Zephaniah 1:2
ସଦାପ୍ରଭୁ କହନ୍ତି, ପୃଥିବୀର ସମସ୍ତ ଜିନିଷ ଆମ୍ଭେ ଧ୍ବଂସ କରିବା।
Zephaniah 1:2 in Other Translations
King James Version (KJV)
I will utterly consume all things from off the land, saith the LORD.
American Standard Version (ASV)
I will utterly consume all things from off the face of the ground, saith Jehovah.
Bible in Basic English (BBE)
I will take away everything from the face of the earth, says the Lord.
Darby English Bible (DBY)
I will utterly take away everything from off the face of the ground, saith Jehovah:
World English Bible (WEB)
I will utterly sweep away everything off of the surface of the earth, says Yahweh.
Young's Literal Translation (YLT)
I utterly consume all from off the face of the ground, An affirmation of Jehovah.
| I will utterly | אָסֹ֨ף | ʾāsōp | ah-SOFE |
| consume | אָסֵ֜ף | ʾāsēp | ah-SAFE |
| all things | כֹּ֗ל | kōl | kole |
| off from | מֵעַ֛ל | mēʿal | may-AL |
| the land, | פְּנֵ֥י | pĕnê | peh-NAY |
| הָאֲדָמָ֖ה | hāʾădāmâ | ha-uh-da-MA | |
| saith | נְאֻם | nĕʾum | neh-OOM |
| the Lord. | יְהוָֽה׃ | yĕhwâ | yeh-VA |
Cross Reference
ଦିତୀୟ ରାଜାବଳୀ 22:16
'ସଦାପ୍ରଭୁ ଏହା କହନ୍ତି, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ବିବାସୀ ଲୋକମାନଙ୍କ ଉପରେ ଅମଙ୍ଗଳ ଘଟାଇବା। ଏହି ପୁସ୍ତକରେ ଲିଖିତ ଯିହୁଦା ରାଜାଙ୍କ ପଠିତ ବାକ୍ଯ ଅନୁସାରେ ସମସ୍ତ ଅମଙ୍ଗଳ ଘଟାଇବା।
ମୀଖା 7:13
ତଥାପି ବାସକରୁଥିବା ସହେି ଲୋକ ଓ ତାଙ୍କର କର୍ମ ଯୋଗୁଁ ଦେଶ ଧ୍ବଂସ ପାଇଲା।
ଯିହିଜିକଲ 33:27
ଏହିରୂପେ ତୁମ୍ଭେ ସମାନଙ୍କେୁ କହିବ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ମୁଁ ଜୀବିତ ଥିବା ପର୍ୟ୍ଯନ୍ତ ଧ୍ବଂସପ୍ରାପ୍ତ ସ୍ଥାନ ରେ ରହିଥିବା ଲୋକମାନେ ଖଡ୍ଗ ରେ ପତିତ ହବେେ ଏବଂ ଯେଉଁମାନେ ଖାେଲା ପ୍ରାନ୍ତର ରେ ଥିବେ ସମାନଙ୍କେୁ ପଶୁମାନେ ଭକ୍ଷଣ କରିବେ କିନ୍ତୁ ଯେଉଁ ଲୋକମାନେ ଦୃଢ଼ ଦୁର୍ଗ ଓ ଗୁମ୍ଫା ମଧିଅରେ ଲୁଚି ରହିବେ, ସମାନେେ ମହାମାରୀ ରେ ମରିବେ।
ଯିରିମିୟ 36:29
ପୁଣି ଯିହୁଦାର ରାଜା ୟିହୋଯାମୀମଙ୍କୁ ତୁମ୍ଭେ ଏହା କହିବ, 'ସଦାପ୍ରଭୁ ଏହା କହନ୍ତି, ବାବିଲର ରାଜା ନିଶ୍ଚଯ ଆସିବ ଓ ଏହି ଦେଶ ନଷ୍ଟ କରିବ। ଆଉ ଏହାକୁ ତାହାକୁ ମନୁଷ୍ଯ ଓ ପଶୁଶୂନ୍ଯ କରିବ। ଏପରି କଥା ସେଥି ରେ ଅଛି ? ଏଥି ସକାେଶ ତୁମ୍ଭେ ଏହି ପୁସ୍ତକ ଦଗ୍ଧ କରିଅଛ।
ଯିରିମିୟ 34:22
ମାତ୍ର ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ପୁଣି ସମାନଙ୍କେୁ ଆମ୍ଭର ଆଜ୍ଞା ରେ' ଏହି 'ନଗରକୁ ଅଣାଇବା। ତହିଁରେ ସମାନେେ ନଗର ବିରୁଦ୍ଧ ରେ ୟୁଦ୍ଧ କରି ତାହାକୁ ଅଧିକାର କରିବେ ଓ ତାହାକୁ ଅଗ୍ନି ରେ ଦଗ୍ଧ କରିବେ। ପୁଣି ଆମ୍ଭେ ଯିହୁଦାର ସମସ୍ତ ନଗରକୁ ଜନଶୂନ୍ଯ କରି ଧ୍ବଂସ ସ୍ତୁପ ରେ ପରିରତ କରିବା।
ଯିରିମିୟ 24:8
ମାତ୍ର ଯିହୁଦାର ରାଜା ସିଦିକିଯ ସହେି ଅତି ମନ୍ଦ ଡ଼ିମ୍ବିରି ଫଳ ସଦୃଶ। ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚଯ ସିଦିକିଯକୁ, ତାହାର ଅଧିପତିଗଣକୁ ଓ ୟିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶ ରେ ଅଛନ୍ତି, ସମାନଙ୍କେୁ ଓ ଯେଉଁମାନେ ମିଶର ଦେଶ ରେ ବାସ କରନ୍ତି, ସମାନଙ୍କେୁ ଆମ୍ଭେ ତ୍ଯାଗ କରିବା।
ଯିରିମିୟ 6:8
ହେ ୟିରୁଶାଲମ, ଆମ୍ଭର ଶିକ୍ଷା ଗ୍ରହଣ କର। ତୁମ୍ଭେ ଯଦି ଆମ୍ଭ କଥା ନ ଶୁଣ, ତବେେ ଆମ୍ଭେ ବିରକ୍ତି ରେ ତୁମ୍ଭ ପାଖରୁ ଦୂ ରଇେ ୟିବା। ଆମ୍ଭେ ତୁମ୍ଭର ଦେଶକୁ ଏକ ମରୁଭୂମି ଓ ଜନଶୂନ୍ଯ ରେ ପରିଣତ କରିବା।
ଯିଶାଇୟ 6:11
ତା'ପ ରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, ପ୍ରଭୋ ! ମୁଁ କେତକୋଳ ଏହା କରିବି ?'
ଦିତୀୟ ବଂଶାବଳୀ 36:21
ଏହିପରି ଭାବରେ ସଦାପ୍ରଭୁ ଯିରିମିୟ ଭବିଷ୍ଯତ୍ବକ୍ତାଙ୍କ ଦ୍ବାରା ଯେଉଁ ସବୁ ବିଷଯ କହିଥିଲେ, ତାହା ପ୍ରକୃତ ରେ ଘଟିଲା। ସଦାପ୍ରଭୁ ଯିରିମିୟଙ୍କ ମାଧ୍ଯମ ରେ କହିଥିଲେ : ଏହି ସ୍ଥାନ ସତୁରି ବର୍ଷ ପର୍ୟ୍ଯନ୍ତ ଧ୍ବଂସର ସ୍ଥାନ ହାଇେ ରହିବ। କାରଣ ଲୋକମାନେ ବିଶଷେ ବିଶ୍ରାମବାର ରେ ବିଶ୍ରାମ ନ କରିଥିବାରୁ ତାହାକୁ ଭରଣା କରିବା ନିମନ୍ତେ ଏହିପରି ଘଟିଲା। ଏହା ସତୁରି ବର୍ଷ ଲଗିରହିବ।
ଆଦି ପୁସ୍ତକ 6:7
ତେଣୁ ସଦାପ୍ରଭୁ କହିଲେ, ମୁଁ ସମସ୍ତ ମନୁଷ୍ଯକୁ ଧ୍ବଂସ କରି ଦବେି ଯାହା ମୁଁ ସୃଷ୍ଟି କରିଛି। ମୁଁ ସମସ୍ତ ମନୁଷ୍ଯ , ପଶୁ ଏବଂ ପ୍ରେତ୍ୟକକ ଖେଚ଼ର ପ୍ରାଣୀମାନଙ୍କୁ ଧ୍ବଂସ କରି ଦବେି। ଏବଂ ଆକାଶର ସମସ୍ତ ପକ୍ଷୀ କୂଳକୁ ମଧ୍ଯ ଧ୍ବଂସ କରି ଦବେି। କାହିଁକି? କାରଣ ଏମାନଙ୍କୁ ସୃଷ୍ଟି କରି ମୁଁ ଦୁଃଖିତ।