ଆୟୁବ ପୁସ୍ତକ 14:12 in Oriya

ଓଡିଆ ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 14 ଆୟୁବ ପୁସ୍ତକ 14:12

Job 14:12
ଠିକ୍ ସହେିପରି, ମଣିଷ ଶାଇେପଡ଼େ ଏବଂ ଆଉ ଉେଠ ନାହିଁ। ଯେପର୍ୟ୍ଯନ୍ତ ସ୍ବର୍ଗ ଅଛି, ମୃତ ଲୋକ କବେେ ସହେି ନିଦ୍ରାରୁ ଉଠିବେ ନାହିଁ।

Job 14:11Job 14Job 14:13

Job 14:12 in Other Translations

King James Version (KJV)
So man lieth down, and riseth not: till the heavens be no more, they shall not awake, nor be raised out of their sleep.

American Standard Version (ASV)
So man lieth down and riseth not: Till the heavens be no more, they shall not awake, Nor be roused out of their sleep.

Bible in Basic English (BBE)
So man goes down to his last resting-place and comes not again: till the heavens come to an end, they will not be awake or come out of their sleep.

Darby English Bible (DBY)
So man lieth down, and riseth not again; till the heavens be no more, they do not awake, nor are raised out of their sleep.

Webster's Bible (WBT)
So man lieth down, and riseth not: till the heavens shall be no more, they shall not awake, nor be raised out of their sleep.

World English Bible (WEB)
So man lies down and doesn't rise; Until the heavens are no more, they shall not awake, Nor be roused out of their sleep.

Young's Literal Translation (YLT)
And man hath lain down, and riseth not, Till the wearing out of the heavens they awake not, Nor are roused from their sleep.

So
man
וְאִ֥ישׁwĕʾîšveh-EESH
lieth
down,
שָׁכַ֗בšākabsha-HAHV
riseth
and
וְֽלֹאwĕlōʾVEH-loh
not:
יָ֫ק֥וּםyāqûmYA-KOOM
till
עַדʿadad
the
heavens
בִּלְתִּ֣יbiltîbeel-TEE
more,
no
be
שָׁ֭מַיִםšāmayimSHA-ma-yeem
they
shall
not
לֹ֣אlōʾloh
awake,
יָקִ֑יצוּyāqîṣûya-KEE-tsoo
nor
וְלֹֽאwĕlōʾveh-LOH
out
raised
be
יֵ֝עֹ֗רוּyēʿōrûYAY-OH-roo
of
their
sleep.
מִשְּׁנָתָֽם׃miššĕnātāmmee-sheh-na-TAHM

Cross Reference

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:1
ଏହାପରେ ମୁଁ ଗୋଟିଏ ନୂତନ ସ୍ବର୍ଗ ଓ ନୂତନ ପୃଥିବୀ ଦେଖିଲି। ପ୍ରଥମ ସ୍ବର୍ଗ ଓ ପ୍ରଥମ ପୃଥିବୀ ଅଦୃଶ୍ଯ ହାଇେ ଯାଇଥିଲା। ସଠାେରେ ଆଉ ସମୁଦ୍ର ନ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:11
ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ଯକ୍ତିଙ୍କୁ ସହେି ସିଂହାସନ ରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଚାଲିଗଲେ ଓ ଉଭଇେ ଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:21
ପୁନର୍ବାର ସମସ୍ତ କାର୍ୟ୍ଯ ସୁସମ୍ପନ୍ନ ହବୋ ପର୍ୟ୍ଯନ୍ତ ଯୀଶୁଙ୍କୁ ସ୍ବର୍ଗ ରେ ରହିବାକୁ ପଡ଼ିବ। ଏହି ସମସ୍ତ ବିଷୟ ରେ ପରମେଶ୍ବର ବହୁତ ଆଗରୁ ଭାବବଦୀମାନଙ୍କ ମାଧ୍ଯମ ରେ କହିଛନ୍ତି।

ଆୟୁବ ପୁସ୍ତକ 10:21
ପୂର୍ବରୁ ମୁଁ ସହେି ସ୍ଥାନକୁ ୟିବି ଯେଉଁଠାରୁ କହେି କବେେ ଫେ ରେ ନାହିଁ। ଯାହା ମୃତ୍ଯୁ ଓ ଅନ୍ଧକାର ଅଟେ।

ଆୟୁବ ପୁସ୍ତକ 3:13
ମୁଁ ଯଦି ଜନ୍ମ ହେଲା ବେଳେ ମରିୟାଇଥାନ୍ତି, ବର୍ତ୍ତମାନ ଶାନ୍ତି ରେ ଥାନ୍ତି। ମୁଁ ଇଚ୍ଛାକରେ ମୁଁ ଶାଇେରହିଥାନ୍ତି ଏବଂ ବିଶ୍ରାମ ପାଇଥାନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:20
ପରମେଶ୍ବର ଯାହା କିଛି ସୃଷ୍ଟି କରିଥିଲେ ତାହା ଅସାର ହାଇଗେଲା। ଏହା ସଂସାରର ପସନ୍ଦ ନ ଥିଲା, କିନ୍ତୁ ପରମେଶ୍ବର ଏହା କରିବା ପାଇଁ ସ୍ଥିର କରି ଥିଲେ। କିନ୍ତୁ ଏହି ଭରଷା ଥିଲା:

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:14
ଯାହା ସହଜ ରେ ପ୍ରକାଶିତ ହୁଏ, ତାହା ଆଲୋକ। ସେଥିପାଇଁ ଆମ୍ଭେ କହୁ :

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:14
ଆମ୍ଭେ ବିଶ୍ବାସ କରୁ ଯେ, ଯୀଶୁ ମଲେ। କିନ୍ତୁ ଆମ୍ଭେ ବିଶ୍ବାସ କରୁ ଯେ, ଯୀଶୁ ପୁନରୁତ୍ଥିତ ହେଲେ। ଅତଏବ, ଯୀଶୁଙ୍କ ହତେୁ ଯୀଶୁଙ୍କ ସହିତ ମୃତ ବ୍ଯକ୍ତିମାନଙ୍କୁ ପରମେଶ୍ବର ଏକାଠି ଆଣିବେ।

ପିତରଙ୍କ ଦିତୀୟ ପତ୍ର 3:7
ମାତ୍ର ପରମେଶ୍ବରଙ୍କ ସହେି ବାକ୍ଯ ଦ୍ବାରା ଆକାଶମଣ୍ଡଳ ଓ ବର୍ତ୍ତମାନର ଜଗତ ରହିଅଛି। ଆକାଶମଣ୍ଡଳ ଓ ପୃଥିବୀ ଅଗ୍ନି ଦ୍ବାରା ବିନଷ୍ଟ ହବୋ ନିମନ୍ତେ ରକ୍ଷିତ ଅଛି। ପରମେଶ୍ବରଙ୍କ ସମସ୍ତ ବିରୋଧୀ ଲୋକମାନେ ପୁଣି ଆକାଶମଣ୍ଡଳ ଓ ପୃଥିବୀ ନଷ୍ଟ ହବୋ ନିମନ୍ତେ ବିଚାର ଦିନ ପର୍ୟ୍ଯନ୍ତ ସୁରକ୍ଷିତ ଥିବେ।

ପିତରଙ୍କ ଦିତୀୟ ପତ୍ର 3:10
କିନ୍ତୁ ଚୋର ଆସିବା ଦିନପରି, ପ୍ରଭୁଙ୍କ ଆସିବା ଦିନଟି ପ୍ରେତ୍ୟକକଙ୍କୁ ଆଶ୍ଚର୍ୟ୍ଯ କରିବ। ଭୟଙ୍କର ଗର୍ଜନ ସହିତ ଆକାଶମଣ୍ଡଳ ଅଦୃଶ୍ଯ ହାଇୟିବେ। ଆକାଶମଣ୍ଡଳର ସମସ୍ତ ବସ୍ତୁ ଅଗ୍ନି ରେ ଧ୍ବଂସ ହାଇଯେିବ। ଜଗତ ଏହାର ସମସ୍ତ ବିଷୟ ସହିତ ଜଳି ୟିବ।

ଯୋହନଲିଖିତ ସୁସମାଚାର 11:11
ଯୀଶୁ ଏକଥା କହିବା ସାରିବା ପରେ, କହିଲେ, ଆମ୍ଭର ବନ୍ଧୁ ଲାଜାର ବର୍ତ୍ତମାନ ଶାଇେଛନ୍ତି। ମୁଁ ତାହାଙ୍କୁ ଉେଠଇବା ପାଇଁ ସଠାେକୁ ଯାଉଛି।

ମାଥିଉଲିଖିତ ସୁସମାଚାର 24:35
ପୃଥିବୀ ଓ ଆକାଶ ନଷ୍ଟ ହାଇଯେିବ, କିନ୍ତୁ ମାରେ ବାକ୍ଯ କବେେ ଅନ୍ୟଥା ହବେନାହିଁ।

ଦାନିଏଲ 12:2
ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସମାନଙ୍କେ ମଧ୍ଯରୁ ଅନକେ ଜାଗି ଉଠିବେ। କେତକେ ଅନନ୍ତ ଜୀବନ, କେତକେ ଲଜ୍ଜା ଓ କେତକେ ଚିର ଅପମାନ ଭୋଗ ପାଇଁ ଉଠିବେ।

ଆୟୁବ ପୁସ୍ତକ 19:25
ମୁଁ ଜାଣେ ମାରେ ରକ୍ଷାକର୍ତ୍ତା ଜୀବିତ ଏବଂ ଶଷେ ରେ ସେ ମାେତେ ରକ୍ଷା କରିବା ପାଇଁ ପୃଥିବୀ ରେ ଠିଆ ହବେେ।

ଆୟୁବ ପୁସ୍ତକ 30:23
ମୁଁ ଜାଣେ ତୁମ୍ଭେ ମୃତ୍ଯୁ ଆଡ଼କୁ କଢ଼ାଇ ଦବେ। ପ୍ରେତ୍ୟକକ ଜୀବିତ ବ୍ଯକ୍ତି ନିଶ୍ଚଯ ମରିବେ।

ଗୀତସଂହିତା 102:26
ପୃଥିବୀ ଓ ଆକାଶ ଦିନେ ଶଷେ ହବେ। କିନ୍ତୁ ତୁମ୍ଭେ ନିତ୍ଯ ବିରାଜିତ। ତାହାସବୁ ବସ୍ତ୍ରପରି ସେସବୁ ବଦଳାଇ ଦବେ।

ଉପଦେଶକ 3:19
ଜଣେ ମନୁଷ୍ଯ ପଶୁଠାରୁ କ'ଣ ଉତ୍ତମ? ନାଁ ! କାହିଁକି? କାରଣ ମନୁଷ୍ଯ ଓ ପଶୁମାନଙ୍କ ପାଇଁ ଏକାପରି ଘଟେ, ପଶୁମାନେ ଜନ୍ମନ୍ତି ଓ ମରନ୍ତି। ଲୋକମାନେ ମଧ୍ଯ ଜନ୍ମନ୍ତି ଓ ମରନ୍ତି, ସମସ୍ତଙ୍କର ପ୍ରାଣ ବାଯୁ ଏକାପରି। କ'ଣ ଜଣେ ମୃତ ପଶୁ ଏକ ମୃତ ମନୁଷ୍ଯ ମଧିଅରେ କୌଣସି ଉନ୍ନତି ଅଛି କି ? ପ୍ରେତ୍ୟକକ ଜିନିଷ ଅବଶ୍ଯ ଅର୍ଥହୀନ।

ଉପଦେଶକ 12:5
ଆହୁରି ସମାନେେ ଉଚ୍ଚସ୍ଥାନ ବିଷଯ ରେ ଭୟ କରିବେ ଓ ପଥରେ ତ୍ରାସ ହବେେ। ଆଉ ତୁମ୍ଭର ବାଳ ବାଦାମ ବୃକ୍ଷର ପୁଷ୍ପ ତୁଲ୍ଯ ଧଳା ଗତି ରେ ପରିଣତ କରିବ। ତୁମ୍ଭର ଗତି ଝିଣ୍ଟିକାର ଗତି ସଦୃଶ ହବେ ଓ ତୁମ୍ଭେ ତୁମ୍ଭର ବଞ୍ଚିବାର ଇଚ୍ଛା ହରାଇବ। ଏବଂ ତା'ପ ରେ ତୁମ୍ଭେ ତୁମ୍ଭର ଚିରନିବାସକୁ (କବରକୁ) ଗମନ କରିବ। ଶାେକକାରୀମାନେ ଏକତ୍ରୀତ ହାଇେ ତୁମ୍ଭର ମୃତ ଶରୀରକୁ କବର ସ୍ଥାନକୁ ନବେେ।

ଯିଶାଇୟ 26:19
ମାତ୍ର ସଦାପ୍ରଭୁ କୁହନ୍ତି, ତୁମ୍ଭର ମୃତମାନେ ଜୀବିତ ହବେେ। ମୃତ ଶବଗୁଡ଼ିକ ପୁଣି ନିଃଶ୍ବାସ ନବୋ ଆରମ୍ଭ କରିବେ। ହେ ଧୂଳିନିବାସୀ ଗଣ, ଉଠ, ଆନନ୍ଦ କର, କାରଣ ତୁମ୍ଭମାନେେ ପ୍ରଭାତ ରେ ତୃଣ ଉପର ଶିଶିର ତୁଲ୍ଯ ଭୂମି ମୃତମାନଙ୍କୁ ଜନ୍ମ ଦବେ।'

ଯିଶାଇୟ 51:6
ତୁମ୍ଭମାନେେ ସ୍ବର୍ଗମଣ୍ଡଳ ପ୍ରତି ଉର୍ଦ୍ଧ୍ବଦୃଷ୍ଟି କର ଓ ଅଧଃସ୍ଥିତ ଭୂମଣ୍ଡଳ ପ୍ରତି ନିରୀକ୍ଷଣ କର। କାରଣ ଆକାଶ ମଣ୍ଡଳ ଧୂମ ତୁଲ୍ଯ ଅନ୍ତର୍ହିତ ହବେ ଓ ଭୂମଣ୍ଡଳ ବସ୍ତୁ ତୁଲ୍ଯ ଜୀର୍ଣ୍ଣ ହବେ। ଆଉ ମଧ୍ଯ ପୃଥିବୀବାସୀ ସହେିପରି ମୃତ୍ଯୁବରଣ କରିବେ। ମାତ୍ର ଆମ୍ଭର ପରିତ୍ରାଣ ଅନନ୍ତକାଳସ୍ଥାଯୀ ହବେ ଓ ଆମ୍ଭର ଧର୍ମାଚାର ଲୁପ୍ତ ହବେ ନାହିଁ।

ଯିଶାଇୟ 65:17
କାରଣ ଦେଖ, ଆମ୍ଭେ ନୂତନ ସ୍ବର୍ଗମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁଅଛୁ। ତେଣୁ ପୂର୍ବକାଳର ବିଷଯସବୁ ବିସ୍ମୃତ ହବେ ଓ ସଗେୁଡ଼ିକ ଆଉ ସ୍ମୃତିକୁ ଆସିବ ନାହିଁ।

ଯିଶାଇୟ 66:22
କାରଣ ଆମ୍ଭେ ଯେଉଁ ନୂତନ ସ୍ବର୍ଗମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖ ରେ ସ୍ଥାଯୀ ହବେ, ସହେିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାଯୀ ହବେ, ଏହା ସଦାପ୍ରଭୁ କୁହନ୍ତି।

ଆୟୁବ ପୁସ୍ତକ 7:21
କାହିଁକି ତୁମ୍ଭେ ମାେତେ କ୍ଷମା କରୁ ନାହଁ, ଯଦି ମୁଁ କିଛି ଅଧର୍ମ କରିଥାଏ ? କାହିଁକି ମାରେ କୌଣସି ପାପ କ୍ଷମା କରୁନାହଁ ?