3 John 1:12
ଦୀମୀତ୍ରିୟଙ୍କ ବିଷୟ ରେ ସମସ୍ତେ ଭଲକଥା କହନ୍ତି। ସମାନେେ ଯାହା କହନ୍ତି, ସତ୍ଯ ଏଥିର ସାକ୍ଷ୍ଯ ଦିଏ। ଆମ୍ଭେ ମଧ୍ଯ ତାହା ବିଷୟ ରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ଯ ସତ୍ଯ ଅଟେ।
3 John 1:12 in Other Translations
King James Version (KJV)
Demetrius hath good report of all men, and of the truth itself: yea, and we also bear record; and ye know that our record is true.
American Standard Version (ASV)
Demetrius hath the witness of all `men', and of the truth itself: yea, we also bear witness: and thou knowest that our witness is true.
Bible in Basic English (BBE)
Demetrius has the approval of all men and of what is true: and we give the same witness, and you are certain that our witness is true.
Darby English Bible (DBY)
Demetrius has witness borne to him by all, and by the truth itself; and *we* also bear witness, and thou knowest that our witness is true.
World English Bible (WEB)
Demetrius has the testimony of all, and of the truth itself; yes, we also testify, and you know that our testimony is true.
Young's Literal Translation (YLT)
to Demetrius testimony hath been given by all, and by the truth itself, and we also -- we do testify, and ye have known that our testimony is true.
| Demetrius | Δημητρίῳ | dēmētriō | thay-may-TREE-oh |
| hath good report | μεμαρτύρηται | memartyrētai | may-mahr-TYOO-ray-tay |
| of | ὑπὸ | hypo | yoo-POH |
| all | πάντων | pantōn | PAHN-tone |
| and men, | καὶ | kai | kay |
| of | ὑπ' | hyp | yoop |
| the | αὐτῆς | autēs | af-TASE |
| truth | τῆς | tēs | tase |
| itself: | ἀληθείας· | alētheias | ah-lay-THEE-as |
| yea, | καὶ | kai | kay |
| and | ἡμεῖς | hēmeis | ay-MEES |
| we | δὲ | de | thay |
| also bear record; | μαρτυροῦμεν | martyroumen | mahr-tyoo-ROO-mane |
| and | καὶ | kai | kay |
| know ye | οἴδατε | oidate | OO-tha-tay |
| that | ὅτι | hoti | OH-tee |
| our | ἡ | hē | ay |
| record | μαρτυρία | martyria | mahr-tyoo-REE-ah |
| is | ἡμῶν | hēmōn | ay-MONE |
| true. | ἀληθής | alēthēs | ah-lay-THASE |
| ἐστιν | estin | ay-steen |
Cross Reference
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:7
ଯେଉଁମାନେ ମଣ୍ଡଳୀର ସଦସ୍ଯ ନୁହଁନ୍ତି, ବାହାରର ସହେି ଲୋକମାନଙ୍କର ମଧ୍ଯ, ଅଧ୍ଯକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ଯକ। ତହିଁରେ ସେ ଅନ୍ୟମାନଙ୍କ ଦ୍ବାରା ସମାଲୋଚିତ ହବେେ ନାହିଁ କି ଶୟତାନର ଫାନ୍ଦ ରେ ପଡ଼ିବେ ନାହିଁ।
ଯୋହନଲିଖିତ ସୁସମାଚାର 21:24
ସହେି ଶିଷ୍ଯ ଏ ସବୁ କଥା କହୁଛନ୍ତି। ସେ ହେଉଛନ୍ତି ସହେି ବ୍ଯକ୍ତି ଯେ କି ଏସବୁ କଥା ଲେଖିଛନ୍ତି। ଆମ୍ଭେ ଜାଣୁ ସେ ଯାହା କହନ୍ତି ତାହା ସତ୍ଯ।
ଯୋହନଲିଖିତ ସୁସମାଚାର 19:35
ୟିଏ ଏହା ଦେଖିଛନ୍ତି ସେ ଏହା ବର୍ଣ୍ଣନା କରିଛନ୍ତି। ୟଦ୍ବାରା ତୁମ୍ଭେ ମଧ୍ଯ ଶୁଣି ବିଶ୍ବାସ କରିବ। ସେ ଯାହା କହନ୍ତି, ତାହା ସତ୍ଯ। ସେ ଜାଣନ୍ତି ଯେ, ସେ ସତ୍ଯ କହନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 10:22
ସମାନେେ ତାହାଙ୍କୁ କହିଲେ, ଆମ୍ଭମାନଙ୍କେୁ ସୈନ୍ଯବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ବରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ଯକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ବର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦଇେ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 22:12
ହନନିୟ ନାମକ ଜଣେ ଭକ୍ତ ଦମ୍ମସକେ ନଗର ରେ ଥିଲେ। ସେ ମାଶାଙ୍କେ ବ୍ଯବସ୍ଥା ମାନୁଥିଲେ। ସଠାେରେ ରହୁଥିବା ସମସ୍ତ ଯିହୂଦୀୟମାନେ ତାହାଙ୍କୁ ସମ୍ମାନ ଦେଉଥିଲେ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:12
ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ସମାନେେ ମଧ୍ଯ, ଏପରି କାମ କରିବା ଓ ଜୀବନଯାପନ ଦେଖି ତୁମ୍ଭମାନଙ୍କୁ ସମ୍ମାନ ଦବେେ। ତୁମ୍ଭମାନଙ୍କୁ ମଧ୍ଯ ନିଜ ଆବଶ୍ଯକତାଗୁଡ଼ିକ ପାଇଁ ଅନ୍ୟ ଲୋକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।