ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1

1 ଖ୍ରୀଷ୍ଟଯୀଶୁଙ୍କ ଜଣେ ପ୍ ରରେିତ, ପାଉଲଙ୍କଠାରୁ ନମସ୍କାର। ପରମେଶ୍ବରଙ୍କ ଇଚ୍ଛାନୁଯାଯୀ ମୁଁ ପ୍ ରରେିତ ହାଇେଛି। ଖ୍ରୀଷ୍ଟଯୀଶୁଙ୍କଠା ରେ ଥିବା ଜୀବନର ପ୍ରତିଜ୍ଞା ବିଷୟ ରେ ଲୋକମାନଙ୍କୁ କହିବା ପାଇଁ ପରମେଶ୍ବର ମାେତେ ପଠାଇଲେ।

2 ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ମାେ ପାଇଁ ମାେ ପ୍ରିୟ ପୁତ୍ର ଭଳି। ପରମପିତା ପରମେଶ୍ବରଙ୍କଠାରୁ ଓ ଆମ୍ଭ ପ୍ରଭୁ ଖ୍ରୀଷ୍ଟଯୀଶୁଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ।

3 ମୁଁ ସବୁବେଳେ ଦିନରାତି ମାେ ପ୍ରାର୍ଥନା ରେ ତୁମ୍ଭକୁ ମନେପକାଉଛି। ସହେି ପ୍ରାର୍ଥନା ରେ ମୁଁ ତୁମ୍ଭ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଛି। ମାରେ ପୂର୍ବଜମାନେ ସହେି ପରମେଶ୍ବରଙ୍କୁ ସବୋ କରିଥିଲେ। ମୁଁ ଯାହା ଠିକ୍ ବୋଲି ଜାଣେ ତାହା କରି ସର୍ବଦା ତାହାଙ୍କର ସବୋ କରିଛି।

4 ତୁମ୍ଭେ ମାେ ପାଇଁ କାନ୍ଦିଛ ବୋଲି ମୁଁ ମନେ ରଖିଛି। ମୁଁ ତୁମ୍ଭକୁ ଦେଖି ଆନନ୍ଦ ପାଇବା ପାଇଁ ଅତି ଇଚ୍ଛୁକ। ତୁମ୍ଭର ଦୃଢ଼ ବିଶ୍ବାସ ମୁଁ ମନେପକାଏ।

5 ପ୍ରଥମ ରେ ସହେି ବିଶ୍ବାସ ତୁମ୍ଭର ମାତାମହୀ ଲୋଯି ଓ ମାତା ଇଉନୀକୀଙ୍କଠା ରେ ଥିଲା।

6 ମୁଁ ଜାଣେ ଯେ ତୁମ୍ଭଠା ରେ ସହେି ସମାନ ବିଶ୍ବାସ ଅଛି। ସେଥିପାଇଁ ମୁଁ କୁ ହେ ଯେ ପରମେଶ୍ବର ତୁମ୍ଭକୁ ଦଇେଥିବା ଅନୁଗ୍ରହ ଦାନକୁ ମନେ ପକାଅ। ଯେତବେେଳେ ମୁଁ ମାରେ ହାତଦ୍ବୟ ତୁମ୍ଭ ଉପରେ ରଖିଲି, ସେତବେେଳେ ପରମେଶ୍ବର ସହେି ଅନୁଗ୍ରହଦାନ ତୁମ୍ଭକୁ ଦଇେଥିଲେ। ମୁଁ ଚା ହେଁ ଯେ ତୁମ୍ଭେ ସହେି ଅନୁଗ୍ରହ ଦାନକୁ ବ୍ଯବହାର କର ଓ ତାହା ଅଧିକରୁ ଅଧିକ ବୃଦ୍ଧି ପାଉ ଯେପରି ସାନ ଅଗ୍ନି ଶିଖା ଏକ ଜ୍ବାଳା ରେ ପରିବର୍ତ୍ତିତ ହୁଏ।

7 ପରମେଶ୍ବର ଆମ୍ଭକୁ ଭୟର ଆତ୍ମା ଦଇେ ନାହାଁନ୍ତି। ସେ ଆମ୍ଭକୁ ଶକ୍ତି, ପ୍ ରମେ ଓ ଆତ୍ମସଂୟମର ଆତ୍ମା ପ୍ରଦାନ କରିଛନ୍ତି।

8 ଅତଏବ ଲୋକମାନଙ୍କୁ ଆମ୍ଭ ପ୍ରଭୁ ଯୀଶୁଙ୍କ ବିଷୟ ରେ କହିବା ପାଇଁ ଲଜ୍ଜାବୋଧ କର ନାହିଁ। ମୁଁ ପ୍ରଭୁଙ୍କ ପାଇଁ ବନ୍ଦୀ ହାଇେ ରହିଛି ମାେ ପାଇଁ ମଧ୍ଯ ଲଜ୍ଜା ବୋଧ କରେ ନାହିଁ। କିନ୍ତୁ ମାେ ସହିତ ସୁସମାଚାର ପାଇଁ କଷ୍ଟ ସହ୍ଯ କର। ତାହା କରିବା ପାଇଁ ପରମେଶ୍ବର ଆମ୍ଭକୁ ଶକ୍ତି ଦିଅନ୍ତି।

9 ପରମେଶ୍ବର ଆମ୍ଭକୁ ଉଦ୍ଧାର କରି ନିଜର ପବିତ୍ର ଲୋକ କରିଛନ୍ତି। ଆମ୍ଭମାନଙ୍କର ନିଜ ବଳ ରେ ତାହା ହାଇେ ନାହିଁ। ବରଂ ପରମେଶ୍ବର ନିଜେ ଇଚ୍ଛାକରି ଓ ନିଜର ଅନୁଗ୍ରହ ଦ୍ବାରା ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଓ ନିଜ ଲୋକ କରିଛନ୍ତି। ସହେି ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ଆମ୍ଭକୁ ଅନାଦି କାଳରୁ ମିଳିଛି।

10 ସହେି ଅନୁଗ୍ରହ ବର୍ତ୍ତମାନ ସମୟ ପର୍ୟ୍ଯନ୍ତ ଆମ୍ଭକୁ ଦଖାଯାେଉ ନ ଥିଲା। ଆମ୍ଭର ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଆସିବା ପରେ ତାହା ଆମ୍ଭଠା ରେ ପ୍ରକାଶିତ ହେଲା। ଖ୍ରୀଷ୍ଟ ଯୀଶୁ ମୃତ୍ଯୁକୁ ନଷ୍ଟ କଲେ ଓ ଆମ୍ଭକୁ ଜୀବନ ପାଇବାର ପଥ ଦଖାଇେଲେ। ସୁସମାଚାର ମାଧ୍ଯମ ରେ ସେ ଆମ୍ଭକୁ ଅନନ୍ତ ଜୀବନ ପାଇବା ପାଇଁ ମାର୍ଗ ଦଖାଇେଲେ।

11 ସହେି ସୁସମାଚାର କହିବା ପାଇଁ ମୁଁ ମନୋନୀତ ହଲିେ। ମୁଁ ସୁସମାଚାର ପାଇଁ ପ୍ରଚାରକ, ପ୍ ରରେିତ ଓ ଶିକ୍ଷକ ଭାବେ ମନୋନୀତ ହଲିେ।

12 ସହେି ସୁସମାଚାର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ବାସ କରିଛି, ତାହାଙ୍କୁ ମୁଁ ଜାଣେ। ମାରେ ପୂର୍ଣ୍ଣ ଆଶା ଅଛି ଯେ, ସେ ସହେି ବିଷୟଗୁଡ଼ିକ ସହେିଦିନ296 ପର୍ୟ୍ଯନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାଯିତ୍ବ ସେ ମାେ ଉପରେ ନ୍ଯସ୍ତ କରିଥିଲେ।

13 ମାଠାରୁେ ଶୁଣିଥିବା ସତ୍ ଶିକ୍ଷାଗୁଡ଼ିକୁ ପାଳନ କର। ସହେି ଶିକ୍ଷାଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଥିବା ଆମ୍ଭର ବିଶ୍ବାସ ଓ ପ୍ ରମେ। ସହେି ଉପଦେଶଗୁଡ଼ିକ ଉଦାହରଣ ସ୍ବରୂପ ଅଟେ ଓ ତାହା ଦର୍ଶାଏ ଯେ, ତୁମ୍ଭେ କିପରି ଉପଦେଶ ଦବୋ ଉଚିତ।

14 ତୁମ୍ଭକୁ ଯେଉଁ ସତ୍ଯ ପ୍ରଦାନ କରାଯାଇଛି, ତାହାକୁ ରକ୍ଷା କର। ପବିତ୍ର ଆତ୍ମାର ସାହାୟ୍ଯ ରେ ସଗେୁଡ଼ିକୁ ରକ୍ଷା କର। ସହେି ପବିତ୍ର ଆତ୍ମା ଆମ୍ଭ ଭିତ ରେ ରହନ୍ତି।

15 ତୁମ୍ଭେ ଜାଣ ଯେ ଏସିଆ 297 ପ୍ରଦେଶର ପ୍ରେତ୍ୟକକ ଲୋକ ମାେତେ ପରିତ୍ଯାଗ କରିଛନ୍ତି। ଏପରିକି ଫୁଗଇେ ଓ ହର୍ମଗନୋ ମଧ୍ଯ ମାେତେ ଛାଡ଼ିଗଲେ। ମୁଁ ପ୍ରାର୍ଥନା କରେ ଯେ, ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା ଦଖାେନ୍ତୁ। ଅନୀସିଫର ମାେତେ ଅନକେ ଥର ସାହାୟ୍ଯ କରିଛନ୍ତି।

16 ମୁଁ ଜଲେ ରେ ରହିବା ଦ୍ବାରା ସେ ଲଜ୍ଜିତ ହାଇେ ନାହାଁନ୍ତି।

17 ସେ ରୋମକୁ ଯେତବେେଳେ ଆସିଲେ, ମାେତେ ପାଇବା ପର୍ୟ୍ଯନ୍ତ ସେ ଅତି ଯତ୍ନ ସହକା ରେ ମାେତେ ଖାଜେି ଥିଲେ।

18 ମୁଁ ପ୍ରଭୁଙ୍କଠା ରେ ପ୍ରାର୍ଥନା କରେ ଯେ ସେ ସହେି ମହାଦିନ ରେ ଅନୀସିଫରକୁ ଦୟା ଦାନ କରନ୍ତୁ। ଅନ୍ୟ ସମସ୍ତଙ୍କ ଅପେକ୍ଷା ତୁମ୍ଭେ ଭଲ ଭାବରେ ଜାଣ ଯେ ଏଫିସଠା ରେ ଅନକେ ପ୍ରକାର ରେ ସେ ମାେତେ ସାହାୟ୍ଯ କରିଛନ୍ତି।

1 Paul, an apostle of Jesus Christ by the will of God, according to the promise of life which is in Christ Jesus,

2 To Timothy, my dearly beloved son: Grace, mercy, and peace, from God the Father and Christ Jesus our Lord.

3 I thank God, whom I serve from my forefathers with pure conscience, that without ceasing I have remembrance of thee in my prayers night and day;

4 Greatly desiring to see thee, being mindful of thy tears, that I may be filled with joy;

5 When I call to remembrance the unfeigned faith that is in thee, which dwelt first in thy grandmother Lois, and thy mother Eunice; and I am persuaded that in thee also.

6 Wherefore I put thee in remembrance that thou stir up the gift of God, which is in thee by the putting on of my hands.

7 For God hath not given us the spirit of fear; but of power, and of love, and of a sound mind.

8 Be not thou therefore ashamed of the testimony of our Lord, nor of me his prisoner: but be thou partaker of the afflictions of the gospel according to the power of God;

9 Who hath saved us, and called us with an holy calling, not according to our works, but according to his own purpose and grace, which was given us in Christ Jesus before the world began,

10 But is now made manifest by the appearing of our Saviour Jesus Christ, who hath abolished death, and hath brought life and immortality to light through the gospel:

11 Whereunto I am appointed a preacher, and an apostle, and a teacher of the Gentiles.

12 For the which cause I also suffer these things: nevertheless I am not ashamed: for I know whom I have believed, and am persuaded that he is able to keep that which I have committed unto him against that day.

13 Hold fast the form of sound words, which thou hast heard of me, in faith and love which is in Christ Jesus.

14 That good thing which was committed unto thee keep by the Holy Ghost which dwelleth in us.

15 This thou knowest, that all they which are in Asia be turned away from me; of whom are Phygellus and Hermogenes.

16 The Lord give mercy unto the house of Onesiphorus; for he oft refreshed me, and was not ashamed of my chain:

17 But, when he was in Rome, he sought me out very diligently, and found me.

18 The Lord grant unto him that he may find mercy of the Lord in that day: and in how many things he ministered unto me at Ephesus, thou knowest very well.

Tamil Indian Revised Version
ஆனாலும் பட்டயத்திற்குத் தப்புகிறவர்கள் எகிப்துதேசத்திலிருந்து யூதா தேசத்திற்குக் கொஞ்சம் பேராய்த் திரும்புவார்கள்; அப்படியே எகிப்துதேசத்தில் தங்கியிருக்க வந்த யூதாவில் மீதியான அனைவரும் அக்காலத்தில் தங்களுடைய வார்த்தையோ, என் வார்த்தையோ, யாருடைய வார்த்தை உண்மையாகும் என்று அறிவார்கள்.

Tamil Easy Reading Version
யூதா ஜனங்களில் சிலர் வாளால் கொல்லப்படுவதிலிருந்து தப்புவார்கள். அவர்கள் எகிப்திலிருந்து யூதாவிற்குத் திரும்பி வருவார்கள். ஆனால் தப்பி வருகிற யூதாவின் ஜனங்கள் மிகச் சிலராக இருப்பார்கள். பிறகு தப்பிப்பிழைத்த அந்த யூதா ஜனங்கள், எகிப்தில் வாழ்பவர்கள், யாருடைய வார்த்தை உண்மையாகிறது என்பதை அறிந்துக்கொள்வார்கள். எனது வார்த்தையா? அல்லது அவர்களின் வார்த்தையா? எது உண்மையானது என்பதை அவர்கள் அறிவார்கள்.

Thiru Viviliam
வாளுக்குத் தப்பும் ஒரு சிலரே எகிப்து நாட்டினின்று யூதா நாட்டுக்குத் திரும்பிச் செல்வர். அப்பொழுது எகிப்து நாட்டில் தங்கியிருக்கும்படி வந்துள்ள யூதாவின் எஞ்சினோர் அனைவரும், நிலைநிற்பது என் சொல்லா, அவர்கள் சொல்லா? என்பதை அறிந்துகொள்வர்.

எரேமியா 44:27எரேமியா 44எரேமியா 44:29

King James Version (KJV)
Yet a small number that escape the sword shall return out of the land of Egypt into the land of Judah, and all the remnant of Judah, that are gone into the land of Egypt to sojourn there, shall know whose words shall stand, mine, or their’s.

American Standard Version (ASV)
And they that escape the sword shall return out of the land of Egypt into the land of Judah, few in number; and all the remnant of Judah, that are gone into the land of Egypt to sojourn there, shall know whose word shall stand, mine, or theirs.

Bible in Basic English (BBE)
And those who get away safe from the sword will come back from the land of Egypt to the land of Judah, a very small number; and all the rest of Judah, who have gone into the land of Egypt and are living there, will see whose word has effect, mine or theirs.

Darby English Bible (DBY)
And they that escape the sword shall return out of the land of Egypt into the land of Judah, a very small company; and all the remnant of Judah, that have come into the land of Egypt to sojourn there, shall know whose word shall stand, mine or theirs.

World English Bible (WEB)
Those who escape the sword shall return out of the land of Egypt into the land of Judah, few in number; and all the remnant of Judah, who have gone into the land of Egypt to sojourn there, shall know whose word shall stand, mine, or theirs.

Young’s Literal Translation (YLT)
`And the escaped of the sword turn back out of the land of Egypt to the land of Judah, few in number, and known have all the remnant of Judah who are coming into the land of Egypt to sojourn there, whose word is established, Mine or theirs.

எரேமியா Jeremiah 44:28
ஆனாலும் பட்டயத்துக்குத் தப்புகிறவர்கள் எகிப்துதேசத்திலிருந்து யூதாதேசத்துக்குக் கொஞ்சம் பேராய்த் திரும்புவார்கள்; அப்படியே எகிப்துதேசத்திலே தங்கியிருக்க வந்த யூதாவில் மீதியான அனைவரும் அக்காலத்திலே தங்களுடைய வார்த்தையோ, என் வார்த்தையோ, யாருடைய வார்த்தை மெய்ப்படும் என்று அறிவார்கள்.
Yet a small number that escape the sword shall return out of the land of Egypt into the land of Judah, and all the remnant of Judah, that are gone into the land of Egypt to sojourn there, shall know whose words shall stand, mine, or their's.

Yet
a
small
וּפְלִיטֵ֨יûpĕlîṭêoo-feh-lee-TAY
number
חֶ֜רֶבḥerebHEH-rev
that
escape
יְשֻׁב֨וּןyĕšubûnyeh-shoo-VOON
sword
the
מִןminmeen
shall
return
out
אֶ֧רֶץʾereṣEH-rets
of
מִצְרַ֛יִםmiṣrayimmeets-RA-yeem
land
the
אֶ֥רֶץʾereṣEH-rets
of
Egypt
יְהוּדָ֖הyĕhûdâyeh-hoo-DA
land
the
into
מְתֵ֣יmĕtêmeh-TAY
of
Judah,
מִסְפָּ֑רmispārmees-PAHR
and
all
וְֽיָדְע֞וּwĕyodʿûveh-yode-OO
remnant
the
כָּלkālkahl
of
Judah,
שְׁאֵרִ֣יתšĕʾērîtsheh-ay-REET
that
are
gone
יְהוּדָ֗הyĕhûdâyeh-hoo-DA
land
the
into
הַבָּאִ֤יםhabbāʾîmha-ba-EEM
of
Egypt
לְאֶֽרֶץlĕʾereṣleh-EH-rets
sojourn
to
מִצְרַ֙יִם֙miṣrayimmeets-RA-YEEM
there,
לָג֣וּרlāgûrla-ɡOOR
shall
know
שָׁ֔םšāmshahm
whose
דְּבַרdĕbardeh-VAHR
words
מִ֥יmee
shall
stand,
יָק֖וּםyāqûmya-KOOM
mine,
מִמֶּ֥נִּיmimmennîmee-MEH-nee
or
theirs.
וּמֵהֶֽם׃ûmēhemoo-may-HEM