ଦିତୀୟ ଶାମୁୟେଲ 6:9 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ଶାମୁୟେଲ ଦିତୀୟ ଶାମୁୟେଲ 6 ଦିତୀୟ ଶାମୁୟେଲ 6:9

2 Samuel 6:9
ସହେି ଦିନ ଦାଉଦ ସଦାପ୍ରଭୁଙ୍କୁ ଭୟ କଲେ। ଦାଉଦ ଭାବିଲେ, ମୁ କିପରି ପ୍ରଭକ୍ସ୍ଟଙ୍କର ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ମାେ ପାଖକକ୍ସ୍ଟ ଆଣିବି।

2 Samuel 6:82 Samuel 62 Samuel 6:10

2 Samuel 6:9 in Other Translations

King James Version (KJV)
And David was afraid of the LORD that day, and said, How shall the ark of the LORD come to me?

American Standard Version (ASV)
And David was afraid of Jehovah that day; and he said, How shall the ark of Jehovah come unto me?

Bible in Basic English (BBE)
And such was David's fear of the Lord that day, that he said, How may I let the ark of God come to me?

Darby English Bible (DBY)
And David was afraid of Jehovah that day, and said, How shall the ark of Jehovah come to me?

Webster's Bible (WBT)
And David was afraid of the LORD that day, and said, How shall the ark of the LORD come to me?

World English Bible (WEB)
David was afraid of Yahweh that day; and he said, How shall the ark of Yahweh come to me?

Young's Literal Translation (YLT)
and David feareth Jehovah on that day, and saith, `How doth the ark of Jehovah come in unto me?'

And
David
וַיִּרָ֥אwayyirāʾva-yee-RA
was
afraid
דָוִ֛דdāwidda-VEED

of
אֶתʾetet
the
Lord
יְהוָ֖הyĕhwâyeh-VA
that
בַּיּ֣וֹםbayyômBA-yome
day,
הַה֑וּאhahûʾha-HOO
said,
and
וַיֹּ֕אמֶרwayyōʾmerva-YOH-mer
How
אֵ֛יךְʾêkake
shall
the
ark
יָב֥וֹאyābôʾya-VOH
Lord
the
of
אֵלַ֖יʾēlayay-LAI
come
אֲר֥וֹןʾărônuh-RONE
to
יְהוָֽה׃yĕhwâyeh-VA

Cross Reference

ଗୀତସଂହିତା 119:120
ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ। ମୁଁ ତୁମ୍ଭର ବ୍ଯବସ୍ଥାକୁ ଭୟ କରେ ଓ ସମ୍ମାନ କରେ।

ପିତରଙ୍କ ପ୍ରଥମ ପତ୍ 3:6
ମୁଁ 'ସାରା' ଭଳି ସ୍ତ୍ରୀ ଲୋକମାନଙ୍କ କଥା କହୁଛି। ସେ ନିଜ ପତି ଅବ୍ରହାମଙ୍କୁ ମାନିଲେ ଓ ତାହାଙ୍କୁ ମାଲିକ ବୋଲି ଡାକିଲେ। ତୁମ୍ଭେ ସମସ୍ତ ସ୍ତ୍ରୀଲୋକମାନେ, ଯଦି ଧାର୍ମିକ କାମ କର ଓ ନିର୍ଭୟ ରୁହ, ତା ହେଲେ ସାରାର ପ୍ରକୃତ ସନ୍ତାନ ଅଟ।

ଲୂକଲିଖିତ ସୁସମାଚାର 5:8
ଶିମାନେ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡିଏ ମାଛ ଧରିପାରିଥିବାରୁ ଆଶ୍ଚର୍ୟ୍ଯ ହାଇଗେଲେ।

ଯିଶାଇୟ 6:5
ସେତବେେଳେ ମୁଁ ଭୟଭୀତ ହାଇେ କହିଲି, ହାୟ ! ହାୟ ! ମୁଁ ନଷ୍ଟ ହାଇଗଲିେ। କାରଣ ମୁଁ ଏତେ ଅପବିତ୍ର ଯେ ପରମେଶ୍ବରଙ୍କ ନିକଟରେ କହିବାକୁ ଅ ଯୋଗ୍ଯ। ପୁରି ଏପରି ଅଶୁଚି ଲୋକମାନଙ୍କ ମଧିଅରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅୟୋଗ୍ଯ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।'

ଆୟୁବ ପୁସ୍ତକ 25:5
ପରମେଶ୍ବରଙ୍କ ଦୃଷ୍ଟି ରେ ଚନ୍ଦ୍ର ମଧ୍ଯ ପବିତ୍ର ଓ ଦୀପ୍ତିମାନ ନୁହେଁ। ଏପରିକି ନକ୍ଷତ୍ର ସମୂହ ମଧ୍ଯ ନିର୍ମଳ ନୁହଁନ୍ତି।

ପ୍ରଥମ ବଂଶାବଳୀ 13:11
ପରମେଶ୍ବର ଉଷଙ୍କ ପ୍ରତି ଆପଣାର କୋର୍ଧ ପ୍ରକାଶିତ କଲେ। ଏଥି ନିମନ୍ତେ ଦାଉଦ ଅସନ୍ତୁଷ୍ଟ ହେଲେ। ସହେି ସମୟଠାରୁ ଆଜି ପର୍ୟ୍ଯନ୍ତ ସହେି ସ୍ଥାନ ପରେସ-ଉଷ ନାମ ରେ ନାମିତ ହାଇେଅଛି।

ପ୍ରଥମ ରାଜାବଳୀ 8:27
କିନ୍ତୁ ହେ ପରମେଶ୍ବର, ତୁମ୍ଭେ କ'ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀ ରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ବର୍ଗ ଓ ସ୍ବର୍ଗର ଉପରିସ୍ଥ ସ୍ବର୍ଗ ଯେତବେେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତବେେ ମାେ ଦ୍ବାରା ନିର୍ମିତ ଏକ େଛାଟ ଗୃହ କ'ଣ ତୁମ୍ଭକୁ ଧାରଣ କରିପାରିବ?

ପ୍ରଥମ ଶାମୁୟେଲ 6:20
ଏବଂ ବୈଥ-ଶମେଶର ଲୋକମାନେ କହିଲେ, ସଦାପ୍ରଭୁ ପବିତ୍ର ପରମେଶ୍ବରଙ୍କ ଉପସ୍ଥିତି ରେ କିଏ ଛିଡା ହାଇପୋ ରେ? ଏଠାରକ୍ସ୍ଟ କେଉଁଠାକକ୍ସ୍ଟ ଏହି ସିନ୍ଦକ୍ସ୍ଟକକକ୍ସ୍ଟ ନିଆୟିବ?

ପ୍ରଥମ ଶାମୁୟେଲ 5:10
ଏହାପରେ ସମାନେେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଇକ୍ରୋଣକକ୍ସ୍ଟ ପଠାଇଲେ। ଯେତବେେଳେ ଇଶ୍ରାୟେଲର ପରମେଶ୍ବରଙ୍କର ପବିତ୍ର ସିନ୍ଦକ୍ସ୍ଟକ ଆସିଲା।

ଗଣନା ପୁସ୍ତକ 17:12
ଏହାପରେ ଇଶ୍ରାୟେଲର ଲୋକମାନେ ମାଶାଙ୍କେୁ କହିଲେ, ଆମ୍ଭେ ଜାଣୁ ଆମ୍ଭମାନେେ ମରିବୁ। ଆମ୍ଭମାନେେ ବିନଷ୍ଟ ହାଇେଅଛୁ, ଆମ୍ଭମାନେେ ବିନଷ୍ଟ ହବେୁ।