ଆୟୁବ ପୁସ୍ତକ 13:22 in Oriya

ଓଡିଆ ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 13 ଆୟୁବ ପୁସ୍ତକ 13:22

Job 13:22
ତା'ପରେ ମାେତେ ଡ଼ାକ ମୁଁ ଉତ୍ତର ଦବେି କିମ୍ବା ମୁଁ କହିବି ତୁମ୍ଭେ ଉତ୍ତର ଦିଅ।

Job 13:21Job 13Job 13:23

Job 13:22 in Other Translations

King James Version (KJV)
Then call thou, and I will answer: or let me speak, and answer thou me.

American Standard Version (ASV)
Then call thou, and I will answer; Or let me speak, and answer thou me.

Bible in Basic English (BBE)
Then at the sound of your voice I will give answer; or let me put forward my cause for you to give me an answer.

Darby English Bible (DBY)
Then call, and I will answer; or I will speak, and answer thou me.

Webster's Bible (WBT)
Then call thou, and I will answer: or let me speak, and answer thou me.

World English Bible (WEB)
Then call, and I will answer; Or let me speak, and you answer me.

Young's Literal Translation (YLT)
And call Thou, and I -- I answer, Or -- I speak, and answer Thou me.

Then
call
וּ֭קְרָאûqĕrāʾOO-keh-ra
thou,
and
I
וְאָנֹכִ֣יwĕʾānōkîveh-ah-noh-HEE
will
answer:
אֶֽעֱנֶ֑הʾeʿĕneeh-ay-NEH
or
אֽוֹʾôoh
let
me
speak,
אֲ֝דַבֵּ֗רʾădabbērUH-da-BARE
and
answer
וַהֲשִׁיבֵֽנִי׃wahăšîbēnîva-huh-shee-VAY-nee

Cross Reference

ଆୟୁବ ପୁସ୍ତକ 14:15
ହେ ପରମେଶ୍ବର, ତୁମ୍ଭେ ମାେତେ ଡ଼ାକିବ ଏବଂ ମୁଁ ତୁମ୍ଭକୁ ଉତ୍ତର ଦବେି। ତା'ପରେ ତୁମ୍ଭେ ଯେଉଁ ମଣିଷକୁ ତିଆରି କରିଛ, ସେ ତୁମ୍ଭ ପାଇଁ ମୁଖ୍ଯ ହବେ।

ଆୟୁବ ପୁସ୍ତକ 9:16
ମୁଁ ତାଙ୍କୁ ଯଦି ଡାକେ ଏବଂ ସେ ମାେତେ ଉତ୍ତର ଦିଅନ୍ତି, ମୁଁ ତଥାପି ବିଶ୍ବାସ କରେ ନାହିଁ ଯେ ସେ ମାରେ କଥା ଶୁଣିବେ।

ଆୟୁବ ପୁସ୍ତକ 9:32
ପରମେଶ୍ବର ମାେଭଳି ମନୁଷ୍ଯ ନୁହନ୍ତି ଯେ ମୁଁ ତାହାଙ୍କୁ ଉତ୍ତର ଦବେି। ଆମ୍ଭର କବେେ ଗୋଟିଏ ନ୍ଯାଯାଳଯ ରେ ଏକତ୍ର ପରସ୍ପର ସାକ୍ଷାତ ହାଇପୋରିବ ନାହିଁ।

ଆୟୁବ ପୁସ୍ତକ 38:3
ଆୟୁବ, ଜଣେ ମଣିଷ ପରି ଛିଡ଼ା ହାଇୟୋଅ, ଯାହା ଫଳ ରେ ମୁଁ ତୁମ୍ଭକୁ ପ୍ରଶ୍ନ ପଚାରି ପାରିବି ଏବଂ ତୁମ୍ଭେ ମାେତେ ଉତ୍ତର ଦଇପୋରିବ।

ଆୟୁବ ପୁସ୍ତକ 40:4
ମୁଁ ଅତି ନିକୃଷ୍ଟ କଥା କହିବାକୁ ! ମୁଁ ବା ତୁମ୍ଭକୁ କି ଉତ୍ତର ଦବେି ? ମୁଁ ତୁମ୍ଭକୁ ଉତ୍ତର ଦଇେ ପାରିବି ନାହିଁ। ମୁଁ ମାରେ ହାତଦ୍ବାରା ମାରେ ମୁହଁ ବନ୍ଦ କରିବି।

ଆୟୁବ ପୁସ୍ତକ 42:3
ହେ ସଦାପ୍ରଭୁ, ତୁମ୍ଭେ ମାେତେ ପଚାରିଲ, 'କିଏ ଏହି ଜ୍ଞାନହୀନ ମଣିଷ, ୟିଏ ନିର୍ବୋଧ ଭଳି କଥା କହୁଛି।' ହେ ସଦାପ୍ରଭୁ, ମୁଁ ସହେି ବିଷଯ ରେ କହିଥିଲି, ଯାହା ମୁଁ ବୁଝି ନ ଥିଲି। ମୁଁ ସହେିସବୁ କଥା କହିଥିଲି ଯାହା ଏତେ ଆଶ୍ଚର୍ୟ୍ଯଜନକ ଯେ ତାହା ମାେ ବୁଝିବା ଶକ୍ତିର ବାହା ରେ।