Zechariah 2:7
ବର୍ତ୍ତମାନ ବାବିଲ ରେ ବାସ କରୁଥିବା, ତୁମ୍ଭେ ସିୟୋନର ଲୋକମାନେ, ତୁମ୍ଭମାନଙ୍କର ମୁକ୍ତି ପାଇଁ ଦୌଡ଼ନ୍ତି। ସହେି ନଗରୀରୁ ଶୀଘ୍ର ଦୂରକୁ ଗ୍ଭଲିୟାଅ। ସର୍ବଶକ୍ତିମାନ ସଦାପ୍ରଭୁ ଏହାହିଁ କୁହନ୍ତି।
Zechariah 2:7 in Other Translations
King James Version (KJV)
Deliver thyself, O Zion, that dwellest with the daughter of Babylon.
American Standard Version (ASV)
Ho Zion, escape, thou that dwellest with the daughter of Babylon.
Bible in Basic English (BBE)
And the angel who was talking to me went out, and another angel went out, and, meeting him,
Darby English Bible (DBY)
Ho! escape, Zion, that dwellest with the daughter of Babylon.
World English Bible (WEB)
'Come, Zion! Escape, you who dwell with the daughter of Babylon.'
Young's Literal Translation (YLT)
Ho, Zion, be delivered who art dwelling `with' the daughter of Babylon.
| Deliver thyself, | ה֥וֹי | hôy | hoy |
| O | צִיּ֖וֹן | ṣiyyôn | TSEE-yone |
| Zion, | הִמָּלְטִ֑י | himmolṭî | hee-mole-TEE |
| dwellest that | יוֹשֶׁ֖בֶת | yôšebet | yoh-SHEH-vet |
| with the daughter | בַּת | bat | baht |
| of Babylon. | בָּבֶֽל׃ | bābel | ba-VEL |
Cross Reference
ଯିଶାଇୟ 48:20
ହେ ମାରେ ସନ୍ତାନଗଣ, ତୁମ୍ଭମାନେେ ବାବିଲରୁ ବାହାରି ୟାଅ, କଲଦୀଯମାନଙ୍କ ମଧ୍ଯରୁ ପଳାଯନ କର ; ତୁମ୍ଭମାନେେ ଆନନ୍ଦ ଧ୍ବନି କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ଏହା ବିଖ୍ଯାତ କର ; ତୁମ୍ଭମାନେେ କୁହ, ସଦାପ୍ରଭୁ ନିଜର ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।
ଯିରିମିୟ 51:6
ବାବିଲରୁ ପଳାଯନ କର ଓ ତୁମ୍ଭମାନଙ୍କର ନିଜ ନିଜ ପ୍ରାଣ ରକ୍ଷା କର। ଆଉ ତାହାର ଅଧର୍ମ ରେ ଉଚ୍ଛନ୍ନ ହୁଅ ନାହିଁ। କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧ ନବୋର ସମୟ ଓ ସେ ସମାନଙ୍କେୁ ତା'ର ପ୍ରତିଫଳ ଦବେେ।
ଯିଶାଇୟ 52:11
ତୁମ୍ଭମାନେେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ୟାଅ, ଅଶୁଚି ବସ୍ତୁ ଛୁଅଁ ନାହିଁ। ତୁମ୍ଭମାନେେ ତା'ମଧ୍ଯରୁ ଚାଲିୟାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭମାନେେ ଶୁଚି ହୁଅ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:4
ତା'ପରେ ମୁଁ ସ୍ବର୍ଗରୁ ଆଉ ଏକ ସ୍ବର ଶୁଣିଲି
ରେରିତମାନଙ୍କ କାର୍ଯ୍ୟର ବିବରଣ 2:40
ପିତର ସମାନଙ୍କେୁ ଚତନୋ ଦଇେ କହିଲେ, ବର୍ତ୍ତମାନ ଏହି ମନ୍ଦ ଲୋକମାନଙ୍କଠାରୁ ନିଜକୁ ରକ୍ଷାକର।
ମୀଖା 4:10
ହେ ସିଯୋନର କନ୍ଯା, ତୁମ୍ଭେ ପ୍ରସବ ବଦନୋ ଅନୁଭବ କରି ସନ୍ତାନ ଜନ୍ମ ଦିଅ। ତୁମ୍ଭେ ନଗରର ବାହାରକୁ ୟାଅ ଏବଂ କ୍ଷେତ୍ର ରେ ବାସ କର। ତୁମ୍ଭେ ବାବିଲୋନ ୟିବ। କିନ୍ତୁ ସେ ସ୍ଥାନ ରେ ତୁମ୍ଭେ ସୁରକ୍ଷିତ ହବେ। ଆଉ ମଧ୍ଯ ସଦାପ୍ରଭୁ ସଠାେକୁ ଯିବେ ଓ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭମାନଙ୍କୁ ଶତୃମାନଙ୍କଠାରୁ ଦୂ ରଇେ ନବେେ।
ଯିରିମିୟ 51:45
ହେ ଆମ୍ଭର ଲୋକମାନେ, ତୁମ୍ଭମାନେେ ବାବିଲରୁ ପଳାଇ ୟାଅ। ପ୍ରେତ୍ୟକକ ସଦାପ୍ରଭୁଙ୍କ ପ୍ରଚଣ୍ଡ କୋର୍ଧରୁ ନିଜକୁ ରକ୍ଷା କର।
ଯିରିମିୟ 50:8
ତୁମ୍ଭମାନେେ ବାବିଲରୁ ପଳାଅ ଓ କଲଦୀଯମାନଙ୍କ ଦେଶ ମଧ୍ଯରୁ ବାହାରି ୟାଅ। ଆଉ ପଲର ଅଗ୍ରଗାମୀ ଛାଗ ସ୍ବରୂପ ହୁଅ।
ଯିଶାଇୟ 52:2
ତୁମ୍ଭେ ନିଜ ଦହରେ ଧୂଳି ଝାଡ଼ି ଦିଅ, ହେ ସିୟୋନର ବନ୍ଦୀନି କନ୍ଯା ୟିରୁଶାଲମ ! ଉଠ, ତୁମ୍ଭ ଗଳାର ସେ ବନ୍ଧନକୁ ଢ଼ିଲା କର।
ଗଣନା ପୁସ୍ତକ 16:34
ଏଥି ରେ ଇଶ୍ରାୟେଲ ଲୋକମାନେ ସମାନଙ୍କେର କରୁଣ ଚିତ୍କାର ଶୁଣି ଏଣେ ତଣେେ ପଳାଯନ କଲେ। ଆଉ ସମାନେେ କହିଲେ, ପୃଥିବୀ ଆମ୍ଭମାନଙ୍କୁ ମଧ୍ଯ ଗ୍ରାସ କରିବ।
ଗଣନା ପୁସ୍ତକ 16:26
ତହୁଁ ମାଶାେ ମଣ୍ତଳୀକି କହିଲେ, ବିନଯ କରୁଅଛ ତୁମ୍ଭମାନେେ ଏହି ଦୁଷ୍ଟ ଲୋକମାନଙ୍କ ଛାଉଣୀରୁ ଉଠିୟାଅ ଏବଂ ସମାନଙ୍କେର କିଛି ମାତ୍ର ସ୍ପର୍ଶ କରନାହିଁ। ନଚେତ୍ ତୁମ୍ଭମାନେେ ସମାନଙ୍କେ ପାପ ଲାଗି ବିନଷ୍ଟ ହବେ।
ଆଦି ପୁସ୍ତକ 19:17
ସମାନେେ ନଗର ବାହାରକୁ ଆସିବା ମାତ୍ ରେ ଜଣେ ସ୍ବର୍ଗଦୂତ ସମାନଙ୍କେୁ କହିଲେ, ବର୍ତ୍ତମାନ ତୁମ୍ଭର ଜୀବନ ରକ୍ଷା ପାଇଁ ପଛକୁ ନ ଅନାଇଁ ଶିଘ୍ର ଦୌଡ଼। ଏହି ଉପତ୍ୟକାର କୌଣସି ଜାଗା ରେ ରୁହନାହିଁ। ତୁମ୍ଭେ ପର୍ବତ ରେ ପହଁଞ୍ଚିବା ପର୍ୟ୍ଯନ୍ତ ଦୌଡ଼। ଯଦି ତୁମ୍ଭେ ଅଟକି ୟାଅ ତବେେ ଏହି ନଗର ସହିତ ତୁମ୍ଭେ ଧ୍ବଂସ ପାଇୟିବ।