ମଲାଖୀ 3:3 in Oriya

ଓଡିଆ ଓଡିଆ ବାଇବେଲ ମଲାଖୀ ମଲାଖୀ 3 ମଲାଖୀ 3:3

Malachi 3:3
ଅଗ୍ନି ରେ ରୂପା ବିଶୁଦ୍ଧ ହେଲାପରି ସେ ଲବେୀୟମାନଙ୍କୁ ପବିତ୍ର କରିବ। ସେ ସୁବର୍ଣ୍ଣ ଓ ରେ ୗପ୍ୟ ସଦୃଶ ସମାନଙ୍କେୁ ଶୁଦ୍ଧ କରିବ। ତା'ପ ରେ ସମାନେେ ସଦାପ୍ରଭୁଙ୍କ ପାଇଁ ଉପୟୁକ୍ତ ନବୈେଦ୍ଯ ଆଣିବେ।

Malachi 3:2Malachi 3Malachi 3:4

Malachi 3:3 in Other Translations

King James Version (KJV)
And he shall sit as a refiner and purifier of silver: and he shall purify the sons of Levi, and purge them as gold and silver, that they may offer unto the LORD an offering in righteousness.

American Standard Version (ASV)
and he will sit as a refiner and purifier of silver, and he will purify the sons of Levi, and refine them as gold and silver; and they shall offer unto Jehovah offerings in righteousness.

Bible in Basic English (BBE)
He will take his seat, testing and cleaning the sons of Levi, burning away the evil from them as from gold and silver; so that they may make offerings to the Lord in righteousness.

Darby English Bible (DBY)
And he shall sit [as] a refiner and purifier of silver; and he will purify the children of Levi, and purge them as gold and silver; and they shall offer unto Jehovah an oblation in righteousness.

World English Bible (WEB)
and he will sit as a refiner and purifier of silver, and he will purify the sons of Levi, and refine them as gold and silver; and they shall offer to Yahweh offerings in righteousness.

Young's Literal Translation (YLT)
And he hath sat, a refiner and purifier of silver, And he hath purified the sons of Levi, And hath refined them as gold and as silver, And they have been to Jehovah bringing nigh a present in righteousness.

And
he
shall
sit
וְיָשַׁ֨בwĕyāšabveh-ya-SHAHV
refiner
a
as
מְצָרֵ֤ףmĕṣārēpmeh-tsa-RAFE
and
purifier
וּמְטַהֵר֙ûmĕṭahēroo-meh-ta-HARE
silver:
of
כֶּ֔סֶףkesepKEH-sef
and
he
shall
purify
וְטִהַ֤רwĕṭiharveh-tee-HAHR

אֶתʾetet
the
sons
בְּנֵֽיbĕnêbeh-NAY
Levi,
of
לֵוִי֙lēwiylay-VEE
and
purge
וְזִקַּ֣קwĕziqqaqveh-zee-KAHK
gold
as
them
אֹתָ֔םʾōtāmoh-TAHM
and
silver,
כַּזָּהָ֖בkazzāhābka-za-HAHV
offer
may
they
that
וְכַכָּ֑סֶףwĕkakkāsepveh-ha-KA-sef

וְהָיוּ֙wĕhāyûveh-ha-YOO
Lord
the
unto
לַֽיהוָ֔הlayhwâlai-VA
an
offering
מַגִּישֵׁ֥יmaggîšêma-ɡee-SHAY
in
righteousness.
מִנְחָ֖הminḥâmeen-HA
בִּצְדָקָֽה׃biṣdāqâbeets-da-KA

Cross Reference

ଯିଶାଇୟ 1:25
ଲୋକମନେ ରୂପାର ଖାଦ ଦୂର କରିବାକୁ ଏକ ପ୍ରକାର ଜିନିଷ ବ୍ଯବହାର କରନ୍ତି। ସହେିପରି ଭାବରେ ମୁଁ ତୁମ୍ଭମାନଙ୍କର ଅପବିତ୍ରତାକୁ ଦୂର କରିବି। ତୁମ୍ଭମାନଙ୍କ ଭିତରୁ ସମସ୍ତ ମନ୍ଦ ଜିନିଷ କାଢ଼ିନବେି ଓ ତୁମ୍ଭମାନଙ୍କୁ ପବିତ୍ର କରିବି।

ଦାନିଏଲ 12:10
ଅନକେ ଲୋକ ନିଜକୁ ସ୍ବଚ୍ଛ ଓ ନିର୍ମଳମଯ ମନ କରିବେ। ମାତ୍ର ଦୁଷ୍ଟମାନଙ୍କର ଦୁଷ୍ଟାଚରଣ ବଢି ବଢି ଗ୍ଭଲିବ। ଦୁଷ୍ଟମାନଙ୍କ ମଧ୍ଯରୁ କହେି ହୃଦ୍ବୋଧ କରିବେ ନହିଁ। ମାତ୍ର ଜ୍ଞାନୀ ଲୋକମାନେ ଏସବୁ ବୁଝିବେ।

ଯିଖରିୟ 13:9
ତା'ପ ରେ ଆମ୍ଭେ ସହେି ଏକ ତୃତୀଯାଂଶ ଲୋକଙ୍କୁ ଅଗ୍ନି ରେ ପରୀକ୍ଷା କରିବା। ଆମ୍ଭେ ସମାନଙ୍କେୁ ରୂପା ଯେପରି ନିର୍ମଳ ହୁଏ ସହେିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସହେି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସମାନେେ ଡାକିବେ ଏବଂ ଆମ୍ଭେ ସମାନଙ୍କେୁ ଉତ୍ତର ଦବୋ, 'ଏମାନେ ଆମ୍ଭର ଲୋକ', ଆଉ ସମାନେେ କହିବେ, 'ସଦାପ୍ରଭୁ ଆମ୍ଭର ପରମେଶ୍ବର ଅଟନ୍ତି।'

ଗୀତସଂହିତା 4:5
ସଦାସର୍ବଦା ସଦାପ୍ରଭୁଙ୍କ ଉପରେ ବିଶ୍ବାସ ରଖି ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଧର୍ମ ବଳିଦାନ ଉତ୍ସର୍ଗ କର।

ଲୂକଲିଖିତ ସୁସମାଚାର 3:16
ସେତବେେଳେ ଯୋହନ ସମାନଙ୍କେୁ କହିଲେ, ମୁଁ ତ ତୁମ୍ଭମାନଙ୍କୁ ଜଳ ରେ ବାପ୍ତିଜିତ କରୁଛି, କିନ୍ତୁ ମାେ' ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ୟୋତାର ଫିତା ଫିଟାଇବାକୁ ମଧ୍ଯ ମୁଁ ଯୋଗ୍ଯ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନି ଦ୍ବାରା ବାପ୍ତିଜିତ କରିବେ।

ଯୋହନଲିଖିତ ସୁସମାଚାର 4:23
ଏପରି ସମୟ ଆସୁଛି, ଯେତବେେଳେ ପ୍ରକୃତ ଉପାସକ ମାନେ ପରମପିତାଙ୍କୁ ଆତ୍ମା ଓ ସତ୍ଯ ରେ ଉପାସନା କରିବେ। ସହେି ସମୟ ବର୍ତ୍ତମାନ ଉପସ୍ଥିତ। ସହେିଭଳି ଲୋକମାନଙ୍କୁ ପରମପିତା ନିଜର ଉପାସକ ରୂପେ ଗ୍ରହଣ କରିବାକୁ ଚାହାଁନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:1
ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ବରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭମାନେେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ବରୂପ ପରମେଶ୍ବରଙ୍କୁ ଅର୍ପଣ କର।ଏହା କବଳେ ତାହାଙ୍କୁ ସମର୍ପିତ ହବେ। ଏହା ପରମେଶ୍ବରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ଆତ୍ମୀକ ଉପାସନା ଅଟେ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:26
ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ଯୁ ବରଣ କରିଥିଲେ। ଯେପରି ସୁସାମାଚାରର ବାକ୍ଯ ଓ ଜଳ ଦ୍ବାରା ଧେ ୗତ କରି ସଫା କରିବା ପରେ ସେ ପରମେଶ୍ବରଙ୍କ କାର୍ୟ୍ଯ ମାଧ୍ଯମ ରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରିପାରନ୍ତି।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:14
ନିଜ ଜୀବନକୁ ସତ୍ କର୍ମ ରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ଯକ। ଯେଉଁମାନଙ୍କର ପ୍ରକୃତ ରେ ଦରକାର, ସମାନଙ୍କେର ମଙ୍ଗଳ କର। ତା' ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:10
ଆମ୍ଭର ପୃଥିବୀର ପିତାମାନେ ଆମ୍ଭକୁ ଅଳ୍ପ ସମୟ ଧରି ଦଣ୍ଡ ଦେଲେ। ସମାନେେ ଯେପରି ଭଲ ଭାବିଲେ, ସହେିପରି ଦଣ୍ଡ ଦେଲେ। କିନ୍ତୁ ପରମେଶ୍ବର, ତାହାଙ୍କ ନିଜଭଳି ଆମ୍ଭକୁ ପବିତ୍ର ହବୋପାଇଁ ସାହାୟ୍ଯ କରିବା ନିମନ୍ତେ ଆମ୍ଭକୁ ଦଣ୍ଡ ଦିଅନ୍ତି।

ପିତରଙ୍କ ପ୍ରଥମ ପତ୍ 2:5
ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭମାନେେ ମଧ୍ଯ ଜୀବନ୍ତ ପଥର ଭଳି। ପରମେଶ୍ବର ଗୋଟିଏ ଆଧ୍ଯାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସହେି ମନ୍ଦିର ରେ ପରମେଶ୍ବରଙ୍କ ଦ୍ବାରା ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଗୃହୀତ ହବୋ ଭଳି ଆଧ୍ଯାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହବୋ ପାଇଁ, ନିଜକୁ ନିଯୋଜିତ କର।

ପିତରଙ୍କ ପ୍ରଥମ ପତ୍ 2:9
କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।

ଗୀତସଂହିତା 107:21
ସଦାପ୍ରଭୁଙ୍କୁ ତାଙ୍କର ସ୍ନହପେୂର୍ଣ୍ଣ କରୁଣା ନିମନ୍ତେ ଧନ୍ଯବାଦ କର କାରଣ ସେ ଆପଣା ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:18
ମାରେସମସ୍ତ ଆବଶ୍ଯକୀୟ ଜିନିଷ ମାେ ପାଖ ରେ ଅଛି। ଏପାଫ୍ରାଦିତଙ୍କ ଦ୍ବାରା ତୁମ୍ଭମାନେେ ଉପହାରମାନ ପଠାଇଥିବାରୁ ମାେ ପାଖ ରେ ମାରେ ଆବଶ୍ଯକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ବରଙ୍କୁ ଅର୍ପଣ କରାଯାଇଛି।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:6
ମାେ ଜୀବନ ମୁଁ ପରମେଶ୍ବରଙ୍କୁ ଉତ୍ସର୍ଗ କରିଦଇେଛି। ମାେ ପାଇଁ ଏ ସଂସାର ଛାଡ଼ିବାର ସମୟ ଆସିଯାଇଛି। ମୁଁ ଉତ୍ତମ ୟୁଦ୍ଧ ଲଢ଼ିଛି।

ଏବ୍ରୀମାନଙ୍କ ନିକଟକୁ ପତ୍ର 13:15
ଅତଏବ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍ଭେ କବେେ ହେଲେ ବନ୍ଦ କରିବା ଉଚିତ ନୁହେଁ। ମୁଖ ଦ୍ବାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ ସହେି 'ବଳି' ଅଟେ।

ପିତରଙ୍କ ପ୍ରଥମ ପତ୍ 1:7
ଏହି ସମସ୍ଯାଗୁଡ଼ିକ କାହିଁକି ହୁଏ ? କବଳେ ତୁମ୍ଭର ବିଶ୍ବାସର ସତ୍ଯତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ବାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ଯବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ବାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ବାସର ପବିତ୍ରତା ହତେୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ।

ପିତରଙ୍କ ପ୍ରଥମ ପତ୍ 4:12
ମାେ ମିତ୍ରଗଣ, ତୁମ୍ଭମାନେେ ବର୍ତ୍ତମାନର ଦୁଃଖ ସହୁଥିବାରୁ ଆଶ୍ଚର୍ୟ୍ଯ ମନକରେ ନାହିଁ। ଏହି ଦୁଃଖ ଭୋଗ ତୁମ୍ଭମାନଙ୍କର ବିଶ୍ବାସ ପରୀକ୍ଷା କରୁଛି। ଭାବ ନାହିଁ ଯେ ତୁମ୍ଭ ପ୍ରତି କିଛି ଆଶ୍ଚର୍ୟ୍ଯ କଥା ଘଟୁଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:6
ଯୀଶୁ ଆମ୍ଭମାନଙ୍କୁ ଗୋଟିଏ ରାଜ୍ଯ ସ୍ବରୂପ କରିଛନ୍ତି ଓ ସେ ଆମ୍ଭମାନଙ୍କୁ ତାହାଙ୍କ ପିତା ପରମେଶ୍ବରଙ୍କର ସବୋ ରେ ଯାଜକ ରୂପେ ନିୟୁକ୍ତ କରିଛନ୍ତି। ତାହାଙ୍କର ଗୌରବ ଓ ପରାକ୍ରମ ୟୁଗେ ୟୁଗେ ହେଉ। ଆମେନ୍।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:18
ସେଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ଯେ, ତୁମ୍ଭେ ମାଠାରୁେ ଅଗ୍ନି ରେ ଖାଣ୍ଟି ହାଇେଥିବା ସୁନା କିଣ। ତା'ପରେ ତୁମ୍ଭେ ପ୍ରକୃତ ରେ ଧନୀ ହାଇଯେିବ। ମୁଁ ତୁମ୍ଭକୁ ଏହା କହୁଛି : ଧଳା ବସ୍ତ୍ର କିଣ। ତବେେ ତୁମ୍ଭେ ନିଜର ଲଜ୍ଜାପୂର୍ଣ୍ଣ ଉଲଗ୍ନତାକୁ ଘାଡ଼ଇେେ ରଖିପାରିବ। ମୁଁ ତୁମ୍ଭକୁ ଔଷଧ କିଣି ଆଖି ରେ ଲଗାଇବା ପାଇଁ ମଧ୍ଯ କହୁଛି। ତାହାହେଲେ ତୁମ୍ଭେ ପ୍ରକୃତ ରେ ଦେଖିପାରିବ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:17
ପରମେଶ୍ବରଙ୍କ ସବୋ ରେ, ତୁମ୍ଭ ବିଶ୍ବାସ ତୁମ୍ଭକୁ ଏକ ବଳିଦାନ ରୂପେ ସବୋ କରିବା ପାଇଁ ପ୍ ରରଣୋ ଯୋଗଏ। ହୁଏତ ତୁମ୍ଭର ବଳିଦାନ ରୂପ ସବୋ ରେ ମାେତେ ମାରେ ନିଜ ରକ୍ତ ମଧ୍ଯ ଉତ୍ସର୍ଗ କରିବାକୁ ପଡ଼ିପା ରେ। ଯଦି ତାହା ଘଟେ, ମୁଁ ତୁମ୍ଭମାନଙ୍କ ସହିତ ଆନନ୍ଦ ରେ ପରିପୂର୍ଣ୍ଣ ଓ ଖୁସି ହବେି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:16
ପରମେଶ୍ବର ମାେତେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସବେକ ହାଇେ ଅଣଯିହୂଦୀମାନଙ୍କୁ ସାହାୟ୍ଯ କରିବା ପାଇଁ ନିୟୁକ୍ତି କଲେ। ସେ ମାେତେ ସୁସମାଗ୍ଭର ଶିକ୍ଷା ଦବୋର କାର୍ୟ୍ଯ କରିବା ନିମନ୍ତେ ନିୟୁକ୍ତି କଲେ। ଏପରି କରିବା ଉବ୍ଦେଶ୍ଯ ହେଲା ଯେ, ଅଣଯିହୂଦୀମାନେ ଉତ୍ସର୍ଗଦାନ ସ୍ବରୂପ ହବେେ ଯାହା କି ପରମେଶ୍ବର ଗ୍ରହଣ କରିବେ। ଏହି ଦାନ ଲୋକମାନେ ପରମେଶ୍ବରଙ୍କ ପାଇଁ ପବିତ୍ର ଆତ୍ନା ଦ୍ବାରା ପବିତ୍ର କରାଗଲା।

ହିତୋପଦେଶ 25:4
ରୂପାର ଖାଦ କାଢ଼ି ପକାଅ, ତବେେ ସୁନାରି ଏକ ପାତ୍ର ତିଆରି କରିପାରିବ।

ହିତୋପଦେଶ 17:3
ନିଆଁ ରେ ସୁନା ଓ ରୂପାର ବିଶୁଦ୍ଧତା ପରୀକ୍ଷା କରାୟାଏ। ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।

ଗୀତସଂହିତା 141:1
ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ। ଯେତବେେଳେ ମୁଁ ଡ଼ାକୁଛି ସେତବେେଳେ ତୁମ୍ଭେ ମାରେ ପ୍ରାର୍ଥନାରେ କର୍ଣ୍ଣପାତ କର। ୟଥା ଶୀଘ୍ର ମାେତେ ସାହାୟ୍ଯ କର।

ଗୀତସଂହିତା 116:17
ମୁଁ ତୁମ୍ଭକୁ ଏକ ଧନ୍ଯବାଦାର୍ଥକ ବଳି ଦବେି। ମୁଁ ସଦାପ୍ରଭୁଙ୍କର ନାମକୁ ଡ଼ାକିବି।

ଗୀତସଂହିତା 69:30
ମୁଁ ଗୀତରେ ପରମେଶ୍ବରଙ୍କ ନାମର ପ୍ରଶଂସା ଗାନ କରିବି ଓ ଧନ୍ଯବାଦ ସହ ତାଙ୍କର ଗୌରବ ଗାନ କରିବି।

ଗୀତସଂହିତା 66:10
ହେ ପରମେଶ୍ବର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ। ୟପରେି ଅଗ୍ନିରେ ଲୋକମାନେ ରୂପକୁ ପରୀକ୍ଷା କରନ୍ତି।

ଗୀତସଂହିତା 50:23
ୟେକହେି ମାେତେ ଧନ୍ଯବାଦାର୍ଥକ ନବୈେଦ୍ଯ ଉତ୍ସର୍ଗ କରେ, ମାେତେ ସମ୍ମାନ ପ୍ରଦର୍ଶନ କରେ ଏବଂ ୟିଏ କହେି ସତ୍ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନିଏ, ସେ ମାରେ ରକ୍ଷା କରିବାର ଶକ୍ତି ଦେଖିପାରିବ।

ଗୀତସଂହିତା 50:14
ସର୍ବୋପରିସ୍ଥ ପରମେଶ୍ବରଙ୍କଠାରେ ତୁମ୍ଭେ ୟାହା ପ୍ରତିଜ୍ଞା କଲ, ତାଙ୍କୁ ଦିଅ। ତୁମ୍ଭର ବଳି ଉତ୍ସର୍ଗ କର।

ଯିଶାଇୟ 48:10
ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିବୁ। ମାତ୍ର ଲୋକମାନେ ଯେପରି ରୂପାକୁ ଅଗ୍ନି ରେ ପକାଇ ପରିଷ୍କାର କରନ୍ତି ସପରେି ନୁହେଁ। ଆମ୍ଭେ ତୁମ୍ଭକୁ ଦୁଃଖରୂପକ ଉହ୍ନଇେ ରେ ପକାଇ ପରିଷ୍କାର କରିବୁ।

ଯିଶାଇୟ 61:6
ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କର ଯାଜକ' ବୋଲି ଖ୍ଯାତ ହବେ। ଲୋକମାନେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କର ପରିଚାଳକ' ବୋଲି ଡ଼ାକିବେ। ତୁମ୍ଭମାନେେ ଅନ୍ୟଦେଶୀଯମାନଙ୍କ ସମ୍ପତ୍ତି ଭୋଗ କରିବ ଓ ସମାନଙ୍କେ ଐଶ୍ବର୍ୟ୍ଯ ରେ ତୁମ୍ଭମାନେେ ଗର୍ବିତ ହବେ।

ମଲାଖୀ 2:1
ହେ ଯାଜକଗଣ, ଏହି ବିଧି ତୁମ୍ଭମାନଙ୍କ ପାଇଁ।

ମଲାଖୀ 1:6
ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, ପିଲାମାନେ ସମାନଙ୍କେର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସମାନଙ୍କେର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହିଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁନାହିଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ଯ ମନୋଭାବ ଦଖାେଉଛ।

ହୋଶେୟ 14:2
କ'ଣ କହିବ ସେ ବିଷଯ ରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫରେିଆସ। ତାଙ୍କୁ କୁହ,

ଯିହିଜିକଲ 44:15
କିନ୍ତୁ ସମସ୍ତ ଲବେୀୟ ଯାଜକଗଣ, ସାଦୋକର ଭବିଷ୍ଯତ ବଂଶଧରଗଣ ଯେଉଁମାନେ ମାରେ ପବିତ୍ର ସ୍ଥାନ ନିଯମ ଅନୁସରଣ କଲେ, ଯେତବେେଳେ ଇଶ୍ରାୟେଲୀୟମାନେ ମାଠାରୁେ ବିପଥଗାମୀ ହେଲେ, ସମାନେେ ମାେ ପାଖକୁ ସବୋ କରିବା ପାଇଁ ଆସିବାକୁ ସମର୍ଥ ହବେ। ସମାନେେ ମାେ ଉଦ୍ଦେଶ୍ଯ ରେ ମଦେ ଓ ରକ୍ତ ବଳିଦାନ ହାଇେଥିବା ପଶୁମାନଙ୍କର ଉତ୍ସର୍ଗ କରିବା ନିମନ୍ତେ ମାେ ସମ୍ମୁଖ ରେ ଠିଆ ହବେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

ଯିହିଜିକଲ 22:18
ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲ ବଂଶ ଆମ୍ଭ ନିକଟରେ ଖାଦ ସ୍ବରୂପ ହାଇେଅଛନ୍ତି। ସେ ସମସ୍ତ ଉହ୍ନଇେ ମଧିଅରେ ପିତ୍ତଳ, ଦସ୍ତା, ଲୁହା ଓ ସୀସା ସ୍ବରୂପ ହାଇେଅଛନ୍ତି। ସମାନେେ ରୂପାର ଖାଦ ସ୍ବରୂପ।

ଯିରିମିୟ 33:18
ପୁଣି ଆମ୍ଭ ସମ୍ମୁଖ ରେ ହାମବେଳି ଶସ୍ଯ ନବୈେଦ୍ଯ ଦାହ ଓ ନିତ୍ଯ ବଳିଦାନ କରିବା ପାଇଁ ଲବେୀୟ ବଂଶରୁ ଜଣେ ଯାଜକ ସର୍ବଦା ରହିବ।

ଯିରିମିୟ 6:28
ସମାନେେ ଅତ୍ଯନ୍ତ ଅବାଧ୍ଯ, ଚାରିଆଡ଼େ ସମାନେେ ନିନ୍ଦାଗାନ କରନ୍ତି। ସମାନେେ ପିତ୍ତଳ ଓ ଲୁହାପରି, ସମାନେେ ସମସ୍ତେ ଦୁର୍ନୀତିଗ୍ରସ୍ତ ଭାବରେ କାମ କରନ୍ତି।

ଯିଶାଇୟ 66:19
ଆମ୍ଭେ ସମାନଙ୍କେ ମଧିଅରେ ଏକ ସଙ୍କତେ ସ୍ଥାପନ କରିବା ଓ ସମାନଙ୍କେ ମଧ୍ଯରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ବିଭିନ୍ନ ଦେଶ ଯଥା - ତର୍ଶୀଶ, ଫୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ୟବନ ତଥା ଦୂରସ୍ଥ ଦ୍ବୀପଗଣ ଆମ୍ଭର ସୁଖ୍ଯାତି ବିଷଯ ରେ କବେେ ଶୁଣି ନାହାଁନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖିନାହାଁନ୍ତି, ସହେିମାନଙ୍କ ନିକଟକୁ ପ୍ ରରଣେ କରିବା ଓ ସମାନେେ ବିଭିନ୍ନ ଦେଶୀଯମାନଙ୍କ ମଧିଅରେ ଆମ୍ଭର ମହିମା ପ୍ରକାଶ କରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:10
ତୁମ୍ଭେ ଏହି ଲୋକମାନଙ୍କୁ ଗୋଟିଏ ସାମ୍ରାଜ୍ଯ ସ୍ବରୂପ, ଓ ଆମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଯାଜକଗଣ କରିଅଛ। ସମାନେେ ଏ ପୃଥିବୀ ଉପରେ ରାଜତ୍ବ କରିବେ।