Exodus 18:15
ଏହାପରେ ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ, ସମାନେେ ପରମେଶ୍ବରଙ୍କର ବିଚାର ବୁଝିବା ପାଇଁ ମାେ ନିକଟକୁ ଆସନ୍ତି।
Exodus 18:15 in Other Translations
King James Version (KJV)
And Moses said unto his father in law, Because the people come unto me to inquire of God:
American Standard Version (ASV)
And Moses said unto his father-in-law, Because the people come unto me to inquire of God:
Bible in Basic English (BBE)
And Moses said to his father-in-law, Because the people come to me to get directions from God:
Darby English Bible (DBY)
And Moses said to his father-in-law, Because the people come to me to enquire of God.
Webster's Bible (WBT)
And Moses said to his father-in-law, Because the people come to me to inquire of God:
World English Bible (WEB)
Moses said to his father-in-law, "Because the people come to me to inquire of God.
Young's Literal Translation (YLT)
And Moses saith to his father-in-law, `Because the people come unto me to seek God;
| And Moses | וַיֹּ֥אמֶר | wayyōʾmer | va-YOH-mer |
| said | מֹשֶׁ֖ה | mōše | moh-SHEH |
| law, in father his unto | לְחֹֽתְנ֑וֹ | lĕḥōtĕnô | leh-hoh-teh-NOH |
| Because | כִּֽי | kî | kee |
| people the | יָבֹ֥א | yābōʾ | ya-VOH |
| come | אֵלַ֛י | ʾēlay | ay-LAI |
| unto | הָעָ֖ם | hāʿām | ha-AM |
| me to inquire | לִדְרֹ֥שׁ | lidrōš | leed-ROHSH |
| of God: | אֱלֹהִֽים׃ | ʾĕlōhîm | ay-loh-HEEM |
Cross Reference
ଗଣନା ପୁସ୍ତକ 15:34
ଆଉ ସମାନେେ ତାହାକୁ ସଠାେରେ ରଖିଲେ। କାରଣ ତା'ପ୍ରତି କି ପ୍ରକାର ଶାସ୍ତି ବିଧାନ ହବେ ସମାନେେ ଜାଣି ନ ଥିଲେ।
ଗଣନା ପୁସ୍ତକ 27:5
ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ପାଇଁ ନିବଦନେ କଲେ।
ଯାତ୍ରା ପୁସ୍ତକ 18:19
ବର୍ତ୍ତମାନ ମାେ କଥା ଶୁଣ। ମାରେ କେତକେ ଉପଦେଶ ଗ୍ରହଣ କର। ପରମେଶ୍ବର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ବରଙ୍କ ଛାମୁ ରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହାଇେ ସମାନଙ୍କେ କଥା ପରମେଶ୍ବରଙ୍କ ନିକଟରେ ଜଣାଅ।
ଲେବୀୟ ପୁସ୍ତକ 24:12
ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ପର୍ୟ୍ଯନ୍ତ ତାକୁ ବନ୍ଦୀ କରି ରଖିଲେ।
ଗଣନା ପୁସ୍ତକ 9:6
ମାତ୍ର କେତକେ ଲୋକ ମନୁଷ୍ଯର ଶବ ସ୍ପର୍ଶ କରି ଅଶୁଚି ହବୋରୁ ସହେିଦିନ ସମାନେେ ନିସ୍ତାର ପର୍ବ ପାଳନ କରି ପାରିଲେ ନାହିଁ। ଏଥିପାଇଁ ସମାନେେ ସହେିଦିନ ମାଶାେ ଓ ହାରୋଣଙ୍କ ନିକଟକୁ ଆସିଲେ।
ଗଣନା ପୁସ୍ତକ 9:8
ତବେେ ମାଶାେ ସମାନଙ୍କେୁ କହିଲେ, ତୁମ୍ଭମାନେେ ରୁହ, ତୁମ୍ଭମାନଙ୍କ ବିଷଯ ରେ ସଦାପ୍ରଭୁ କି ଆଜ୍ଞା ଦବେେ, ମୁଁ ପଚା ରେ।
ଦିତୀୟ ବିବରଣ 17:8
ଏପରି କେତକେ ଘଟିପା ରେ ଯାହାକି ତୁମ୍ଭମାନଙ୍କ ବିଗ୍ଭରପାଇଁ ତୁମ୍ଭମାନଙ୍କୁ କଷ୍ଟ ହାଇପୋ ରେ। ଏପରିକି ରକ୍ତପାତ, ଚକ୍ସ୍ଟକ୍ତି ବିବାଦ, ମଧିଅରେ ଆଘାତ ଦଖାୟୋଏ। ଏପରି ଘଟଣାମାନ ବିଗ୍ଭର ପାଇଁ ଯଦି ତୁମ୍ଭମାନଙ୍କୁ କଠିନ ହକ୍ସ୍ଟଏ, ତବେେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନିରୂପିତ ସ୍ଥାନକକ୍ସ୍ଟ ସମସ୍ତେ ଆସିବ।