଗରିବମାନଙ୍କୁ ଦଇେଥିବା ଦାନ ମନେ ରଖିଛନ୍ତି।
32 ତେଣୁ ଯାଫୋକୁ ଲୋକ ପଠାଇ ପିତର ନାମ ରେ ପରିଚ଼ିତ ଶିମାନଙ୍କେୁ ଏଠାକୁ ଡ଼କାଅ। ସେ ସମୁଦ୍ର କୂଳ ରେ ଚ଼ମାର ଶିମାନଙ୍କେ ଘ ରେ ରହୁଛନ୍ତି।'
33 ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡ଼କଇେ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦଇେଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠା ରେ ପ୍ରଭୁଙ୍କ ସମ୍ମୁଖ ରେ ଅପେକ୍ଷା କରି ରହିଛୁ।
34 ପିତର କହିବା ଆରମ୍ଭ କଲେ, ମୁଁ ବର୍ତ୍ତମାନ ପ୍ରକୃତ ରେ ବୁଝିପାରୁଛି, ପରମେଶ୍ବରଙ୍କ ଦୃଷ୍ଟି ରେ ପ୍ରେତ୍ୟକକ ଲୋକ ସମାନ। ତାହାଙ୍କ ପାଖ ରେ କୌଣସି ଭଦଭୋବ ନାହିଁ।
35 କିନ୍ତୁ ପରମେଶ୍ବର ତାହାଙ୍କୁ ଉପାସନା କରୁଥିବା ଓ ଉତ୍ତମ କର୍ମ କରୁଥିବା ଲୋକଙ୍କୁ ଗ୍ରହଣ କରନ୍ତି।
36 ପରମେଶ୍ବର ଇଶ୍ରାୟେଲ ଲୋକମାନଙ୍କ ପାଖକୁ ତାହାଙ୍କ ସମାଚ଼ାର ପଠାଇଥିଲେ। ସେ ମଧ୍ଯ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ତାହାଙ୍କର ଶାନ୍ତି ସୁସମାଚ଼ାର ପଠାଇଛନ୍ତି। ସେ ସମସ୍ତଙ୍କର ପ୍ରଭୁ।
37 ଯୋହନଙ୍କ ଦ୍ବାରା ବାପ୍ତିସ୍ମ ସମ୍ପର୍କ ରେ ପ୍ରଚ଼ାର ହବୋପରେ ଗାଲିଲୀଠାରୁ ଆରମ୍ଭ କରି ସାରା ୟିହୂଦା ରେ ଯାହାସବୁ ଘଟିଲା, ତାହା ତୁମ୍ଭମାନେେ ଜାଣିଛ।
38 ତୁମ୍ଭମାନେେ ନାଜରିତୀୟ ଯୀଶୁଙ୍କ ବିଷୟ ରେ ମଧ୍ଯ ଜାଣିଛ। ପରମେଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତି ରେ ପୂର୍ଣ୍ଣକରି ଖ୍ରୀଷ୍ଟରୂପେ ଅଭିଷିକ୍ତ କରିଥିଲେ। ଯୀଶୁ ଚତୁର୍ଦ୍ଦିଗକୁ ଯାଇ ଲୋକଙ୍କ ଉପକାର କରୁଥିଲେ। ଶୟତାନର ଅତ୍ଯାଚ଼ାର ଅଧୀନ ରେ ରହୁଥିବା ଲୋକଙ୍କୁ ସେ ସୁସ୍ଥ କରି ଦେଉଥିଲେ। ଏହିସବୁ ଦ୍ବାରା ପ୍ରମାଣିତ ହେଉଥିଲା ଯେ, ପରମେଶ୍ବର ତାହାଙ୍କ ସହିତ ଥିଲେ।
39 ଯୀଶୁ ୟିହୂଦା ଦେଶ ରେ ଓ ୟିରୂଶାଲମ ରେ ଯାହାସବୁ କରିଥିଲେ ସହେିସବୁ ଆମ୍ଭେ ନିଜେ ଦେଖିଅଛୁ। ଆମ୍ଭେ ତାହାର ସାକ୍ଷୀ ଅଟୁ। ସମାନେେ ତାହାଙ୍କୁ ବଧକଲେ। କାଠ ନିର୍ମିତ କୃଶ ରେ ସମାନେେ ତାହାଙ୍କୁ ଚ଼ଢ଼ାଇ ହତ୍ଯା କଲେ।
40 କିନ୍ତୁ ତାହାଙ୍କ ମୃତ୍ଯୁର ତିନିଦିନ ପରେ ପରମେଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ଯରୁ ପୁନର୍ଜିବୀତ କରି ଉଠାଇଲେ ଓ ଲୋକଙ୍କ ନିକଟରେ ତାହାଙ୍କୁ ଦଖାଇେଲେ।
41 ମାତ୍ର ଯୀଶୁ ସବୁ ଲୋକମାନଙ୍କୁ ଦଖାଗେଲେ ନାହିଁ। ପରମେଶ୍ବର ଯେଉଁମାନଙ୍କୁ ତାହାଙ୍କ ସାକ୍ଷୀରୂପେ ପୂର୍ବରୁ ମନୋନୀତ କରିଥିଲେ, ସହେିମାନେ କବଳେ ତାହାଙ୍କୁ ଦେଖିପାରିଲେ। ଆମ୍ଭମାନେେ ସହେି ସାକ୍ଷୀ ଅଟୁ। ଯୀଶୁ ମୃତ୍ଯୁରୁ ଉଠିଲାପରେ ଆମ୍ଭମାନେେ ତାହାଙ୍କ ସହିତ ଖାଇଥିଲୁ ଓ ପିଇଥିଲୁ।
42 ଯୀଶୁ ଆମ୍ଭମାନଙ୍କୁ ଲୋକମାନଙ୍କ ପାଖ ରେ ସୁସମାଚ଼ାର ପ୍ରଚ଼ାର କରିବାପାଇଁ ଆଦେଶ ଦେଲେ। ପୁଣି ଜୀବିତ ଓ ମୃତମାନଙ୍କର ବିଚ଼ାରକ ହବୋ ନିମନ୍ତେ କବଳେ ଏକମାତ୍ର ସେ ଯେ ନିୟୁକ୍ତି ପାଇଛନ୍ତି, ଏହାର ସାକ୍ଷ୍ଯ ଦବୋପାଇଁ ମଧ୍ଯ କହିଲେ।
43 ଯେ କହେି ଯୀଶୁଙ୍କଠା ରେ ବିଶ୍ବାସ କରିବ, ସେ ପାପକ୍ଷମା ପାଇବ। ପରମେଶ୍ବର ଯୀଶୁଙ୍କ ନାମ ରେ ସହେି ବ୍ଯକ୍ତିର ସମସ୍ତ ପାପ କ୍ଷମା କରି ଦବେେ। ସମସ୍ତ ଭାବବାଦୀଙ୍କ ଦ୍ବାରା କଥିତ ଏହି ବାକ୍ଯ ନିରାଟ ସତ୍ଯ ଅଟେ।
44 ପିତର ଏହିକଥା କହିବା ସମୟରେ ସୁସମାଚ଼ାର ଶୁଣୁଥିବା ସମସ୍ତ ଲୋକମାନଙ୍କ ଉପରେ ପବିତ୍ର ଆତ୍ମା ଓହ୍ଲାଇ ଆସିଲେ।
45 ଯେଉଁ ଯିହୂଦୀ ବିଶ୍ବାସୀମାନେ ପିତରଙ୍କ ସଙ୍ଗେ ଆସିଥିଲେ, ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ ଯେ, ଅଣଯିହୂଦୀମାନଙ୍କୁ ମଧ୍ଯ ପବିତ୍ର ଆତ୍ମା ଦିଆଗଲା।
46 ସମାନଙ୍କେ ଭିନ୍ନଭିନ୍ନ ଭାଷା ରେ କଥା ହବୋ ଓ ପରମେଶ୍ବରଙ୍କୁ ପ୍ରଶଂସା କରିବାର ମଧ୍ଯ ଶୁଣିଲେ।
47 ତା'ପରେ ପିତର କହିଲେ, ଏହି ଲୋକମାନଙ୍କୁ ବାପ୍ତିଜିତ ହବୋ ନିମନ୍ତେ କହେି କ'ଣ କବେେ ଜଳ ଯୋଗଇ ଦବୋପାଇଁ ମନା କରିପାରିବ? ସମାନେେ ମଧ୍ଯ ଆମ୍ଭପରି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଛନ୍ତି!
48 ତେଣୁ ପିତର ଯୀଶୁଖ୍ରୀଷ୍ଟଙ୍କ ନାମ ରେ ବାପ୍ତିଜିତ ହବୋ ପାଇଁ କର୍ଣ୍ଣୀଲିୟ ତାହାଙ୍କର ଆତ୍ମୀୟସ୍ବଜନ ଓ ବନ୍ଧୁମାନଙ୍କୁ ଆଦେଶ ଦେଲେ. ତା'ପରେ ଲୋକମାନେ ପିତରଙ୍କୁ ସମାନଙ୍କେ ସହିତ ଆଉ କିଛି ଦିନ ରହିବାପାଇଁ ଅନୁରୋଧ କଲେ।
1 There was a certain man in Caesarea called Cornelius, a centurion of the band called the Italian band,
2 A devout man, and one that feared God with all his house, which gave much alms to the people, and prayed to God alway.
3 He saw in a vision evidently about the ninth hour of the day an angel of God coming in to him, and saying unto him, Cornelius.
4 And when he looked on him, he was afraid, and said, What is it, Lord? And he said unto him, Thy prayers and thine alms are come up for a memorial before God.
5 And now send men to Joppa, and call for one Simon, whose surname is Peter:
6 He lodgeth with one Simon a tanner, whose house is by the sea side: he shall tell thee what thou oughtest to do.
7 And when the angel which spake unto Cornelius was departed, he called two of his household servants, and a devout soldier of them that waited on him continually;
8 And when he had declared all these things unto them, he sent them to Joppa.
9 On the morrow, as they went on their journey, and drew nigh unto the city, Peter went up upon the housetop to pray about the sixth hour:
10 And he became very hungry, and would have eaten: but while they made ready, he fell into a trance,
11 And saw heaven opened, and a certain vessel descending unto him, as it had been a great sheet knit at the four corners, and let down to the earth:
12 Wherein were all manner of fourfooted beasts of the earth, and wild beasts, and creeping things, and fowls of the air.
13 And there came a voice to him, Rise, Peter; kill, and eat.
14 But Peter said, Not so, Lord; for I have never eaten any thing that is common or unclean.
15 And the voice spake unto him again the second time, What God hath cleansed, that call not thou common.
16 This was done thrice: and the vessel was received up again into heaven.
17 Now while Peter doubted in himself what this vision which he had seen should mean, behold, the men which were sent from Cornelius had made inquiry for Simon’s house, and stood before the gate,
18 And called, and asked whether Simon, which was surnamed Peter, were lodged there.
19 While Peter thought on the vision, the Spirit said unto him, Behold, three men seek thee.
20 Arise therefore, and get thee down, and go with them, doubting nothing: for I have sent them.
21 Then Peter went down to the men which were sent unto him from Cornelius; and said, Behold, I am he whom ye seek: what is the cause wherefore ye are come?
22 And they said, Cornelius the centurion, a just man, and one that feareth God, and of good report among all the nation of the Jews, was warned from God by an holy angel to send for thee into his house, and to hear words of thee.
23 Then called he them in, and lodged them. And on the morrow Peter went away with them, and certain brethren from Joppa accompanied him.
24 And the morrow after they entered into Caesarea. And Cornelius waited for them, and had called together his kinsmen and near friends.
25 And as Peter was coming in, Cornelius met him, and fell down at his feet, and worshipped him.
26 But Peter took him up, saying, Stand up; I myself also am a man.
27 And as he talked with him, he went in, and found many that were come together.
28 And he said unto them, Ye know how that it is an unlawful thing for a man that is a Jew to keep company, or come unto one of another nation; but God hath shewed me that I should not call any man common or unclean.
29 Therefore came I unto you without gainsaying, as soon as I was sent for: I ask therefore for what intent ye have sent for me?
30 And Cornelius said, Four days ago I was fasting until this hour; and at the ninth hour I prayed in my house, and, behold, a man stood before me in bright clothing,
31 And said, Cornelius, thy prayer is heard, and thine alms are had in remembrance in the sight of God.
32 Send therefore to Joppa, and call hither Simon, whose surname is Peter; he is lodged in the house of one Simon a tanner by the sea side: who, when he cometh, shall speak unto thee.
33 Immediately therefore I sent to thee; and thou hast well done that thou art come. Now therefore are we all here present before God, to hear all things that are commanded thee of God.
34 Then Peter opened his mouth, and said, Of a truth I perceive that God is no respecter of persons:
35 But in every nation he that feareth him, and worketh righteousness, is accepted with him.
36 The word which God sent unto the children of Israel, preaching peace by Jesus Christ: (he is Lord of all:)
37 That word, I say, ye know, which was published throughout all Judaea, and began from Galilee, after the baptism which John preached;
38 How God anointed Jesus of Nazareth with the Holy Ghost and with power: who went about doing good, and healing all that were oppressed of the devil; for God was with him.
39 And we are witnesses of all things which he did both in the land of the Jews, and in Jerusalem; whom they slew and hanged on a tree:
40 Him God raised up the third day, and shewed him openly;
41 Not to all the people, but unto witnesses chosen before of God, even to us, who did eat and drink with him after he rose from the dead.
42 And he commanded us to preach unto the people, and to testify that it is he which was ordained of God to be the Judge of quick and dead.
43 To him give all the prophets witness, that through his name whosoever believeth in him shall receive remission of sins.
44 While Peter yet spake these words, the Holy Ghost fell on all them which heard the word.
45 And they of the circumcision which believed were astonished, as many as came with Peter, because that on the Gentiles also was poured out the gift of the Holy Ghost.
46 For they heard them speak with tongues, and magnify God. Then answered Peter,
47 Can any man forbid water, that these should not be baptized, which have received the Holy Ghost as well as we?
48 And he commanded them to be baptized in the name of the Lord. Then prayed they him to tarry certain days.
Acts 25 in Tamil and English
1 ફેસ્તુસ હાકેમ બન્યો, અને ત્રણ દિવસ પછી તે કૈસરિયાથી યરૂશાલેમ ગયો.
Now when Festus was come into the province, after three days he ascended from Caesarea to Jerusalem.
2 મુખ્ય યાજક અને મહત્વના યહૂદિ આગેવાનોએ ફેસ્તુસની આગળ પાઉલની વિરૂદ્ધ આક્ષેપો મૂક્યા.
Then the high priest and the chief of the Jews informed him against Paul, and besought him,
3 તેઓએ ફેસ્તુસને તેઓના માટે કંઈક કરવા કહ્યું. તે યહૂદિઓ ઇચ્છતા હતા કે ફેસ્તુસ પાઉલને પાછો યરૂશાલેમ મોકલે. તેઓ પાસે પાઉલને રસ્તામાં જ મારી નાખવાની યોજના હતી.
And desired favour against him, that he would send for him to Jerusalem, laying wait in the way to kill him.
4 પરંતુ ફેસ્તુસે જવાબ આપ્યો, “ના! પાઉલને કૈસરિયામાં રાખવામાં આવશે. હું જલદીથી મારી જાતે કૈસરિયા જઈશ.
But Festus answered, that Paul should be kept at Caesarea, and that he himself would depart shortly thither.
5 તમારા કેટલાએક આગેવાનોએ મારી સાથે જવું જોઈએ. જો તેણે ખરેખર કંઈક ખોટું કર્યું હોય તો તેઓ ત્યાં કૈસરિયામાં તે માણસ વિરૂદ્ધ તહોમત મૂકી શકે છે.’
Let them therefore, said he, which among you are able, go down with me, and accuse this man, if there be any wickedness in him.
6 ફેસ્તુસ યરૂશાલેમમાં આઠ કે દસ દિવસો રહ્યો. પછી તે કૈસરિયા પાછો ગયો. બીજે દિવસે ફેસ્તુસે સૈનિકોને તેની આગળ પાઉલને લાવવા માટે કહ્યું. ફેસ્તુસ ન્યાયાસન પર બેઠો હતો.
And when he had tarried among them more than ten days, he went down unto Caesarea; and the next day sitting on the judgment seat commanded Paul to be brought.
7 પાઉલ ઓરડામાં આવ્યો હતો. જે યહૂદિઓ યરૂશાલેમથી આવ્યાં હતા તેઓ તેની આજુબાજુ ઊભા, ઘણા ગંભીર આક્ષેપો તેની વિરૂદ્ધ મૂક્યા. પણ તેઓ આમાંનું કશું પણ સાબિત કરી શક્યા નહિ.
And when he was come, the Jews which came down from Jerusalem stood round about, and laid many and grievous complaints against Paul, which they could not prove.
8 પાઉલે પોતાના બચાવ માટે જે કહ્યું તે આ છે. “મેં યહૂદિઓના નિયમ વિરૂદ્ધ, મંદિર વિરૂદ્ધ કે કૈસર વિરૂદ્ધ કશું ખોટું કર્યુ નથી.”
While he answered for himself, Neither against the law of the Jews, neither against the temple, nor yet against Caesar, have I offended any thing at all.
9 પરંતુ ફેસ્તસની ઈચ્છા યહૂદિઓને ખુશ કરવાની હતી. તેથી તેણે પાઉલને પૂછયું, “તારી ઈચ્છા યરૂશાલેમ જવાની છે? તું ઇચ્છે છેકે હું ત્યાં આ તહોમતો વિષે તારો ન્યાય કરું?”
But Festus, willing to do the Jews a pleasure, answered Paul, and said, Wilt thou go up to Jerusalem, and there be judged of these things before me?
10 પાઉલે કહ્યું, “હમણાં હું કૈસરના ન્યાયાસન આગળ ઊભો છું. જ્યાં મારો ન્યાય થવો જોઈએ તે જ જગ્યા આ છે. મેં યહૂદિઓનું કશું ખોટું કર્યુ નથી. તમે જાણો છો આ સાચું છે.
Then said Paul, I stand at Caesar’s judgment seat, where I ought to be judged: to the Jews have I done no wrong, as thou very well knowest.
11 જો કાયદો કહેતો હોય કે મારે મરી જવું જોઈએ, તો હું મરવા માટે સંમત છું. હું મૃત્યુમાંથી બચવા માટે કહેતો નથી. પણ જો આ તહોમતો સાચા ના હોય તો પછી મને કોઈ વ્યક્તિ આ યહૂદિઓને હવાલે કરી શકે નહિ, ના! હું મારો કેસ કૈસર સાંભળે એમ ઈચ્છું છું!”
For if I be an offender, or have committed any thing worthy of death, I refuse not to die: but if there be none of these things whereof these accuse me, no man may deliver me unto them. I appeal unto Caesar.
12 ફેસ્તુસે આ બાબત વિષે તેના સલાહકારો સાથે વાત કરી. પછી તેણે કહ્યું, “તેથી તુ કૈસર પાસે જા અને તેને મળ!”
Then Festus, when he had conferred with the council, answered, Hast thou appealed unto Caesar? unto Caesar shalt thou go.
13 થોડા દિવસો પછી અગ્રીપા રાજા અને બરનિકા ફેસ્તુસની મુલાકાતે કૈસરિયા આવ્યા.
And after certain days king Agrippa and Bernice came unto Caesarea to salute Festus.
14 તેઓ ત્યાં ઘણા દિવસો રહ્યા. ફેસ્તુસે રાજાને પાઉલ સંબંધી કહ્યું, “ત્યાં એક માણસ છે જેને ફેલિકસે કારાવાસમાં પૂર્યો છે.
And when they had been there many days, Festus declared Paul’s cause unto the king, saying, There is a certain man left in bonds by Felix:
15 જ્યારે હું યરૂશાલેમ ગયો ત્યારે મુખ્ય યાજકોએ તથા યહૂદિઓના વડીલોએ ત્યાં તેની વિરૂદ્ધ તહોમતો મૂક્યા. આ યહૂદિઓ મને તેના મૃત્યુનો હૂકમ કરવા ઇચ્છતા હતા.
About whom, when I was at Jerusalem, the chief priests and the elders of the Jews informed me, desiring to have judgment against him.
16 પરંતુ મેં જવાબ આપ્યો. “જ્યારે કોઈ માણસ પર કંઈક ખોટું કરવાના તહોમતો મૂકવામાં આવે તો રોમનો બીજા લોકોને તે માણસનો ન્યાય કરવા માટે આપતા ન હતા. પ્રથમ તે માણસને જે માણસોએ તેની સામે ફરિયાદ કરી હોય તેનો સામનો કરવાની તક આપવી જોઈએ. અને તેને તેઓએ તેની વિરૂદ્ધ કરેલી ફરિયાદોનો બચાવ તેની જાતે કરવાની પરવાનગી પણ આપવી જોઈએ.
To whom I answered, It is not the manner of the Romans to deliver any man to die, before that he which is accused have the accusers face to face, and have licence to answer for himself concerning the crime laid against him.
17 “તેથી આ યહૂદિઓ અહીં કૈસરિયા ન્યાય માટે આવ્યા. અને મેં સમય ગુમાવ્યો નહિ. બીજે દિવસે હું ન્યાયાસનની બેઠક પર બેઠો અને હુકમ કર્યો કે તે માણસને અંદર લાવવામાં આવે .
Therefore, when they were come hither, without any delay on the morrow I sat on the judgment seat, and commanded the man to be brought forth.
18 યહૂદિઓ ઊભા થયા અને તેની સામે તહોમત મૂક્યું. પણ યહૂદિઓએ કોઇ ખરાબ ગુનાઓ વિષે ફરિયાદ કરી નહિ. હું ધારતો હતો કે તેઓ કરશે.
Against whom when the accusers stood up, they brought none accusation of such things as I supposed:
19 તેઓએ જે વાતો કહી, તે તેઓના પોતાના ધર્મ અને ઈસુ નામના માણસ વિષે હતી. ઈસુ મૃત્યુ પામ્યો છે છતાં પાઉલે દાવો કર્યો કે તે હજુય જીવે છે.
But had certain questions against him of their own superstition, and of one Jesus, which was dead, whom Paul affirmed to be alive.
20 હું આ બાબત વિષે વધું જાણતો ન હતો. તેથી મેં પ્રશ્રો પૂછયા નહિ. પણ મેં પાઉલને પૂછયું, “તારી ઈચ્છા યરૂશાલેમમાં જઈને આ બાબતમાં ન્યાય કરવાની છે?’
And because I doubted of such manner of questions, I asked him whether he would go to Jerusalem, and there be judged of these matters.
21 પણ પાઉલે કૈસરિયામાં જ રાખવા માટે કહ્યું. તે પાદશાહ પાસેથી નિર્ણય ઇચ્છે છે. તેથી મેં હુકમ કર્યો કે જ્યાં સુધી હું તેને રોમમાં કૈસર પાસે ન મોકલી શકું ત્યાં સુધી તેને કેદમાં રાખવો.”
But when Paul had appealed to be reserved unto the hearing of Augustus, I commanded him to be kept till I might send him to Caesar.
22 અગ્રીપાએ ફેસ્તુસને કહ્યું, “આ માણસને સાંભળવો મને પણ ગમશે.”ફેસ્તુસે કહ્યું, “આવતીકાલે તું એને સાંભળી શકીશ!”
Then Agrippa said unto Festus, I would also hear the man myself. To morrow, said he, thou shalt hear him.
23 બીજે દિવસે અગ્રીપા અને બરનિકા દેખાયા. તેઓ ઘણા મહત્વના લોકો હોય તે રીતે વસ્ત્રો પરિધાન કરીને દબદબાથી ર્વત્યા. અગ્રીપા અને બરનિકા લશ્કરના અધિકારીઓ અને કૈસરિયાના મહત્વના લોકો ન્યાયાલય ખંડમાં ગયા. ફેસ્તુસે પાઉલને અંદર લાવવા સૈનિકોને હુકમ કર્યો.
And on the morrow, when Agrippa was come, and Bernice, with great pomp, and was entered into the place of hearing, with the chief captains, and principal men of the city, at Festus’ commandment Paul was brought forth.
24 ફેસ્તુસે કહ્યું, “રાજા અગ્રીપા અને તમે બધા લોકો અહી અમારી સાથે ભેગા થયા છો, તમે આ માણસને જુઓ છો. યરૂશાલેમના તથા અહીંના આ બધા યહૂદિ લોકોએ મને તેના વિષે ફરિયાદ કરી છે. જ્યારે તેઓએ તેના વિષે ફરિયાદ કરી ત્યારે તેઓએ પોકાર કર્યો કે, તેને મારી નાખવો જોઈએ.
And Festus said, King Agrippa, and all men which are here present with us, ye see this man, about whom all the multitude of the Jews have dealt with me, both at Jerusalem, and also here, crying that he ought not to live any longer.
25 મેં જ્યારે તેનો ન્યાય કર્યો. મને કંઈ ખોટું જણાયું નહી, મને તેને મોતનો હુકમ કરવા કોઈ કારણ જણાયું નહિ. પણ તેણે તેની જાણ તેની જાતે કરવા કહ્યું કે તેનો ન્યાય કૈસર વડે થવો જોઈએ. તેથી મેં તેને રોમ મોકલવાનો નિર્ણય કર્યો.
But when I found that he had committed nothing worthy of death, and that he himself hath appealed to Augustus, I have determined to send him.
26 પણ મારી પાસે તેની વિરૂદ્ધ કૈસરને લખવા માટે કોઇ ચોક્કસ બાબત ન હતી તેથી હું તમારા બધાની આગળ ખાસ કરીને રાજા અગ્રીપા પાસે લાવ્યો છું. કારણ કે તેણે કંઈ ખોટું કર્યુ નથી. હું આશા રાખું છું કે તું તેને પ્રશ્ર કર અને મને કૈસરને કંઈક લખવા દે.
Of whom I have no certain thing to write unto my lord. Wherefore I have brought him forth before you, and specially before thee, O king Agrippa, that, after examination had, I might have somewhat to write.
27 હું વિચારું છું કે બંદીવાનને કૈસર પાસે તેની વિરૂદ્ધ કોઇ જાતના આરોપો દર્શાવ્યા વિના મોકલવો તે મૂર્ખતા છે. મને એ અયોગ્ય લાગે છે.”
For it seemeth to me unreasonable to send a prisoner, and not withal to signify the crimes laid against him.