Proverbs 11:1
ସଦାପ୍ରଭୁ ମିଥ୍ଯାର ନିକିତିକୁ ଘୃଣା କରନ୍ତି। କିନ୍ତୁ ସେ ସଠିକ ଓଜନକୁ ଭଲ ପାଆନ୍ତି।
Proverbs 11:1 in Other Translations
King James Version (KJV)
A false balance is abomination to the LORD: but a just weight is his delight.
American Standard Version (ASV)
A false balance is an abomination to Jehovah; But a just weight is his delight.
Bible in Basic English (BBE)
Scales of deceit are hated by the Lord, but a true weight is his delight.
Darby English Bible (DBY)
A false balance is an abomination to Jehovah; but a just weight is his delight.
World English Bible (WEB)
A false balance is an abomination to Yahweh, But accurate weights are his delight.
Young's Literal Translation (YLT)
Balances of deceit `are' an abomination to Jehovah, And a perfect weight `is' His delight.
| A false | מֹאזְנֵ֣י | mōʾzĕnê | moh-zeh-NAY |
| balance | מִ֭רְמָה | mirmâ | MEER-ma |
| is abomination | תּוֹעֲבַ֣ת | tôʿăbat | toh-uh-VAHT |
| Lord: the to | יְהוָ֑ה | yĕhwâ | yeh-VA |
| but a just | וְאֶ֖בֶן | wĕʾeben | veh-EH-ven |
| weight | שְׁלֵמָ֣ה | šĕlēmâ | sheh-lay-MA |
| is his delight. | רְצוֹנֽוֹ׃ | rĕṣônô | reh-tsoh-NOH |
Cross Reference
ହିତୋପଦେଶ 16:11
ଓଜନ ଓ ଦଣ୍ଡି ସଦାପ୍ରଭୁଙ୍କର ଅଟେ, କିନ୍ତୁ ସଦାପ୍ରଭୁ ଯାହା ଓଜନ ପାଇଁ ବ୍ଯବହାର କରିବାକୁ ବଟକରାସବୁ ତିଆରି କଲେ।
ହିତୋପଦେଶ 20:10
ନାନା ପ୍ରକାର ମାପ ଓଜନ ରେ ଯେଉଁମାନେ ଠକନ୍ତି, ସମାନେେ ସଦାପ୍ରଭୁଙ୍କଠା ରେ ଘୃଣିତ।
ହିତୋପଦେଶ 20:23
ଲୋକମାନଙ୍କୁ ଓଜନ ଓ ମାପ ରେ ଠକି ସଦାପ୍ରଭୁଙ୍କ ଘୃଣାର ବିଷଯ, ଅର୍ଥାତ ଦଣ୍ଡି ରେ ଠକିବା ନିତାନ୍ତ ଖରାପ।
ଦିତୀୟ ବିବରଣ 25:13
ତୁମ୍ଭେ ଆପଣା ଥଳୀ ରେ ଉଣା ଅଧିକ ଓଜନର ନାନା ପ୍ରକାର ବଟକରା ରଖିବ ନାହିଁ।
ଲେବୀୟ ପୁସ୍ତକ 19:35
ତୁମ୍ଭମାନେେ ବିଚାର କଲା ବେଳେ କିମ୍ବା ମାପ କି ତୌଲ କଲା ବେଳେ ଅଧର୍ମ କରିବ ନାହିଁ।
ଯିହିଜିକଲ 45:10
ଲୋକମାନଙ୍କୁ ଠକିବା ବନ୍ଦ କର। ଯଥାର୍ଥ ତରାଜୁ ଓ ଐଫା ଓ ଯଥାର୍ଥ ମାପ ବ୍ଯବହାର କର।
ହୋଶେୟ 12:7
ଯାକୁବ ଜଣେ ପ୍ରକୃତ ବ୍ଯବସାଯୀ। ସେ ଏପରିକି ତା'ର ବନ୍ଧୁଙ୍କୁ ମଧ୍ଯ ଠକେ। ଏପରିକି ତାଙ୍କ ନିକିତି ମଧ୍ଯ ମିଛ କ ହେ।
ଆମୋଷ 8:5
ତୁମ୍ଭେ ବ୍ଯବସାଯୀଗଣ କହୁଛ, କେତବେେଳେ ଅମାବାସ୍ଯା ଗତ ହବେ ଓ ଆମ୍ଭମାନେେ ଆମ୍ଭର ଶସ୍ଯ ବୀକ୍ରି କରିବୁ? ପୁଣି କେତବେେଳେ ବିଶ୍ରାମଦିନ ଗତ ହବେ, ଆମ୍ଭେ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ? ଆମ୍ଭମାନେେ ଓଜନର ମାପ କମାଇବୁ ଏବଂ ଜିନିଷର ମୂଲ୍ଯ ବୃଦ୍ଧି କରିବୁ। ଆମ୍ଭମାନେେ ତରାଜୁକୁ କମ୍ ବେଶୀକରି ଲୋକମାନଙ୍କୁ ଠକିବୁ।
ମୀଖା 6:10
ମନ୍ଦାଗ୍ଭରୀଗଣ କ'ଣ ଏବେ ସୁଦ୍ଧା ଗ୍ଭରେି ଧନସମ୍ପତ୍ତିକୁ ଲୁଗ୍ଭଇ ରଖିଛନ୍ତି? ସହେି ମନ୍ଦାଗ୍ଭରୀଗଣ ଏବେ କ'ଣ େଛାଟ ଐଫା ରେ ଲୋକମାନଙ୍କୁ ପ୍ରତାରଣା କରୁଛନ୍ତି? ହଁ, ଏହିସବୁ ଘଟଣା ଏବେ ମଧ୍ଯ ଘଟୁଅଛି।