ହିତୋପଦେଶ 15:33 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 15 ହିତୋପଦେଶ 15:33

Proverbs 15:33
ସଦାପ୍ରଭୁଙ୍କର ସମ୍ମାନ ଜ୍ଞାନପ୍ରଦ ଉପଦେଶ ଅଟେ। ଏବଂ ନମ୍ରତା ସମ୍ଭ୍ରମର ସମ୍ମୁଖ ରେ ଥାଏ।

Proverbs 15:32Proverbs 15

Proverbs 15:33 in Other Translations

King James Version (KJV)
The fear of the LORD is the instruction of wisdom; and before honour is humility.

American Standard Version (ASV)
The fear of Jehovah is the instruction of wisdom; And before honor `goeth' humility.

Bible in Basic English (BBE)
The fear of the Lord is the teaching of wisdom; and a low opinion of oneself goes before honour.

Darby English Bible (DBY)
The fear of Jehovah is the discipline of wisdom, and before honour [goeth] humility.

World English Bible (WEB)
The fear of Yahweh teaches wisdom. Before honor is humility.

Young's Literal Translation (YLT)
The fear of Jehovah `is' the instruction of wisdom, And before honour `is' humility!

The
fear
יִרְאַ֣תyirʾatyeer-AT
of
the
Lord
יְ֭הוָהyĕhwâYEH-va
instruction
the
is
מוּסַ֣רmûsarmoo-SAHR
of
wisdom;
חָכְמָ֑הḥokmâhoke-MA
and
before
וְלִפְנֵ֖יwĕlipnêveh-leef-NAY
honour
כָב֣וֹדkābôdha-VODE
is
humility.
עֲנָוָֽה׃ʿănāwâuh-na-VA

Cross Reference

ହିତୋପଦେଶ 18:12
ଗର୍ବୀତ ମନୁଷ୍ଯର ମନ ବିନାଶ ସମ୍ମୁଖ ରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।

ହିତୋପଦେଶ 1:7
ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ଯ ମାନି ଚଳିବା ଜଣେ ବ୍ଯକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥି ରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ ବୋଧ ଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।

ପିତରଙ୍କ ପ୍ରଥମ ପତ୍ 5:5
ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।

ଯାକୁବଙ୍କ ପତ୍ 4:10
ପ୍ରଭୁଙ୍କ ଆଗ ରେ ନମ୍ର ହୁଅ ଓ ସେ ତୁମ୍ଭକୁ ମହାନ୍ କରିବେ।

ଲୂକଲିଖିତ ସୁସମାଚାର 14:11
ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।

ହିତୋପଦେଶ 29:23
ଯଦି ଜଣେ ଲୋକ ଗର୍ବୀ ତବେେ ତାହା ତାକୁ ଧ୍ବଂସ କରିବ। ଯଦି ଜଣେ ଲୋକ ବିନମ୍ର, ତବେେ ସମ୍ମାନ ପାଇବ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:5
ନିଜ ଜୀବନ ରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ଚିନ୍ତା ଓ ଆଚରଣ କର।

ହିତୋପଦେଶ 25:6
ରାଜାର ଛାମୁ ରେ ଆପଣାର ବଡ଼ିମା କର ନାହିଁ। ପ୍ରଧାନ ଲୋକଙ୍କ ସମୂହ ରେ ନିଜର ସ୍ଥାନ ପାଇଁ ଦାବି କର ନାହିଁ।

ହିତୋପଦେଶ 8:13
ଯଦି କହେି ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ତବେେ ସେ ଲୋକ କୁକର୍ମକୁ ଘୃଣା କରିବ। ମୁଁ (ଜ୍ଞାନ) ଗର୍ବ, ଅହଙ୍କାର ଓ କୁପଥ ଏବଂ କୁଟିଳତାକୁ ଘୃଣା କରେ।

ଗୀତସଂହିତା 111:10
ଜ୍ଞାନ ପରମେଶ୍ବରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ। ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସମାନେେ ଜ୍ଞାନୀ ଅଟନ୍ତି। ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାୟିବ।

ଗୀତସଂହିତା 34:11
ହେ ପିଲାମାନେ, ଆସ ମାେ କଥା ଶୁଣ। ଓ ମୁଁ ତୁମ୍ଭକୁ କିପରି ସଦାପ୍ରଭୁଙ୍କୁ ସମ୍ମାନ କରାୟାଏ ଶିକ୍ଷା ଦବେି।

ଆୟୁବ ପୁସ୍ତକ 28:28
ପରମେଶ୍ବର ଲୋକମାନଙ୍କୁ କହିଲେ, ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ତାହାହିଁ ଜ୍ଞାନ ଅଟେ। ମନ୍ଦ କାର୍ୟ୍ଯ କର ନାହିଁ। ତାହାହିଁ ବୁଝିବା ଶକ୍ତି ଅଟେ। ଆୟୁବ ତା'ର କାହାଣୀ କହି ଚାଲିଥିଲା।