Exodus 29:1
ବର୍ତ୍ତମାନ ମୁଁ ତୁମ୍ଭକୁ କହିବ, ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ କିପରି ଯାଜକ ଭାବେ ନିୟିକ୍ତି କରିବା ପାଇଁ ହବେ। ଏକ ନିଖୁଣ ବାଛୁରୀ ଓ ଦୁଇଟି ନିଖୁଣ ଅଣ୍ଡିରା ମଷେ ନିଅ।
Exodus 29:1 in Other Translations
King James Version (KJV)
And this is the thing that thou shalt do unto them to hallow them, to minister unto me in the priest's office: Take one young bullock, and two rams without blemish,
American Standard Version (ASV)
And this is the thing that thou shalt do unto them to hallow them, to minister unto me in the priest's office: take one young bullock and two rams without blemish,
Bible in Basic English (BBE)
This is what you are to do to make them holy, to do the work of priests to me: Take one young ox and two male sheep, without any mark on them,
Darby English Bible (DBY)
And this is the thing which thou shalt do to them to hallow them, that they may serve me as priests: take one young bullock, and two rams without blemish,
Webster's Bible (WBT)
And this is the thing that thou shalt do to them to hallow them, to minister to me in the priest's office: Take one young bullock, and two rams without blemish,
World English Bible (WEB)
"This is the thing that you shall do to them to make them holy, to minister to me in the priest's office: take one young bull and two rams without blemish,
Young's Literal Translation (YLT)
`And this `is' the thing which thou dost to them, to hallow them, for being priests to Me: Take one bullock, a son of the herd, and two rams, perfect ones,
| And this | וְזֶ֨ה | wĕze | veh-ZEH |
| is the thing | הַדָּבָ֜ר | haddābār | ha-da-VAHR |
| that | אֲשֶֽׁר | ʾăšer | uh-SHER |
| do shalt thou | תַּעֲשֶׂ֥ה | taʿăśe | ta-uh-SEH |
| unto them to hallow | לָהֶ֛ם | lāhem | la-HEM |
| office: priest's the in me unto minister to them, | לְקַדֵּ֥שׁ | lĕqaddēš | leh-ka-DAYSH |
| Take | אֹתָ֖ם | ʾōtām | oh-TAHM |
| one | לְכַהֵ֣ן | lĕkahēn | leh-ha-HANE |
| young | לִ֑י | lî | lee |
| לְ֠קַח | lĕqaḥ | LEH-kahk | |
| bullock, | פַּ֣ר | par | pahr |
| and two | אֶחָ֧ד | ʾeḥād | eh-HAHD |
| rams | בֶּן | ben | ben |
| without blemish, | בָּקָ֛ר | bāqār | ba-KAHR |
| וְאֵילִ֥ם | wĕʾêlim | veh-ay-LEEM | |
| שְׁנַ֖יִם | šĕnayim | sheh-NA-yeem | |
| תְּמִימִֽם׃ | tĕmîmim | teh-mee-MEEM |
Cross Reference
ଯାତ୍ରା ପୁସ୍ତକ 12:5
ଯେଉଁ ମଷେ ଶାବକଟିକୁ ନବେ ତାହା ସଂପୂର୍ଣ୍ଣ ସ୍ବାସ୍ଥ୍ଯବାନ ଓ ଏହା ଏକ ବର୍ଷର ପୁରୁଷ ମଷେ ହବୋ ଆବଶ୍ଯକ। ଏହି ପଶୁଟି ଏକ ୟିବା ମଷେ କିମ୍ବା ଏକ ଛଳେି ଶାବକ ହବୋ ଦରକାର।
ଏବ୍ରୀମାନଙ୍କ ନିକଟକୁ ପତ୍ର 7:26
ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।
ମାଥିଉଲିଖିତ ସୁସମାଚାର 6:9
ଏଣୁ ଏହି ଭଳି ପ୍ରାର୍ଥନା କର: ' ହେ ସ୍ବର୍ଗ ରେ ଥିବା ଆମ୍ଭର ପରମପିତା, ତୁମ୍ଭର ନାମ ସବୁବେଳେ ପବିତ୍ର ହେଉ।
ମଲାଖୀ 1:13
ତୁମ୍ଭେ କହିଛ ଯେ, ତୁମ୍ଭେ ବିବ୍ରତ ହବେ ନାହିଁ ଏବଂ ତୁମ୍ଭେ ୟଜ୍ଞବଦେୀ ରେ ଥିବା ଖାଦ୍ୟ ପ୍ରତି ତାଚ୍ଛଲ୍ଯ ପ୍ରକାଶ କରିଛ ଏବଂ ତୁମ୍ଭେ ନ ଖାଇ ପରିତ୍ଯାଗ କରୁଛ, ଆଉ ମଧ୍ଯ ମନ୍ଦ ବୋଲି କହୁଛ। ମାତ୍ର ଏହା ସତ୍ଯ ନୁହେଁ। ତା'ପ ରେ ତୁମ୍ଭମାନେେ ଆହତ, େଛାଟା ଓ ରୁଗ୍ଣ ପଶୁମାନଙ୍କୁ ଆମ୍ଭ ନିକଟରେ ବଳିଦାନ ପାଇଁ ଆଣୁଛ। ମାତ୍ର ସହେି ରୁଗ୍ଣ ପଶୁଗୁଡିକୁ ଆମ୍ଭେ ଗ୍ରହଣ କରିବା ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।
ଦିତୀୟ ବଂଶାବଳୀ 13:9
ତୁମ୍ଭମାନେେ ହାରୋଣଙ୍କ ବଂଶଧର, ସଦାପ୍ରଭୁ ଯାଜକମାନଙ୍କୁ ବାହାର କରି ଦେଲେ। ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ବାହାର କରିଦଲେ। ଏହାପରେ ତୁମ୍ଭମାନେେ ନିଜେ ନିଜର ଯାଜକମାନଙ୍କୁ ବାଛିଲ, ଠିକ୍ ଯେପରି ପୃଥିବୀର ଅନ୍ୟ ଦେଶର ଲୋକମାନେ କରିଥାଆନ୍ତି। ଆଉ ବର୍ତ୍ତମାନ ଯେ କୌଣସି ବ୍ଯକ୍ତି ଗୋଟିଏ ଅଳ୍ପବଯସ୍କ ବୃଷ ଓ ସାତାଟେି ମେଣ୍ଢା ଆଣି ଦେଲେ ଜଣେ ଯାଜକ ହାଇପୋରିବ। ଜଣେ ଯାଜକ ୟିଏକି 'ଅଣ ଦବେତାମାନଙ୍କର ସବୋ କରିବ।
ଲେବୀୟ ପୁସ୍ତକ 22:20
ମାତ୍ର ଖୁଣଥିବା ପ୍ରଣୀକୁ ତୁମ୍ଭମାନେେ ଉତ୍ସର୍ଗ କରିବା ଉଚିତ୍ ନୁହଁ। କାରଣ ତାହା ନବୈେଦ୍ଯ ରୂପେ ଗ୍ରହଣୀଯ ନୁହେଁ।
ଲେବୀୟ ପୁସ୍ତକ 16:3
ହାରୋଣ ମହାପବିତ୍ର ସ୍ଥାନ ରେ ପ୍ରବେଶ କରିବା ପୂର୍ବରୁ ପ୍ରାଯଶ୍ଚିତର ଦିନ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଓ ହାମବେଳି ରୂପେ ଏକ ମଷେଛୁଆ ପ୍ରାଯଶ୍ଚିତ ଦିନ ଉତ୍ସର୍ଗ କରିବ।
ଲେବୀୟ ପୁସ୍ତକ 9:2
ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଏକ ନିଖୁଣ ମଷେଛୁଆ ଓ ହାମବେଳି ନିମନ୍ତେ ଏକ ନିଖୁଣ ମଷେ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଉତ୍ସର୍ଗ କର।
ଲେବୀୟ ପୁସ୍ତକ 8:2
ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷକୋର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମଷେଛୁଆ ଓ ତାଡିଶୂନ୍ଯ ରୋଟୀର ଡାଲା ଏକତ୍ରୀତ କର।
ଲେବୀୟ ପୁସ୍ତକ 6:6
ପୁଣି ସେ ସଦାପ୍ରଭୁଙ୍କୁ ଉଦ୍ଦେଶ୍ଯ ରେ ତା'ର ଦୋଷାର୍ଥକ ନବୈେଦ୍ଯ ଉତ୍ସର୍ଗ କରିବ। ପୁଣି ନିରୂପିତ ମୂଲ୍ଯ ଅନୁସାରେ ପଲରୁ ଏକ ନିଖୁଣ ମଷେ ଦୋଷାର୍ଥକ ନବୈେଦ୍ଯ ରୂପେ ଯାଜକ ନିକଟକୁ ଆଣିବ।
ଲେବୀୟ ପୁସ୍ତକ 5:15
କହେି ଯଦି ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ବିଷଯ ରେ ଅଜାଣତ ରେ ପାପ କରେ, ସେ ତା'ର ପଲରୁ ଦୋଷାର୍ଥକ ବଳିରୂପେ କୌଣସି କ୍ଷତ ନଥିବା ଏକ ମଷେଛୁଆ ଆଣି ସଦାପ୍ରଭୁଙ୍କୁ ତା'ର ପାଇଁ କ୍ଷତି ପୂରଣ ଦବୋ ଉଚିତ୍। ସହେି ମଷେ ଛୂଆର ମୁଲ୍ଯ କାର୍ୟ୍ଯାଳଯ ମାପ ଅନୁୟାଯୀ ନିରୂପିତ ହବୋ ଉଚିତ୍।
ଲେବୀୟ ପୁସ୍ତକ 4:3
ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ସେ ଗୋଟିଏ ନିଖୁଣ ବାଛୁରୀ ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖ ରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।
ଯାତ୍ରା ପୁସ୍ତକ 29:21
ଏହାପରେ ୟଜ୍ଞବଦେୀର ଉପରିସ୍ଥିତ ରକ୍ତରୁ ଓ ଅଭିଷକୋର୍ଥକ ତୈଳରୁ କିଛି ନଇେ ହାରୋଣ ଉପରେ ଓ ତାହାର ବସ୍ତ୍ର ଉପରେ, ପୁଣି ତାହା ସହିତ ତାହାର ପୁତ୍ରଗଣ ଉପରେ ଓ ସମାନଙ୍କେ ବସ୍ତ୍ର ଉପରେ ଛିଞ୍ଚିବ। ତହିଁରେ ସେ ଓ ତାହା ସହିତ ତାହାର ବସ୍ତ୍ର, ପୁଣି ତାହାର ପୁତ୍ରଗଣ ଓ ସମାନଙ୍କେ ବସ୍ତ୍ର ପବିତ୍ର ହବେ।
ଯାତ୍ରା ପୁସ୍ତକ 28:41
ପୁଣି ତୁମ୍ଭର ଭ୍ରାତା ହାରୋଣକୁ ଓ ତା'ର ପୁତ୍ରଗଣକୁ ସହେିସବୁ ବସ୍ତ୍ର ପରିଧାନ କରାଅ। ତା'ପରେ ସମାନଙ୍କେୁ ଅଭିଷିକ୍ତ କର ଓ ଧର୍ମ ସମ୍ପ୍ରଦାଯଭୁକ୍ତ କର, ତା'ପରେ ସମାନଙ୍କେୁ ଯାଜକ ରୂପେ ମାରେ ସବୋ କରିବା ପାଇଁ ଛାଡିଦିଅ।
ଯାତ୍ରା ପୁସ୍ତକ 28:3
ସହେି ନିପୁଣ ଲୋକମାନଙ୍କୁ ପଚାର, ଯେଉଁମାନଙ୍କୁ ମୁଁ ହାରୋଣକୁ ଯାଜକ ରୂପେ ଉତ୍ସର୍ଗୀକୃତ କରିବା ପାଇଁ ବସ୍ତ୍ର ତିଆରି କରିବା ପାଇଁ ଜ୍ଞାନ ପ୍ରଦାନ କଲି।
ଯାତ୍ରା ପୁସ୍ତକ 20:11
ଯେ ହତେୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ଦନ୍ମଧ୍ଯସ୍ଥିତ ସମସ୍ତ ବସ୍ତୁ ଛଅ ଦିନ୍ ରେ ନିର୍ମାଣ କରି ସପ୍ତମ ଦିନ ରେ ବିଶ୍ରାମ କଲେ। ଏହିପରି ଭାବରେ ସଦାପ୍ରଭୁ ବିଶ୍ରାମ ଦିନଟିକୁ ଆଶୀର୍ବାଦ କଲେ। ସଦାପ୍ରଭୁ ଏହି ଦିନଟକୁ ଏକ ସ୍ବତନ୍ତ୍ର ଦିନ କଲେ।
ପିତରଙ୍କ ପ୍ରଥମ ପତ୍ 1:19
ବରଂ ନିର୍ଦ୍ ଦୋଷ ପବିତ୍ର ମଷେଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ଯ ରକ୍ତ ଦ୍ବାରା ତୁମ୍ଭେ କିଣା ହାଇେଅଛ।