Job 32:20
ତେଣୁ ମୁଁ ନିଶ୍ଚଯ କହିବି। ତା'ପରେ ମୁଁ ବିଶ୍ବାସ ଅନୁଭବ କରିବି। ଆଯବର ୟୁକ୍ତିର ମୁଁ ଉତ୍ତର ଦବେି ଓ ନିଶ୍ଚଯ କହିବି।
Job 32:20 in Other Translations
King James Version (KJV)
I will speak, that I may be refreshed: I will open my lips and answer.
American Standard Version (ASV)
I will speak, that I may be refreshed; I will open my lips and answer.
Bible in Basic English (BBE)
Let me say what is in my mind, so that I may get comfort; let me give answer with open mouth.
Darby English Bible (DBY)
I will speak, that I may find relief; I will open my lips and answer.
Webster's Bible (WBT)
I will speak, that I may be refreshed: I will open my lips and answer.
World English Bible (WEB)
I will speak, that I may be refreshed. I will open my lips and answer.
Young's Literal Translation (YLT)
I speak, and there is refreshment to me, I open my lips and answer.
| I will speak, | אֲדַבְּרָ֥ה | ʾădabbĕrâ | uh-da-beh-RA |
| refreshed: be may I that | וְיִֽרְוַֽח | wĕyirĕwaḥ | veh-YEE-reh-VAHK |
| I will open | לִ֑י | lî | lee |
| my lips | אֶפְתַּ֖ח | ʾeptaḥ | ef-TAHK |
| and answer. | שְׂפָתַ֣י | śĕpātay | seh-fa-TAI |
| וְאֶֽעֱנֶֽה׃ | wĕʾeʿĕne | veh-EH-ay-NEH |
Cross Reference
ଆୟୁବ ପୁସ୍ତକ 13:13
ତୁମ୍ଭେ ଚୁପ ରୁହ ଏବଂ ମାେତେ କହିବାକୁ ଦିଅ। ଯାହା ମାେ ପ୍ରତି ଘଟିବ ତାକୁ ମୁଁ ସମସ୍ତ ଗ୍ରହଣ କରିବି।
ଆୟୁବ ପୁସ୍ତକ 13:19
ଯଦି କୌଣସି ବ୍ଯକ୍ତି ପ୍ରମାଣ କରିପା ରେ ଯେ ମୁଁ ଭୁଲ ତା' ହେଲେ ମୁଁ ସାଙ୍ଗେ ସାଙ୍ଗେ ଚୁପ ହାଇଯେିବି।
ଆୟୁବ ପୁସ୍ତକ 20:2
ମାରେ ଉଦବଗେ ଚିନ୍ତା ମାେତେ ବାଧ୍ଯ କରିଛି ତୁମକୁ ଉତ୍ତର ଦବୋ ପାଇଁ, କାରଣ ମୁଁ ଅତିରିକ୍ତ ବିଚଳିତ।
ଆୟୁବ ପୁସ୍ତକ 21:3
ମୁଁ କହିଲା ବେଳେ ର୍ଧୈୟ୍ଯ ଧରି ଶୁଣ। ମୁଁ କହିସାରିଲା ପରେ ତୁମ୍ଭେ ମାେ କଥାକୁ ବ୍ଯଙ୍ଗ କରିପାର।
ହିତୋପଦେଶ 8:6
ଶୁଣ, କାରଣ ମୁଁ ତୁମ୍ଭକୁ ଉତ୍କୃଷ୍ଟ ବିଷଯ କହିବି। ଏବଂ ମୁଁ ତୁମ୍ଭମାନଙ୍କୁ ଉଚିତ୍ କଥା କହିବି। ଯାହା ମାେ ପାଟିରୁ ବାହାରିବ।