Psalm 147:15
ପରମେଶ୍ବର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି। ତାଙ୍କର ବାକ୍ଯସବୁ ଅତିଶୀଘ୍ର ପାଳନ କରାୟାଏ।
Psalm 147:15 in Other Translations
King James Version (KJV)
He sendeth forth his commandment upon earth: his word runneth very swiftly.
American Standard Version (ASV)
He sendeth out his commandment upon earth; His word runneth very swiftly.
Bible in Basic English (BBE)
He sends out his orders to the earth; his word goes out quickly.
Darby English Bible (DBY)
He sendeth forth his oracles to the earth: his word runneth very swiftly.
World English Bible (WEB)
He sends out his commandment to the earth. His word runs very swiftly.
Young's Literal Translation (YLT)
Who is sending forth His saying `on' earth, Very speedily doth His word run.
| He sendeth forth | הַשֹּׁלֵ֣חַ | haššōlēaḥ | ha-shoh-LAY-ak |
| his commandment | אִמְרָת֣וֹ | ʾimrātô | eem-ra-TOH |
| earth: upon | אָ֑רֶץ | ʾāreṣ | AH-rets |
| his word | עַד | ʿad | ad |
| runneth | מְ֝הֵרָ֗ה | mĕhērâ | MEH-hay-RA |
| very | יָר֥וּץ | yārûṣ | ya-ROOTS |
| swiftly. | דְּבָרֽוֹ׃ | dĕbārô | deh-va-ROH |
Cross Reference
ଆୟୁବ ପୁସ୍ତକ 37:12
ପରମେଶ୍ବର ମେଘକୁ ଆଦେଶ ଦିଅନ୍ତି ସମଗ୍ର ପୃଥିବୀ ରେ ଭ୍ରମଣ କରିବା ପାଇଁ। ମେଘମାଳା ସେ ଯାହା ଆଜ୍ଞା କରନ୍ତି ତାହା କରନ୍ତି।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:1
ଭାଇ ଓ ଭଉଣୀମାନେ ! ଏବେ ଆମ୍ଭ ପାଇଁ ପ୍ରାର୍ଥନା କର। ପ୍ରାର୍ଥନା କର, ଯେ ପ୍ରଭୁଙ୍କ ଶିକ୍ଷାଗୁଡ଼ିକ ଶୀଘ୍ର ପ୍ରସାରିତ ହବେ। ପ୍ରାର୍ଥନା କର, ତୁମ୍ଭମାନେେ ଯେଉଁଭଳି ସହେି ଶିକ୍ଷାକୁ ସମ୍ମାନ ଦଲେ, ଠିକ୍ ସହେିଭଳି ଲୋକେ ସହେି ଶିକ୍ଷାକୁ ସମ୍ମାନ ଦବେେ।
ମାଥିଉଲିଖିତ ସୁସମାଚାର 8:13
ତା'ପରେ ଯୀଶୁ ସନୋପତିଙ୍କୁ କହିଲେ, ତୁମ୍ଭର ବିଶ୍ବାସ ଲାଗି, ତୁମ୍ଭ ପାଇଁ ତାହା ଘଟୁ। ଠିକ୍ ସହେି ସମୟରେ ତାହାଙ୍କର ଦାସ ସୁସ୍ଥ ହାଇଗେଲା।
ମାଥିଉଲିଖିତ ସୁସମାଚାର 8:8
ସନୋପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମାେ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ଯ ନୁହେଁ। ଆପଣ କବଳେ ଆଦେଶ ଦଇେ ଦିଅନ୍ତୁ। ମାରେ ଦାସ ଭଲ ହାଇଯେିବ।
ଯୂନସ 1:4
କିନ୍ତୁ ସଦାପ୍ରଭୁ ଗୋଟିଏ ପ୍ରକାଣ୍ତ ଝଡି ସହେି ସମୁଦ୍ରକୁ ପ୍ ରରଣେ କଲେ। ସହେି ବାତ୍ଯା ସମୁଦ୍ରକୁ ଅଶାନ୍ତ କରି ଦଲୋ। ସହେି ଝଡ ଅତି ଶକ୍ତିଶାଳୀ ଥିଲା ଏବଂ ନେ ୗକାଟି ଭାଙ୍ଗି ଖଣ୍ତ ଖଣ୍ତ ହବୋକୁ ବସିଲା।
ଗୀତସଂହିତା 107:25
ପରମେଶ୍ବର ଆଜ୍ଞା କଲେ ଏବଂ ପ୍ରବଳ ବାଯୁ ଉଠି ଆସିଲା। ଢ଼େଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା।
ଗୀତସଂହିତା 107:20
ପରମେଶ୍ବର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ। ଏବଂ ସେ ବିନାଶରୁ ସମାନଙ୍କେୁ ମୁକ୍ତ କଲେ।
ଗୀତସଂହିତା 68:11
ତୁମ୍ଭର ଲୋକମାନେ ଉତ୍ତମ ଖବର ଘୋଷଣା କରିବାକୁ ବାହାରି ଗଲେ।
ଗୀତସଂହିତା 33:9
କାରଣ ପରମେଶ୍ବରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା ସ ୟଦି ସେ କାହାରିକୁ ଚାଲୁରଖିବା ପାଇଁ ଚାହାନ୍ତି ତବେେ ଚାଲୁରଖି ପାରିବେ।
ଆୟୁବ ପୁସ୍ତକ 34:29
କିନ୍ତୁ ଯଦି ପରମେଶ୍ବର ସ୍ଥିର କରନ୍ତି ସମାନଙ୍କେୁ ସାହାୟ୍ଯ କରିବେ ନାହିଁ। ତା' ହେଲେ କହେି ପରମେଶ୍ବରଙ୍କୁ ଦୋଷ ଦଇପୋରିବ ନାହିଁ। ଯଦି ପରମେଶ୍ବର ଲୋକଙ୍କଠାରୁ ନିଜକୁ ଲୁଚଇେ ରଖନ୍ତି, କହେି ତାଙ୍କୁ ଖାଜେି ପାଇବ ନାହିଁ। ପରମେଶ୍ବର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା।