Genesis 21:13
କିନ୍ତୁ ମୁଁ ତୁମ୍ଭର ଦାସୀର ପୁତ୍ରଠାରୁ ମଧ୍ଯ ଏକ ମହାନ ଜାତି ନିର୍ମାଣ କରିବି। କାରଣ ସେ ତୁମ୍ଭର ପୁତ୍ର।
Genesis 21:13 in Other Translations
King James Version (KJV)
And also of the son of the bondwoman will I make a nation, because he is thy seed.
American Standard Version (ASV)
And also of the son of the handmaid will I make a nation, because he is thy seed.
Bible in Basic English (BBE)
And I will make a nation of the son of your servant-woman, because he is your seed.
Darby English Bible (DBY)
But also the son of the handmaid will I make a nation, because he is thy seed.
Webster's Bible (WBT)
And also of the son of the bond-woman will I make a nation, because he is thy seed.
World English Bible (WEB)
Also of the son of the handmaid will I make a nation, because he is your seed."
Young's Literal Translation (YLT)
As to the son of the handmaid also, for a nation I set him, because he `is' thy seed.'
| And also | וְגַ֥ם | wĕgam | veh-ɡAHM |
| אֶת | ʾet | et | |
| son the of | בֶּן | ben | ben |
| of the bondwoman | הָֽאָמָ֖ה | hāʾāmâ | ha-ah-MA |
| make I will | לְג֣וֹי | lĕgôy | leh-ɡOY |
| a nation, | אֲשִׂימֶ֑נּוּ | ʾăśîmennû | uh-see-MEH-noo |
| because | כִּ֥י | kî | kee |
| he | זַרְעֲךָ֖ | zarʿăkā | zahr-uh-HA |
| is thy seed. | הֽוּא׃ | hûʾ | hoo |
Cross Reference
ଆଦି ପୁସ୍ତକ 21:18
ୟାଅ ଏବଂ ବାଳକକୁ ସାହାୟ୍ଯ କର। ତା'ର ହାତଧରି ତାକୁ ଆଗଇେ ନିଅ। ମୁଁ ତାଙ୍କୁ ବହୁ ସନ୍ତାନର ପିତା କରିବି।
ଆଦି ପୁସ୍ତକ 16:10
ସଦାପ୍ରଭୁଙ୍କର ଦୂତ ହାଗାରକୁ ମଧ୍ଯ କହିଲେ, ତୁମ୍ଭର ଅନକେ ବଂଶଧର ଜନ୍ମ ହବେେ। ସମାନଙ୍କେୁ ଗଣି ହବେ ନାହିଁ।
ଆଦି ପୁସ୍ତକ 17:20
ମୁଁ ଇଶ୍ମାଯଲେ ବିଷଯ ରେ ତୁମ୍ଭର ଅନୁ ରୋଧ ଶୁଣିଛି। ମୁଁ ତାଙ୍କୁ ଆଶୀର୍ବାଦ କରିବି। ତା'ର ବହୁସନ୍ତାନ ଜନ୍ମ ହବେେ। ତାହାଠାରୁ ବାରଜଣ ଅଧିପତି ଜନ୍ମ ନବେେ ତାଙ୍କର ପରିବାର ଏକ ବିରାଟ ଜାତି ହବେ।
ଆଦି ପୁସ୍ତକ 25:12
ଏହା ସାରାର ମିଶରୀଯା ଦାସୀ ହାଗାରର ପୁତ୍ର, ଇଶ୍ମାଯଲଙ୍କେର ପରିବାରର ତାଲିକା ଅଟେ।