Job 2:6
ଏହାପରେ ସଦାପ୍ରଭୁ ଶଯତାନକୁ କହିଲେ, ଠିକ୍ ଅଛି, ଏବେ ମୁଁ ଆୟୁବକୁ ତୁମ୍ଭ ଅଧିକାର ଭିତରକୁ ପ୍ରଦାନ କରୁଛି। ଗୋଟିଏ ସର୍ତ୍ତ ରେ, ଯେ ତୁମ୍ଭେ ତା'ର ଜୀବନକୁ ଛାଡ଼ିଦବେ।
Job 2:6 in Other Translations
King James Version (KJV)
And the LORD said unto Satan, Behold, he is in thine hand; but save his life.
American Standard Version (ASV)
And Jehovah said unto Satan, Behold, he is in thy hand; only spare his life.
Bible in Basic English (BBE)
And the Lord said to the Satan, See, he is in your hands, only do not take his life.
Darby English Bible (DBY)
And Jehovah said to Satan, Behold, he is in thy hand; only spare his life.
Webster's Bible (WBT)
And the LORD said to Satan, Behold, he is in thy hand; but save his life.
World English Bible (WEB)
Yahweh said to Satan, "Behold, he is in your hand. Only spare his life."
Young's Literal Translation (YLT)
And Jehovah saith unto the Adversary, `Lo, he `is' in thy hand; only his life take care of.'
| And the Lord | וַיֹּ֧אמֶר | wayyōʾmer | va-YOH-mer |
| said | יְהוָ֛ה | yĕhwâ | yeh-VA |
| unto | אֶל | ʾel | el |
| Satan, | הַשָּׂטָ֖ן | haśśāṭān | ha-sa-TAHN |
| Behold, | הִנּ֣וֹ | hinnô | HEE-noh |
| hand; thine in is he | בְיָדֶ֑ךָ | bĕyādekā | veh-ya-DEH-ha |
| but | אַ֖ךְ | ʾak | ak |
| save | אֶת | ʾet | et |
| נַפְשׁ֥וֹ | napšô | nahf-SHOH | |
| his life. | שְׁמֹֽר׃ | šĕmōr | sheh-MORE |
Cross Reference
ଆୟୁବ ପୁସ୍ତକ 1:12
ତା'ପରେ ସଦାପ୍ରଭୁ ଶଯତାନକୁ କହିଲେ, ଠିକ୍ ଅଛି, ତା'ର ଯାହାସବୁ ଅଛି, ସଗେୁଡ଼ିକ ସହିତ ତୁମ୍ଭେ ଯେପରି ଚାହଁ କର, କିନ୍ତୁ ସହେି ବ୍ଯକ୍ତିକୁ ସ୍ପର୍ଶ କର ନାହିଁ। ତା'ପରେ ଶଯତାନ ସଦାପ୍ରଭୁଙ୍କ ଉପସ୍ଥିତିରୁ ଚାଲିଗଲା।
ଆୟୁବ ପୁସ୍ତକ 38:10
ମୁଁ ସମୁଦ୍ର ପାଇଁ ସୀମା ନିରୁପିତ କଲି ଏବଂ ତହା ବନ୍ଦ ଥିବା ଫାଟକ ପଛଆଡ଼େ ରଖିଦିଅ।
ଗୀତସଂହିତା 65:7
ପରମେଶ୍ବର ଅଶାନ୍ତ ସମୁଦ୍ରକୁ ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର। ଏପରିକି ଆମ୍ଭ ଚତୁପାଶର୍ବର ଭୟଙ୍କର ଦେଶଗୁଡ଼ିକୁ।
ଲୂକଲିଖିତ ସୁସମାଚାର 8:29
ଯୀଶୁ ଭୂତକୁ ସହେି ଲୋକଟି ଦହରେୁ ବାହାରି ଆସିବାକୁ ଆଜ୍ଞା ଦେଲେ। ଲୋକଟି ଯୀଶୁଙ୍କ ଆଗ ରେ ପଡିଯାଇ ଉଚ୍ଚ ସ୍ବର ରେ ପାଟି କରି କହିଲା, ହେ ସର୍ବୋପରିସ୍ଥଙ୍କ ପୁତ୍ର ଯୀଶୁ! ତୁମ୍ଭେ ମାେ'ଠାରୁ କ'ଣ ଚାହୁଁଛ? ମୁଁ ଅନୁ ରୋଧ କରୁଛି, ମାେତେ ଦଣ୍ଡ ଦିଅ ନାହିଁ।
ଲୂକଲିଖିତ ସୁସମାଚାର 22:31
କୃଷକ ତା'ର ଗହମକୁ ଚାଲୁଣୀ ରେ ଚଲାଇବା ଭଳି ଶୟତାନ ତୁମ୍ଭମାନଙ୍କୁ ଚଲାଇବା ପାଇଁ ଅନୁମତି ପାଇଛି। ଶିମାନେ! ହେ ଶିମାନେ,
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:13
କବଳେ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରେତ୍ୟକକଙ୍କ ନିମନ୍ତେ ମଧ୍ଯ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭମାନେେ ପରମେଶ୍ବରଙ୍କ ଠା ରେ ବିଶ୍ବାସ କରିପାର। ସେ କବେେ ହେଲେ ତୁମ୍ଭମାନଙ୍କୁ ଅସହ୍ଯ ପରୀକ୍ଷା ରେ ପଡ଼ିବାକୁ ଦବେେ ନାହିଁ। କିନ୍ତୁ ଯେତବେେଳେ ତୁମ୍ଭମାନେେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହବେ, ସେତବେେଳେ ପରମେଶ୍ବର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ଯ ଦଖାଇେ ଦବେେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:10
ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାର ରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭମାନେେ ଦଶଦିନ ପର୍ୟ୍ଯନ୍ତ ଦୁଃଖକଷ୍ଟ ସହିବ। କିନ୍ତୁ ବିଶ୍ବସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ଯୁବରଣ କରିବାକୁ ପଡ଼ିପା ରେ। ତୁମ୍ଭେ ଯଦି ବିଶ୍ବସ୍ତ ରହିବ, ତବେେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦବେି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:1
ତା'ପରେ ମୁଁ ସ୍ବର୍ଗରୁ ଜଣେ ସ୍ବର୍ଗଦୂତଙ୍କୁ ଓହ୍ଲାଇବାର ଦେଖିଲି। ତାହାଙ୍କ ପାଖ ରେ ପାତାଳର ଅତଳ ଗହ୍ବରର ଗ୍ଭବି ଥିଲା। ତାହାଙ୍କ ହାତ ରେ ଗୋଟିଏ ବଡ଼ ଶିକୁଳି ଥିଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:7
ଏକ ହଜାର ବର୍ଷ ଶଷେ ହବୋପରେ ଶୟତାନକୁ ତା'ର ଗଭୀରତମ ଗହ୍ବରର ବନ୍ଦୀଶାଳାରୁ ମୁକ୍ତି ମିଳିବ।