Proverbs 13:13
ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯକୁ ତୁଚ୍ଛ ମନେ କରେ, ସେ ନିଜର ବିନାଶ କରେ। ମାତ୍ର ଯେ ଆଜ୍ଞାକୁ ଭୟ କରେ, ସେ ପୁରସ୍କାର ପ୍ରାପ୍ତ ହବେ।
Proverbs 13:13 in Other Translations
King James Version (KJV)
Whoso despiseth the word shall be destroyed: but he that feareth the commandment shall be rewarded.
American Standard Version (ASV)
Whoso despiseth the word bringeth destruction on himself; But he that feareth the commandment shall be rewarded.
Bible in Basic English (BBE)
He who makes sport of the word will come to destruction, but the respecter of the law will be rewarded.
Darby English Bible (DBY)
Whoso despiseth the word shall be held by it; but he that feareth the commandment shall be rewarded.
World English Bible (WEB)
Whoever despises instruction will pay for it, But he who respects a command will be rewarded.
Young's Literal Translation (YLT)
Whoso is despising the Word is destroyed for it, And whoso is fearing the Command is repayed.
| Whoso despiseth | בָּ֣ז | bāz | bahz |
| the word | לְ֭דָבָר | lĕdābor | LEH-da-vore |
| shall be destroyed: | יֵחָ֣בֶל | yēḥābel | yay-HA-vel |
| he but | ל֑וֹ | lô | loh |
| that feareth | וִירֵ֥א | wîrēʾ | vee-RAY |
| the commandment | מִ֝צְוָ֗ה | miṣwâ | MEETS-VA |
| shall be rewarded. | ה֣וּא | hûʾ | hoo |
| יְשֻׁלָּֽם׃ | yĕšullām | yeh-shoo-LAHM |
Cross Reference
ଦିତୀୟ ବଂଶାବଳୀ 36:16
କିନ୍ତୁ ଲୋକମାନେ ପରମେଶ୍ବରଙ୍କ ଦୂତମାନଙ୍କୁ ପରିହାସ କଲେ। ସମାନେେ ପରମେଶ୍ବରଙ୍କ ବାର୍ତ୍ତାକୁ ଘୃଣା କଲେ। ସମାନେେ ପରମେଶ୍ବରଙ୍କର ଭବିଷ୍ଯତ୍ବକ୍ତାଙ୍କୁ ଏପରି ପରିହାସ କଲେ, ଯେପର୍ୟ୍ଯନ୍ତ ପରମେଶ୍ବର ତାହାଙ୍କ ଲୋକମାନଙ୍କ ପ୍ରତି କୋରଧ କରି ନାହାନ୍ତି। ତାକୁ ପ୍ରଶମିତ କରିବା ନିମନ୍ତେ କୌଣସି ବିଷଯ ନ ଥିଲା।
ଗଣନା ପୁସ୍ତକ 15:31
କାରଣ ସେ ସଦାପ୍ରଭୁଙ୍କର ବାକ୍ଯ ଅବଜ୍ଞା କଲା ଓ ତାଙ୍କର ଆଜ୍ଞା ଭଂଗ କଲା, ତେଣୁ ସେ ବ୍ଯକ୍ତି ନିଶ୍ଚିତ ବହିସ୍କାର ହବେ ଓ ତା'ର ପାପ ସେ ବହନ କରିବ।
ଗୀତସଂହିତା 19:11
ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ। ୟଦି ତୁମ୍ଭମାନେେ ସଗେୁଡ଼ିକୁ ପାଳନ କର, ତୁମ୍ଭମାନେେ ଉତ୍ତମ ପୁରସ୍କାର ପାଇବ।
ଗୀତସଂହିତା 115:13
ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ ଆଶୀର୍ବାଦ କରିବେ।
ଗୀତସଂହିତା 119:165
ଯେଉଁ ବ୍ଯକ୍ତି ତୁମ୍ଭର ଶିକ୍ଷାକୁ ଭଲ ପାଏ, ସେ ଶାନ୍ତି ପାଇବ। ତାକୁ କୌଣସି ବସ୍ତୁ ପକଇେ ପାରିବ ନାହିଁ।
ଯୋହନଙ୍କ ଦିତୀୟ ପତ୍ 1:8
ସାବଧାନ ରୁହ, ଯେପରି ତୁମ୍ଭ କାର୍ୟ୍ଯର ପୁରସ୍କାର ହରାଇ ନ ଦିଅ। ଯେପରି ତୁମ୍ଭେ ତୁମ୍ଭର ସମସ୍ତ ପୁରସ୍କାର ପାଇବ, ସେଥିପାଇଁ ଯତ୍ନବାନ ହୁଅ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:28
ଯେଉଁଲୋକ ମାଶାଙ୍କେ ବ୍ଯବସ୍ଥା ମାନିବାକୁ ମନା କଲା, ତାହାକୁ ଦୋଷୀ ପ୍ରମାଣିତ କରିବା ଲାଗି ଦୁଇ ବା ତିନିଜଣ ସାକ୍ଷୀ ଆବଶ୍ଯକ ଥିଲେ। କ୍ଷମା ଦିଆ ନ ଯାଇ, ତାହାକୁ ବଧ କରାଯାଇଥିଲା।
ଲୂକଲିଖିତ ସୁସମାଚାର 16:31
କିନ୍ତୁ ଅବ୍ରହାମ ତାହାକୁ କହିଲେ, 'ନା, ଯଦି ତୁମ୍ଭ ଭାଇମାନେ ମାଶାେ ଓ ଭବିଷ୍ଯଦ୍ବକ୍ତାଙ୍କ କଥା ଶୁଣିବେ ନାହିଁ, ତବେେ ସମାନେେ ମୃତ୍ଯୁରୁ ଫରେି ଆସି ଥିବା କୌଣସି ଲୋକଙ୍କ କଥା ମଧ୍ଯ ଶୁଣିବେ ନାହିଁ।'
ମାଥିଉଲିଖିତ ସୁସମାଚାର 5:12
ତେଣୁ ଖୁସି ହାଇେ ଆନନ୍ଦ କର। କାରଣ ସ୍ବର୍ଗ ରେ ତୁମ୍ଭମାନେେ ଏକ ମହତ୍ ପୁରସ୍କାର ପାଇବ। ତାମ୍ଭର ପୂର୍ବବର୍ତ୍ତୀ ଭବିଷ୍ଯଦ୍ବକ୍ତାମାନଙ୍କୁ ମଧ୍ଯ ଲୋକମାନେ ଏହି ଭଳି ଯାତନା ଦଇେଥିଲେ।
ମଲାଖୀ 3:16
ଯେଉଁମାନେ ପରମେଶ୍ବରଙ୍କୁ ଭୟ କରନ୍ତି ନିଜନିଜ ମଧିଅରେ କଥାବାର୍ତ୍ତା ହେଲେ ଏବଂ ସଦାପ୍ରଭୁ ସମାନଙ୍କେ କଥାବାର୍ତ୍ତା ଶୁଣିଲେ। ସେ ଗୋଟିଏ ପୁସ୍ତକରେ ସହେିମାନଙ୍କର ନାମ ଲେଖିଲେ, ଯେଉଁମାନେ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରନ୍ତି। ଏବଂ ସହେି ଲୋକମାନଙ୍କର ଯେଉଁମାନେ ସଦାପ୍ରଭୁଙ୍କର ନାମକୁ ଭକ୍ତି କରନ୍ତି।
ଯିହିଜିକଲ 20:24
କାରଣ ସମାନେେ ମାରେ ଆଜ୍ଞା ସକଳ ପାଳନ କଲେ ନାହିଁ ଓ ମାରେ ସକଳ ବିଧି ଅଗ୍ରାହ୍ଯ କଲେ ଓ ମାରେ ସମସ୍ତ ବିଶ୍ରାମଦିନ କଳୁଷିତ କଲେ ଏବଂ ସମାନଙ୍କେର ପିତାମାନଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କଲେ।
ଯିହିଜିକଲ 20:16
କାରଣ ସମାନେେ ମାରେ ବିଧି ସକଳ ମାନିବାକୁ ମନା କଲେ। ସମାନେେ ମାରେ ନିଯମ ଅନୁସାରେ ଜୀବନ ୟାପନ କଲେ ନାହିଁ ଏବଂ ସମାନେେ ମାରେ ବିଶ୍ରାମଦିନକୁ କଳୁଷିତ କଲେ। ସମାନେେ ଏହିପରି ବ୍ଯବହାର କଲେ, କାରଣ ସମାନଙ୍କେର ହୃଦଯ ସମାନଙ୍କେର ମୂର୍ତ୍ତିଗୁଡ଼ିକ ପ୍ରତି ଅନୁରକ୍ତ ଥିଲା।
ଦିତୀୟ ଶାମୁୟେଲ 12:9
ତେଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କର ଆଦେଶକକ୍ସ୍ଟ ଅବଜ୍ଞା କଲ? ସେ ଯାହା ଭୂଲ୍ ବୋଲି କହନ୍ତି ତୁମ୍ଭେ ତାହା କାହିଁକି କଲ? ତୁମ୍ଭେ ହିତ୍ତୀଯ ଊରିଯକକ୍ସ୍ଟ ମାରି ତା' ସ୍ତ୍ରୀକକ୍ସ୍ଟ ତୁମ୍ଭେ ସ୍ତ୍ରୀ କରିଅଛ। ତୁମ୍ଭେ ଅେମ୍ମାନୀୟମାନଙ୍କ ଖଣ୍ତାଦ୍ବାରା ଊରିଯକକ୍ସ୍ଟ ମାରି ଅଛ।
ହିତୋପଦେଶ 1:25
ତୁମ୍ଭମାନେେ ମାରେ ସମସ୍ତ ବାକ୍ଯକୁ ହଯେ ଜ୍ଞାନ କଲ। ମାରେ କୌଣସି ଅନୁୟୋଗକୁ ଚାହିଁଲ ନାହିଁ।
ହିତୋପଦେଶ 1:30
ତୁମ୍ଭମାନେେ ତୁମ୍ଭର ନିଜ ଇଚ୍ଛା ରେ ବାସ କଲ, ତୁମ୍ଭେ ତୁମ୍ଭର ନିଜର ମନ୍ଦବ୍ଯବସ୍ଥାଗୁଡ଼ିକ ଅନୁସରଣ କଲ। ତେଣୁ ବର୍ତ୍ତମାନ ତୁମ୍ଭେ ନିଜ କର୍ମର ଫଳ ନିଶ୍ଚଯ ଗ୍ରହଣ କରିବ।
ହିତୋପଦେଶ 13:21
ପାପୀମାନଙ୍କ ପଛ ରେ ମନ୍ଦ ଅନୁସରଣ କରେ। ମାତ୍ର ଧାର୍ମିକମାନଙ୍କୁ ମଙ୍ଗଳରୂପ ପୁରସ୍କାର ଦତ୍ତ ହବେ।
ଯିଶାଇୟ 66:2
ପୁଣି ସଦାପ୍ରଭୁ କୁହନ୍ତି ଆମ୍ଭେ ସମସ୍ତ ପଦାର୍ଥ ନିର୍ମାଣ କରିଛୁ। ତେଣୁ ଏ ସମସ୍ତର ଅଧିକାରୀ ଆମ୍ଭେ ଅଟୁ। ମାତ୍ର ଯେଉଁମାନେ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ଯ ରେ ଥରହର ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟି ଦବୋ।
ଯିରିମିୟ 43:2
ହୋଶିଯର ପୁତ୍ର ଅସରିଯ, କା ରହରେ ପୁତ୍ର ୟୋହାନନ୍ ଓ ଅନ୍ୟ କେତକେ ଅହଙ୍କାରୀ ଲୋକ କୋର୍ଧାନ୍ବିତ ହାଇେ ଯିରିମିୟଙ୍କୁ କହିଲେ, ତୁମ୍ଭେ ମିଥ୍ଯା କଥା କହୁଅଛ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଏ କଥା କହି ତୁମ୍ଭକୁ ଆମ୍ଭମାନଙ୍କ ନିକଟକୁ ପଠାଇ ନାହାଁନ୍ତି, 'ତୁମ୍ଭମାନେେ ମିଶର ରେ ୟାଇ ପ୍ରବାସ କର ନାହିଁ।'
ଯିରିମିୟ 44:16
ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ଆମ୍ଭମାନଙ୍କୁ ଯେଉଁ କଥା କହିଅଛ, ତୁମ୍ଭର ସହେି କଥା ଆମ୍ଭମାନେେ ଶୁଣିବୁ ନାହିଁ।
ଯିହିଜିକଲ 20:13
କିନ୍ତୁ ଇଶ୍ରାୟେଲର ପୁତ୍ରଗଣ ମରୁଭୂମିରେ ମାେ ବିରୁଦ୍ଧ ରେ ଗଲେ। ସମାନେେ ମାରେ ବିଧି ପଥରେ ଚାଲିଲେ ନାହିଁ ଓ ମାରେ ବ୍ଯବସ୍ଥା ସକଳ ଅଗ୍ରାହ୍ଯ କଲେ। ଯାହାକୁ ଯଦି ଜଣେ ମନୁଷ୍ଯ ଅନୁସରଣ କରେ, ତବେେ ସେ ବଞ୍ଚିବ। ଏବଂ ସମାନେେ ମାରେ ବିଶ୍ରାମଦିନସବୁ କଳୁଷିତ କଲେ। ଏବଂ ସେଥିପାଇଁ ମୁଁ କହିଲି, ମରୁଭୂମିରେ ସମାନଙ୍କେ ବିରୁଦ୍ଧ ରେ ମାରେ କୋରଧ ଢ଼ାଳି ଦବେି ଓ ସମାନଙ୍କେୁ ବିନାଶ କରିବି।
ଏଜ୍ରା 10:3
ଏବେ ଆମ୍ଭମାନେେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ବରଙ୍କ ଆଜ୍ଞା ରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସା ରେ ଏହିସବୁ ସ୍ତ୍ରୀମାନଙ୍କୁ ଓ ଏମାନଙ୍କଠାରୁ ଜାତ ସନ୍ତାନମାନଙ୍କୁ ଦୂର କରିଦବୋ ପାଇଁ ଆମ୍ଭମାନଙ୍କ ପରମେଶ୍ବରଙ୍କ ସହିତ ଚୁକ୍ତି କରିବା ଏବଂ ଏହା ପରମେଶ୍ବରଙ୍କ ବ୍ଯବସ୍ଥାନୁସା ରେ କରାଯାଉ।