Psalm 33:13
ସଦାପ୍ରଭୁ ସ୍ବର୍ଗରୁ ଥାଇ ସବୁ ଲୋକଙ୍କ ଉପରେ ଦୃଷ୍ଟିପାତ କରନ୍ତି।
Psalm 33:13 in Other Translations
King James Version (KJV)
The LORD looketh from heaven; he beholdeth all the sons of men.
American Standard Version (ASV)
Jehovah looketh from heaven; He beholdeth all the sons of men;
Bible in Basic English (BBE)
The Lord is looking down from heaven; he sees all the sons of men;
Darby English Bible (DBY)
Jehovah looketh from the heavens; he beholdeth all the sons of men:
Webster's Bible (WBT)
The LORD looketh from heaven; he beholdeth all the sons of men.
World English Bible (WEB)
Yahweh looks from heaven. He sees all the sons of men.
Young's Literal Translation (YLT)
From the heavens hath Jehovah looked, He hath seen all the sons of men.
| The Lord | מִ֭שָּׁמַיִם | miššāmayim | MEE-sha-ma-yeem |
| looketh | הִבִּ֣יט | hibbîṭ | hee-BEET |
| from heaven; | יְהוָ֑ה | yĕhwâ | yeh-VA |
| beholdeth he | רָ֝אָ֗ה | rāʾâ | RA-AH |
| אֶֽת | ʾet | et | |
| all | כָּל | kāl | kahl |
| the sons | בְּנֵ֥י | bĕnê | beh-NAY |
| of men. | הָאָדָֽם׃ | hāʾādām | ha-ah-DAHM |
Cross Reference
ଗୀତସଂହିତା 11:4
ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି। ସଦାପ୍ରଭୁଙ୍କ ସିଂହାସନ ସ୍ବର୍ଗରେ, ସେ ସହେିଠାରୁ ୟାହାସବୁ ଘଟୁଛି ସମସ୍ତ ବିଷଯ ଦେଖନ୍ତି। ସଦାପ୍ରଭୁ ମନୁଷ୍ଯକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଚାର କରନ୍ତି।
ଆୟୁବ ପୁସ୍ତକ 28:24
ପରମେଶ୍ବର ପୃଥିବୀର ଶଷେ ପର୍ୟ୍ଯନ୍ତ ଦେଖିପାରନ୍ତି। ସେ ଆକାଶର ନିମ୍ନ ରେ ଥିବା ସବୁକିଛି ଦେଖି ପାରନ୍ତି।
ଗୀତସଂହିତା 14:2
ସଦାପ୍ରଭୁ ସ୍ବର୍ଗରୁ ଥାଇ ତଳକୁ ଦୃଷ୍ଟି ନିକ୍ଷପେ କରି ଦେଖନ୍ତି ୟ ୟଦି କହେି ଜ୍ଞାନୀ ଲୋକ ତାଙ୍କ ଅନୁରକ୍ତ ଅଛନ୍ତି ନା ନାହିଁ। ବିଜ୍ଞ ଲୋକମାନେ ସର୍ବଦା ପରମେଶ୍ବରଙ୍କୁ ସହାୟତା ପାଇଁ ପ୍ରାର୍ଥନା କରନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 4:13
ସମଗ୍ର ବିଶ୍ବ ରେ ପରମେଶ୍ବରଙ୍କ ଦୃଷ୍ଟି ରେ କୌଣସି କଥା ଲୁଚି ରହି ପା ରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁ କିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖ ରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁ ରେ ତହିଁର ହିସାବ ଦବୋକୁ ହବେ।
ଯିରିମିୟଙ୍କ ବିଳାପ 3:50
ଯେ ପର୍ୟ୍ଯନ୍ତ ସଦାପ୍ରଭୁ, ସ୍ବର୍ଗରୁ ନିରୀକ୍ଷଣ ଓ ଦେଖି ନାହାଁନ୍ତି।
ଯିରିମିୟ 23:23
ସଦାପ୍ରଭୁ କହନ୍ତି, ଆମ୍ଭେ ପରମେଶ୍ବର। ଆମ୍ଭେ କି ନିକଟ କି ଦୂର ସବୁସ୍ଥାନ ରେ ପରମେଶ୍ବର ଅଟୁ।
ହିତୋପଦେଶ 15:3
ସଦାପ୍ରଭୁ ସର୍ବଦା ସବୁଠା ରେ ଘଟୁଥିବା ଘଟଣାକୁ ଦେଖନ୍ତି। ସେ ଅଧମ ଓ ଉତ୍ତମ ଲୋକମାନଙ୍କୁ ମଧ୍ଯ ନୀରିକ୍ଷଣ କରନ୍ତି।
ଗୀତସଂହିତା 102:19
ସଦାପ୍ରଭୁ ତାଙ୍କର ପବିତ୍ରସ୍ଥାନ ଉପରୁ ତଳକୁ ଚାହିଁବେ। ସଦାପ୍ରଭୁ ସ୍ବର୍ଗରୁ ପୃଥିବୀକୁ ଚାହିଁବେ।
ଗୀତସଂହିତା 53:2
ପରମେଶ୍ବର ସ୍ବର୍ଗରୁ ସମସ୍ତ ମନୁଷ୍ଯ ସମାଜକୁ ନିରୀକ୍ଷଣ କରନ୍ତି। ସେ ଲକ୍ଷ୍ଯ କରନ୍ତି, ୟଦି କହେି ଜ୍ଞାନୀ ବ୍ଯକ୍ତି ପରମେଶ୍ବରଙ୍କୁ ଅନ୍ବଷେଣ କରେ।
ଦିତୀୟ ବଂଶାବଳୀ 16:9
ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ବିଶ୍ବସ୍ତ ଅଟନ୍ତି, ସମାନଙ୍କେୁ ସେ ବଳବାନ୍ କରିପାରନ୍ତି, ଏଥିନିମନ୍ତେ ତାଙ୍କର ଚକ୍ଷୁ ପୃଥିବୀର ଚତୁଦ୍ଦିର୍ଗ ରେ ଭ୍ରମଣ କରି ସହେି ଲୋକମାନଙ୍କୁ ତନ୍ନ ତନ୍ନ କରି ଖାଜେନ୍ତି। ଆସା, ତୁମ୍ଭେ ଏକ ମୂର୍ଖାମୀର କାର୍ୟ୍ଯ କରିଅଛ। ତେଣୁ ବର୍ତ୍ତମାନଠାରୁ ତୁମ୍ଭ ପ୍ରତି ୟୁଦ୍ଧ ଘଟିବ।
ଆଦି ପୁସ୍ତକ 6:12
ଲୋକମାନେ ସବୁ ମନ୍ଦ ଓ ନିଷ୍ଠୁର ହାଇେଛନ୍ତି। ପୃଥିବୀ ପୁରା ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ ହାଇେଛି।