2 Samuel 8:8
ଦାଉଦ ମଧ୍ଯ ହଦଦଷେର ସହର ବଟହେ ଓ ବରେୋଥାରକ୍ସ୍ଟ ବହକ୍ସ୍ଟତ ଦ୍ରବ୍ଯ ଓ ଅପାର ପିତ୍ତଳ ନଇେ ଆସିଲେ।
2 Samuel 8:8 in Other Translations
King James Version (KJV)
And from Betah, and from Berothai, cities of Hadadezer, king David took exceeding much brass.
American Standard Version (ASV)
And from Betah and from Berothai, cities of Hadadezer, king David took exceeding much brass.
Bible in Basic English (BBE)
And from Tebah and Berothai, towns of Hadadezer, King David took a great store of brass.
Darby English Bible (DBY)
And from Betah, and from Berothai, cities of Hadadezer, king David took exceeding much bronze.
Webster's Bible (WBT)
And from Betah, and from Berothai, cities of Hadadezer, king David took very much brass.
World English Bible (WEB)
From Betah and from Berothai, cities of Hadadezer, king David took exceeding much brass.
Young's Literal Translation (YLT)
and from Betah, and from Berothai, cities of Hadadezer, hath king David taken very much brass.
| And from Betah, | וּמִבֶּ֥טַח | ûmibbeṭaḥ | oo-mee-BEH-tahk |
| and from Berothai, | וּמִבֵּֽרֹתַ֖י | ûmibbērōtay | oo-mee-bay-roh-TAI |
| cities | עָרֵ֣י | ʿārê | ah-RAY |
| Hadadezer, of | הֲדַדְעָ֑זֶר | hădadʿāzer | huh-dahd-AH-zer |
| king | לָקַ֞ח | lāqaḥ | la-KAHK |
| David | הַמֶּ֧לֶךְ | hammelek | ha-MEH-lek |
| took | דָּוִ֛ד | dāwid | da-VEED |
| exceeding | נְחֹ֖שֶׁת | nĕḥōšet | neh-HOH-shet |
| much | הַרְבֵּ֥ה | harbē | hahr-BAY |
| brass. | מְאֹֽד׃ | mĕʾōd | meh-ODE |
Cross Reference
ପ୍ରଥମ ବଂଶାବଳୀ 18:8
ଦାଉଦ ଆହୁରି ମଧ୍ଯ ହଦ ରଷେରର ଟିଭତ୍ ଓ କୂନି ସହରରୁ ବହୁତ ପିତ୍ତଳ ଆଣିଲେ। ଶଲୋମନ ସହେି ପିତ୍ତଳରୁ ପିତ୍ତଳ ଜଳଧାର, ପିତ୍ତଳ ସ୍ତମ୍ଭ ଓ ଅନ୍ଯାନ୍ଯ ବସ୍ତୁ ନିର୍ମାଣ କଲେ।
ପ୍ରଥମ ବଂଶାବଳୀ 22:14
ଶଲୋମନ, ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ କଠିନ ପରିଶ୍ରମ କରି ଯୋଜନାମାନ ତିଆରି କରିଛି। ମୁଁ ଏକ ଲକ୍ଷ ତାଳନ୍ତ ସ୍ବର୍ଣ୍ଣ ଦଇେଅଛି, ଏବଂ ମୁଁ ଦଶ ଲକ୍ଷ ତାଳନ୍ତ ରୂପା ଦଇେଅଛି। ମୁଁ ଏତେ ପରିମାଣ ରେ ପିତ୍ତଳ ଓ ଲୁହା ଦଇେଅଛି ଯେ, ତାହା ତୌଲ କରାୟାଇ ନ ପା ରେ। ମୁଁ କାଠ ଓ ପ୍ରସ୍ତର ମଧ୍ଯ ଦଇେଅଛି। ଶଲୋମନ, ତୁମ୍ଭେ ସେଥି ରେ ଆହୁରି ୟୋଗ କରିପାର।
ପ୍ରଥମ ବଂଶାବଳୀ 22:16
ସମାନେେ ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ ଓ ଲୁହା କାର୍ୟ୍ଯ ରେ ଦକ୍ଷ ଅଟନ୍ତି। ତୁମ୍ଭର ଅଗଣ୍ଯ ଦକ୍ଷ କାରିଗରମାନେ ଅଛନ୍ତି। ବର୍ତ୍ତମାନ ହିଁ କାର୍ୟ୍ଯ ଆରମ୍ଭ କର। ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ।
ପ୍ରଥମ ବଂଶାବଳୀ 29:7
ସମାନେେ ଏହି ସମସ୍ତ ବସ୍ତୁ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ଦେଲେ : ପାଞ୍ଚ ହଜାର ତାଳନ୍ତ ଓ ଦଶ ହଜାର ତାରିକ୍ ମୁଦ୍ରା ଓ ଦଶ ହଜାର ତାଳନ୍ତ ରୂପା ଓ ଅଠର ହଜାର ତାଳନ୍ତ ପିତ୍ତଳ ଓ ଏକ ଲକ୍ଷ ତାଳନ୍ତ ଲୁହା ଦେଲେ।
ଦିତୀୟ ବଂଶାବଳୀ 4:1
ଶଲୋମନ ଏକ ୟଜ୍ଞବଦେୀ ନିର୍ମାଣ ନିମନ୍ତେ ପିତ୍ତଳ ବ୍ଯବହାର କଲେ। ସହେି ପିତ୍ତଳର ବଦେୀଟି କୋଡ଼ିଏ ହାତ ଲମ୍ବା କୋଡ଼ିଏ ହାତ ଚଉଡ଼ା ଏବଂ ଦଶ ହାତ ଉଚ୍ଚତା ବିଶିଷ୍ଟ ଥିଲା।
ଯିହିଜିକଲ 47:16
ହମାତ୍, ବରୋଥା, ଦମ୍ମେଶକର ଓ ହମାତର ସୀମାର ମଧ୍ଯସ୍ଥିତ ସିବ୍ରଯିମ ; ହୌରଣର ସୀମା ନିକଟସ୍ଥ ହତ୍ତ୍ସର ହିତ୍ତୀକୋନ୍।