2 Thessalonians 2:7
ସଂସାର ରେ ଏବେ ମନ୍ଦ ବ୍ଯକ୍ତିର ଗୁପ୍ତ ଶକ୍ତି କାମ କରୁଛି। କିନ୍ତୁ ଜଣେ ମାତ୍ର ଅଛନ୍ତି ୟିଏ, ମନ୍ଦ ବ୍ଯକ୍ତିର ଗୁପ୍ତ ଶକ୍ତିକୁ ଅଟକାଉଛନ୍ତି। ସେ ଦୃଶ୍ଯପଟରୁ ଦୂ ରଇେ ନ ୟିବା ପର୍ୟ୍ଯନ୍ତ ସହେି ଶକ୍ତିକୁ ପ୍ରତିରୋଧ କରୁଥିବେ,
2 Thessalonians 2:7 in Other Translations
King James Version (KJV)
For the mystery of iniquity doth already work: only he who now letteth will let, until he be taken out of the way.
American Standard Version (ASV)
For the mystery of lawlessness doth already work: only `there is' one that restraineth now, until he be taken out of the way.
Bible in Basic English (BBE)
For the secret of evil is even now at work: but there is one who is keeping back the evil till he is taken out of the way.
Darby English Bible (DBY)
For the mystery of lawlessness already works; only [there is] he who restrains now until he be gone,
World English Bible (WEB)
For the mystery of lawlessness already works. Only there is one who restrains now, until he is taken out of the way.
Young's Literal Translation (YLT)
for the secret of the lawlessness doth already work, only he who is keeping down now `will hinder' -- till he may be out of the way,
| For | τὸ | to | toh |
| the | γὰρ | gar | gahr |
| mystery | μυστήριον | mystērion | myoo-STAY-ree-one |
| of | ἤδη | ēdē | A-thay |
| iniquity | ἐνεργεῖται | energeitai | ane-are-GEE-tay |
| already doth | τῆς | tēs | tase |
| work: | ἀνομίας· | anomias | ah-noh-MEE-as |
| only | μόνον | monon | MOH-none |
| he | ὁ | ho | oh |
| now who | κατέχων | katechōn | ka-TAY-hone |
| letteth | ἄρτι | arti | AR-tee |
| will let, until | ἕως | heōs | AY-ose |
| taken be he | ἐκ | ek | ake |
| out of | μέσου | mesou | MAY-soo |
| the way. | γένηται | genētai | GAY-nay-tay |
Cross Reference
ଯୋହନଙ୍କ ପ୍ରଥମ ପତ୍ର 2:18
ପିଲାମାନେ ! ବର୍ତ୍ତମାନ ଶଷେକାଳ ଆସି ପହଞ୍ଚିଲାଣି। ତୁମ୍ଭେ ଯେପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏବେ ସହେିପରି ଅନକେ ସଂଖ୍ଯା ରେ ଖ୍ରୀଷ୍ଟ ବିରୋଧୀମାନେ ଦଖାେ ଦେଲଣେି। ଏଥିରୁ ଆମ୍ଭେ ଜାଣି ପାରୁଛୁ ଯେ, ପ୍ରକୃତ ରେ ଶଷେ କାଳ ଆସି ପହଞ୍ଚିଛି।
ଯୋହନଙ୍କ ପ୍ରଥମ ପତ୍ର 4:3
ଅନ୍ୟ ଆତ୍ମା ଯୀଶୁଙ୍କ ବିଷୟ ରେ ଏପରି ସାକ୍ଷ୍ଯ ଦିଅନ୍ତି ନାହିଁ, ସହେି ଆତ୍ମା ପରମେଶ୍ବରଙ୍କଠାରୁ ଆସି ନାହିଁ, ସମାନେେ ଖ୍ରୀଷ୍ଟଙ୍କର ଶତ୍ରୁ। ଖ୍ରୀଷ୍ଟଙ୍କ ଶତ୍ରୁ ଆସିବା ସମ୍ବନ୍ଧ ରେ ତୁମ୍ଭମାନେେ ଶୁଣିଛ ଏବଂ ସେ ବର୍ତ୍ତମାନ ଏହି ସଂସାର ଭିତ ରେ ରହିଛି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:5
ତା'ର କପାଳ ରେ ଏକ ଗୁପ୍ତ ଅର୍ଥ ଥିବା ଉପାଧି ଲଖାେ ହେଲା :
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:7
ତା'ପରେ ସେ ଦୂତ ମାେତେ କହିଲେ, ତୁମ୍ଭେ କାହିଁକି ଆଶ୍ଚର୍ୟ୍ଯ ହେଉଛ ? ମୁଁ ତୁମ୍ଭକୁ ଏହି ସ୍ତ୍ରୀଲୋକର ରହସ୍ଯ କହିବି ଓ ସପ୍ତ ମସ୍ତକ ଓ ଦଶଶିଙ୍ଗ ବିଶିଷ୍ଟ ତା'ର ବାହନ ପଶୁ ବିଷୟ ରେ ମଧ୍ଯ କହିବି।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:29
ମୁଁ ଜାଣେ, ମାେ ଗଲାପରେ ଜଙ୍ଗଲୀ ଗଧିଆ ତୁମ୍ଭମାନଙ୍କ ମଧ୍ଯକୁ ଆସିବେ। ସମାନେେ ଏହି ମଷେ ପଲକୁ ନଷ୍ଟ କରିବାପାଇଁ ଚେ଼ଷ୍ଟା କରିବେ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:18
କେତକେ ଲୋକ, ନିଜକୁ ନମ୍ର ବୋଲି ଦଖାେନ୍ତି ଓ ସ୍ବର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସମାନେେ ସବୁବେଳେ ଦେଖିଥିବା ଦର୍ଶନ ବିଷୟ ରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, ତୁମ୍ଭମାନେେ ଦର୍ଶନ କରୁ ନାହଁ, ସ୍ବର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍ । ଏହି ଲୋକ ପ୍ରକୃତ ରେ କବଳେ ମନୁଷ୍ଯମାନଙ୍କ ବିଚାର ରେ ବୁଡ଼ି ରହିଥିବାରୁ ଓ ପରମେଶ୍ବରଙ୍କ କଥା ବିଚାର ନ କରୁଥିବାରୁ ବୃଥା ରେ ଗର୍ବ କରନ୍ତି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:16
ଏଥି ରେ ସନ୍ଦହେ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ଯ ଏହା ଯେ,
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:17
ଶରୀର ଭିତ ରେ ରୋଗ ବ୍ଯାପିଲା ଭଳି ସମାନଙ୍କେର ମନ୍ଦ ଶିକ୍ଷା ବ୍ଯାପି ୟିବ। ହୁମନାୟ ଓ ଫିଲୀତ ହେଉଛନ୍ତି ସହେିଭଳି ଲୋକ।