ଯୋହନଲିଖିତ ସୁସମାଚାର 9:38 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 9 ଯୋହନଲିଖିତ ସୁସମାଚାର 9:38

John 9:38
ସେ ଲୋକଟି ଉତ୍ତର ଦଲୋ, ହଁ, ପ୍ରଭୁ ମୁଁ ବିଶ୍ବାସ କରେ। ସେ ମୁଣ୍ଡ ନୁଆଁଇ ଯୀଶୁଙ୍କୁ ପ୍ରଣାମ କଲା।

John 9:37John 9John 9:39

John 9:38 in Other Translations

King James Version (KJV)
And he said, Lord, I believe. And he worshipped him.

American Standard Version (ASV)
And he said, Lord, I believe. And he worshipped him.

Bible in Basic English (BBE)
And he said, Lord, I have faith. And he gave him worship.

Darby English Bible (DBY)
And he said, I believe, Lord: and he did him homage.

World English Bible (WEB)
He said, "Lord, I believe!" and he worshiped him.

Young's Literal Translation (YLT)
and he said, `I believe, sir,' and bowed before him.

And
hooh
he
δὲdethay
said,
ἔφηephēA-fay
Lord,
Πιστεύωpisteuōpee-STAVE-oh
believe.
I
κύριε·kyrieKYOO-ree-ay
And
καὶkaikay
he
worshipped
προσεκύνησενprosekynēsenprose-ay-KYOO-nay-sane
him.
αὐτῷautōaf-TOH

Cross Reference

ମାଥିଉଲିଖିତ ସୁସମାଚାର 14:33
ଯେଉଁମାନେ ଡଙ୍ଗା ଉପରେ ଥିଲେ, ସମାନେେ ଯୀଶୁଙ୍କୁ ପ୍ରମାମ କଲେ ଓ କହିଲେ, ପ୍ରକୃତ ରେ ତୁମ୍ଭେ ପରମେଶ୍ବରଙ୍କ ପୁତ୍ର।

ମାଥିଉଲିଖିତ ସୁସମାଚାର 28:9
ହଠାତ୍ ସମାନେେ ଦେଖିଲେ, ଯୀଶୁ ତାହାଙ୍କ ଆଗ ରେ ଠିଆ ହାଇେଛନ୍ତି। ସେ କହିଲେ, ତୁମ୍ଭମାନଙ୍କର ମଙ୍ଗଳ ହେଉ! ସ୍ତ୍ରୀଲୋକମାନେ ଯୀଶୁଙ୍କ ପାଖକୁ ଗଲେ। ସମାନେେ ତାହାଙ୍କ ପାଦ ଧରି ତାହାଙ୍କର ଉପାସନା କଲେ।

ଗୀତସଂହିତା 2:12
ଦଖାଇଦେିଅ ୟେ ତୁମ୍ଭମାନେେ ତାଙ୍କର ପୁତ୍ର ତାହାଙ୍କ ପ୍ରତି ଅନୁରକ୍ତ ଅଟ ତା' ନ ହେଲେ ସେ କ୍ରୋଧିତ ହବେେ ଏବଂ ତୁମ୍ଭମାନଙ୍କୁ ବିନାଶ କରିବେ। ଯେଉଁମାନେ ସଦାପ୍ରଭୁଙ୍କର ବିଶ୍ବାସୀ ସମାନେେ ସୁଖ-ଶାନ୍ତିରେ ଜୀବନ ବିତାନ୍ତି। କିନ୍ତୁ ଅନ୍ୟମାନେ ସାବଧାନ ହବୋ ଉଚିତ୍ କାରଣ ସଦାପ୍ରଭୁଙ୍କ କୋର୍ଧର ଶିକାର ସମାନେେ ୟେ କୌଣସି ସମଯରେ ଧନ୍ଯ।

ଗୀତସଂହିତା 45:11
ତୁମ୍ଭର ସୌନ୍ଦର୍ୟ୍ଯରେ ରାଜା ମୁଗ୍ଦ ହବେେ। ସେ ତୁମ୍ଭର ନୂତନ ପତି ହବେେ, ତଣେୁ ତୁମ୍ଭେ ସମାନଙ୍କେୁ ପ୍ରଣାମ କରିବା ଉଚିତ୍।

ମାଥିଉଲିଖିତ ସୁସମାଚାର 28:17
ପାହାଡ଼ ଉପରେ ସମାନେେ ଯୀଶୁଙ୍କୁ ଦେଖିଲେ। ସମାନେେ ତାହାଙ୍କୁ ପ୍ରଣାମ କଲେ। କିନ୍ତୁ ସମାନଙ୍କେ ମଧ୍ଯରୁ କେତକେ ବିଶ୍ବାସ କରିପାରିଲେ ନାହିଁ ଯେ, ଏ ହେଉଛନ୍ତି ପ୍ରକୃତର ଯୀଶୁ।

ଲୂକଲିଖିତ ସୁସମାଚାର 24:52
ଶିଷ୍ଯମାନେ ସଠାେରେ ତାହାଙ୍କୁ ଆରାଧନା କଲେ। ତା'ପରେ ସମାନେେ ୟିରୁଶାଲମକୁ ଫରେିଗଲେ। ସମାନେେ ବହୁତ ଖୁସି ଥିଲେ।

ଯୋହନଲିଖିତ ସୁସମାଚାର 20:28
ଥୋମା ଯୀଶୁଙ୍କ କହିଲେ, ମାରେପ୍ରଭୁ, ମାରେ ପରମେଶ୍ବର।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:9
ସମାନେେ ମଷେଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ :