2 Thessalonians 1

fullscreen5 ପରମେଶ୍ବର ତାହାଙ୍କର ବିଚାର ରେ ଠିକ୍ ବୋଲି ଏହା ପ୍ରମାଣିତ କରେ। ପରମେଶ୍ବର ଚାହାଁନ୍ତି ଯେ, ତୁମ୍ଭେ ତାହାଙ୍କ ରାଜ୍ଯ ରେ ପ୍ରବେଶ ପାଇଁ ଯୋଗ୍ଯ ହୁଅ, ଯେଉଁଥିପାଇଁ ତୁମ୍ଭମାନେେ ଏହିସବୁ ଯାତନାର ସମ୍ମୁଖୀନ ହେଉଛ।

fullscreen6 ଯାହା ଠିକ୍ ପରମେଶ୍ବର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ବର ସମାନଙ୍କେୁ କଷ୍ଟ ଦବେେ।

fullscreen7 ଦୁଃଖ ପାଇଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ବର ଶାନ୍ତି ପ୍ରଦାନ କରିବେ। ସେ ଆମ୍ଭକୁ ମଧ୍ଯ ଶାନ୍ତି ଦବେେ। ଯେତବେେଳେ ପ୍ରଭୁ ଯୀଶୁ ନିଜର ଶକ୍ତିଶାଳୀ ସ୍ବର୍ଗଦୂତମାନଙ୍କ ସହିତ ସ୍ବର୍ଗରୁ ଆସିବେ, ସେତବେେଳେ ପରମେଶ୍ବର ଆମ୍ଭର ଦୁଃଖ ଉପଶମ କରି ଦବେେ।

fullscreen8 ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଚାରକୁ ମାନନ୍ତି ନାହିଁ, ସମାନଙ୍କେୁ ଦଣ୍ଡ ଦବୋ ଲାଗି ସେ ଜ୍ବଳନ୍ତ ଅଗ୍ନି ଶିଖା ସହିତ ଆସିବେ।

fullscreen9 ସହେି ଲୋକମାନେ ଅନନ୍ତ ବିନାଶ ଦ୍ବାରା ଦଣ୍ଡିତ ହବେେ। ସମାନଙ୍କେୁ ପ୍ରଭୁଙ୍କ ସହିତ ରହିବାକୁ ଦିଆୟିବ ନାହିଁ। ପ୍ରଭୁଙ୍କର ମହାନଶକ୍ତିଠାରୁ ସମାନଙ୍କେୁ ଦୂର ରେ ରଖାୟିବ।

fullscreen10 ପ୍ରଭୁ ଯୀଶୁଙ୍କ ଆସିବା ଦିନର ଏହି ଘଟଣା ଘଟିବ। ନିଜ ପବିତ୍ର ଲୋକଙ୍କ ଗହଣ ରେ ମହିମା ମଣ୍ଡିତ ହବୋ ପାଇଁ ଯୀଶୁ ଆସିବେ। ଯେଉଁମାନେ ସମସ୍ତେ ବିଶ୍ବାସ କରିଛନ୍ତି, ସମାନେେ ଯୀଶୁଙ୍କୁ ଦେଖି ବିସ୍ମିତ ହବେେ। ଯେ ହତେୁ ତୁମ୍ଭମାନେେ ଆମ୍ଭେ କହିଥିବା କଥାଗୁଡ଼ିକୁ ବିଶ୍ବାସ କରିଛ, ସେଥିପାଇଁ ସହେି ବିଶ୍ବାସୀ ମଣ୍ଡଳୀ ରେ ତୁମ୍ଭମାନେେ ମଧ୍ଯ ଥିବ।

fullscreen11 ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପ୍ରାର୍ଥନା କରୁଛୁ। ପରମେଶ୍ବର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ବାନର ଯୋଗ୍ଯ ବୋଲି ଭାବିବେ, ସଭେଳି ଧାର୍ମିକ ଭାବରେ ଜୀବନଯାପନ କରିବା ପାଇଁ ଓ ସାହାୟ୍ଯ କରିବା ପାଇଁ, ଆମ୍ଭେ ଆମ୍ଭ ପରମେଶ୍ବରଙ୍କୁ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କଠା ରେ ଥିବା ଭଲ ବିଷୟ ତୁମ୍ଭକୁ ଭଲ କାମ ପରିବା ପାଇଁ ଇଚ୍ଛୁକ କରୁ। ତୁମ୍ଭମାନଙ୍କଠା ରେ ଥିବା ବିଶ୍ବାସ ଦ୍ବାରା ତୁମ୍ଭମାନେେ କାମ କର। ଉକ୍ତ କାମଗୁଡ଼ିକ ତୁମ୍ଭେ ଅଧିକରୁ ଅଧିକ କର ବୋଲି ପରମେଶ୍ବର ନିଜ ଶକ୍ତି ଦ୍ବାରା ତୁମ୍ଭମାନଙ୍କୁ ସାହାୟ୍ଯ କରନ୍ତୁ ବୋଲି ଆମ୍ଭେ ପ୍ରାଥର୍ନା କରୁ।

5 Which is a manifest token of the righteous judgment of God, that ye may be counted worthy of the kingdom of God, for which ye also suffer:

6 Seeing it is a righteous thing with God to recompense tribulation to them that trouble you;

7 And to you who are troubled rest with us, when the Lord Jesus shall be revealed from heaven with his mighty angels,

8 In flaming fire taking vengeance on them that know not God, and that obey not the gospel of our Lord Jesus Christ:

9 Who shall be punished with everlasting destruction from the presence of the Lord, and from the glory of his power;

10 When he shall come to be glorified in his saints, and to be admired in all them that believe (because our testimony among you was believed) in that day.

11 Wherefore also we pray always for you, that our God would count you worthy of this calling, and fulfil all the good pleasure of his goodness, and the work of faith with power:

2 Thessalonians 1 in Tamil and English

5 ପରମେଶ୍ବର ତାହାଙ୍କର ବିଚାର ରେ ଠିକ୍ ବୋଲି ଏହା ପ୍ରମାଣିତ କରେ। ପରମେଶ୍ବର ଚାହାଁନ୍ତି ଯେ, ତୁମ୍ଭେ ତାହାଙ୍କ ରାଜ୍ଯ ରେ ପ୍ରବେଶ ପାଇଁ ଯୋଗ୍ଯ ହୁଅ, ଯେଉଁଥିପାଇଁ ତୁମ୍ଭମାନେେ ଏହିସବୁ ଯାତନାର ସମ୍ମୁଖୀନ ହେଉଛ।
Which is a manifest token of the righteous judgment of God, that ye may be counted worthy of the kingdom of God, for which ye also suffer:

6 ଯାହା ଠିକ୍ ପରମେଶ୍ବର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ବର ସମାନଙ୍କେୁ କଷ୍ଟ ଦବେେ।
Seeing it is a righteous thing with God to recompense tribulation to them that trouble you;

7 ଦୁଃଖ ପାଇଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ବର ଶାନ୍ତି ପ୍ରଦାନ କରିବେ। ସେ ଆମ୍ଭକୁ ମଧ୍ଯ ଶାନ୍ତି ଦବେେ। ଯେତବେେଳେ ପ୍ରଭୁ ଯୀଶୁ ନିଜର ଶକ୍ତିଶାଳୀ ସ୍ବର୍ଗଦୂତମାନଙ୍କ ସହିତ ସ୍ବର୍ଗରୁ ଆସିବେ, ସେତବେେଳେ ପରମେଶ୍ବର ଆମ୍ଭର ଦୁଃଖ ଉପଶମ କରି ଦବେେ।
And to you who are troubled rest with us, when the Lord Jesus shall be revealed from heaven with his mighty angels,

8 ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଚାରକୁ ମାନନ୍ତି ନାହିଁ, ସମାନଙ୍କେୁ ଦଣ୍ଡ ଦବୋ ଲାଗି ସେ ଜ୍ବଳନ୍ତ ଅଗ୍ନି ଶିଖା ସହିତ ଆସିବେ।
In flaming fire taking vengeance on them that know not God, and that obey not the gospel of our Lord Jesus Christ:

9 ସହେି ଲୋକମାନେ ଅନନ୍ତ ବିନାଶ ଦ୍ବାରା ଦଣ୍ଡିତ ହବେେ। ସମାନଙ୍କେୁ ପ୍ରଭୁଙ୍କ ସହିତ ରହିବାକୁ ଦିଆୟିବ ନାହିଁ। ପ୍ରଭୁଙ୍କର ମହାନଶକ୍ତିଠାରୁ ସମାନଙ୍କେୁ ଦୂର ରେ ରଖାୟିବ।
Who shall be punished with everlasting destruction from the presence of the Lord, and from the glory of his power;

10 ପ୍ରଭୁ ଯୀଶୁଙ୍କ ଆସିବା ଦିନର ଏହି ଘଟଣା ଘଟିବ। ନିଜ ପବିତ୍ର ଲୋକଙ୍କ ଗହଣ ରେ ମହିମା ମଣ୍ଡିତ ହବୋ ପାଇଁ ଯୀଶୁ ଆସିବେ। ଯେଉଁମାନେ ସମସ୍ତେ ବିଶ୍ବାସ କରିଛନ୍ତି, ସମାନେେ ଯୀଶୁଙ୍କୁ ଦେଖି ବିସ୍ମିତ ହବେେ। ଯେ ହତେୁ ତୁମ୍ଭମାନେେ ଆମ୍ଭେ କହିଥିବା କଥାଗୁଡ଼ିକୁ ବିଶ୍ବାସ କରିଛ, ସେଥିପାଇଁ ସହେି ବିଶ୍ବାସୀ ମଣ୍ଡଳୀ ରେ ତୁମ୍ଭମାନେେ ମଧ୍ଯ ଥିବ।
When he shall come to be glorified in his saints, and to be admired in all them that believe (because our testimony among you was believed) in that day.

11 ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପ୍ରାର୍ଥନା କରୁଛୁ। ପରମେଶ୍ବର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ବାନର ଯୋଗ୍ଯ ବୋଲି ଭାବିବେ, ସଭେଳି ଧାର୍ମିକ ଭାବରେ ଜୀବନଯାପନ କରିବା ପାଇଁ ଓ ସାହାୟ୍ଯ କରିବା ପାଇଁ, ଆମ୍ଭେ ଆମ୍ଭ ପରମେଶ୍ବରଙ୍କୁ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କଠା ରେ ଥିବା ଭଲ ବିଷୟ ତୁମ୍ଭକୁ ଭଲ କାମ ପରିବା ପାଇଁ ଇଚ୍ଛୁକ କରୁ। ତୁମ୍ଭମାନଙ୍କଠା ରେ ଥିବା ବିଶ୍ବାସ ଦ୍ବାରା ତୁମ୍ଭମାନେେ କାମ କର। ଉକ୍ତ କାମଗୁଡ଼ିକ ତୁମ୍ଭେ ଅଧିକରୁ ଅଧିକ କର ବୋଲି ପରମେଶ୍ବର ନିଜ ଶକ୍ତି ଦ୍ବାରା ତୁମ୍ଭମାନଙ୍କୁ ସାହାୟ୍ଯ କରନ୍ତୁ ବୋଲି ଆମ୍ଭେ ପ୍ରାଥର୍ନା କରୁ।
Wherefore also we pray always for you, that our God would count you worthy of this calling, and fulfil all the good pleasure of his goodness, and the work of faith with power: