2 Samuel 1

fullscreen18 ତା'ପରେ ଦାଉଦ ତାଙ୍କର ଲୋକମାନଙ୍କୁ, ୟିହକ୍ସ୍ଟଦୀଯମାନଙ୍କୁ ଉକ୍ତ ଗୀତ ଗାଇବା ପାଇଁ ଏବଂ ଶିକ୍ଷା ଦବୋ ପାଇଁ ଆଦେଶ ଦେଲେ। ଏହାକକ୍ସ୍ଟ ଧନକ୍ସ୍ଟ କକ୍ସ୍ଟହାୟାଏ। ଏହା ୟାଶରେ ପୁସ୍ତକକରେ ଲଖାେଅଛି।

fullscreen19 ହେ ଇଶ୍ରାୟେଲ, ତୁମ୍ଭର ସୌନ୍ଦର୍ୟ୍ଯ ତୁମ୍ଭର ପର୍ବତକକ୍ସ୍ଟ ଭାଙ୍ଗି ଦଲୋ। ଦେଖ! କମେିତି ସହେି ବୀରଗଣଙ୍କର ପତନ ହେଲା।

fullscreen20 ଗାଥ ସହରକକ୍ସ୍ଟ ଏହି ସମ୍ବାଦ ଦିଅ ନାହିଁ। ଅସ୍କିଲୋନର ଦାଣ୍ତ ରେ ଏହା ପ୍ରଗ୍ଭର କର ନାହିଁ। ଯଦି ତୁମ୍ଭେ ଏହା କର, ସହେି ପଲେଷ୍ଟୀୟ ନଗରଗକ୍ସ୍ଟଡିକ ଆନନ୍ଦ କରିବେ। ସହେି ନଗରର ଅସଭ୍ଯ ପ୍ରତିମା ପୂଜକଗଣ ଆନନ୍ଦିତ ହବେ।

fullscreen21 ହେ ଗଲ୍ବୋଯ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡକ୍ସ୍ଟ। ଅଥବା ଉପହାରଜନକ କ୍ଷେତ୍ର ନ ହେଉ। କାରଣ ସଠାେରେ ବୀରମାନଙ୍କର ଢାଲ ଅଦରକାରୀ ପରି ଫିଙ୍ଗି ଦିଆଗଲା। ଶାଉଲଙ୍କର ଢାଲ ତୈଲ ରେ ଅଭିଷିକ୍ତ ହେଲା ନାହିଁ।

fullscreen22 ହତ ଲୋକମାନଙ୍କର ରକ୍ତରକ୍ସ୍ଟ ବୀରମାନଙ୍କ ମଦରେକ୍ସ୍ଟ ଯୋନାଥନର ଧନକ୍ସ୍ଟ ଓ ଶାଉଲଙ୍କର ଖଡ୍ଗ ରିକ୍ତ ହାଇେ ଫେ ରେ ନାହିଁ।

fullscreen23 ଶାଉଲ ଓ ଯୋନାଥନ ସମାନଙ୍କେ ଜୀବନକାଳ ମଧିଅରେ ଲୋକମାନଙ୍କଠାରକ୍ସ୍ଟ ବହକ୍ସ୍ଟତ ପ୍ ରମେ ପାଇଲେ। ଏପରିକି ମୃତକ୍ସ୍ଟ୍ଯ ସମୟରେ ମଧ୍ଯ ସମାନେେ ଅଲଗା ହେଲେ ନାହିଁ। ସମାନେେ ଉକ୍ରୋଶପକ୍ଷୀଠାରକ୍ସ୍ଟ ବଗବୋନ ଓ ସିଂହଠାରକ୍ସ୍ଟ ବଳବାନ ଥିଲେ।

fullscreen24 ହେ ଇଶ୍ରାୟେଲର କନ୍ଯାଗଣ ଶାଉଲଙ୍କ ପାଇଁ କ୍ରନ୍ଦନ କର। ସେ ତୁମ୍ଭମାନଙ୍କୁ ସିନ୍ଦକ୍ସ୍ଟରବର୍ଣ୍ଣ ବସ୍ତ୍ର ରେ ସକ୍ସ୍ଟନ୍ଦର ରୂପେ ବସ୍ତ୍ରାନ୍ବିତ କଲେ। ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ବର୍ଣ୍ଣ ଅଳଙ୍କାର ଖଚିତ କଲେ।

fullscreen25 ବୀରମାନେ ୟକ୍ସ୍ଟଦ୍ଧ ରେ ପତିତ ହେଲ। ଯୋନାଥନ ତକ୍ସ୍ଟମ୍ଭ ରାଜା ପର୍ବତ ରେ ହତ ହେଲ।

fullscreen26 ହେ ମାରେ ଭାଇ ଯୋନାଥନ, ମୁ ତକ୍ସ୍ଟମ୍ଭ ଲାଗି ଦକ୍ସ୍ଟଃଖ କରୁଅଛି। ମୁ ତକ୍ସ୍ଟମ୍ଭ ସହିତ ଥିବାରକ୍ସ୍ଟ ଆନନ୍ଦ ଉପ ଭୋଗ କରୁଅଛି। ମାରେ ପ୍ରତି ତୁମ୍ଭର ପ୍ ରମେ ଆଶ୍ଚର୍ୟ୍ଯ ଓ ତାହା ସ୍ତ୍ରୀମାନଙ୍କ ପ୍ ରମରେକ୍ସ୍ଟ ବଳିଗଲା।

fullscreen27 ବୀରମାନେ ୟକ୍ସ୍ଟଦ୍ଧ ରେ ପତିତ ହେଲ ଏବଂ ୟକ୍ସ୍ଟଦ୍ଧାସ୍ତ୍ରଗକ୍ସ୍ଟଡିକ ଧ୍ବଂସ କରାଗଲା।

18 (Also he bade them teach the children of Judah the use of the bow: behold, it is written in the book of Jasher.)

19 The beauty of Israel is slain upon thy high places: how are the mighty fallen!

20 Tell it not in Gath, publish it not in the streets of Askelon; lest the daughters of the Philistines rejoice, lest the daughters of the uncircumcised triumph.

21 Ye mountains of Gilboa, let there be no dew, neither let there be rain, upon you, nor fields of offerings: for there the shield of the mighty is vilely cast away, the shield of Saul, as though he had not been anointed with oil.

22 From the blood of the slain, from the fat of the mighty, the bow of Jonathan turned not back, and the sword of Saul returned not empty.

23 Saul and Jonathan were lovely and pleasant in their lives, and in their death they were not divided: they were swifter than eagles, they were stronger than lions.

24 Ye daughters of Israel, weep over Saul, who clothed you in scarlet, with other delights, who put on ornaments of gold upon your apparel.

25 How are the mighty fallen in the midst of the battle! O Jonathan, thou wast slain in thine high places.

26 I am distressed for thee, my brother Jonathan: very pleasant hast thou been unto me: thy love to me was wonderful, passing the love of women.

27 How are the mighty fallen, and the weapons of war perished!

2 Samuel 1 in Tamil and English

18 ତା'ପରେ ଦାଉଦ ତାଙ୍କର ଲୋକମାନଙ୍କୁ, ୟିହକ୍ସ୍ଟଦୀଯମାନଙ୍କୁ ଉକ୍ତ ଗୀତ ଗାଇବା ପାଇଁ ଏବଂ ଶିକ୍ଷା ଦବୋ ପାଇଁ ଆଦେଶ ଦେଲେ। ଏହାକକ୍ସ୍ଟ ଧନକ୍ସ୍ଟ କକ୍ସ୍ଟହାୟାଏ। ଏହା ୟାଶରେ ପୁସ୍ତକକରେ ଲଖାେଅଛି।
(Also he bade them teach the children of Judah the use of the bow: behold, it is written in the book of Jasher.)

19 ହେ ଇଶ୍ରାୟେଲ, ତୁମ୍ଭର ସୌନ୍ଦର୍ୟ୍ଯ ତୁମ୍ଭର ପର୍ବତକକ୍ସ୍ଟ ଭାଙ୍ଗି ଦଲୋ। ଦେଖ! କମେିତି ସହେି ବୀରଗଣଙ୍କର ପତନ ହେଲା।
The beauty of Israel is slain upon thy high places: how are the mighty fallen!

20 ଗାଥ ସହରକକ୍ସ୍ଟ ଏହି ସମ୍ବାଦ ଦିଅ ନାହିଁ। ଅସ୍କିଲୋନର ଦାଣ୍ତ ରେ ଏହା ପ୍ରଗ୍ଭର କର ନାହିଁ। ଯଦି ତୁମ୍ଭେ ଏହା କର, ସହେି ପଲେଷ୍ଟୀୟ ନଗରଗକ୍ସ୍ଟଡିକ ଆନନ୍ଦ କରିବେ। ସହେି ନଗରର ଅସଭ୍ଯ ପ୍ରତିମା ପୂଜକଗଣ ଆନନ୍ଦିତ ହବେ।
Tell it not in Gath, publish it not in the streets of Askelon; lest the daughters of the Philistines rejoice, lest the daughters of the uncircumcised triumph.

21 ହେ ଗଲ୍ବୋଯ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡକ୍ସ୍ଟ। ଅଥବା ଉପହାରଜନକ କ୍ଷେତ୍ର ନ ହେଉ। କାରଣ ସଠାେରେ ବୀରମାନଙ୍କର ଢାଲ ଅଦରକାରୀ ପରି ଫିଙ୍ଗି ଦିଆଗଲା। ଶାଉଲଙ୍କର ଢାଲ ତୈଲ ରେ ଅଭିଷିକ୍ତ ହେଲା ନାହିଁ।
Ye mountains of Gilboa, let there be no dew, neither let there be rain, upon you, nor fields of offerings: for there the shield of the mighty is vilely cast away, the shield of Saul, as though he had not been anointed with oil.

22 ହତ ଲୋକମାନଙ୍କର ରକ୍ତରକ୍ସ୍ଟ ବୀରମାନଙ୍କ ମଦରେକ୍ସ୍ଟ ଯୋନାଥନର ଧନକ୍ସ୍ଟ ଓ ଶାଉଲଙ୍କର ଖଡ୍ଗ ରିକ୍ତ ହାଇେ ଫେ ରେ ନାହିଁ।
From the blood of the slain, from the fat of the mighty, the bow of Jonathan turned not back, and the sword of Saul returned not empty.

23 ଶାଉଲ ଓ ଯୋନାଥନ ସମାନଙ୍କେ ଜୀବନକାଳ ମଧିଅରେ ଲୋକମାନଙ୍କଠାରକ୍ସ୍ଟ ବହକ୍ସ୍ଟତ ପ୍ ରମେ ପାଇଲେ। ଏପରିକି ମୃତକ୍ସ୍ଟ୍ଯ ସମୟରେ ମଧ୍ଯ ସମାନେେ ଅଲଗା ହେଲେ ନାହିଁ। ସମାନେେ ଉକ୍ରୋଶପକ୍ଷୀଠାରକ୍ସ୍ଟ ବଗବୋନ ଓ ସିଂହଠାରକ୍ସ୍ଟ ବଳବାନ ଥିଲେ।
Saul and Jonathan were lovely and pleasant in their lives, and in their death they were not divided: they were swifter than eagles, they were stronger than lions.

24 ହେ ଇଶ୍ରାୟେଲର କନ୍ଯାଗଣ ଶାଉଲଙ୍କ ପାଇଁ କ୍ରନ୍ଦନ କର। ସେ ତୁମ୍ଭମାନଙ୍କୁ ସିନ୍ଦକ୍ସ୍ଟରବର୍ଣ୍ଣ ବସ୍ତ୍ର ରେ ସକ୍ସ୍ଟନ୍ଦର ରୂପେ ବସ୍ତ୍ରାନ୍ବିତ କଲେ। ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ବର୍ଣ୍ଣ ଅଳଙ୍କାର ଖଚିତ କଲେ।
Ye daughters of Israel, weep over Saul, who clothed you in scarlet, with other delights, who put on ornaments of gold upon your apparel.

25 ବୀରମାନେ ୟକ୍ସ୍ଟଦ୍ଧ ରେ ପତିତ ହେଲ। ଯୋନାଥନ ତକ୍ସ୍ଟମ୍ଭ ରାଜା ପର୍ବତ ରେ ହତ ହେଲ।
How are the mighty fallen in the midst of the battle! O Jonathan, thou wast slain in thine high places.

26 ହେ ମାରେ ଭାଇ ଯୋନାଥନ, ମୁ ତକ୍ସ୍ଟମ୍ଭ ଲାଗି ଦକ୍ସ୍ଟଃଖ କରୁଅଛି। ମୁ ତକ୍ସ୍ଟମ୍ଭ ସହିତ ଥିବାରକ୍ସ୍ଟ ଆନନ୍ଦ ଉପ ଭୋଗ କରୁଅଛି। ମାରେ ପ୍ରତି ତୁମ୍ଭର ପ୍ ରମେ ଆଶ୍ଚର୍ୟ୍ଯ ଓ ତାହା ସ୍ତ୍ରୀମାନଙ୍କ ପ୍ ରମରେକ୍ସ୍ଟ ବଳିଗଲା।
I am distressed for thee, my brother Jonathan: very pleasant hast thou been unto me: thy love to me was wonderful, passing the love of women.

27 ବୀରମାନେ ୟକ୍ସ୍ଟଦ୍ଧ ରେ ପତିତ ହେଲ ଏବଂ ୟକ୍ସ୍ଟଦ୍ଧାସ୍ତ୍ରଗକ୍ସ୍ଟଡିକ ଧ୍ବଂସ କରାଗଲା।
How are the mighty fallen, and the weapons of war perished!