Exodus 25:13
ଏହାକୁ ବହିବା ପାଇଁ ସାଙ୍ଗୀ ତିଆରୀ କର ଓ ସୁବର୍ଣ୍ଣ ରେ ମଣ୍ଡିତ କର।
Exodus 25:13 in Other Translations
King James Version (KJV)
And thou shalt make staves of shittim wood, and overlay them with gold.
American Standard Version (ASV)
And thou shalt make staves of acacia wood, and overlay them with gold.
Bible in Basic English (BBE)
And make rods of the same wood, plating them with gold.
Darby English Bible (DBY)
And make staves of acacia-wood and overlay them with gold.
Webster's Bible (WBT)
And thou shalt make staffs of shittim wood, and overlay them with gold.
World English Bible (WEB)
You shall make poles of acacia wood, and overlay them with gold.
Young's Literal Translation (YLT)
and thou hast made staves of shittim wood, and hast overlaid them `with' gold,
| And thou shalt make | וְעָשִׂ֥יתָ | wĕʿāśîtā | veh-ah-SEE-ta |
| staves | בַדֵּ֖י | baddê | va-DAY |
| shittim of | עֲצֵ֣י | ʿăṣê | uh-TSAY |
| wood, | שִׁטִּ֑ים | šiṭṭîm | shee-TEEM |
| and overlay | וְצִפִּיתָ֥ | wĕṣippîtā | veh-tsee-pee-TA |
| them with gold. | אֹתָ֖ם | ʾōtām | oh-TAHM |
| זָהָֽב׃ | zāhāb | za-HAHV |
Cross Reference
ଯାତ୍ରା ପୁସ୍ତକ 25:28
ମଜେକୁ ବୋହିବା ପାଇଁ ଶିଟୀମ୍ କାଠ ରେ ସାଙ୍ଗୀ ତିଆରି କରି ସେଥି ରେ ସୁବର୍ଣ୍ଣ ମଡାଇ ଦିଅ।
ଗଣନା ପୁସ୍ତକ 4:14
ଆଉ ତା'ଉପରେ ସମାନେେ ଅଙ୍ଗାରଧାନୀ, ତସଲା, କଣ୍ଟା କୋଦାଳ, ଗହୀରା ପାତ୍ର ପ୍ରଭୃତି ୟଜ୍ଞବଦେୀ ରେ ସବୋର୍ଥକ ସମସ୍ତ ପାତ୍ର ରଖିବେ। ତହୁଁ ସମାନେେ ତାଉପରେ ଶିଶୁକଚର୍ମର ଆଚ୍ଛାଦନ ଦବେେ ଏବଂ କଡା ମଧିଅରେ ସାଙ୍ଗି ଲଗାଇବେ।
ଗଣନା ପୁସ୍ତକ 4:11
ପୁଣି ସମାନେେ ସ୍ବର୍ଣ୍ଣମଯ ବଦେି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକଚର୍ମ ରେ ଢାଙ୍କିବେ ଏବଂ କଡା ମଧିଅରେ ସାଙ୍ଗୀ ପୁରାଇବେ।
ଗଣନା ପୁସ୍ତକ 4:8
ତା'ପରେ ସେ ସମସ୍ତ ଉପରେ ସମାନେେ ଏକ ସିନ୍ଦୁରବର୍ଣ୍ଣ ବସ୍ତ୍ର ବିଛାଇବେ ଏବଂ ତା'ପରେ ଶିଶୁକଚର୍ମ ରେ ଆଚ୍ଛାଦନ କରିବେ। ତା'ପରେ ସମାନେେ ସହେି ସାଙ୍ଗି କଡା ଭିତ ରେ ପୁରାଇବେ।
ଗଣନା ପୁସ୍ତକ 4:6
ସମାନେେ ପୁନର୍ବାର ତାହାକୁ ଶିଶୁକ ଚର୍ମର ଆଚ୍ଛାଦନ କରିବେ ଓ ତହିଁ ଉପରେ ସମ୍ପୂର୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦବେେ, ତା'ପରେ ସମାନେେ ପବିତ୍ର ସିନ୍ଦୁକ ବହନ କରିବାର ସାଙ୍ଗି ଲଗାଇବେ।
ଯାତ୍ରା ପୁସ୍ତକ 40:20
ଏହାପରେ ମାଶାେ ନିଯମର ନଳାକାର ପୁସ୍ତକକୁ ପବିତ୍ର ସିନ୍ଦୁକ ମଧିଅରେ ରଖିଲେ। ସେ ସାଙ୍ଗିକୁ ସିନ୍ଦୁକ ଉପରେ ରଖିଲେ ଏବଂ ସିନ୍ଦୁକ ଉପରେ ଆଚ୍ଛାଦନ ବସ୍ତ୍ର ଘୋଡାଇ ଦେଲେ।
ଯାତ୍ରା ପୁସ୍ତକ 37:4
ସେ ସହେି ଶିଟୀମ୍ କାଠ ରେ ସାଙ୍ଗୀ ତିଆରି କରି ସେଥି ରେ ସୁବର୍ଣ୍ଣର ଛାଉଣୀ ଦଇେଥିଲେ।
ଯାତ୍ରା ପୁସ୍ତକ 30:5
ଏହି ସାଙ୍ଗୀ ମଧ୍ଯ ଶିଟୀମ୍ କାଠ ରେ ତିଆରି କରିବ। ଏହି ସାଙ୍ଗୀଗୁଡିକ ସୁବର୍ଣ୍ଣ ରେ ଛାଉଣୀ କରାୟିବ।
ଯାତ୍ରା ପୁସ୍ତକ 27:6
ୟଜ୍ଞବଦେୀର ଖମ୍ବ ଶିଟୀମ୍ କାଠ ରେ ନିର୍ମାଣ କରି ସେଥି ରେ ପିତ୍ତଳ ଆଚ୍ଛାଦନ କର।
ପ୍ରଥମ ବଂଶାବଳୀ 15:15
ମାଶାେ ଯେଉଁପରି ଆଦେଶ ଦଇେଥିଲେ, ସହେିପରି ଭାବରେ ନିଯମସିନ୍ଦୁକକୁ ବହି ନଇୟିବୋ ନିମନ୍ତେ ଲବେୀୟମାନେ ବିଶଷେ କାଷ୍ଠଦଣ୍ଡର ବ୍ଯବହାର କଲେ। ସଦାପ୍ରଭୁ ଯେଉଁପରି କହିଥିଲେ, ଠିକ୍ ସହେିପରି ସମାନେେ ନିଯମସିନ୍ଦୁକକୁ ବହି ନେଲେ।