ଯିହିଜିକଲ 16:10 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 16 ଯିହିଜିକଲ 16:10

Ezekiel 16:10
ପୁଣି ମୁଁ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲି। ଶିକୁଳ ଚର୍ମର ପାଦୁକା ପିନ୍ଧାଇଲି, ଶୁଭ୍ର ରେଶମ ବସ୍ତ୍ର ରେ ତୁମ୍ଭର କଟୀବନ୍ଧନ କରାଇଲି ଓ ପଟ୍ଟ ବସ୍ତ୍ର ରେ ବିଭୂଷିତା କଲି।

Ezekiel 16:9Ezekiel 16Ezekiel 16:11

Ezekiel 16:10 in Other Translations

King James Version (KJV)
I clothed thee also with broidered work, and shod thee with badgers' skin, and I girded thee about with fine linen, and I covered thee with silk.

American Standard Version (ASV)
I clothed thee also with broidered work, and shod thee with sealskin, and I girded thee about with fine linen, and covered thee with silk.

Bible in Basic English (BBE)
And I had you clothed with needlework, and put leather shoes on your feet, folding fair linen about you and covering you with silk.

Darby English Bible (DBY)
and I clothed thee with embroidered work, and shod thee with badgers' skin, and I bound thee about with byssus, and covered thee with silk.

World English Bible (WEB)
I clothed you also with embroidered work, and shod you with sealskin, and I girded you about with fine linen, and covered you with silk.

Young's Literal Translation (YLT)
And I clothe thee with embroidery, And I shoe thee with badger's skin, And I gird thee with fine linen, And I cover thee with figured silk.

I
clothed
וָאַלְבִּישֵׁ֣ךְwāʾalbîšēkva-al-bee-SHAKE
thee
also
with
broidered
work,
רִקְמָ֔הriqmâreek-MA
shod
and
וָאֶנְעֲלֵ֖ךְwāʾenʿălēkva-en-uh-LAKE
thee
with
badgers'
skin,
תָּ֑חַשׁtāḥašTA-hahsh
girded
I
and
וָאֶחְבְּשֵׁ֣ךְwāʾeḥbĕšēkva-ek-beh-SHAKE
thee
about
with
fine
linen,
בַּשֵּׁ֔שׁbaššēšba-SHAYSH
covered
I
and
וַאֲכַסֵּ֖ךְwaʾăkassēkva-uh-ha-SAKE
thee
with
silk.
מֶֽשִׁי׃mešîMEH-shee

Cross Reference

ଯିହିଜିକଲ 16:18
ପୁଣି ତୁମ୍ଭେ ଆପଣା ବିଚିତ୍ର ବସ୍ତ୍ରସବୁ ନଇେ ସମାନଙ୍କେୁ ପିନ୍ଧାଇଲ ଓ ସମାନଙ୍କେ ସମ୍ମୁଖ ରେ ଆମ୍ଭର ତୈଳ ଓ ଆମ୍ଭର ଧୂପ ରଖିଲ।

ଯିହିଜିକଲ 16:13
ଏହିରୂପେ ତୁମ୍ଭେ ସୁନା ଓ ରୂପା ରେ ବିଭୂଷିତା ହେଲ। ତୁମ୍ଭର ବସ୍ତ୍ର ଶୁଭ୍ର ରେଶମ ଓ ପଟ୍ଟଦ୍ବାରା ନିର୍ମିତ ଓ ଶିଳ୍ପ କର୍ମ ରେ ବିଚିତ୍ର ହେଲା। ତୁମ୍ଭେ ସରୁ ମଇଦା, ମଧୁ ଓ ତୈଳ ଭୋଜନ କଲ। ଆଉ ତୁମ୍ଭେ ପରମା ସୁନ୍ଦରୀ ହାଇେ ଅବଶଷେ ରେ ରାଣୀପଦ ଯୋଗ୍ଯ ହେଲ।

ଯିହିଜିକଲ 27:16
ତୁମ୍ଭର ହସ୍ତ ନିର୍ମିତ ଦ୍ରବ୍ଯର ପ୍ରସିଦ୍ଧି ହତେୁ ଆରାମ୍ ତୁମ୍ଭର ବଣିକ ଥିଲା। ସମାନେେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମ ବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗ ମଣି ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।

ଯିଶାଇୟ 61:10
ମୁଁ ସଦାପ୍ରଭୁଙ୍କଠା ରେ ଅତିଶଯ ଆନନ୍ଦ କରିବି, ମାରେ ପ୍ରାଣ ମାରେ ପରମେଶ୍ବରଙ୍କଠା ରେ ଉଲ୍ଲସିତ ହବେ ; କାରଣ ବର ଯେପରି ଭୂଷଣ ରେ ନିଜକୁ ଭୂଷିତ କରେ ଓ କନ୍ଯା ଯେପରି ନିଜକୁ ରତ୍ନ ରେ ଭୂଷିତା କରେ ସହେିପରି ସେ ପରିତ୍ରାଣରୂପ ବସ୍ତ୍ର ରେ ମାେତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ର ରେ ମାେତେ ଆବୃତ କରିଅଛନ୍ତି।

ଯାତ୍ରା ପୁସ୍ତକ 26:36
ପବିତ୍ର ତମ୍ବୁର ଦ୍ବାର ନିମନ୍ତେ ଏକ ନୀଳ ପରଦା ପ୍ରସ୍ତୁତ କର। ଏହା ଧୁମ୍ର ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତା ରେ ବୁଣାୟିବା ଉଚିତ୍।

ପିତରଙ୍କ ପ୍ରଥମ ପତ୍ 3:3
ତୁମ୍ଭର କେଶ, ସୁନା ଅଳଙ୍କାର ବା ସୁନ୍ଦର ବସ୍ତ୍ର ଉପରେ ତୁମ୍ଭର ସୌନ୍ଦର୍ୟ୍ଯ ନିର୍ଭର କରେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:9
ତା'ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠ ରେ ଏତେଲୋକ ଥିଲେ ଯେ, କହେି ସମାନଙ୍କେୁ ଗଣିପାରିବ ନାହିଁ। ସମାନେେ ପ୍ରେତ୍ୟକକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସହେି ଲୋକମାନେ ସିଂହାସନ ଓ ମଷେଶାବକଙ୍କ ସାମନା ରେ ଠିଆ ହାଇେଥିଲେ। ସମାନେେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସମାନଙ୍କେର ହାତ ରେ ଖଜୁରିବାହୁଙ୍ଗା ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:12
ସମାନେେ ସୁନା, ରୂପା, ମୂଲ୍ଯବାନ ପଥର, ମୁକ୍ତା, ସୂକ୍ଷ୍ମ ରେଶମବସ୍ତ୍ର, ବାଇଗଣି ରଙ୍ଗର ବସ୍ତ୍ର ; ରେଶମୀ ଓ ଲାଲ ବସ୍ତ୍ର ; ପ୍ରେତ୍ୟକକ ପ୍ରକାରର ଚନ୍ଦନ ଆଦି ସୁବାସିତ କାଠଜିନିଷ ; ହାତୀ ଦାନ୍ତର ପଦାର୍ଥମାନ, ମୂଲ୍ଯବାନ୍ କାଠ, ପିତ୍ତଳ, ଲୌହ ଓ ମର୍ମର ପଥର ରେ ନିର୍ମିତ ଶିଳ୍ପ, ଦ୍ରବ୍ଯ ;

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:8
କନ୍ଯାକୁ ପିନ୍ଧିବା ପାଇଁ ସୂକ୍ଷ୍ମ, ଶୁଭ୍ର ଓ ପରିଷ୍କାର ବସ୍ତ୍ର ଦିଆଯାଇଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:2
ତା'ପରେ ମୁଁ ପରମେଶ୍ବରଙ୍କଠାରୁ ସ୍ବର୍ଗରୁ ପବିତ୍ର ନଗରୀ ତଳକୁ ଆସିବାର ଦେଖିଲି। ଏହି ପବିତ୍ର ନଗରୀ ନୂତନ ୟିରୁଶାଲମ ଅଟେ। ବର ପାଇଁ କନ୍ଯା ଯେପରି ସୁସଜ୍ଜିତା ହାଇେଥାଏ, ଠିକ୍ ସହେିପରି ଏହା ପ୍ରସ୍ତୁତ ଥିଲା।

ଲୂକଲିଖିତ ସୁସମାଚାର 15:22
କିନ୍ତୁ ବାପା ତାହାଙ୍କ ଚାକରମାନଙ୍କୁ ଡାକି କହିଲେ, ଶୀଘ୍ର ଯାଅ, ତା' ପାଇଁ ସବୁଠାରୁ ଭଲ ପୋଷାକପତ୍ର ଆଣ। ତା' ଆଙ୍ଗୁଠି ରେ ମୁଦିଟିଏ ପିନ୍ଧାଇ ଦିଅ। ପାଦ ରେ ଭଲ ଜୋତା ପିନ୍ଧାଇ ଦିଅ।

ଯିହିଜିକଲ 27:7
ତୁମ୍ଭର ଧ୍ବଜା ହବୋପାଇଁ ମିଶର ଦେଶରୁ ଆନୀତ ସୂଚୀକର୍ମ ରେ ଚିତ୍ରିତ ଶୁଭ୍ର କ୍ଷୌମ ବସ୍ତ୍ର ରେ ତୁମ୍ଭର ପାଲ ପ୍ରସ୍ତୁତ ହାଇେଥିଲା। ପୁଣି ତୁମ୍ଭର ଚାନ୍ଦୁଆ ଇଲୀଶା ଦ୍ବୀପ ସମୂହର ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ର ରେ ପ୍ରସ୍ତୁତ ହାଇେଥିଲା।

ଯାତ୍ରା ପୁସ୍ତକ 25:5
ରକ୍ତୀକୃତ ମଷଚେର୍ମ, ଶିଶୁକ ଚର୍ମ ଓ ଶିଟୀମ୍ କାଷ୍ଠ।

ଯାତ୍ରା ପୁସ୍ତକ 26:14
ଏହାପରେ ତୁମ୍ଭେ ରକ୍ତୀକୃତ ମଷେ ଚର୍ମ ରେ ତମ୍ବୁର ଏକ ଛାତ କରିବ। ଆଉ ତହିଁ ଉପରେ ଏକ ଶିଶୁକ ଚର୍ମ ରେ ଏକ ଛାତ କରିବ।

ଯାତ୍ରା ପୁସ୍ତକ 28:5
ସମାନେେ ସୁବର୍ଣ୍ଣ, ନୀଳ ଓ ଧୁମ୍ର ଓ ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୁତ୍ର ହବେ।

ଯାତ୍ରା ପୁସ୍ତକ 39:27
ଏହାପରେ ସମାନେେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ସୂକ୍ଷ୍ମ କ୍ଷୋମ ସୂତ୍ର ଦ୍ବାରା ତନ୍ତୁବାଯ ନିର୍ମିତ ଜାମା ତିଆରି କଲେ।

ଗୀତସଂହିତା 45:13
ତା'ର ସମସ୍ତ ମହିମାରେ, ମୁକ୍ତା ସୁବର୍ଣ୍ଣରେ ଖଚିତ ହବୋପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦଖାୟୋନ୍ତି।

ହିତୋପଦେଶ 31:22
ସେ ଆପଣା ନିମନ୍ତେ ଚିତ୍ରବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ। ସେ ଶୁଭ୍ର କ୍ଷୌମବସ୍ତ୍ର ପିନ୍ଧେ।

ଯିଶାଇୟ 61:3
ସିୟୋନର ଶାେକର୍ତ୍ତ ଲୋକମାନଙ୍କୁ ଯୋଗାଇ ଦବୋକୁ ଓ ଭସ୍ମ ପରିବର୍ତେ ଭୂଷଣ, ଦୁଃଖ ପରିବର୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମାେତେ ପ୍ ରରଣେ କରିଅଛନ୍ତି । ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ବିତ ହବେେ, ଏଥିପାଇଁ ସମାନେେ 'ଧର୍ମରୂପ ବୃକ୍ଷ' ଓ 'ତାଙ୍କର ଉଦ୍ୟାନ ବୋଲି ବିଖ୍ଯାତ ହବେେ।'

ଯିହିଜିକଲ 16:7
ମୁଁ ତୁମ୍ଭକୁ ସହେି କ୍ଷେତ୍ର ରେ ଉଦ୍ଭିଦ ପରି ବଢ଼ାଇଲି। ତହିଁରେ ତୁମ୍ଭେ ବୃଦ୍ଧି ପାଇ ୟୁବତୀ ହେଲ। ତୁମ୍ଭର ଋତୁସ୍ରାବ ହେଲା, ତୁମ୍ଭର ସ୍ତନୟୁଗଳ ସୁଢ଼ୋଳ ଓ ତୁମ୍ଭର କେଶ ଦୀର୍ଘ ହେଲା, କିନ୍ତୁ ତୁମ୍ଭେ ତଥାପି ବିବସନା ଓ ଉଲଗ୍ନ ଥିଲ।

ଯିହିଜିକଲ 26:16
ସହେି ସମୟରେ ଉପକୂଳବର୍ତ୍ତୀ ରାଜ୍ଯଗୁଡ଼ିକର ମୁଖ୍ଯମାନେ ସମାନଙ୍କେର ସିଂହାସନରୁ ଓହ୍ଲାଇ ଆସିବେ। ନିଜ ନିଜ ଚୋଗା ତ୍ଯାଗ କରି ଶିଳ୍ପ କର୍ମର ସୁନ୍ଦର ବସ୍ତ୍ର ସମାନେେ ଫିଟାଇ ପକାଇବେ। ଆଉ ସମାନେେ 'ଭୀତିମୂଳକ ବସ୍ତ୍ର' ପରିଧାନ କରିବେ ଓ ଭୂମିରେ ବସିବେ। ଏବଂ ସମାନେେ ଭୟଭୀତ ହବେେ ଓ ତୁମ୍ଭ ବିଷଯ ରେ ବିସ୍ମିତ ହବେେ।

ଆଦି ପୁସ୍ତକ 41:42
ଏହାପରେ ଫାରୋ ତାଙ୍କୁ ଏକ ବିଶଷେ ମୁଦ୍ରିକା ଦେଲେ। ତାଙ୍କୁ ସୁକ୍ଷ୍ମ ବସ୍ତ୍ର ପିନ୍ଧାଇ ତାହାଙ୍କ ଗଳା ରେ ସୁବର୍ଣ୍ଣହାର ଦେଲେ।