Proverbs 4:15
ସମାନଙ୍କେ ପଥରୁ ଦୂ ରଇେ ରୁହ, ତହିଁର ନିକଟକୁ ୟାଅ ନାହିଁ। ତହିଁରୁ ବିମୁଖ ହାଇେ ଚାଲିୟାଅ।
Proverbs 4:15 in Other Translations
King James Version (KJV)
Avoid it, pass not by it, turn from it, and pass away.
American Standard Version (ASV)
Avoid it, pass not by it; Turn from it, and pass on.
Bible in Basic English (BBE)
Keep far from it, do not go near; be turned from it, and go on your way.
Darby English Bible (DBY)
avoid it, pass not by it; turn from it, and pass away.
World English Bible (WEB)
Avoid it, and don't pass by it. Turn from it, and pass on.
Young's Literal Translation (YLT)
Avoid it, pass not over into it, Turn aside from it, and pass on.
| Avoid | פְּרָעֵ֥הוּ | pĕrāʿēhû | peh-ra-A-hoo |
| it, pass | אַל | ʾal | al |
| not | תַּעֲבָר | taʿăbār | ta-uh-VAHR |
| turn it, by | בּ֑וֹ | bô | boh |
| from | שְׂטֵ֖ה | śĕṭē | seh-TAY |
| it, and pass away. | מֵעָלָ֣יו | mēʿālāyw | may-ah-LAV |
| וַעֲבֹֽר׃ | waʿăbōr | va-uh-VORE |
Cross Reference
ଯାତ୍ରା ପୁସ୍ତକ 23:7
କୌଣସି ଲୋକକୁ ଅଯଥା ବଦ୍ନାମ କର ନାହିଁ। ତା ନାମ ରେ ମିଥ୍ଯା ଦାବି କର ନାହିଁ। କୌଣସି ନିରୀହ ଲୋକକୁ ଅନ୍ଯାଯ ରେ ସେ ନ କରିଥିବା କର୍ମ ପାଇଁ ଦଣ୍ଡ ଦିଅ ନାହିଁ। ଯଦି କୌଣସି ଲୋକ ଏକ ନିରୀହ ଲୋକକୁ ହତ୍ଯା କରିଥାଏ ତବେେ ମୁଁ ତାକୁ କ୍ଷମା ଦବେି ନାହିଁ।
ଆୟୁବ ପୁସ୍ତକ 11:14
ଯଦି ତୁମ୍ଭ ହାତ ରେ ପାପ ବା ଅଧର୍ମ ଥାଏ ତା' ହେଲେ ତାକୁ ଦୂର କର ଓ ଅନ୍ଯାଯକୁ ତୁମ୍ଭ ଗୃହ ରେ ବାସ କରିବାକୁ ଦିଅନାହିଁ।
ଆୟୁବ ପୁସ୍ତକ 22:23
ତୁମ୍ଭେ ପରମେଶ୍ବରଙ୍କ ନିକଟକୁ ଫରେିଆସ। ସର୍ବଶକ୍ତିମାନ ପରମେଶ୍ବର ତୁମ୍ଭକୁ ପୁନଃସ୍ଥାପନ କରିବେ। କିନ୍ତୁ ତୁମ୍ଭେ ତୁମ୍ଭର ଘରୁ ଦୁଷ୍ଟତା ଦୂର କର।
ହିତୋପଦେଶ 5:8
ସହେି ସ୍ତ୍ରୀଠାରୁ ତୁମ୍ଭେ ଦୂ ରଇେ ରୁହ। ଏପରିକି ତା'ର ଗୃହର ଦ୍ବାର ନିକଟକୁ ମଧ୍ଯ ୟାଅ ନାହିଁ।
ହିତୋପଦେଶ 6:5
ଆପଣାକୁ ଉଦ୍ଧାର କର, ଯେପରି ହରିଣ ବ୍ଯାଧଠାରୁ ଦୌଡ଼ି ପଳାଏ ଓ ପକ୍ଷୀମାନେ ଫାସରୁ ରହିୟାଆନ୍ତି।
ଯିଶାଇୟ 33:15
ଯେଉଁ ଲୋକମାନେ ଧର୍ମ ପଥରେ ଚାଲନ୍ତି ଓ ସରଳ କଥା କୁହନ୍ତି, ସମାନେେ ଉପଦ୍ରବକାଳ ଲାଭ ତୁଚ୍ଛ କରନ୍ତି। ଲାଞ୍ଚ ଧରିବା ବିଷଯରୁ ଆପଣା ହାତ ଝାଡ଼ି ଦିଅନ୍ତି। ରକ୍ତପାତ କଥା ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରନ୍ତି ଓ ଦୁଷ୍କର୍ମ ଦର୍ଶନରୁ ଚକ୍ଷୁ ମୁଦ୍ରିତ କରନ୍ତି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:11
ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:22
ସମସ୍ତ ପ୍ରକାରର ମନ୍ଦଠାରୁ ଦୂର ରେ ରୁହ।