Job 9:26
ମାରେ ଦିନ ସବୁ ଗଡ଼ି ଯାଉଛି ବଗଶାେଳୀ ନଳତୃଣ ନିର୍ମିତ ଜାହାଜ ଭଳି ଓ ଶିକାର ଉପରେ ଝାମ୍ପ ଦବୋକୁ ଉଦ୍ଯତ ଉତ୍କ୍ରୋଶ ପକ୍ଷୀଭଳି।
Job 9:26 in Other Translations
King James Version (KJV)
They are passed away as the swift ships: as the eagle that hasteth to the prey.
American Standard Version (ASV)
They are passed away as the swift ships; As the eagle that swoopeth on the prey.
Bible in Basic English (BBE)
They go rushing on like reed-boats, like an eagle dropping suddenly on its food.
Darby English Bible (DBY)
They pass by like skiffs of reed; as an eagle that swoops upon the prey.
Webster's Bible (WBT)
They are passed away as the swift ships: as the eagle that hasteth to the prey.
World English Bible (WEB)
They have passed away as the swift ships, As the eagle that swoops on the prey.
Young's Literal Translation (YLT)
They have passed on with ships of reed, As an eagle darteth on food.
| They are passed away | חָ֭לְפוּ | ḥālĕpû | HA-leh-foo |
| as | עִם | ʿim | eem |
| the swift | אֳנִיּ֣וֹת | ʾŏniyyôt | oh-NEE-yote |
| ships: | אֵבֶ֑ה | ʾēbe | ay-VEH |
| eagle the as | כְּ֝נֶ֗שֶׁר | kĕnešer | KEH-NEH-sher |
| that hasteth | יָט֥וּשׂ | yāṭûś | ya-TOOS |
| to | עֲלֵי | ʿălê | uh-LAY |
| the prey. | אֹֽכֶל׃ | ʾōkel | OH-hel |
Cross Reference
ହବକକୂକ 1:8
ସମାନଙ୍କେର ଘୋଡାଗୁଡିକ ଚିତାବାଘଠାରୁ ଦ୍ରୁତଗାମୀ ହବେେ ଏବଂ ଗଧିଆଠାରୁ ଦ୍ରୁତଗାମୀ ସମସ୍ଥଳ ରେ ହବେେ। ସମାନଙ୍କେର ସୈନ୍ଯମାନେ ଘୋଡା ଚଢି ବହୁଦୂରରୁ ଆସିବେ। ଗୋଟିଏ ଭୋକିଲା ଚିଲ ପକ୍ଷୀ ଆକାଶରୁ ଶିକାର ଉପ ରେ ଝାମ୍ପ ମାରିଲା ପରି ସମାନେେ ଦ୍ରୁତ ବଗେ ରେ ଶତୃଙ୍କୁ ଆକ୍ରମଣ କରିବେ।
ଯିଶାଇୟ 18:2
ସେ ସମୁଦ୍ର ପଥରେ ନଳ ନିର୍ମିତ ନେ ୗକା ରେ ଦୂତମାନଙ୍କୁ ପ୍ ରରଣେ କରିବେ, କ୍ଷିପ୍ର ଗତି ରେ ଚାଲୁଥିବା ଦୂତମାନଙ୍କୁ,
ଦିତୀୟ ଶାମୁୟେଲ 1:23
ଶାଉଲ ଓ ଯୋନାଥନ ସମାନଙ୍କେ ଜୀବନକାଳ ମଧିଅରେ ଲୋକମାନଙ୍କଠାରକ୍ସ୍ଟ ବହକ୍ସ୍ଟତ ପ୍ ରମେ ପାଇଲେ। ଏପରିକି ମୃତକ୍ସ୍ଟ୍ଯ ସମୟରେ ମଧ୍ଯ ସମାନେେ ଅଲଗା ହେଲେ ନାହିଁ। ସମାନେେ ଉକ୍ରୋଶପକ୍ଷୀଠାରକ୍ସ୍ଟ ବଗବୋନ ଓ ସିଂହଠାରକ୍ସ୍ଟ ବଳବାନ ଥିଲେ।
ଆୟୁବ ପୁସ୍ତକ 39:27
ତୁମ୍ଭେ ସହେି ବ୍ଯକ୍ତି କି ୟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଖୁବ୍ ଉଚ୍ଚ ରେ ଉଡ଼ିବା ପାଇଁ କହିଛି। ତୁମ୍ଭେ ତାକୁ ଉଚ୍ଚ ପର୍ବତ ରେ ବସା ବାନ୍ଧିବାକୁ କହିଛ କି ?
ହିତୋପଦେଶ 23:5
ତୁମ୍ଭେ ଧନକୁ ଦେଖିବା ପୂର୍ବରୁ ସେ ପଳାଏ। କାରଣ ଧନ ଉଡ଼ୁଥିବା ଉତ୍କ୍ରୋଶ ପକ୍ଷୀ ପରି ଡ଼ଣୋ ପାଏ ଏବଂ ଉଡ଼ିୟାଏ।
ଯିରିମିୟ 4:13
ଦେଖ, ସେ ମେଘଖଣ୍ଡ ସଦୃଶ ଆସୁଅଛି। ତାହାର କଥାଗୁଡ଼ିକ ଘୂର୍ଣ୍ଣିବାଯୁ ସଦୃଶ ଓ ତାହାର ଅସ୍ତ୍ରଗୁଡ଼ିକ ଇଗଲ ପକ୍ଷୀଠାରୁ ଅଧିକ ଦ୍ରୁତଗାମୀ ହବେେ। ଏହା ଆମ୍ଭମାନଙ୍କ ପାଇଁ ବହୁ ଅମଙ୍ଗଳ ହବେ ଓ ଆମ୍ଭମାନେେ ବିନଷ୍ଟ ହବୋ।
ଯିରିମିୟଙ୍କ ବିଳାପ 4:19
ଆମ୍ଭମାନଙ୍କୁ ଗୋଡ଼ାଇଥିବା ଲୋକମାନେ ଆକାଶର ଉତ୍କ୍ରୋଶ ପକ୍ଷୀଠାରୁ ଅଧିକ ବଗଗୋମୀ। ସମାନେେ ଆମ୍ଭମାନଙ୍କୁ ପର୍ବତ ରେ ଗୋଡ଼ାଇଲେ ଓ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତର ରେ ଲୁଚି ରହିଲେ।