Deuteronomy 28:16
ସଦାପ୍ରଭୁ ତୁମ୍ଭମାନଙ୍କୁ ନଗର ରେ ଓ କ୍ଷେତ୍ର ରେ ଅଭିଶାପ ଦବେେ।
Deuteronomy 28:16 in Other Translations
King James Version (KJV)
Cursed shalt thou be in the city, and cursed shalt thou be in the field.
American Standard Version (ASV)
Cursed shalt thou be in the city, and cursed shalt thou be in the field.
Bible in Basic English (BBE)
You will be cursed in the town and cursed in the field.
Darby English Bible (DBY)
Cursed shalt thou be in the city, and cursed shalt thou be in the field.
Webster's Bible (WBT)
Cursed shalt thou be in the city, and cursed shalt thou be in the field.
World English Bible (WEB)
Cursed shall you be in the city, and cursed shall you be in the field.
Young's Literal Translation (YLT)
`Cursed `art' thou in the city, and cursed `art' thou in the field.
| Cursed | אָר֥וּר | ʾārûr | ah-ROOR |
| shalt thou | אַתָּ֖ה | ʾattâ | ah-TA |
| be in the city, | בָּעִ֑יר | bāʿîr | ba-EER |
| cursed and | וְאָר֥וּר | wĕʾārûr | veh-ah-ROOR |
| shalt thou | אַתָּ֖ה | ʾattâ | ah-TA |
| be in the field. | בַּשָּׂדֶֽה׃ | baśśāde | ba-sa-DEH |
Cross Reference
ଆଦି ପୁସ୍ତକ 3:17
ଏହାପର ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ କହିଲେ, ମୁଁ ତୁମ୍ଭକୁ ସହେି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦଇେଥିଲି କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସହେି ଫଳ ଖାଇଲ। ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ଥ ହେଲା, ତୁମ୍ଭେ ତୁମ୍ଭର ୟାବଜ୍ଜୀବନ କ୍ଲେଶ ରେ ତହିଁରୁ ଭକ୍ଷ କରିବ।
ଯିରିମିୟ 44:22
ତା'ପ ରେ ତୁମ୍ଭମାନଙ୍କର ଦୁଷ୍କର୍ମ କୃତ ଘୃଣ୍ଯକର୍ମ ଯୋଗୁଁ ସଦାପ୍ରଭୁ ଆଉ ସହ୍ଯ କରିପାରିଲେ ନାହିଁ, ତେଣୁ ତୁମ୍ଭମାନଙ୍କର ଦେଶ ନିବାସ ବିହୀନ ହାଇେ ଶୂନ୍ଯ ମରୁ ରେ ପରିଣତ ହାଇେଅଛି। ଲୋକମାନେ ଏହାକୁ ଅଭିଶାପ ରୂପେ ବ୍ଯବହାର କରନ୍ତି।
ଯିରିମିୟଙ୍କ ବିଳାପ 1:1
ଏହା କିପରି ଯେ, ସେ ଏକାକୀ ନ ଜାଣି ବସିଛନ୍ତି, ଏକଦା ସହେି ସହର ଲୋକପୂର୍ଣ୍ଣ ଥିଲା, ୟିରୁଶାଲମ ପୃଥିବୀର ମହାନ୍ ନଗରୀମାନଙ୍କ ମଧିଅରେ ଅନ୍ୟତମ ଥିଲା, କିନ୍ତୁ ବର୍ତ୍ତମାନ ବିଧବା ତୁଲ୍ଯ ଅଛି। ସେ ୟିଏକି ଜଣେ ରାଜକୁମାରୀ ପରି ଥିଲା, ବର୍ତ୍ତମାନ ସେ କିପରି କରଦାଯିନୀ ଦାସୀପରି ହାଇେଅଛି।
ଯିରିମିୟଙ୍କ ବିଳାପ 2:11
ମାରେ ଚକ୍ଷୁୟୁଗଳ ଲୋତକରେ ପୂର୍ଣ୍ଣ ହୁଏ ଓ ଅନ୍ତର ବ୍ଯଥିତ ହୁଏ। ମାରେ ଲୋକମାନଙ୍କର ବିନାଶ ହତେୁ ମାରେ ହୃଦଯ ଭୂମିରେ ଢ଼ଳା ହେଲାପରି ଅନୁଭବ କରେ, କାରଣ ନଗରର ପଥ ସମୂହ ରେ ବାଳକ ବାଳିକା ଓ ଦୁଗ୍ଧପୋଷ୍ଯ ଶିଶୁମାନେ ମୂର୍ଚ୍ଛିତ ହାଇେ ପଡ଼ିଛନ୍ତି।
ଯିରିମିୟଙ୍କ ବିଳାପ 4:1
ଦେଖ, ସୁବର୍ଣ୍ଣ କିପରି ମଳିନ ହାଇେଅଛି। ଅତ୍ଯନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହାଇେଅଛି। ପବିତ୍ର ସ୍ଥାନର ରତ୍ନସବୁ ରାଜ ରାସ୍ତା ରେ ବିକ୍ଷିପ୍ତ ହାଇେ ପଡ଼ିଅଛି।
ଯିରିମିୟଙ୍କ ବିଳାପ 5:10
କ୍ଷୁଧାର ତାଡ଼ନା ରେ ଆମ୍ଭମାନେେ ଭୟଙ୍କର ଜ୍ବର ରେ ଆକ୍ରାନ୍ତ। ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି ଢ଼ଳା ହାଇେଅଛି।
ଯୋୟେଲ 1:4
ଯାହା ଶୂକ କୀଟ ଛାଡିଛନ୍ତି ତାକୁ ପଙ୍ଗପାଳ ଖାଇଛନ୍ତି। ଯାହା ପଙ୍ଗପାଳ ଛାଡିଛନ୍ତି ତାକୁ ପତଙ୍ଗ ଶଷେ କରିଛନ୍ତି ଏବଂ ଯାହା ପତଙ୍ଗ ଛାଡିଛନ୍ତି ତାକୁ ଘୁଘୁର୍ରିଯା ନଷ୍ଟ କରିଛନ୍ତି।
ଯୋୟେଲ 1:8
ଗୋଟିଏ କୁଆଁରୀକନ୍ଯା ପରି କାନ୍ଦ ଏବଂ ଦୁଃଖ କର ଯେପରି ତା'ର ବର ମରିଛି। ସେ ତା'ର ବିବାହ ପୋଷାକ ଖାଲିେ ଦେଉ ଏବଂ ଶୋକରେ ଚଟ ବସ୍ତ୍ର ପରିଧାନ କରୁ।
ଯୋୟେଲ 2:3
ଜ୍ବଳନ୍ତ ଅଗ୍ନି ସଦୃଶ ସହେି ସୈନ୍ଯବାହିନୀ ଦେଶକୁ ଧ୍ବଂସ କରି ଦବେେ। ସମାନଙ୍କେ ସମ୍ମୁଖ ରେ ଦେଶ ଏଦନ୍ର ବଗିଗ୍ଭ ସଦୃଶ ହବେ। ପଶ୍ଚାତ୍ଭାଗ ରେ ଦେଶଟି ଏକ ଶୂନ୍ଯ ମରୁଭୂମି ସଦୃଶ ହବେ। ସମାନଙ୍କେଠାରୁ କିଛି ରକ୍ଷା ପାଇବ ନାହିଁ।
ଆମୋଷ 4:6
ଏଗୁଡିକ କରିବା ଦ୍ବାରା ଆମ୍ଭେ ତୁମ୍ଭମାନଙ୍କୁ ବାରଣ କରି ଆମ୍ଭ ପାଖକୁ ଫରୋଇ ଆଣିବାକୁ ଚେଷ୍ଟା କଲୁ। ଆମ୍ଭେ ତୁମ୍ଭମାନଙ୍କୁ କୌଣସି ଖାଦ୍ୟ ଖାଇବାକୁ ଦଲେୁ ନାହିଁ। ତୁମ୍ଭର ନଗରୀଗୁଡିକରେ କୌଣସି ଖାଦ୍ୟ ନଥିଲା। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ଆସିଲ ନାହିଁ। ସଦାପ୍ରଭୁ ଏହା କହନ୍ତି।
ହଗୟ 1:9
ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ପ୍ରଚୁର ଶସ୍ଯ ଅମଳ କରିବାକୁ ଖୋଜୁଛ, କିନ୍ତୁ ଯେତବେେଳେ ଶସ୍ଯ ସଂଗ୍ରହ କରିବାକୁ ଯାଉଛ ସଠାେ ରେ ଅତି ଅଳ୍ପ ଶସ୍ଯ ଦେଖୁଛ। ତୁମ୍ଭମାନେେ ସେ ଶସ୍ଯ ଘରକୁ ଆଣୁଛ, ତା'ପ ରେ ଆମ୍ଭେ ପବନକୁ ପଠାଇ ସେ ସମସ୍ତକୁ ଉଡାଇଦେଉଛୁ। ଏହା କାହିଁକି ଘଟୁଛି? କାରଣ ତୁମ୍ଭେ ପ୍ରେତ୍ୟକକ ଯେତବେେଳେ ନିଜ ନିଜ ଘରର ଯତ୍ନ ନବୋକୁ ତତ୍ପର ହେଉଛ ସେତବେେଳେ ଆମ୍ଭ ଗୃହ ଧ୍ବଂସ ହେଉଛି।
ହଗୟ 2:16
ଲୋକମାନେ କୋଡିଏ ଓଜନ ମାପର ଶସ୍ଯ ଗ୍ଭହିଁଥିଲେ କିନ୍ତୁ ଶସ୍ଯ ସ୍ତୁପ ରେ ମାତ୍ର ଦଶ ଓଜନ ମାପର ଶସ୍ଯ ଥିଲା। ଲୋକମାନେ ଦ୍ରାକ୍ଷାରସ କୁଣ୍ତରୁ ପଗ୍ଭଶ ମାଠିଆ ଦ୍ରାକ୍ଷାରସ ଗ୍ଭହିଁଥିଲେ। କିନ୍ତୁ ସେଥି ରେ ମାତ୍ର କୋଡିଏ ମାଠିଆ ଦ୍ରାକ୍ଷାରସ ଥିଲା।
ମଲାଖୀ 2:2
ଯଦି ତୁମ୍ଭମାନେେ ଧ୍ଯାନ ନ ଦିଅ ଏବଂ ଆମ୍ଭ ନାମକୁ ଗୌରବ ଦବୋ ପାଇଁ, ଗୁରୁତ୍ବ ନ ଦିଅ ତବେେ ତୁମ୍ଭମାନଙ୍କର ଆଶୀର୍ବାଦଗୁଡିକ ଅଭିଶାପ ରେ ପରିଣତ କରିବା। ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ ଘଟାଇବା କାରଣ ତୁମ୍ଭମାନେେ ଆମ୍ଭର ନାମକୁ ଗୌରବ ଦବୋ ବିଷଯ ରେ ଗମ୍ଭୀର ନୁହଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାଣୀସବୁ କହିଥିଲେ।
ମଲାଖୀ 3:9
ଏହିପରି ଭାବରେ, ସମଗ୍ର ଗୋଷ୍ଠୀ ମାରେ ଦ୍ରବ୍ଯ ଚୋରି କରିଛ। ତୁମ୍ଭମାନେେ ସଂପୂର୍ଣ୍ଣ ଅଭିଶପ୍ତ।
ଯିରିମିୟ 26:6
ଯବେେ ତୁମ୍ଭମାନେେ ଆମ୍ଭର ଆଜ୍ଞା ପାଳନ ନ କରିବ, ତବେେ ଆମ୍ଭେ ଏହି ଗୃହକୁ ଶୀଲୋର ତୁଲ୍ଯ କରିବା ଆଉ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପର ସ୍ଥାନ କରିବା।'
ଯିରିମିୟ 14:18
ଆମ୍ଭେ ଯବେେ ବାହାର ହାଇେ କ୍ଷେତ୍ରକୁ ୟାଉଁ, ତବେେ ସଠାେ ରେ ଖଡ୍ଗାହତ ଲୋକଙ୍କୁ ଦେଖୁ। ପୁଣି ଯବେେ ନଗର ରେ ପ୍ରବେଶ କରୁ ତବେେ ସଠାେ ରେ ଦୁର୍ଭିକ୍ଷ ପୀଡ଼ିତ ଲୋକ ଦେଖୁ। କାରଣ ଭବିଷ୍ଯତ୍ ବକ୍ତା ଓ ଯାଜକ ଉଭୟ ଯଦିଓ ଦେଶ ରେ ଭ୍ରମଣ କରନ୍ତି, ସମାନେେ କିଛି ଜାଣନ୍ତି ନାହିଁ।'
ଆଦି ପୁସ୍ତକ 4:11
ଭୂମିରେ ତୁମ୍ଭ ଭାଇର ରକ୍ତ ଢ଼ାଳିଲ। ସେଥିପାଇଁ ତୁମ୍ଭେ ଅଭିଶପ୍ତ ହେଲ ଏବଂ ତୁମ୍ଭକୁ ଭୂମିରୁ ବାହାର କରାୟିବ।
ଆଦି ପୁସ୍ତକ 5:29
ଲମେକ ତା'ର ନାମ ରଖିଲେ ନୋହ। ସେ କହିଲେ, ପରମେଶ୍ବରଙ୍କ ଦ୍ବାରା ଅଭିଶପ୍ତ ଭୂମିରେ ଆମ୍ଭର କଠିନ ପରିଶ୍ରମକୁ ଲାଘବ କରିବା ପାଇଁ, ସେ ଆମ୍ଭମାନଙ୍କୁ ସାନ୍ତ୍ବନା ଦବେ।
ଆଦି ପୁସ୍ତକ 8:21
ତହିଁରେ ସଦାପ୍ରଭୁ ସମାନଙ୍କେର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚ଼ିନ୍ତା କଲେ, ପୃଥିବୀକି ଅଭିଶାପ ଦବୋ ନାହିଁ। ଯଦିଓ ବାଲ୍ଯାକାଳରୁ ମନୁଷ୍ଯର ମନର ଅଭିପ୍ରାଯ ଓ ପ୍ରବଣତା ମନ୍ଦ, ତଥାପି ଆଉ କବେେ ହେଲ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି।
ଦିତୀୟ ବିବରଣ 28:3
ତକ୍ସ୍ଟମ୍ଭମାନେ ଏହି ନଗର ରେ ଆଶୀର୍ବାଦ ପ୍ରାଲ୍ଗ ହବେ ଓ କ୍ଷେତ୍ର ରେ ମଧ୍ଯ ଆଶୀର୍ବାଦ ପ୍ରାଲ୍ଗ ହବେ।
ଦିତୀୟ ବିବରଣ 28:55
ସେ ତା'ର ପିଲାମାନଙ୍କର ମାଂସ ଖାଇୟିବ ଏବଂ ଆଉ କାହାକକ୍ସ୍ଟ ତାହା ଖାଇବାକକ୍ସ୍ଟ ଦବେ ନାହିଁ। ଏପରିକି ସେ ତା'ର ପରିବାର ରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ଯ ଦବେ ନାହିଁ। ଏହା ସେ କରିବ, ଯେତବେେଳେ ତୁମ୍ଭମାନଙ୍କର ଶତୃଗଣ ତୁମ୍ଭମାନଙ୍କର ନଗରଗୁଡିକୁ କରାଯତ୍ତ କରିବେ ଏବଂ ତୁମ୍ଭମାନଙ୍କୁ ବିନା ଖାଦ୍ୟ ରେ ୟନ୍ତ୍ରଣା ଦବେେ।
ପ୍ରଥମ ରାଜାବଳୀ 17:1
ଏଲିଯ ତିସ୍ବୀଯର ଭବିଷ୍ଯତ ବକ୍ତା ଗିଲିଯଦ ରେ ରାଜା ଆହାବ୍ଙ୍କୁ କହିଲେ, ଗିଲିଯଦର ପ୍ରବାସୀ ତିସ୍ବୀଯ ଏଲିଯ ଭବିଷ୍ଯଦ୍ବକ୍ତା ରାଜା ଆହାବ୍ଙ୍କୁ କହିଲେ, ମୁଁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ସବୋ କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶ ରେ କାକର କି ବୃଷ୍ଟିପାତ ହବେନାହିଁ। ଯଦି ମୁଁ ଆଦେଶ ଦିଏ ତବେେ ବର୍ଷା ହବେ।
ପ୍ରଥମ ରାଜାବଳୀ 17:5
ଏଲିଯ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ କାର୍ୟ୍ଯ କଲେ। ସେ ୟର୍ଦ୍ଦନ ପୂର୍ବପାରିସ୍ଥ କରୀତ ନଦୀ ନିକଟକୁ ୟାଇ ବାସ କଲେ।
ପ୍ରଥମ ରାଜାବଳୀ 17:12
ବିଧବାଟି ଉତ୍ତର ଦଲୋ, ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ନାମ ରେ ମୁଁ ପ୍ରତିଜ୍ଞା କରି କହୁଛି, ମାେ ପାଖ ରେ ଖଣ୍ଡେ ହେଲେ ରୁଟୀ ନାହିଁ, କବଳେ କଳସ ରେ ମୁଠିଏ ମଇଦା ଓ ପାତ୍ର ରେ ଅଳ୍ପ ତଲେ ଅଛି। ଆଉ ଦେଖ, ମୁଁ ଦୁଇଖଣ୍ତ କାଠ ସଂଗ୍ରହ କରୁଛି, ତାକୁ ନେଲେ ମାେ ପାଇଁ ଓ ମାେ ପୁତ୍ର ପାଇଁ ପାକ କରି ଖାଇବୁ ଓ ତା'ପରେ କ୍ଷୁଧା ରେ ମରିବୁ।
ହିତୋପଦେଶ 3:33
ସଦାପ୍ରଭୁ କୁକର୍ମ ଲୋକମାନଙ୍କ ଗୃହ ବିରୁଦ୍ଧ ରେ ଥାଆନ୍ତି। କିନ୍ତୁ ଧାର୍ମିକ ଲୋକମାନଙ୍କର ଗୃହକୁ ଆଶୀର୍ବାଦ କରନ୍ତି।
ଯିଶାଇୟ 24:6
ପୃଥିବୀ ନିବାସୀ ଦୋଷ କରିଛନ୍ତି, ତେଣୁ ସମାନେେ ଅପରାଧୀ, ସେଥିପାଇଁ ପରମେଶ୍ବର ସମାନଙ୍କେୁ ବିନଷ୍ଟ କରିବାକୁ ପ୍ରତିଜ୍ଞା କରିଛନ୍ତି। ସମାନେେ ଦଣ୍ଡିତ ହବେେ ଓ ଅଳ୍ପ କେତକେ ବଞ୍ଚି ରହିବେ।
ଯିଶାଇୟ 43:28
ଏଣୁ ଆମ୍ଭେ ପବିତ୍ର ସ୍ଥାନର ଅଧିପତିମାନଙ୍କୁ ଅପବିତ୍ର କରିବା। ଆମ୍ଭେ ଯାକୁବକୁ ଅଭିଶାପ ଦବୋ ଓ ଇଶ୍ରାୟେଲକୁ ନିନ୍ଦିତ କରିବା।
ଯିରିମିୟ 9:11
ପୁଣି ଆମ୍ଭେ ସଦାପ୍ରଭୁ ୟିରୁଶାଲମକୁ ଢ଼ିପି ଓ ଶୃଗାଳମାନଙ୍କ ବାସସ୍ଥାନ ରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ବଂସସ୍ଥାନ କରିବା।
ଯିରିମିୟ 14:2
ଯିହୁଦା ଶାେକ କରୁଅଛି ଓ ତାହାର ନଗରର ଲୋକମାନେ କ୍ଷୀଣ ହାଇେଅଛନ୍ତି। ସମାନେେ କଳାବସ୍ତ୍ର ପିନ୍ଧି ଭୂମିରେ ବସିଛନ୍ତି ଓ ୟିରୁଶାଲମର ଲୋକମାନେ ସାହାୟ୍ଯ ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି।
ମଲାଖୀ 4:6
ସେ ପିତାମାତାଙ୍କୁ ପିଲାମାନଙ୍କ ସହିତ ଓ ପିଲାମାନଙ୍କୁ ସମାନଙ୍କେର ପିତା-ମାତା ସହିତ ପୁନର୍ମିଳନ କରାଇବେ। ଏହା ନିଶ୍ଚିତ ଘଟିବ। ନଚେତ୍ ଆମ୍ଭେ ପରମେଶ୍ବର ଆସିବା ଓ ସମ୍ପୂର୍ଣ୍ଣ ଦେଶକୁ ଧ୍ବଂସ କରିବା।