ଆୟୁବ ପୁସ୍ତକ 12:10 in Oriya

ଓଡିଆ ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 12 ଆୟୁବ ପୁସ୍ତକ 12:10

Job 12:10
ପ୍ରେତ୍ୟକକ ଜୀବନ୍ତ ପ୍ରାଣୀ ଓ ନିଶ୍ବାସ ନଇେ ବଞ୍ଚୁଥିବା ମଣିଷସବୁ ପରମେଶ୍ବରଙ୍କ ଶକ୍ତିର ଅଧୀନ ରେ।

Job 12:9Job 12Job 12:11

Job 12:10 in Other Translations

King James Version (KJV)
In whose hand is the soul of every living thing, and the breath of all mankind.

American Standard Version (ASV)
In whose hand is the soul of every living thing, And the breath of all mankind?

Bible in Basic English (BBE)
In whose hand is the soul of every living thing, and the breath of all flesh of man.

Darby English Bible (DBY)
In whose hand is the soul of every living thing, and the spirit of all flesh of man.

Webster's Bible (WBT)
In whose hand is the soul of every living thing, and the breath of all mankind.

World English Bible (WEB)
In whose hand is the life of every living thing, The breath of all mankind?

Young's Literal Translation (YLT)
In whose hand `is' the breath of every living thing, And the spirit of all flesh of man.'

In
whose
אֲשֶׁ֣רʾăšeruh-SHER
hand
בְּ֭יָדוֹbĕyādôBEH-ya-doh
is
the
soul
נֶ֣פֶשׁnepešNEH-fesh
of
every
כָּלkālkahl
thing,
living
חָ֑יḥāyhai
and
the
breath
וְ֝ר֗וּחַwĕrûaḥVEH-ROO-ak
of
all
כָּלkālkahl
mankind.
בְּשַׂרbĕśarbeh-SAHR

אִֽישׁ׃ʾîšeesh

Cross Reference

ରେରିତମାନଙ୍କ କାର୍ଯ୍ୟର ବିବରଣ 17:28
'କାରଣ ଆମ୍ଭେ ତାହାଙ୍କ ସହିତ ବାସ କରୁ, ତାହାଙ୍କ ସହିତ ଗତି କରୁ ଓ ତାହାଙ୍କଠା ରେ ଆମ୍ଭର ଅସ୍ତିତ୍ବ ଅଛି।'

ଆୟୁବ ପୁସ୍ତକ 27:3
ଯେ ପର୍ୟ୍ଯନ୍ତ ମାେ ଶରୀର ରେ ପ୍ରାଣ ଅଛି ଏବଂ ଯେ ପର୍ୟ୍ଯନ୍ତ ପରମେଶ୍ବର ପ୍ରଦତ୍ତ ନିଶ୍ବାସ ବାଯୁ ମାେ ନାକରୁ ନିର୍ଗତ ହେଉଛି।

ଗଣନା ପୁସ୍ତକ 16:22
ତହୁଁ ସମାନେେ ମୁହଁ ମାଡି ପଡି କହିଲେ, ହେ ପରମେଶ୍ବର, ତୁମ୍ଭେ ଜାଣ ସମସ୍ତ ଲୋକମାନେ କଣ ଚିନ୍ତା କରୁଛନ୍ତି, ଯଦି ମଣ୍ତଳିର କହେି ପାପ କରେ, ସମସ୍ତ ମଣ୍ତଳିକୁ ଉତ୍ପିଡୀନ କରିବା ଉଚିତ୍ କି?

ଗୀତସଂହିତା 146:3
ସାହାୟ୍ଯ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ। ଲୋକମାନଙ୍କ ପ୍ରତି ଭରସା କର ନାହିଁ। କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରିପାରିବେ ନାହିଁ।

ଆୟୁବ ପୁସ୍ତକ 34:14
ଯଦି ପରମେଶ୍ବର ସ୍ଥିର କରନ୍ତି ଲୋକମାନଙ୍କ ଜୀବନ ଶରୀରରୁ ତାଙ୍କର ଆତ୍ମା ଓ ନିଶ୍ବାସ ପ୍ରଶ୍ବାସକୁ କାଢ଼ି ନବେେ।

ଆୟୁବ ପୁସ୍ତକ 33:4
ପରମେଶ୍ବରଙ୍କ ଆତ୍ମା ମାେତେ ତିଆରି କରିଛି। ସର୍ବଶକ୍ତିମାନଙ୍କର ନିଶ୍ବାସ ମାେତେ ଜୀବନ ଦଇେଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:25
ସେ ପରମେଶ୍ବର ଜୀବନ ଓ ପ୍ରାଣବାଯୁ ପ୍ରଦାନ କରନ୍ତି। ସେ ମନୁଷ୍ଯମାନଙ୍କର ସାହାୟ୍ଯ ଲୋଡ଼ନ୍ତି ନାହିଁ। ତାହାଙ୍କର କୌଣସି ଅଭାବ ନାହିଁ।

ଯୋହନଲିଖିତ ସୁସମାଚାର 3:6
ଜଣେ ଲୋକର ଶରୀର ତାର ପିତା ମାତାଙ୍କଠାରୁ ଜନ୍ମ ନିଏ। କିନ୍ତୁ ଜଣେ ଲୋକର ଆତ୍ମିକ ଜୀବନ ଆତ୍ମାଙ୍କଠାରୁ ଜନ୍ମ ନିଏ।

ଦାନିଏଲ 5:23
ଆପଣ ନମ୍ର ହବୋ ପରିବର୍ତେ ସ୍ବର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରେ ୗପ୍ୟ ପାତ୍ର ରେ ଆପଣ, ଆପଣଙ୍କ ଅମାତ୍ଯଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମା ରେ ଦବଗେଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସମାନଙ୍କେର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧିନ, ଆପଣ ସହେି ପରମେଶ୍ବରଙ୍କର ଗୌରବ କରିନାହାଁନ୍ତି।

ଗୀତସଂହିତା 104:29
ଏବଂ ତୁମ୍ଭେ ଯେତବେେଳେ ସମାନଙ୍କେର ବିମୁଖ ହୁଅ ସମାନେେ ଭୟଭୀତ ହୁଅନ୍ତି। ଯେତବେେଳେ ତୁମ୍ଭେ ସମାନଙ୍କେର ନିଃଶ୍ବାସ ପ୍ରଶ୍ବାସ ନଇୟୋଅ, ସମାନେେ ଦୁର୍ବଳ ଓ ମୃତ୍ଯୁ ହାଇେ ୟାଆନ୍ତି, ପୁଣି ସମାନଙ୍କେ ଶରୀର ଧୂଳିରେ ପରିଣତ ହୁଏ।

ଆଦି ପୁସ୍ତକ 6:17
ମୁଁ ଏକ ପ୍ରଳଯଙ୍କାରୀ ବନ୍ଯା ପୃଥିବୀ ଉପରେ ଆଣିବି। ଆକାଶ ତଳେ ଥିବା ସମସ୍ତ ଜୀବସତ୍ତାକୁ ଧ୍ବଂସ କରିବି। ପୃଥିବୀର ସମସ୍ତ ପ୍ରାଣୀ ମରିବେ।

ଆଦି ପୁସ୍ତକ 2:7
ଏହାପରେ ସଦାପ୍ରଭୁ ପରମେଶ୍ବର ଭୂମିରୁ ଧୂଳି ନଇେ ମନୁଷ୍ଯ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ର ରେ ଫୁଙ୍କ ଦଇେ ପ୍ରାଣ ବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ଯ ଜୀବିତପ୍ରାଣୀ ହେଲା।