Proverbs 24:19
ମନ୍ଦକର୍ମକାରୀମାନଙ୍କ ସକାେଶ ନିଶ୍ଚିତ ହୁଅନ୍ତି ନାହିଁ। ଏବଂ ଦୁଷ୍ଟମାନଙ୍କ ପ୍ରତି ଇର୍ଷା କର ନାହିଁ।
Proverbs 24:19 in Other Translations
King James Version (KJV)
Fret not thyself because of evil men, neither be thou envious at the wicked:
American Standard Version (ASV)
Fret not thyself because of evil-doers; Neither be thou envious at the wicked:
Bible in Basic English (BBE)
Do not be troubled because of evil-doers, or have envy of sinners:
Darby English Bible (DBY)
Fret not thyself because of evil-doers, [and] be not envious of the wicked:
World English Bible (WEB)
Don't fret yourself because of evildoers; Neither be envious of the wicked:
Young's Literal Translation (YLT)
Fret not thyself at evil doers, Be not envious at the wicked,
| Fret | אַל | ʾal | al |
| not thyself | תִּתְחַ֥ר | titḥar | teet-HAHR |
| because of evil | בַּמְּרֵעִ֑ים | bammĕrēʿîm | ba-meh-ray-EEM |
| neither men, | אַל | ʾal | al |
| be thou envious | תְּ֝קַנֵּ֗א | tĕqannēʾ | TEH-ka-NAY |
| at the wicked; | בָּרְשָׁעִֽים׃ | boršāʿîm | bore-sha-EEM |
Cross Reference
ଗୀତସଂହିତା 37:1
ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହବୋର ଆବଶ୍ଯକତା ନାହିଁ। ଯେଉଁମାନେ କୁକର୍ମ କରିଛନ୍ତି, ସହେି ଲୋକମାନଙ୍କ ଉପରେ ଇର୍ଷା କର ନାହିଁ।
ହିତୋପଦେଶ 24:1
ମନ୍ଦ ଲୋକମାନଙ୍କ ପ୍ରତି ଇର୍ଷା କର ନାହିଁ। ସମାନଙ୍କେର ମଧ୍ଯ ସାଙ୍ଗ ହୁଅ ନାହିଁ।
ହିତୋପଦେଶ 23:17
ପାପୀଗଣଙ୍କ ପ୍ରତି ଇର୍ଷାଳୁ ହୁଅ ନାହିଁ। ତୁମ୍ଭର ଜୀବନର ସମସ୍ତ ଦିନଗୁଡ଼ିକ ସଦାପ୍ରଭୁଙ୍କ ପ୍ରତି ଇର୍ଷାପରାଯଣ ଭାବରେ ସମ୍ମାନ ଓ ଭୟ କର।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:4
ତା'ପରେ ମୁଁ ସ୍ବର୍ଗରୁ ଆଉ ଏକ ସ୍ବର ଶୁଣିଲି
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:2
ସହେି ସମୟରେ ଲୋକେ କବଳେ ନିଜ ନିଜକୁ ଓ ଧନକୁ ଭଲ ପାଇବେ। ସମାନେେ ଅହଂକାରୀ ଓ ଉଦ୍ଧତ ହବେେ। ଅନ୍ୟ ଲୋକଙ୍କ ବିରୁଦ୍ଧ ରେ ନିନ୍ଦାକଥା କହିବେ। ମାତାପିତାଙ୍କୁ ମାନିବେ ନାହିଁ। ସମାନେେ ବିଶ୍ବାସଘାତକ ହବେେ। ପରମେଶ୍ବରଙ୍କ ଇଚ୍ଛାନୁଯାଯୀ ଜୀବନଯାପନ କରିବେ ନାହିଁ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:11
ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:17
ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11
ହିତୋପଦେଶ 13:20
ଜ୍ଞାନୀର ସଙ୍ଗୀ ହୁଅ, ତହିଁରେ ତୁମ୍ଭେ ଜ୍ଞାନୀ ହବେ। ମାତ୍ର ମୂର୍ଖମାନଙ୍କର ସଙ୍ଗୀ କଷ୍ଟଦାୟକ।
ଗୀତସଂହିତା 119:115
ମନ୍ଦ ଲୋକମାନେ, ମାେ ନିକଟକୁ ଆସନ୍ତି ନାହିଁ, ୟପରେିକି ମୁଁ ମାରେ ପରମେଶ୍ବରଙ୍କର ଆଜ୍ଞାମାନ ପାଳନ କରିପାରିବି।
ଗୀତସଂହିତା 73:3
ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଇର୍ଷାପରାଯଣ ହାଇଗଲିେ, ଯେତବେେଳେ ସମାନେେ କୃତକାର୍ୟ୍ଯ ହେଉଥିବାର ଦେଖିଲି।
ଗୀତସଂହିତା 26:4
ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ। କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।
ଗୀତସଂହିତା 1:1
ଜଣେ ବ୍ଯକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ, ୟଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ, ପାପୀମାନଙ୍କ ପରି ଜୀବନ ୟାପନ କରେ ନାହିଁ, ଯେଉଁମାନେ କି ପରମେଶ୍ବରଙ୍କୁ ସମ୍ମାନ ଦଖାେନ୍ତି ନାହିଁ, ସହେି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ,
ଗଣନା ପୁସ୍ତକ 16:26
ତହୁଁ ମାଶାେ ମଣ୍ତଳୀକି କହିଲେ, ବିନଯ କରୁଅଛ ତୁମ୍ଭମାନେେ ଏହି ଦୁଷ୍ଟ ଲୋକମାନଙ୍କ ଛାଉଣୀରୁ ଉଠିୟାଅ ଏବଂ ସମାନଙ୍କେର କିଛି ମାତ୍ର ସ୍ପର୍ଶ କରନାହିଁ। ନଚେତ୍ ତୁମ୍ଭମାନେେ ସମାନଙ୍କେ ପାପ ଲାଗି ବିନଷ୍ଟ ହବେ।