Nehemiah 9:34
ପୁଣି ଆମ୍ଭମାନଙ୍କ ରାଜଗଣ, ରାଜତପୁତ୍ଗଣ, ଆମ୍ଭର ଯାଜକଗଣ ଓ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭ ବ୍ଯବସ୍ଥା ପାଳନ କରି ନାହାଁନ୍ତି। ସମାନେେ ତୁମ୍ଭର ଆଜ୍ଞା ଏବଂ ତୁମ୍ଭର ସତର୍କବାଣୀ ଶୁଣିଲେ ନାହିଁ, ଯାହା ତୁମ୍ଭେ ସମାନଙ୍କେ ବିରୁଦ୍ଧ ରେ ଦଇେଥିଲ।
Nehemiah 9:34 in Other Translations
King James Version (KJV)
Neither have our kings, our princes, our priests, nor our fathers, kept thy law, nor hearkened unto thy commandments and thy testimonies, wherewith thou didst testify against them.
American Standard Version (ASV)
neither have our kings, our princes, our priests, nor our fathers, kept thy law, nor hearkened unto thy commandments and thy testimonies wherewith thou didst testify against them.
Bible in Basic English (BBE)
And our kings, our rulers, our priests, and our fathers have not kept your law or given attention to your orders and your witness, with which you gave witness against them.
Darby English Bible (DBY)
And our kings, our princes, our priests, and our fathers, have not performed thy law, nor hearkened unto thy commandments and thy testimonies, wherewith thou didst testify against them.
Webster's Bible (WBT)
Neither have our kings, our princes, our priests, nor our fathers, kept thy law, nor hearkened to thy commandments and thy testimonies, with which thou didst testify against them.
World English Bible (WEB)
neither have our kings, our princes, our priests, nor our fathers, kept your law, nor listened to your commandments and your testimonies with which you did testify against them.
Young's Literal Translation (YLT)
and our kings, our heads, our priests, and our fathers, have not done Thy law, nor attended unto Thy commands, and to Thy testimonies, that Thou hast testified against them;
| Neither have our kings, | וְאֶת | wĕʾet | veh-ET |
| our princes, | מְלָכֵ֤ינוּ | mĕlākênû | meh-la-HAY-noo |
| priests, our | שָׂרֵ֙ינוּ֙ | śārênû | sa-RAY-NOO |
| nor | כֹּֽהֲנֵ֣ינוּ | kōhănênû | koh-huh-NAY-noo |
| our fathers, | וַֽאֲבֹתֵ֔ינוּ | waʾăbōtênû | va-uh-voh-TAY-noo |
| kept | לֹ֥א | lōʾ | loh |
| thy law, | עָשׂ֖וּ | ʿāśû | ah-SOO |
| nor | תּֽוֹרָתֶ֑ךָ | tôrātekā | toh-ra-TEH-ha |
| hearkened | וְלֹ֤א | wĕlōʾ | veh-LOH |
| unto | הִקְשִׁ֙יבוּ֙ | hiqšîbû | heek-SHEE-VOO |
| thy commandments | אֶל | ʾel | el |
| testimonies, thy and | מִצְוֹתֶ֔יךָ | miṣwōtêkā | mee-ts-oh-TAY-ha |
| wherewith | וּלְעֵ֣דְוֹתֶ֔יךָ | ûlĕʿēdĕwōtêkā | oo-leh-A-deh-oh-TAY-ha |
| thou didst testify | אֲשֶׁ֥ר | ʾăšer | uh-SHER |
| against them. | הַֽעִידֹ֖תָ | haʿîdōtā | ha-ee-DOH-ta |
| בָּהֶֽם׃ | bāhem | ba-HEM |
Cross Reference
ଦିତୀୟ ବିବରଣ 31:21
ତା'ପରେ ସହେିସବୁ କ୍ଲେଶ ଓ ଅମଙ୍ଗଳର କାର୍ୟ୍ଯମାନ ସମାନଙ୍କେ ପାଇଁ ଘଟିବ। ସମାନେେ ବହକ୍ସ୍ଟ ସମସ୍ଯାର ସମ୍ମକ୍ସ୍ଟଖିନ ହବେେ। ସହେି ସମୟରେ ସହେି ଲୋକମାନେ ସହେି ଗୀତ ସ୍ମରଣ କରିବେ। ଏହି ଗୀତ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ସାକ୍ଷୀରୂପେ କାର୍ୟ୍ଯ କରିବ। ମୁ ସମାନଙ୍କେୁ ପ୍ରତିଜ୍ଞା କରିଥିବା ଦେଶକକ୍ସ୍ଟ ଆଣିବା ପୂର୍ବରକ୍ସ୍ଟ ସମାନଙ୍କେର ପ୍ରକୃତି ଜାଣିଥିଲି।
ଦିତୀୟ ରାଜାବଳୀ 17:13
ତଥାପି ସଦାପ୍ରଭୁ ପ୍ରେତ୍ୟକକ ଭବିଷ୍ଯଦ୍ବକ୍ତା ଓ ପ୍ରେତ୍ୟକକ ଦୃଷ୍ଟିକାରୀଙ୍କୁ ଇଶ୍ରାୟେଲ ଓ ଯିହୁଦାର ପ୍ରତି ଚତାବେନୀ ଦଇେ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର କୁକାର୍ୟ୍ଯରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମାରେ ସବେକ ଭବିଷ୍ଯଦ୍ବକ୍ତାଗଣଙ୍କ ହସ୍ତ ରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁଁ, ତଦନୁସା ରେ ମାରେ ବ୍ଯବସ୍ଥା ଓ ବିଧି ସବୁ ପାଳନ କର।
ଦିତୀୟ ରାଜାବଳୀ 17:15
ସମାନେେ ସଦାପ୍ରଭୁଙ୍କ ବ୍ଯବସ୍ଥା ଓ ସମାନଙ୍କେ ପିତୃଗଣଙ୍କ ସହିତ କୃତ ତାଙ୍କର ନିଯମ ଓ ସମାନଙ୍କେର ପ୍ରତି ଦତ୍ତ ତାହାଙ୍କର ସାକ୍ଷ୍ଯସବୁ ଅଗ୍ରାହ୍ଯ କଲେ। ସମାନେେ ସଦାପ୍ରଭୁଙ୍କ ଚତାବେନୀ ଶୁଣିବାକୁ ଅମାନ୍ଯ କଲେ। ସମାନେେ ମୂଲ୍ଯହୀନ ମୂର୍ତ୍ତିଗୁଡିକୁ ଅନୁସରଣ କଲେ ପୂଜା କଲେ ଏବଂ ସମାନେେ ନିଜେ ମୂଲ୍ଯହୀନ ହାଇଗେଲେ। ସମାନେେ ତାଙ୍କ ଚତୁଃପାଶର୍ବ ରେ ଜାତି ପରି ବାସ କଲେ, ଯଦିଓ ସଦାପ୍ରଭୁ ସମାନଙ୍କେୁ ଆଦେଶ ଦଇେଥିଲେ, ସମାନେେ ଯାହା କରନ୍ତି ତୁମ୍ଭମାନେେ ତାହା କର ନାହିଁ। ଯାହା ସଦାପ୍ରଭୁ ସମାନଙ୍କେୁ ବାରିବାକୁ ମନା କରିଥିଲେ, ସମାନେେ ତାହା କଲେ।
ନିହିମିୟା 9:30
ତଥାପି ବହୁବର୍ଷ ପର୍ୟ୍ଯନ୍ତ ତୁମ୍ଭେ ସମାନଙ୍କେୁ ସହ୍ଯ କଲ ଓ ଆପଣା ଆତ୍ମାଦ୍ବାରା ଆପଣା ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ତୁମ୍ଭେ ସତର୍କ କଲ। ମାତ୍ର ସମାନେେ କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ହେଲେ ନାହିଁ। ଏଣୁ ତୁମ୍ଭେ ସମାନଙ୍କେୁ ଅନ୍ୟ ଦେଶୀଯ ଗୋଷ୍ଠୀ ହସ୍ତ ରେ ସମର୍ପଣ କଲ।
ଯିରିମିୟ 29:19
କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତ ରେ ଉଠି ଆମ୍ଭର ଭବିଷ୍ଯଦବକ୍ତାଗଣଙ୍କୁ ସମାନଙ୍କେ ନିକଟକୁ ପଠାଇ ଯାହା କହିଲୁ, ସମାନେେ ତାହା ପ୍ରତି କର୍ଣ୍ଣପାତ କଲେ ନାହିଁ। ପୁଣି ସଦାପ୍ରଭୁ କହନ୍ତି, ସମାନଙ୍କେ ନିକଟକୁ ବାରମ୍ବାର ଆମ୍ଭର ଦାସକୁ ପଠାଇ ଯାହା କହିଲୁ, ସମାନେେ ଆମ୍ଭର ବାକ୍ଯ ଶୁଣିଲେ ନାହିଁ।