2 Samuel 8:17
ଅହୀଟକ୍ସ୍ଟବର ପକ୍ସ୍ଟତ୍ର ସାଦୋକ୍ ଓ ଅବିଯାଥରର ପକ୍ସ୍ଟତ୍ର ଅହୀମଲକେ ଯାଜକ ଥିଲେ। ସରାଯ ଲେଖକ ଥିଲେ।
2 Samuel 8:17 in Other Translations
King James Version (KJV)
And Zadok the son of Ahitub, and Ahimelech the son of Abiathar, were the priests; and Seraiah was the scribe;
American Standard Version (ASV)
and Zadok the son of Ahitub, and Ahimelech the son of Abiathar, were priests; and Seraiah was scribe;
Bible in Basic English (BBE)
And Zadok and Abiathar, the son of Ahimelech, the son of Ahitub, were priests; and Seraiah was the scribe;
Darby English Bible (DBY)
and Zadok the son of Ahitub, and Ahimelech the son of Abiathar, were the priests; and Seraiah was scribe;
Webster's Bible (WBT)
And Zadok the son of Ahitub, and Ahimelech the son of Abiathar, were the priests: and Seraiah was the scribe;
World English Bible (WEB)
and Zadok the son of Ahitub, and Ahimelech the son of Abiathar, were priests; and Seraiah was scribe;
Young's Literal Translation (YLT)
and Zadok son of Ahitub, and Ahimelech son of Abiathar, `are' priests, and Seraiah `is' scribe,
| And Zadok | וְצָד֧וֹק | wĕṣādôq | veh-tsa-DOKE |
| the son | בֶּן | ben | ben |
| Ahitub, of | אֲחִיט֛וּב | ʾăḥîṭûb | uh-hee-TOOV |
| and Ahimelech | וַֽאֲחִימֶ֥לֶךְ | waʾăḥîmelek | va-uh-hee-MEH-lek |
| the son | בֶּן | ben | ben |
| Abiathar, of | אֶבְיָתָ֖ר | ʾebyātār | ev-ya-TAHR |
| were the priests; | כֹּֽהֲנִ֑ים | kōhănîm | koh-huh-NEEM |
| and Seraiah | וּשְׂרָיָ֖ה | ûśĕrāyâ | oo-seh-ra-YA |
| was the scribe; | סוֹפֵֽר׃ | sôpēr | soh-FARE |
Cross Reference
ପ୍ରଥମ ବଂଶାବଳୀ 6:8
ଅହୀଟୂବ୍ ସାଦୋକ୍ଙ୍କ ପିତା ଥିଲେ। ସାଦୋକ୍ ଅହୀମାସ୍ଙ୍କ ପିତା ଥିଲେ।
ପ୍ରଥମ ବଂଶାବଳୀ 18:16
ସାଦୋକ୍ ଓ ଅହୀମଲେକ୍ ଯାଜକ ଥିଲେ। ସାଦୋକ୍ ଅହୀଟୂବର ପୁତ୍ର ଏବଂ ଅହୀମଲେକ୍ ଅବିଯାଥରଙ୍କ ପୁତ୍ର ଥିଲେ। ଶାବ୍ଶା ଲିପିକାର ଥିଲେ।
ପ୍ରଥମ ବଂଶାବଳୀ 6:53
ସାଦୋକ ଅହୀଟୂବ୍ଙ୍କ ପୁତ୍ର ଥିଲେ। ଅହୀମାସ୍ ସାଦୋକ୍ଙ୍କ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 16:39
ଦାଉଦ, ସାଦୋକ ଯାଜକ ଓ ତାଙ୍କ ସହିତ ଗିବିଯୋନସ୍ଥିତ ଉଚ୍ଚ ସ୍ଥାନ ରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖ ରେ ସବୋକାର୍ୟ୍ଯ କରୁଥିବା ଅନ୍ୟ ଯାଜକମାନଙ୍କୁ ସଠାେରେ ଛାଡ଼ି ଗଲେ।
ପ୍ରଥମ ବଂଶାବଳୀ 24:3
ଦାଉଦ ଇଲିଯାସରଙ୍କ ପରିବାରବର୍ଗ ଓ ଈଥାମରଙ୍କ ବଂଶକୁ ଦୁଇଟି ଭିନ୍ନ ଦଳ ରେ ବିଭକ୍ତ କରିଥିଲେ। ସହେି ଦଳମାନେ ସମାନଙ୍କେୁ ଦତ୍ତ କାର୍ୟ୍ଯ ଯେପରି ସୂଚାରୁରୂପେ କରିପାରନ୍ତି, ସେଥିନିମନ୍ତେ ଦାଉଦ ଏହିପରି କରିଥିଲେ।