ଯିଖରିୟ 14:9 in Oriya

ଓଡିଆ ଓଡିଆ ବାଇବେଲ ଯିଖରିୟ ଯିଖରିୟ 14 ଯିଖରିୟ 14:9

Zechariah 14:9
ସହେିଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପ ରେ ରାଜା ହବେେ। କବଳେ ସଠାେ ରେ ଜଣେ ସଦାପ୍ରଭୁ ଓ ତାଙ୍କର ଗୋଟିଏ ମାତ୍ର ନାମ ରହିବ।

Zechariah 14:8Zechariah 14Zechariah 14:10

Zechariah 14:9 in Other Translations

King James Version (KJV)
And the LORD shall be king over all the earth: in that day shall there be one LORD, and his name one.

American Standard Version (ASV)
And Jehovah shall be King over all the earth: in that day shall Jehovah be one, and his name one.

Bible in Basic English (BBE)
And the Lord will be King over all the earth: in that day there will be one Lord and his name one.

Darby English Bible (DBY)
And Jehovah shall be king over all the earth: in that day shall there be one Jehovah, and his name one.

World English Bible (WEB)
Yahweh will be King over all the earth. In that day Yahweh will be one, and his name one.

Young's Literal Translation (YLT)
And Jehovah hath become king over all the land, In that day there is one Jehovah, and His name one.

And
the
Lord
וְהָיָ֧הwĕhāyâveh-ha-YA
shall
be
יְהוָ֛הyĕhwâyeh-VA
king
לְמֶ֖לֶךְlĕmelekleh-MEH-lek
over
עַלʿalal
all
כָּלkālkahl
the
earth:
הָאָ֑רֶץhāʾāreṣha-AH-rets
that
in
בַּיּ֣וֹםbayyômBA-yome
day
הַה֗וּאhahûʾha-HOO
shall
there
be
יִהְיֶ֧הyihyeyee-YEH
one
יְהוָ֛הyĕhwâyeh-VA
Lord,
אֶחָ֖דʾeḥādeh-HAHD
and
his
name
וּשְׁמ֥וֹûšĕmôoo-sheh-MOH
one.
אֶחָֽד׃ʾeḥādeh-HAHD

Cross Reference

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:15
ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ବର୍ଗ ରେ ଉଚ୍ଚ ସ୍ବରମାନ ଶୁଣାଗଲା। ସମାନେେ କହିଲେ,

ଦାନିଏଲ 7:27
ଆଉ ରାଜତ୍ବ, କତ୍ତୃର୍ତ୍ବ ଓ ରାଜ୍ଯ ସମୂହର ମହିମା ସର୍ବୋପରିସ୍ଥ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହବେ। ତାଙ୍କର ରାଜ୍ଯ ଅନନ୍ତ କାଳ ପାଇଁ ସ୍ଥାଯୀ ହବେ ଓ ଅନ୍ୟ ସମସ୍ତ ଶାସକ ଗୋଷ୍ଠୀ ତାଙ୍କର ସବୋ କରିବେ ଓ ତାଙ୍କର ଆଜ୍ଞାବହ ହବେେ।'

ଯିଶାଇୟ 2:2
ଶଷେ ଦିନ ରେ ଏହା ହିଁ ଘଟିବ। ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖର ରେ ହବେ। ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧିଅରେ ଉଚ୍ଚତର ହବେ। ସମସ୍ତ ଗୋଷ୍ଠୀର ଲୋକମାନେ ସୋର୍ତ ସଦୃଶ ସଠାେକୁ ଧାବିତ ହବେେ।

ଯିଶାଇୟ 49:6
ପୁଣି ସଦାପ୍ରଭୁ କହିଲେ, ତୁମ୍ଭେ ଯାକୁବର ପରିବାରବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇଶ୍ରାୟେଲ ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସବେକ ହବେ ; ଏହା ଅତି କ୍ଷୁଦ୍ର ବିଷଯ ; ତୁମ୍ଭେ ଯେପରି ପୃଥିବୀର ଶଷେ ସୀମା ପର୍ୟ୍ଯନ୍ତ ଆମ୍ଭ କୃତ ପରିତ୍ରାଣ ସ୍ବରୂପ ହବେ, ସେଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀଯମାନଙ୍କର ଦୀପ୍ତିସ୍ବରୂପ କରିବା।

ଯିଶାଇୟ 60:12
କାରଣ ଯେଉଁ ଦେଶ ଓ ରାଜା ତୁମ୍ଭର ସବୋ କରିବ ନାହିଁ, ସେ ବିନଷ୍ଟ ହବେ। ସହେି ଦେଶଗୁଡ଼ିକ ସୂର୍ଣ୍ଣରୂପେ ଧ୍ବଂସ ପ୍ରାପ୍ତ ହବେେ।

ଯିରିମିୟ 23:6
ସହେି ଉତ୍ତମ ରାଜତ୍ବ କାଳ ରେ ଶାଖା 'ଉତ୍ପନ୍ନ' ହାଇେ ଯିହୁଦା ପରିତ୍ରାଣ ପାଇବ ଓ ଇଶ୍ରାୟେଲ ନିରାପଦ ରେ ବାସ କରିବ। ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମ ରେ ସେ ବିଖ୍ଯାତ ହବେେ।

ଦାନିଏଲ 2:44
ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:5
ପ୍ରଭୁ ଏକ, ବିଶ୍ବାସ ଏକ ଓ ବାପ୍ତିସ୍ମ ମଧ୍ଯ ଏକ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:14
ସେଥିପାଇଁ ପ୍ରାର୍ଥନା ରେ ମୁଁ ପରମପିତାଙ୍କ ଆଗ ରେ ନତମସ୍ତକ ହୁଏ।

ମାଥିଉଲିଖିତ ସୁସମାଚାର 28:19
ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମାରେ ଶିଷ୍ଯ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମ ରେ ତୁମ୍ଭମାନେେ ସମାନଙ୍କେୁ ବାପ୍ତିସ୍ମ ଦିଅ।

ମାଥିଉଲିଖିତ ସୁସମାଚାର 1:23
ଜଣେ କୁମାରୀ କନ୍ଯା ଗର୍ଭବତୀ ହାଇେ ପୁତ୍ର ସନ୍ତାନଟିଏ ଜନ୍ମ ଦବେ। ଲୋକେ ତାହାଙ୍କ ନାମ ଇମ୍ମାନୁଯଲେ ଦବେେ। (ଇମ୍ମାନୁଯଲରେ ଅର୍ଥ, ପରମେଶ୍ବର ଆମ୍ଭ ସହିତ ଅଛନ୍ତି।)

ସିଫନିୟ 3:9
ତା'ପ ରେ ଆମ୍ଭେ ଅନ୍ୟ ଦେଶର ଲୋକମାନଙ୍କୁ ଏପରି ପରିବର୍ତ୍ତନ କରିବା ଯେ ସମାନେେ ସ୍ପଷ୍ଟ ଭାବରେ ସଦାପ୍ରଭୁଙ୍କର ନାମ ଉଚ୍ଚାରଣ କରିବେ। ସମାନେେ ସମସ୍ତେ ଏକତ୍ରୀତ ହାଇେ ଆମ୍ଭକୁ ଉପାସନା କରିବେ।

ମୀଖା 4:1
ଭବିଷ୍ଯତ ରେ ସଦାପ୍ରଭୁଙ୍କ ଗୃହ, ପର୍ବତର ଉଚ୍ଚତମ ପର୍ବତ ଶିଖର ଉପ ରେ ସ୍ଥାପିତ ହବେ। ଏହା ସମସ୍ତ ପର୍ବତଗୁଡିକ ଅପେକ୍ଷା ଉଚ୍ଚତର ହବେ। ଲଗାତାର ଗୋଷ୍ଠୀଗଣ ଷୋର୍ତ ପରି ସଠାେକୁ ଯାଉଥିବେ।

ଯିଶାଇୟ 45:22
ହେ ପୃଥିବୀ ପ୍ରାନ୍ତସ୍ଥ ସମସ୍ତ ଲୋକ, ତୁମ୍ଭମାନେେ ଆମ୍ଭପ୍ରତି ଦୃଷ୍ଟି କର ଓ ପରିତ୍ରାଣ ପ୍ରାପ୍ତ ହୁଅ। କାରଣ ଆମ୍ଭେ ପରମେଶ୍ବର ଓ ଆମ୍ଭ ଛଡ଼ା ଅନ୍ୟ ପରମେଶ୍ବର ନାହିଁ।

ଗୀତସଂହିତା 72:17
ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ। ଆକାଶରେ ସୂର୍ୟ୍ଯ ଥିବା ପର୍ୟ୍ଯନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ। ସମସ୍ତ ପ୍ରଜା ତାଙ୍କ ୟୋଗୁଁ ଆଶୀର୍ବାଦ ପାଆନ୍ତୁ ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।

ଗୀତସଂହିତା 2:6
ସିୟୋନ ହେଉଛି ମାରେ ପବିତ୍ର ପର୍ବତ। ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ନେତାମାନଙ୍କୁ ସ୍ଥାପନ କରିଅଛି।

ଦିତୀୟ ବିବରଣ 6:4
ହେ, ଇଶ୍ରାୟେଲ ଶକ୍ସ୍ଟଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଏକମାତ୍ର ସଦାପ୍ରଭୁ ଅଟନ୍ତି।

ପ୍ରଥମ ଶାମୁୟେଲ 2:10
ଯେଉଁମାନେ ୟିଏକି ସର୍ବୋପରିସ୍ଥ ପରମେଶ୍ବରଙ୍କ ସହିତ ପ୍ରତିବାଦ କରନ୍ତି, ସମାନେେ ଭଗ୍ନ ହବେେ। ସଦାପ୍ରଭୁ ସ୍ବର୍ଗ ରେ ଥାଇ ସହେି ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ଗର୍ଜନ କରିବେ।

ଗୀତସଂହିତା 22:27
ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ। ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।

ଗୀତସଂହିତା 47:2
ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି। ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜ ଅଟନ୍ତି।

ଗୀତସଂହିତା 67:4
ଜାତିଗଣ ଖୁସି ହୁଅ ଓ ଆନନ୍ଦରେ ଜଯଗାନ କର, କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ ଓ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗଇେ ନିଅ।

ଗୀତସଂହିତା 72:8
ତାଙ୍କର ରାଜ୍ଯ ସମୁଦ୍ରରୁ ସମୁଦ୍ର ପର୍ୟ୍ଯନ୍ତ ଏବଂ ଫରାତ୍ ନଦୀଠାରୁ ଶଷେ ଧରଣୀକୁ ବ୍ଯାପି ଯାଉ।

ଗୀତସଂହିତା 86:9
ହେ ପ୍ରଭୁ, ତୁମ୍ଭେ ପ୍ରେତ୍ୟକକ ଦେଶଗୁଡ଼ିକୁ ସୃଷ୍ଟି କରିଛ। ସମାନେେ ଆସିବେ ଓ ମଥାନତ ହାଇେ ତୁମ୍ଭ ସମ୍ମୁଖରେ ଛିଡ଼ା ହବେେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।

ଯିଶାଇୟ 54:5
କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ବାମୀ ଅଟନ୍ତି ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ। ପୁଣି ସେ ଇଶ୍ରାୟେଲର ପବିତ୍ର ସ୍ବରୂପ ତୁମ୍ଭର ମୁକ୍ତିଦାତା ; ସେ ସମଗ୍ର ପୃଥିବୀର ପରମେଶ୍ବର ବୋଲି ବିଖ୍ଯାତ ହବେେ।

ଆମୋଷ 9:12
ତା'ପ ରେ ଇଦୋମର ଯାହାସବୁ ଛଡା ହାଇେଥିବ, ଆମ୍ଭ ଲୋକମାନେ ଅଧିକାର କରିବେ ଏବଂ ସମସ୍ତ ଜାତିଗୁଡିକ ଆମ୍ଭ ନାମ ନବେେ। ସଦାପ୍ରଭୁ ଏହା କହିବେ ଓ ସହେି ସମସ୍ତ ଘଟାଇବେ।

ମୀଖା 5:4
ତା'ପ ରେ ଇଶ୍ରାୟେଲର ଶାସକ ସଦାପ୍ରଭୁଙ୍କ ଶକ୍ତି ରେ ଓ ତାଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ଅପୂର୍ବ ମହିମା ରେ ଦଣ୍ତାଯମାନ ହାଇେ ତାଙ୍କ ପଲଙ୍କୁ ଚରାଇବେ। ସମାନେେ ଶାନ୍ତି ରେ ବାସ କରିବେ କାରଣ ସେ ସମୟରେ ତାଙ୍କର ମହାନତା ପୃଥିବୀର ଶଷେ ପ୍ରାନ୍ତ ପର୍ୟ୍ଯନ୍ତ ବିସ୍ତୃତ ହବେ।

ଯିଖରିୟ 8:20
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଭବିଷ୍ଯତ ରେ ଅନକେ ସହର ରେ ବାସ କରୁଥିବା ଲୋକମାନେ ଆସିବେ।

ଯିଖରିୟ 14:16
ପ୍ରେତ୍ୟକକ ବ୍ଯକ୍ତି ୟିଏ ଦେଶ ଛାଡି ୟିରୁଶାଲମ ବିରୁଦ୍ଧ ରେ ଆସିଛନ୍ତି, ପ୍ରେତ୍ୟକକ ବର୍ଷ ଉପାସନା କରିବା ପାଇଁ ଆସିବେ। ପ୍ରତିବର୍ଷ ସମାନଙ୍କେର ରାଜା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଏବଂ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ।

ଆଦି ପୁସ୍ତକ 49:10
ଶୀଲୋର ଆଗମନ ପର୍ୟ୍ଯନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ବଯ ମଧ୍ଯରୁ ବିଚାରକର୍ତ୍ତାର ୟଷ୍ଟି ୟିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ଅଧିନତା ସ୍ବୀକାର କରିବେ।