ଗୀତସଂହିତା 71:6 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 71 ଗୀତସଂହିତା 71:6

Psalm 71:6
ଗର୍ଭରେ ଥିବା ସମଯରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି। ମାତାର ଗର୍ଭରୁ ତୁମ୍ଭେ ମାେତେ ନିରାପତ୍ତା ସହିତ ଆଣିଲ। ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି।

Psalm 71:5Psalm 71Psalm 71:7

Psalm 71:6 in Other Translations

King James Version (KJV)
By thee have I been holden up from the womb: thou art he that took me out of my mother's bowels: my praise shall be continually of thee.

American Standard Version (ASV)
By thee have I been holden up from the womb; Thou art he that took me out of my mother's bowels: My praise shall be continually of thee.

Bible in Basic English (BBE)
You have been my support from the day of my birth; you took me out of my mother's body; my praise will be ever of you.

Darby English Bible (DBY)
On thee have I been stayed from the womb; from the bowels of my mother thou didst draw me forth: my praise shall be continually of thee.

Webster's Bible (WBT)
By thee have I been sustained from my birth: thou art he that brought me into life: my praise shall be continually of thee.

World English Bible (WEB)
I have relied on you from the womb. You are he who took me out of my mother's womb. I will always praise you.

Young's Literal Translation (YLT)
By Thee I have been supported from the womb, From my mother's bowels Thou dost cut me out, In Thee `is' my praise continually.

By
עָלֶ֤יךָ׀ʿālêkāah-LAY-ha
up
holden
been
I
have
thee
נִסְמַ֬כְתִּיnismaktînees-MAHK-tee
from
the
womb:
מִבֶּ֗טֶןmibbeṭenmee-BEH-ten
thou
מִמְּעֵ֣יmimmĕʿêmee-meh-A
took
that
he
art
אִ֭מִּיʾimmîEE-mee
me
out
of
my
mother's
אַתָּ֣הʾattâah-TA
bowels:
גוֹזִ֑יgôzîɡoh-ZEE
my
praise
בְּךָ֖bĕkābeh-HA
shall
be
continually
תְהִלָּתִ֣יtĕhillātîteh-hee-la-TEE
of
thee.
תָמִֽיד׃tāmîdta-MEED

Cross Reference

ଗୀତସଂହିତା 22:9
ହେ ପରମେଶ୍ବର, ସତ୍ଯ କଥା ଏହି, ତୁମ୍ଭେ ହେଉଛ ଏକମାତ୍ର ୟାହା ଉପରେ ମୁଁ ପ୍ରକୃତରେ ନିର୍ଭରଶୀଳ। ତୁମ୍ଭେ ମାରେ ଯତ୍ନ ନଇେଛ, ଯେଉଁଦିନରୁ ମୁଁ ଜନ୍ମଲାଭ କରିଛି। ତୁମ୍ଭେ ମାେତେ ସୁରକ୍ଷା ତଥା ବିଶ୍ବାସ ପ୍ରଦାନ କରିଛ, ୟବେେଠୁଁ ମୁଁ ଏକ େଛାଟ ପିଲା ଥିଲି।

ଗୀତସଂହିତା 139:15
ଯେତବେେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତବେେଳେ ମାରେ ଗଠିତ ହେଉଥିଲା, ସେତବେେଳେ ତୁମ୍ଭେ ମାରେ ଅସ୍ଥି ପିଞ୍ଜରାକୁ ଦେଖିଲ।

ଯିରିମିୟ 1:5
ମାତୃଗର୍ଭ ରେ ତୁମ୍ଭର ସୃଷ୍ଟି ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ। ଏପରିକି ତୁମ୍ଭେ ଜନ୍ମ ହବୋ ପୂର୍ବରୁ ଆମ୍ଭେ ତୁମ୍ଭକୁ ଅଲଗା କଲୁ ଏବଂ ତୁମ୍ଭକୁ ଜାତିମାନଙ୍କର ଭବିଷ୍ଯଦବକ୍ତା ରୂପେ ନିୟୁକ୍ତ କଲୁ।

ଗୀତସଂହିତା 34:1
ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି। ତାଙ୍କର ପ୍ରଶଂସା ମାରେ ଓଠରେ ସବୁବେଳେ ଲାଗିରହିବ।

ଯିଶାଇୟ 49:5
ପୁଣି ମାେତେ ତାଙ୍କର ସବେକ ହବୋପାଇଁ, ଯାକୁବଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ ଓ ଇଶ୍ରାୟେଲ ତାହାଙ୍କ ନିକଟରେ ପହଞ୍ଚିବା ପାଇଁ ସେ ମାେତେ ମାତୃଗର୍ଭ ରେ ସୃଷ୍ଟି କଲେ। ସହେି ସଦାପ୍ରଭୁ ମାେତେ ଏବେ କୁହନ୍ତି, କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟି ରେ ଆଦରଣୀଯ ଅଟେ ଓ ମାରେ ପରମେଶ୍ବର ମାରେ ବଳସ୍ବରୂପ ହାଇେଅଛନ୍ତି।'

ଯିଶାଇୟ 46:3
ହେ ଯାକୁବର ପରିବାର, ହେ ଇଶ୍ରାୟେଲର ଅବଶିଷ୍ଟାଂଶ ଆମ୍ଭ କଥା ଶୁଣ ! ଆମ୍ଭେ ତୁମ୍ଭମାନଙ୍କୁ ବହନ କରି ଆସୁଅଛୁ। ତୁମ୍ଭମାନେେ ଗର୍ଭସ୍ଥ ହବୋ ଦିନଠାରୁ ଆମ୍ଭଦ୍ବାରା ବାହିତ ହାଇେଅଛ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:20
ପ୍ରେତ୍ୟକକ କଥା ପାଇଁ ପରମପିତା ପରମେଶ୍ବରଙ୍କୁ ସର୍ବଦା ଧନ୍ଯବାଦ ଦିଅ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ପରମେଶ୍ବରଙ୍କୁ ଧନ୍ଯବାଦ ଅର୍ପଣ କର।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:15
କିନ୍ତୁ ପରମେଶ୍ବର ମାେ ଜନ୍ମ ପୂର୍ବରୁ ମାେତେ ଅନୁଗ୍ରହ କରି ବାଛି ନଇେଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କର ସୁସମାଚାର କହିବି।

ଲୂକଲିଖିତ ସୁସମାଚାର 1:31
ଶୁଣ, ତୁମ୍ଭେ ଗର୍ଭଗତୀ ହବେ। ତୁମ୍ଭେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ।

ଯିରିମିୟ 3:4
କିନ୍ତୁ ତୁମ୍ଭେ ଆମ୍ଭକୁ ଏହି ସମୟଠାରୁ ପ୍ରାର୍ଥନା କରି କହିବ, ହେ ମାରେ 'ପିତା', 'ତୁମ୍ଭେ ମାରେ ବାଲ୍ଯକାଳର ପଥପ୍ରଦର୍ଶକ।'

ଯିଶାଇୟ 49:1
ହେ ଦ୍ବୀପ ସମୂହର ଲୋକମାନେ ମାେ କଥା ଶୁଣ। ହେ ଦୂରସ୍ଥ ଗୋଷ୍ଠୀ ସମୂହର ଲୋକମାନେ, ମାେ କଥାକୁ ଅବଧାନ କର। ମୁଁ ମାତୃ ଗର୍ଭରୁ ଭୂମିଷ୍ଠ ହବୋ ପୂର୍ବରୁ ସଦାପ୍ରଭୁ ତାଙ୍କର ସବୋ ପାଇଁ ମାେତେ ଆହ୍ବାନ କରିଛନ୍ତି। ମୁଁ ମାତୃଗର୍ଭ ରେ ଥିବା କାଳରୁ ସେ ମାରେ ନାମ ଉଲ୍ଲେଖ କରିଛନ୍ତି।

ହିତୋପଦେଶ 8:17
ଯେଉଁମାନେ ମାେତେ ପ୍ ରମେ ପରନ୍ତି, ମୁଁ ସମାନଙ୍କେୁ ପ୍ ରମେ କରେ। ଯେଉଁମାନେ ଚେଷ୍ଟା କରନ୍ତି, ମାରେ ଅନ୍ବଷେଣ କରନ୍ତି, ସମାନେେ ମାେତେ ପାଆନ୍ତି।

ଗୀତସଂହିତା 145:1
ସେ ରାଜନ୍, ମାରେ ପରମେଶ୍ବର, ମୁଁ ତୁମ୍ଭର ପ୍ରଶଂସା କରିବି। ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ଯବାଦ କରିବି।

ଗୀତସଂହିତା 71:14
କିନ୍ତୁ ମାେ ପକ୍ଷରେ ମୁଁ ନିରନ୍ତର ତୁମ୍ଭ ଉପରେ ବିଶ୍ବାସ ରଖିବି। ଏବଂ ମୁଁ ତୁମ୍ଭକୁ ଅଧିକ ପ୍ରଶଂସା କରିବା ପାଇଁ ପ୍ରସ୍ତୁତ ହବେି।