ମାର୍କଲିଖିତ ସୁସମାଚାର 15:37 in Oriya

ଓଡିଆ ଓଡିଆ ବାଇବେଲ ମାର୍କଲିଖିତ ସୁସମାଚାର ମାର୍କଲିଖିତ ସୁସମାଚାର 15 ମାର୍କଲିଖିତ ସୁସମାଚାର 15:37

Mark 15:37
ତା'ପରେ ଯୀଶୁ ଉଚ୍ଚ ସ୍ବର ରେ ପାଟି କରି ପ୍ରାଣତ୍ଯାଗ କଲେ।

Mark 15:36Mark 15Mark 15:38

Mark 15:37 in Other Translations

King James Version (KJV)
And Jesus cried with a loud voice, and gave up the ghost.

American Standard Version (ASV)
And Jesus uttered a loud voice, and gave up the ghost.

Bible in Basic English (BBE)
And Jesus gave a loud cry, and gave up his spirit.

Darby English Bible (DBY)
And Jesus, having uttered a loud cry, expired.

World English Bible (WEB)
Jesus cried out with a loud voice, and gave up the spirit.

Young's Literal Translation (YLT)
And Jesus having uttered a loud cry, yielded the spirit,


hooh
And
δὲdethay
Jesus
Ἰησοῦςiēsousee-ay-SOOS
cried
ἀφεὶςapheisah-FEES
loud
a
with
φωνὴνphōnēnfoh-NANE
voice,
μεγάληνmegalēnmay-GA-lane
and
gave
up
the
ghost.
ἐξέπνευσενexepneusenayks-A-pnayf-sane

Cross Reference

ଯୋହନଲିଖିତ ସୁସମାଚାର 19:30
ଯୀଶୁ ତାହା ପାନ କରି କହିଲେ, ସମାପ୍ତ ହେଲା। ତା'ପରେ ସେ ମୁଣ୍ଡ ନୁଆଁଇ ପ୍ରାଣତ୍ଯାଗ କଲେ।

ମାଥିଉଲିଖିତ ସୁସମାଚାର 27:50
ପୁଣି ଥରେ ଯୀଶୁ କହିଲେ ସମାପ୍ତ ହେଲା, ତା'ପରେ ସେ ପ୍ରାଣତ୍ଯାଗ କଲେ।

ଲୂକଲିଖିତ ସୁସମାଚାର 23:46
ଯୀଶୁ ପାଟିକରି କହିଲେ, ହେ ପରମପିତା, ମୁଁ ମାରେ ଆତ୍ମା ତୁମ୍ଭକୁ ଦେଉଛି। ଏହା କହିବା ପରେ ଯୀଶୁ ପ୍ରାଣ ତ୍ଯାଗ କଲେ।