ଦିତୀୟ ଶାମୁୟେଲ 10:8 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ଶାମୁୟେଲ ଦିତୀୟ ଶାମୁୟେଲ 10 ଦିତୀୟ ଶାମୁୟେଲ 10:8

2 Samuel 10:8
ସହେିଦିନ ଅେମ୍ମାନୀୟମାନେ ବାହାରି ଆସିଲେ ଏବଂ ନଗରର ଫାଟକ ନିକଟରେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହାଇେ ରହିଲେ। ସୋବା ଓ ରହୋବର ଅରାମୀଯ ଲୋକମାନେ, ଟୋବର ସୈନ୍ଯମାନେ ଏବଂ ମାଖା ନଗର ବାହାର କ୍ଷେତ୍ର ରେ ଏକତ୍ରୀତ ହେଲ।

2 Samuel 10:72 Samuel 102 Samuel 10:9

2 Samuel 10:8 in Other Translations

King James Version (KJV)
And the children of Ammon came out, and put the battle in array at the entering in of the gate: and the Syrians of Zoba, and of Rehob, and Ishtob, and Maacah, were by themselves in the field.

American Standard Version (ASV)
And the children of Ammon came out, and put the battle in array at the entrance of the gate: and the Syrians of Zobah and of Rehob, and the men of Tob and Maacah, were by themselves in the field.

Bible in Basic English (BBE)
And the children of Ammon came out and put their forces in position at the way into the town: and the Aramaeans of Zobah and of Rehob, with the men of Tob and Maacah, were by themselves in the field.

Darby English Bible (DBY)
And the children of Ammon came out, and put the battle in array at the entrance of the gate; and the Syrians of Zoba and of Rehob, and the men of Tob and Maacah were by themselves in the field.

Webster's Bible (WBT)
And the children of Ammon came out, and put the battle in array at the entrance of the gate: and the Syrians of Zoba, and of Rehob, and Ish-tob, and Maacah, were by themselves in the field.

World English Bible (WEB)
The children of Ammon came out, and put the battle in array at the entrance of the gate: and the Syrians of Zobah and of Rehob, and the men of Tob and Maacah, were by themselves in the field.

Young's Literal Translation (YLT)
And the Bene-Ammon come out, and set battle in array, at the opening of the gate, and Aram of Zoba, and Rehob, and Ish-Tob, and Maacah, `are' by themselves in the field;

And
the
children
וַיֵּֽצְאוּ֙wayyēṣĕʾûva-yay-tseh-OO
of
Ammon
בְּנֵ֣יbĕnêbeh-NAY
came
out,
עַמּ֔וֹןʿammônAH-mone
battle
the
put
and
וַיַּֽעַרְכ֥וּwayyaʿarkûva-ya-ar-HOO
in
array
מִלְחָמָ֖הmilḥāmâmeel-ha-MA
at
the
entering
in
פֶּ֣תַחpetaḥPEH-tahk
gate:
the
of
הַשָּׁ֑עַרhaššāʿarha-SHA-ar
and
the
Syrians
וַֽאֲרַ֨םwaʾăramva-uh-RAHM
Zoba,
of
צוֹבָ֤אṣôbāʾtsoh-VA
and
of
Rehob,
וּרְחוֹב֙ûrĕḥôboo-reh-HOVE
Ish-tob,
and
וְאִֽישׁwĕʾîšveh-EESH

ט֣וֹבṭôbtove
and
Maacah,
וּמַֽעֲכָ֔הûmaʿăkâoo-ma-uh-HA
themselves
by
were
לְבַדָּ֖םlĕbaddāmleh-va-DAHM
in
the
field.
בַּשָּׂדֶֽה׃baśśādeba-sa-DEH

Cross Reference

ଦିତୀୟ ଶାମୁୟେଲ 10:6
ଅେମ୍ମାନୀୟମାନେ ହୃଦଯଙ୍ଗମ କଲେ ଯେ, ରାଜା ଦାଉଦ ସମାନଙ୍କେୁ ବର୍ତ୍ତମାନ ତାଙ୍କର ଶତୃ ବୋଲି ବିବଚେନା କଲେ। ତେଣୁ ସମାନେେ 20 ,000 ଅରାମୀଯ ୈସନ୍ଯମାନଙ୍କୁ ବୈଥ-ରହାବେ ଓ ସୋବାରକ୍ସ୍ଟ 1,000 ଜଣ ମାଖାର ରାଜାଙ୍କଠାରକ୍ସ୍ଟ ଏବଂ ଟୋବରକ୍ସ୍ଟ 12,000 ସୈନ୍ଯ ଭଡା ରେ ଆଣିଲେ।

ଗଣନା ପୁସ୍ତକ 13:21
ତେଣୁ ସମାନେେ ସୀନ ମରୁଭୂମିରୁ ୟାତ୍ରାକରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ୟ୍ଯନ୍ତ ଦେଶ ଅନୁସନ୍ଧାନ କଲେ।

ଯିହୋଶୂୟ 19:28
ଏହାର ସୀମା ଇବ୍ରୋଣ,ରହୋବ୍ ହମ୍ମୋନ୍, କାନ୍ନା ଓ ସଦୂର ସହାସୀଦୋନ୍ ପର୍ୟ୍ଯନ୍ତ ଲାଗିଥିଲା।

ବିଚାରକର୍ତାମାନଙ୍କ ବିବରଣ 1:31
ଆଶରେ ପରିବାରବର୍ଗମାନଙ୍କ ସହିତ ଠିକ୍, ତାହା ହିଁ ଘିଟିଲା। ଆଶରେ ପରିବାରବର୍ଗର ଲୋକମାନେ ଯେଉଁମାନେ ସମାନଙ୍କେ ସହିତ ଅକ୍କୋନିବାସୀ, ସୀଦୋନ୍ ଅହଲବ୍ ଅକଷୀବ ହିଲବା, ଅଫିକ୍ ଓ ରହୋବରକ୍ସ୍ଟ ବସବାସ କରୁଥିଲେ, ସହେି ଲୋକମାନଙ୍କୁ ବିତାଡିତ କଲନୋହିଁ।

ପ୍ରଥମ ବଂଶାବଳୀ 19:7
ଅେମ୍ମାନୀୟ ଲୋକେ 32,000 ରଥ କିଣିଲେ ମଧ୍ଯ ସମାନଙ୍କେୁ ସାହାୟ୍ଯ କରିବା ନିମନ୍ତେ ସମାନେେ ମାଖାର ରାଜା ଓ ତାଙ୍କର ଲୋକମାନଙ୍କୁ ଅର୍ଥ ଦେଲେ। ମାଖାର ରାଜା ଓ ତାଙ୍କର ଲୋକମାନେ ମଦବୋ ସହର ନିକଟରେ ଛାଉଣୀ ସ୍ଥାପନ କଲେ। ଅେମ୍ମାନୀୟ ଲୋକମାନେ ନିଜେ ମଧ୍ଯ ସହରରୁ ବାହାରି ଆସିଲେ ଓ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଲେ।