ଦିତୀୟ ରାଜାବଳୀ 8:20 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ରାଜାବଳୀ ଦିତୀୟ ରାଜାବଳୀ 8 ଦିତୀୟ ରାଜାବଳୀ 8:20

2 Kings 8:20
ତାଙ୍କ ସମୟରେ ଯିହୁଦାର ଶାସନ ବିରୁଦ୍ଧ ରେ ଇଦୋମୀଯମାନେ ବିଦ୍ରୋହ କଲେ ଓ ସମାନେେ ସମାନଙ୍କେର ଏକ ରାଜା ବାଛିଲେ।

2 Kings 8:192 Kings 82 Kings 8:21

2 Kings 8:20 in Other Translations

King James Version (KJV)
In his days Edom revolted from under the hand of Judah, and made a king over themselves.

American Standard Version (ASV)
In his days Edom revolted from under the hand of Judah, and made a king over themselves.

Bible in Basic English (BBE)
In his time, Edom made themselves free from the rule of Judah, and took a king for themselves.

Darby English Bible (DBY)
In his days Edom revolted from under the hand of Judah, and they set a king over themselves.

Webster's Bible (WBT)
In his days Edom revolted from under the hand of Judah, and made a king over themselves.

World English Bible (WEB)
In his days Edom revolted from under the hand of Judah, and made a king over themselves.

Young's Literal Translation (YLT)
In his days hath Edom revolted from under the hand of Judah, and they cause a king to reign over them,

In
his
days
בְּיָמָיו֙bĕyāmāywbeh-ya-mav
Edom
פָּשַׁ֣עpāšaʿpa-SHA
revolted
אֱד֔וֹםʾĕdômay-DOME
from
under
מִתַּ֖חַתmittaḥatmee-TA-haht
hand
the
יַדyadyahd
of
Judah,
יְהוּדָ֑הyĕhûdâyeh-hoo-DA
and
made
וַיַּמְלִ֥כוּwayyamlikûva-yahm-LEE-hoo
a
king
עֲלֵיהֶ֖םʿălêhemuh-lay-HEM
over
מֶֽלֶךְ׃melekMEH-lek

Cross Reference

ପ୍ରଥମ ରାଜାବଳୀ 22:47
ସହେି ସମୟରେ ଇଦୋମର କହେି ରାଜା ନଥିଲେ। ଯିହୁଦାର ରାଜାଙ୍କ ଦ୍ବାରା ନିୟୁକ୍ତି ଜଣେ ପ୍ରତିନିଧି ତା'ର ଶାସନ ଚଳାଇଲେ।

ଦିତୀୟ ରାଜାବଳୀ 3:9
ତହୁଁ ଇଶ୍ରାୟେଲର ରାଜା ଯିହୁଦାର ରାଜା ଓ ଇଦୋମର ରାଜା ଏକତ୍ର ସାତଦିନ ଧରି ୟାତ୍ରା କଲେ। ସମାନଙ୍କେର ସୈନ୍ଯମାନଙ୍କ ପାଇଁ ଓ ପଶୁମାନଙ୍କ ପାଇଁ କୌଣସି ଜଳ ନଥିଲା।

ଦିତୀୟ ରାଜାବଳୀ 3:27
ତହୁଁ ସେ ଆପଣାର ଉତ୍ତରାଧିକାରୀ ଜେଷ୍ଠପୁତ୍ରଙ୍କୁ ନଇେ ପ୍ରାଚୀର ଉପରେ ହାମବେଳି ରୂପେ ଉତ୍ସର୍ଗ କଲେ। ୟିଏକି ପରବର୍ତ୍ତୀ ରାଜା ହାଇେଥାନ୍ତେ, ତାଙ୍କୁ ନଇେ ପ୍ରାଚୀର ଉପରେ ହାମବେଳି ରୂପେ ଉତ୍ସର୍ଗ କଲେ। ଏଥି ରେ ଇଶ୍ରାୟେଲ ଲୋକମାନଙ୍କର ବିପର୍ୟ୍ଯସ୍ତ ବଢିଲା। ତେଣୁ ଇଶ୍ରାୟେଲୀୟମାନେ ମାୟୋବ ପରିତ୍ଯାଗ କରି ନିଜ ଦେଶକୁ ପ୍ରସ୍ଥାନ କଲେ।

ଦିତୀୟ ରାଜାବଳୀ 8:22
ତେଣୁ ଇଦୋମୀଯ ଲୋକମାନେ ଯିହୁଦା ବିରୁଦ୍ଧ ରେ ବିଦ୍ରୋହ କଲେ। ସମାନେେ ଆଜି ପର୍ୟ୍ଯନ୍ତ ଯିହୁଦାର ରାଜତ୍ବରୁ ମୁକ୍ତ ଅଛନ୍ତି।

ଆଦି ପୁସ୍ତକ 27:40
ତୁମ୍ଭେ ଖଡ୍ଗଜୀବି ଓ ଆପଣା ଭ୍ରାତାର ଦାସ ହବେ। କିନ୍ତୁ ତୁମ୍ଭେ ଯେତବେେଳେ ପ୍ରସ୍ତୁତ, ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦବେ, ତବେେ ତୁମ୍ଭେ ମୁକ୍ତି ପାଇବ।

ଦିତୀୟ ଶାମୁୟେଲ 8:14
ଦାଉଦ ଦକ୍ସ୍ଟର୍ଗ ରକ୍ଷକ ସନୋଙ୍କକ୍ସ୍ଟ ଇଦୋମ ରେ ମୃତଯନ କଲେ। ସେ ଇଦୋମ ସାରା ବହକ୍ସ୍ଟତ ଦକ୍ସ୍ଟର୍ଗ ରକ୍ଷକ ସନୋଙ୍କକ୍ସ୍ଟ ମୃତଯନ କଲେ। ସମସ୍ତ ଇଦୋମୀଯଗଣ ଦାଉଦଙ୍କର ଦାସ ହେଲ। ଦାଉଦ ଯେଉଁଠିକି ଗଲେ ସଦାପ୍ରଭୁ ତାଙ୍କୁ ବିଜଯୀ କଲେ।

ଦିତୀୟ ବଂଶାବଳୀ 21:8
ଯିହାରୋମ୍ଙ୍କ ସମୟରେ, ଇଦୋମ ଯିହୁଦାର ଅଧୀନତାକୁ ଭଙ୍ଗ କଲା। ଇଦୋମୀଯମାନେ ସମାନଙ୍କେର ନିଜର ରାଜାଙ୍କୁ ମନୋନୀତ କଲେ।