Proverbs 28:23
ମୁହଁ ରେ ଚାଟୁବାକ୍ଯ କହିବା ଲୋକ ଅପେକ୍ଷା ମନୁଷ୍ଯକୁ ଅନୁୟୋଗ କରିବା ଲୋକ ଶଷେ ରେ ଅଧିକ ଅନୁଗ୍ରହ ପାଏ।
Proverbs 28:23 in Other Translations
King James Version (KJV)
He that rebuketh a man afterwards shall find more favour than he that flattereth with the tongue.
American Standard Version (ASV)
He that rebuketh a man shall afterward find more favor Than he that flattereth with the tongue.
Bible in Basic English (BBE)
He who says words of protest to a man will later have more approval than one who says smooth words with his tongue.
Darby English Bible (DBY)
He that rebuketh a man shall afterwards find more favour than he that flattereth with the tongue.
World English Bible (WEB)
One who rebukes a man will afterward find more favor Than one who flatters with the tongue.
Young's Literal Translation (YLT)
Whoso is reproving a man afterwards findeth grace, More than a flatterer with the tongue.
| He that rebuketh | מ֘וֹכִ֤יחַ | môkîaḥ | MOH-HEE-ak |
| a man | אָדָ֣ם | ʾādām | ah-DAHM |
| afterwards | אַ֭חֲרַי | ʾaḥăray | AH-huh-rai |
| shall find | חֵ֣ן | ḥēn | hane |
| favour more | יִמְצָ֑א | yimṣāʾ | yeem-TSA |
| than he that flattereth | מִֽמַּחֲלִ֥יק | mimmaḥălîq | mee-ma-huh-LEEK |
| with the tongue. | לָשֽׁוֹן׃ | lāšôn | la-SHONE |
Cross Reference
ହିତୋପଦେଶ 27:5
ଗୁପ୍ତ ପ୍ ରମଠାରୁେ ପ୍ରକାଶିତ ଅନୁ ଯୋଗ ଭଲ।
ପ୍ରଥମ ରାଜାବଳୀ 1:23
ରାଜାଙ୍କର ଦାସମାନେ ରାଜାଙ୍କୁ କହିଲେ, ଭବିଷ୍ଯଦ୍ବକ୍ତା ନାଥନ ଏଠା ରେ ଉପସ୍ଥିତ। ତା'ପରେ ନାଥନ ରାଜାଙ୍କ ସମ୍ମୁଖକୁ ୟାଇ ତାଙ୍କୁ ନତମସ୍ତକ ହାଇେ ପ୍ରଣାମ କଲେ।
ମାଥିଉଲିଖିତ ସୁସମାଚାର 18:15
ତୁମ୍ଭର କହେି ଭାଇ ଯଦି ତୁମ୍ଭ ବିରୁଦ୍ଧ ରେ ଭୁଲ୍ କାମ କରେ, ତବେେ ସେ ଏକାକୀ ଥିବା ବେଳେ ତା' ନିକଟକୁ ଯାଇ ତାର ଭୁଲ୍ ବିଷୟ ରେ କୁହ। ଯଦି ସେ ତୁମ୍ଭ କଥା ଶୁଣେ, ତବେେ ତୁମ୍ଭେ ତାକୁ ପୁଣି ଥରେ ତୁମ୍ଭର ଭାଇ ହାଇେ ରହିବାକୁ ସାହାୟ୍ଯ କଲ।
ଦିତୀୟ ଶାମୁୟେଲ 12:7
ନାଥନ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ହେଉଛ ସହେି ଧନୀ ଲୋକ, ଯାହାକି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହିଛନ୍ତି, 'ମୁ ତୁମ୍ଭକୁ ଇଶ୍ରାୟେଲର ରାଜା କରିବାକୁ ପସନ୍ଦ କଲି। ମୁ ତୁମ୍ଭକୁ ଶାଉଲଠାରକ୍ସ୍ଟ ରକ୍ଷା କଲି।
ପ୍ରଥମ ରାଜାବଳୀ 1:32
ତା'ପରେ ରାଜା ଦାଉଦ କହିଲେ, ସାଦୋକ ଯାଜକକୁ, ନାଥନ ଭବିଷ୍ଯଦ୍ବକ୍ତାଙ୍କୁ ଓ ଯିହାୟୋଦାରଦାର ପୁତ୍ର ବନାଯକୁ ମାେ ନିକଟକୁ ଡାକ। ଏଣୁ ସେ ତିନିଜଣ ରାଜାଙ୍କ ସମ୍ମୁଖକୁ ଆସିଲେ।
ଗୀତସଂହିତା 141:5
ଗୋଟିଏ ଧାର୍ମିକ ଲୋକ ମାେତେ ସୁଧାରି ପାରେ। ତାହା ତାଙ୍କ ପ୍ରତି ବହୁତ ଦୟା ହବେ। ୟଦି ସେ ମାେତେ ସମାଲୋଚନା କରେ, ମୁଁ ଏହା ହାର୍ଦ୍ଦିକ ସ୍ବାଗତ ଭଳି ଗ୍ରହଣ କରିବି। କିନ୍ତୁ ମୁଁ ସର୍ବଦା ଦୁଷ୍ଟମାନେ କରୁଥିବା କୁକର୍ମ ବିରୁଦ୍ଧରେ ପ୍ରାର୍ଥନା କରେ।
ହିତୋପଦେଶ 29:5
ଯେଉଁଲୋକ ଆପଣା ପ୍ରତିବେଶୀର ଚାଟୁବାଦ କରେ, ସେ ତା'ର ପାଦ ପାଇଁ ଫାନ୍ଦ ବିଛାଏ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:11
ପିତର ଆନ୍ତିୟଖିଆ ନଗରକୁ ଆସିଲଲ।ସସସସଠାଲର କିଛି ଭୂଲ୍ କାମ କଲଲ। ମୁଁ ତାଙ୍କ ବିସରାଧସର ସିଧାସଳଖ କହିଲି, କାରଣସସସଦାଷୀ ଥିଲଲ। ଘଟଣାଟି ଏହା :
ପିତରଙ୍କ ଦିତୀୟ ପତ୍ର 3:15
ପ୍ରଭୁ ର୍ଧୈୟ୍ଯବାନ ବୋଲି ଆମ୍ଭେ ରକ୍ଷା ପାଇଛୁ, ଏହା ମନରେଖ। ପରମେଶ୍ବରଙ୍କ ପ୍ରଦତ୍ତ ଜ୍ଞାନ ବଳ ରେ ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା ବେଳେ ସେ ସହେି କଥା କହିଥିଲେ।