Nehemiah 11:10
ଏହି ଯାଜକମାନେ ଯେଉଁମାନେ ୟିରୁଶାଲମକୁ ୟାତ୍ରା କରିଥିଲେ। ସମାନେେ ହେଲେ, ୟୋଯାରୀବର ପୁତ୍ର ୟିଦଯିଯ, ୟାଖୀନ,
Nehemiah 11:10 in Other Translations
King James Version (KJV)
Of the priests: Jedaiah the son of Joiarib, Jachin.
American Standard Version (ASV)
Of the priests: Jedaiah the son of Joiarib, Jachin,
Bible in Basic English (BBE)
Of the priests: Jedaiah, the son of Joiarib, Jachin,
Darby English Bible (DBY)
Of the priests: Jedaiah [the son of] Joiarib, Jachin,
Webster's Bible (WBT)
Of the priests: Jedaiah the son of Joiarib, Jachin.
World English Bible (WEB)
Of the priests: Jedaiah the son of Joiarib, Jachin,
Young's Literal Translation (YLT)
Of the priests: Jedaiah son of Joiarib, Jachin,
| Of | מִן | min | meen |
| the priests: | הַֽכֹּהֲנִ֑ים | hakkōhănîm | ha-koh-huh-NEEM |
| Jedaiah | יְדַֽעְיָ֥ה | yĕdaʿyâ | yeh-da-YA |
| the son | בֶן | ben | ven |
| of Joiarib, | יֽוֹיָרִ֖יב | yôyārîb | yoh-ya-REEV |
| Jachin. | יָכִֽין׃ | yākîn | ya-HEEN |
Cross Reference
ପ୍ରଥମ ବଂଶାବଳୀ 9:10
ୟିରୁଶାଲମ ରେ ଏହି ଯାଜକମାନେ ବାସ କରୁଥିଲେ : ୟିଦଯିଯ ଯିହାୟୋଦାରରୀବ୍, ୟାଖୀନ୍ ଏବଂ ଅସରିଯ।
ଏଜ୍ରା 2:36
ୟିଦଯିଯର ଯାଜକମାନଙ୍କର ସଂଖ୍ଯା- ଯଶୂେଯ ପରିବାରରୁ 973 ଜଣ।
ଏଜ୍ରା 8:16
ତେଣୁ ମୁଁ ଇଲୀଯଷେର, ଅରୀଯଲେ, ଶମଯିଯ ଓ ଇଲ୍ନାଥନ ଓ ୟାରିବ୍ ଇଲ୍ନାଥନ ଓ ନାଥନ, ଜିଖରୀଯ ଓ ମଶୁଲ୍ଲମ୍ ଏହି ପ୍ରଧାନ ଲୋକମାନଙ୍କୁ ମଧ୍ଯ ୟୋଯାରୀବ ଓ ଇଲ୍ନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।
ନିହିମିୟା 7:39
ଯାଜକଗଣ: ଯେଉଁମାନେ ୟିଦଯିଯର ଭବିଷ୍ଯତ ବଂଶଧର ଓ ଯଶୂେଯ ପରିବାରର ସଭ୍ଯ 973 ଜଣ।
ନିହିମିୟା 12:6
ଶମଯିଯ ଓ ୟୋଯାରୀବ, ୟିଦଯିଯ,
ନିହିମିୟା 12:19
ମତ୍ତନଯ, ୟୋଯାରୀବ ପରିବାରର ମୁଖ୍ଯ ଥିଲେ, ଉଷି ୟିଦଯିଯ ପରିବାରର ମୁଖ୍ଯ ଥିଲେ।