Job 14:21
ଯଦି ତା'ର ସନ୍ତାନଗଣ ସମ୍ମାନିତ ହୁଅନ୍ତି, ସେ ଆଦୌ ଜାଣେ ନାହିଁ। ଯଦି ତା'ର ସନ୍ତାନଗଣ ହତାଦର ହୁଅନ୍ତି, ସେ ତାହା ଦେଖିପା ରେ ନାହିଁ।
Job 14:21 in Other Translations
King James Version (KJV)
His sons come to honour, and he knoweth it not; and they are brought low, but he perceiveth it not of them.
American Standard Version (ASV)
His sons come to honor, and he knoweth it not; And they are brought low, but he perceiveth it not of them.
Bible in Basic English (BBE)
His sons come to honour, and he has no knowledge of it; they are made low, but he is not conscious of it.
Darby English Bible (DBY)
His sons come to honour, and he knoweth it not; and they are brought low, and he perceiveth it not.
Webster's Bible (WBT)
His sons come to honor, and he knoweth it not; and they are brought low, but he perceiveth it not of them.
World English Bible (WEB)
His sons come to honor, and he doesn't know it; They are brought low, but he doesn't perceive it of them.
Young's Literal Translation (YLT)
Honoured are his sons, and he knoweth not; And they are little, and he attendeth not to them.
| His sons | יִכְבְּד֣וּ | yikbĕdû | yeek-beh-DOO |
| come to honour, | בָ֭נָיו | bānāyw | VA-nav |
| knoweth he and | וְלֹ֣א | wĕlōʾ | veh-LOH |
| it not; | יֵדָ֑ע | yēdāʿ | yay-DA |
| low, brought are they and | וְ֝יִצְעֲר֗וּ | wĕyiṣʿărû | VEH-yeets-uh-ROO |
| but he perceiveth | וְֽלֹא | wĕlōʾ | VEH-loh |
| it not | יָבִ֥ין | yābîn | ya-VEEN |
| of them. | לָֽמוֹ׃ | lāmô | LA-moh |
Cross Reference
ଉପଦେଶକ 9:5
ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି, ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ କିଅବା ସମାନେେ ଆଉ କୌଣସି ଫଳ ପାଆନ୍ତି ନାହିଁ। କାରଣ ସମାନଙ୍କେ ବିଷଯକ ସ୍ମରଣ ବିସ୍ମୃତ ହୁଏ।
ଯିଶାଇୟ 63:16
ଯଦିଓ ଅବ୍ରହାମ ଆମ୍ଭକୁ ଜାଣନ୍ତି ନାହିଁ, ଓ ଇଶ୍ରାୟେଲ ଯାଜକ ଆମ୍ଭମାନଙ୍କୁ ସ୍ବୀକାର କରନ୍ତି ନାହିଁ, ସଦାପ୍ରଭୁ ତୁମ୍ଭେ ଆମ୍ଭମାନଙ୍କର ପିତା ଏବଂ ଅନନ୍ତକାଳ ପର୍ୟ୍ଯନ୍ତ ଯେ, ଆମ୍ଭକୁ ରକ୍ଷା କରିଛ।
ପ୍ରଥମ ଶାମୁୟେଲ 4:20
ତା'ପରେ ପ୍ରାଯ ତାହାର ମରଣ ହେଲାପରି, ତାହା ନିକଟରେ ଠିଆ ହାଇେଥିବା ସ୍ତ୍ରୀମାନେ ତାକକ୍ସ୍ଟ କହିଲେ, ଭୟ କର ନାହିଁ, ତୁମ୍ଭେ ତ ପକ୍ସ୍ଟତ୍ର ପ୍ରସବ କରିଅଛ,
ଗୀତସଂହିତା 39:6
ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ। ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ। କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ଯୁପରେ ସେ ସବୁକୁ କିଏ ପାଇବ।
ଉପଦେଶକ 2:18
ସୂର୍ୟ୍ଯତଳେ ମୁଁ ୟହିଁ ରେ ପରିଶ୍ରାନ୍ତ ହଲିେ, ମାହେର ସେସବୁ ପରିଶ୍ରମକୁ ମୁଁ ଘୃଣା କଲି, କାରଣ ମାରେଉତ୍ତରାଧିକାରୀ ପାଇଁ ତାହା ସବୁ ଛାଡ଼ି ୟିବାକୁ ହବେ।
ଯିଶାଇୟ 39:7
ତୁମ୍ଭ ଔରସରୁ ଜାତ ସନ୍ତାନମାନଙ୍କୁ ବାବିଲମାନେ ନଇେଯିବେ ଓ ସମାନଙ୍କେୁ ବାବିଲମାନେ ରାଜାଙ୍କ ଅଟ୍ଟାଳିକା ରେ ନପୁଂସକ କରି ରଖିବେ।'