ଆୟୁବ ପୁସ୍ତକ 9:17 in Oriya

ଓଡିଆ ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 9 ଆୟୁବ ପୁସ୍ତକ 9:17

Job 9:17
ପରମେଶ୍ବର ମାେତେ ଚକଟି ଦବୋ ପାଇଁ ଝଡ଼ ପଠାଇବେ, କୌଣସି କାରଣ ନ ଥାଇ ସେ ମାେତେ ଅଧିକ ଆଘାତ କରିବେ।

Job 9:16Job 9Job 9:18

Job 9:17 in Other Translations

King James Version (KJV)
For he breaketh me with a tempest, and multiplieth my wounds without cause.

American Standard Version (ASV)
For he breaketh me with a tempest, And multiplieth my wounds without cause.

Bible in Basic English (BBE)
For I would be crushed by his storm, my wounds would be increased without cause.

Darby English Bible (DBY)
He, who crusheth me with a tempest, and multiplieth my wounds without cause.

Webster's Bible (WBT)
For he breaketh me with a tempest, and multiplieth my wounds without cause.

World English Bible (WEB)
For he breaks me with a tempest, Multiplies my wounds without cause.

Young's Literal Translation (YLT)
Because with a tempest He bruiseth me, And hath multiplied my wounds for nought.

For
אֲשֶׁרʾăšeruh-SHER
he
breaketh
בִּשְׂעָרָ֥הbiśʿārâbees-ah-RA
tempest,
a
with
me
יְשׁוּפֵ֑נִיyĕšûpēnîyeh-shoo-FAY-nee
and
multiplieth
וְהִרְבָּ֖הwĕhirbâveh-heer-BA
my
wounds
פְצָעַ֣יpĕṣāʿayfeh-tsa-AI
without
cause.
חִנָּֽם׃ḥinnāmhee-NAHM

Cross Reference

ଆୟୁବ ପୁସ୍ତକ 16:14
ପରମେଶ୍ବର ମାେତେ ବାରମ୍ବାର ଆକ୍ରମଣ କରନ୍ତି। ସେ ୟୁଦ୍ଧ କ୍ଷେତ୍ରର ସୈନିକ ପରି ମାେତେ ଆକ୍ରମଣ କରନ୍ତି।

ଆୟୁବ ପୁସ୍ତକ 2:3
ତା'ପରେ ସଦାପ୍ରଭୁ ଶଯତାନକୁ ପଚାରିଲେ, ତୁମ୍ଭେ ଆମ୍ଭ ସବେକ ଆୟୁବକୁ ଦେଖିଛ କି ? ଆୟୁବ ଭଳି ଜଣେ ବ୍ଯକ୍ତି ଏ ପୃଥିବୀ ରେ କହେି ନାହାଁନ୍ତି। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ଯକ୍ତି। ସେ ପରମେଶ୍ବରଙ୍କୁ କବଳେ ଉପାସନା କରେ ଓ ମନ୍ଦକାର୍ୟ୍ଯ କରିବାକୁ ବାରଣ କରେ। ସେ ଏବେ ମଧ୍ଯ ନିର୍ଦ୍ ଦୋଷ ଯଦିଓ ତୁମ୍ଭେ ତା'ର ବିନା କାରଣ ରେ ସମସ୍ତ ବସ୍ତୁକୁ ନଷ୍ଟ କରିବା ପାଇଁ ମାେତେ ପ୍ରବର୍ତ୍ତାଇଥିଲ।

ଆୟୁବ ପୁସ୍ତକ 34:6
ମୁଁ ନିରପରାଧୀ ହେଲବେି କିନ୍ତୁ ବିଚାର ମାେ ବିରୁଦ୍ଧ ରେ ୟିବାରୁ ମୁଁ ମିଥ୍ଯାବାଦୀ ରେ ଗଣିତ ହାଇେଅଛି। ମୁଁ ନିରପରାଧୀ ହେଲବେି କିନ୍ତୁ ମୁଁ ବହୁତ କଷ୍ଟ ସହିଅଛି।'

ଯିରିମିୟ 23:19
ତେଣୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କୋର୍ଧ ଭୟଙ୍କର ଘୂର୍ଣ୍ଣିବାତ୍ଯା ସ୍ବରୂପ ଆସିବ ଓ ତାହା ଦୁଷ୍ଟମାନଙ୍କର ମସ୍ତକକୁ ଦଳି ପକାଇବ।

ଯିହିଜିକଲ 13:13
ଏଣୁ ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ମୁଁ ପ୍ରଚଣ୍ଡ କୋପ ରେ ବାଯୁ ପ୍ରବାହିତ କରାଇବି। ସଠାେ ରେ ପ୍ରବଳ ବୃଷ୍ଟି ହବେ ଓ ବୃହତ୍ ଶିଳାବୃଷ୍ଟି ହାଇେ ତାହା ବିନଷ୍ଟ ହବେ।

ମାଥିଉଲିଖିତ ସୁସମାଚାର 7:27
ବର୍ଷା ହେଲା, ବଢି ମାଡିଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦଲୋ ଏବଂ ସହେି ଘରଟି ପୁରାପୂରି ଭାଙ୍ଗି ପଡିଲା।

ମାଥିଉଲିଖିତ ସୁସମାଚାର 12:20
ନଇଁ ପଡ଼ିଥିବା ଛେଚ଼ାନଳର କାଣ୍ଡଟି ସେ ଭାଙ୍ଗିବେ ନାହିଁ କି ଲିଭି ଆସୁଥିବା ଦୀପଟିକୁ ସେ ଲିଭଇବେେ ନାହିଁ। ନ୍ଯାୟର ବିଜୟ ନ ହବୋ ପର୍ୟ୍ଯନ୍ତ ସେ ଅଟଳ ରହିବେ।

ଯୋହନଲିଖିତ ସୁସମାଚାର 9:3
ଯୀଶୁ ଉତ୍ତର ଦେଲେ, ଏହା ତାର ପାପ କି ତା' ବାପାମାଙ୍କର ପାପ ତାକୁ ଅନ୍ଧ କରି ନାହିଁ। ଏହି ଲୋକଟି ଅନ୍ଧ ହାଇେ ଜନ୍ମ ହାଇେଛି, ଯେପରି ଏହି ଲୋକକୁ ମୁଁ ସୁସ୍ଥ କଲା ବେଳେ ଲୋକମାନଙ୍କ ଆଗ ରେ ପରମେଶ୍ବରଙ୍କ ଶକ୍ତି ପ୍ରଦର୍ଶିତ ହାଇପୋରିବ।

ଯୋହନଲିଖିତ ସୁସମାଚାର 15:25
ଏସବୁ ଘଟିବା ଦ୍ବାରା ତାହାଙ୍କ ବିଧି ବ୍ଯବସ୍ଥା ରେ ଯାହା ଲଖାେଥିଲା ତାହା ସତ୍ଯ ହେଲା: ' ସମାନେେ ମାେତେ ବିନା କାରଣ ରେ ଘୃଣା କଲେ।'

ଯିଶାଇୟ 28:17
ଲୋକେ କାନ୍ଥର ସଳଖତା ଜାଣିବା ପାଇଁ ଯେପରି ଓଳମ୍ ବ୍ଯବହାର କରନ୍ତି, ମୁଁ ସହେିପରି ସତ୍ଯ ପ୍ରତିଷ୍ଠା ପାଇଁ ନ୍ଯାଯ ଓ ଧାର୍ମିକତାକୁ ପ୍ରଯୋଗ କରିବି।

ଗୀତସଂହିତା 83:15
ହେ ପରମେଶ୍ବର, ସହେି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରଇେ ଦିଅ। ଆପଣା ପ୍ରଚଣ୍ଡ ବତାସଦ୍ବାରା ସମାନଙ୍କେୁ ଭୟଭୀତ କର।

ଆୟୁବ ପୁସ୍ତକ 2:7
ତା'ପରେ ଶଯତାନ ସଦାପ୍ରଭୁଙ୍କଠାରୁ ବିଦାଯ ନଇେ ଚାଲିଗଲା। ସେ ଆୟୁବକୁ ୟନ୍ତ୍ରଣାଦାୟକ କ୍ଷତ ଦଲୋ। ଏହି କ୍ଷତଗୁଡ଼ିକ ସମଗ୍ର ଶରୀର ରେ ମୁଣ୍ଡଠାରୁ ପାଦ ପର୍ୟ୍ଯନ୍ତ ଥିଲା।

ଆୟୁବ ପୁସ୍ତକ 2:13
ତା'ପରେ ସହେି ତିନି ବନ୍ଧୁ ଆୟୁବ ସହିତ ସାତଦିନ ଓ ସାତରାତି ଭୂମିରେ ବସିଲେ। ସମାନଙ୍କେ ପାଟିରୁ ପଦଟିଏ କଥା ବାହାରୁ ନ ଥିଲା। ସମାନେେ ଆୟୁବକୁ କଥାପଦେ କହିଲେ ନାହିଁ, କାରଣ ସମାନେେ ଦେଖିଲେ ଯେ, ସେ କେତେ ୟନ୍ତ୍ରଣା ଭୋଗୁଛି।

ଆୟୁବ ପୁସ୍ତକ 16:12
ମାରେ ଗୋଟିଏ ଆରାମଦାୟକ ଜୀବନ ଥିଲା। ତା'ପରେ ସେ ମାେତେ ଚୂର୍ଣ୍ଣବିଚୂର୍ଣ୍ଣ କଲେ। ସେ ମାରେ ବକେକୁ ଧରି ମାେତେ େଛାଟ େଛାଟ ଖଣ୍ଡ କରି ଭାଙ୍ଗି ଦେଲେ। ସେ ଲକ୍ଷ୍ଯ ଅଭ୍ଯାସ ପାଇଁ ମାେତେ ବ୍ଯବହାର କଲେ।

ଆୟୁବ ପୁସ୍ତକ 16:17
ମୁଁ ଜୀବନ ରେ କାହାପ୍ରତି ନିଷ୍ଠୁର ଆଚରଣ କରିନାହିଁ ତଥାପି ଏହିସବୁ ଅମଙ୍ଗଳ ମାେତେ ଘଟିଲା। ମାରେପ୍ରାର୍ଥନା ନିର୍ମଳ ଓ ପବିତ୍ର ଅଟେ।

ଆୟୁବ ପୁସ୍ତକ 30:22
ପରମେଶ୍ବର ବତାଶ ରେ ଉଡ଼ିୟିବାକୁ ମାେତେ ଅନୁମତି ଦିଅ। ତୁମ୍ଭେ ଝଡ଼ ରେ ମାେତେ ଫିଙ୍ଗି ଦଅ।

ଗୀତସଂହିତା 25:3
ହଁ ଯେଉଁମାନେ ତୁମ୍ଭ ନିକଟରେ ଶରଣ ନିଅନ୍ତି, ସମାନେେ ନିରାଶ ହବେେ ନାହିଁ। କିନ୍ତୁ ବିଶ୍ବାସଘାତକମାନେ ନିରାଶ ହବେେ। ସମାନେେ କିଛି ପାଇବେ ନାହିଁ।

ଗୀତସଂହିତା 29:5
ତାଙ୍କର ସ୍ବର ବୃହତ୍କାଯ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ। ସଦାପ୍ରଭୁ ଲିବାନୋନର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।

ଗୀତସଂହିତା 42:7
ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ। ଯେତବେେଳେ ଜଳପ୍ରପାତ ଓଲଟ ପାଲଟ ହାଇୟୋଏ, ନିମ୍ନଭାଗର ଜଳ ସୋର୍ତ ଶବ୍ଦ କରେ। ସଦାପ୍ରଭୁ, ତୁମ୍ଭର ଢ଼େଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମାରେ ଚତୁଃପାଶର୍‌ବରେ ଚୂର୍ଣ୍ଣ ହାଇୟୋଏ ଓ ମାେତେ ଟପିୟାଏ।

ଆୟୁବ ପୁସ୍ତକ 1:14
ଏହି ସମୟରେ ଜଣେ ସମ୍ବାଦବାହକ ଆୟୁବକୁ ଖବର ଦଲୋ, ବଳଦମାନେ ଜମି ରେ ହଳ କରୁଥିବା ବେଳେ, ଗଧଗୁଡ଼ିକ ସମାନଙ୍କେ ନିକଟରେ ଚରୁଥିଲେ।