2 Kings 25
22 ବାବିଲର ରାଜା ନବୂଖଦ୍ନିତ୍ସର କିଛି ଲୋକ ଯିହୁଦା ରେ ଛାଡି ୟାଇଥିଲେ। ସମାନଙ୍କେ ମଧିଅରେ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିଯ ଥିଲା, ବାବିଲର ରାଜା ଗଦଲିଯକୁ ଯିହୁଦାର ଶାସନ କର୍ତ୍ତା ରୂପେ ନିୟୁକ୍ତି କଲେ।
23 ଏହାପରେ ବାବିଲର ରାଜା ଗଦଲିଯକୁ ଶାସନକର୍ତ୍ତା କରିଅଛ ବୋଲି ଶୁଣି ସନୋପତିଗଣ ଓ ସମାନଙ୍କେ ଲୋକମାନେ ଯଥା: ନଥନିଯର ପୁତ୍ର ଇଶ୍ମାଯଲେ, କା ରହରେ ପୁତ୍ର ୟୋହାନନ୍, ନାଟୋଫାତୀଯଠାରୁ ତନହୂମତର ପୁତ୍ର ସରାଯ, ମାଖାତୀଯର ପୁତ୍ର ୟାସନିଯ ଓ ସମାନଙ୍କେର ଲୋକମାନେ ମିସ୍ପାର ଗଦଲିଯ ନିକଟକୁ ଆସିଲେ।
24 ତହୁଁ ଗଦଲିଯ ଅଧିକାରୀମାନଙ୍କ ନିକଟରେ ଓ ସମାନଙ୍କେ ଲୋକମାନଙ୍କ ନିକଟରେ ଶପଥ କରନ୍ତି, ବାବିଲର ଅଧିକାରୀମାନଙ୍କୁ ଭୟ କର ନାହିଁ, ଏହିଠା ରେ ରହି ବାବିଲ ରାଜାର ସବୋ କର। ତା'ପରେ ଏହା ତୁମ୍ଭମାନଙ୍କ ସହିତ ମଙ୍ଗଳ ହବେ।
25 ମାତ୍ର ସପ୍ତମ ମାସ ରେ ରାଜବଂଶ ଜାତ ଇଲୀଶାମାର ପୌତ୍ର ନଥନିଯର ପୁତ୍ର ଇଶ୍ମାଯଲେ, ୟିଏ ରାଜା ପରିବାରରୁ ଥିଲେ। ସେ ଓ ତାଙ୍କର ଦଶଜଣ ସଙ୍ଗୀ ଗଦଲୀଯକୁ, ୟିହୁଦୀଯମାନଙ୍କୁ ଓ ମିସ୍ପା ରେ ଥିବା କଲଦୀଯମାନଙ୍କୁ ବଧ କଲେ।
26 ତା'ପରେ ସମସ୍ତ ସନୋପତିଗଣ ଓ େଛାଟ ବଡ ସବୁ ଲୋକ ମିଶରକୁ ପଳାଇଲେ। କାରଣ ସମାନେେ କଲଦୀଯମାନଙ୍କୁ ଭୟ କରୁଥିଲେ।
27 ଅନନ୍ତର ଯିହୁଦାର ରାଜା ୟହୋଯାଖୀନଙ୍କ ବନ୍ଦୀତ୍ବର ସପ୍ତତ୍ରିଂଶ ବର୍ଷର ଦ୍ବାଦଶ ମାସ ରେ, ମାସର ସପ୍ତବିଂଶ ଦିନ ରେ ବାବିଲ ରାଜା ଇବିଲମରୋଦକ୍। ସେ ରାଜତ୍ବ ଆରମ୍ଭ କରିବା ବର୍ଷ ରେ ବନ୍ଦୀରୁ ଯିହୁଦାର ରାଜା ୟିହୋଯାଖୀନ୍କୁ ବାହାର କଲେ ଓ ତାଙ୍କୁ ଅନ୍ୟ ରାଜାଙ୍କଠାରୁ ତାଙ୍କୁ ଅଧିକ ମହତ୍ବପୂର୍ଣ୍ଣ ସ୍ଥାନ ରେ ବସିବାକୁ ଦେଲେ। ତାହା ବବେିଲୋନ ରେ ତାଙ୍କ ସହିତ ଏପରି ଥିଲା।
28 ଇବିଲ-ମରୋଦକ୍ ଯିହାୟୋଦାରଖୀନ୍ଙ୍କ ପ୍ରତି ଅତ୍ଯନ୍ତ ଦୟାଳୁ ଥିଲେ। ସେ ବାବିଲ ରେ ତାଙ୍କ ସହିତ ଥିବା ଅନ୍ୟ ରାଜାମାନଙ୍କ ଆସନଠାରୁ ସେ ୟିହୋଯାଖୀନ୍ଙ୍କୁ ଉଚ୍ଚସ୍ଥାନ ଦଇେଥିଲେ।
29 ଇବିଲ-ମରୋଦକ ୟିହୋଯାଖୀନଙ୍କ କାରାଗାର ପୋଷାକ ବଦଳାଇ ଦଇେଥିଲେ ଓ ସେ ପ୍ରତିଦିନ ତାଙ୍କ ସହିତ ଗୋଟିଏ ମଜେ ରେ ୟାବଜ୍ଜୀବନ ଭୋଜନ କଲେ।
30 ତେଣୁ ଅବଶିଷ୍ଟ ସମୟ ତାଙ୍କ ଜୀବନର ପ୍ରତିଦିନ। ତାଙ୍କର ସମସ୍ତ ଭୋଜନ ଇବିଲ-ମରୋଦକ ରାଜାଙ୍କ ଦ୍ବାରା ଯିହାୟୋଦାରଖୀନ୍ଙ୍କୁ ଦିଆଗଲା।
22 And as for the people that remained in the land of Judah, whom Nebuchadnezzar king of Babylon had left, even over them he made Gedaliah the son of Ahikam, the son of Shaphan, ruler.
23 And when all the captains of the armies, they and their men, heard that the king of Babylon had made Gedaliah governor, there came to Gedaliah to Mizpah, even Ishmael the son of Nethaniah, and Johanan the son of Careah, and Seraiah the son of Tanhumeth the Netophathite, and Jaazaniah the son of a Maachathite, they and their men.
24 And Gedaliah sware to them, and to their men, and said unto them, Fear not to be the servants of the Chaldees: dwell in the land, and serve the king of Babylon; and it shall be well with you.
25 But it came to pass in the seventh month, that Ishmael the son of Nethaniah, the son of Elishama, of the seed royal, came, and ten men with him, and smote Gedaliah, that he died, and the Jews and the Chaldees that were with him at Mizpah.
26 And all the people, both small and great, and the captains of the armies, arose, and came to Egypt: for they were afraid of the Chaldees.
27 And it came to pass in the seven and thirtieth year of the captivity of Jehoiachin king of Judah, in the twelfth month, on the seven and twentieth day of the month, that Evil-merodach king of Babylon in the year that he began to reign did lift up the head of Jehoiachin king of Judah out of prison;
28 And he spake kindly to him, and set his throne above the throne of the kings that were with him in Babylon;
29 And changed his prison garments: and he did eat bread continually before him all the days of his life.
30 And his allowance was a continual allowance given him of the king, a daily rate for every day, all the days of his life.
2 Kings 25 in Tamil and English
22 ବାବିଲର ରାଜା ନବୂଖଦ୍ନିତ୍ସର କିଛି ଲୋକ ଯିହୁଦା ରେ ଛାଡି ୟାଇଥିଲେ। ସମାନଙ୍କେ ମଧିଅରେ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିଯ ଥିଲା, ବାବିଲର ରାଜା ଗଦଲିଯକୁ ଯିହୁଦାର ଶାସନ କର୍ତ୍ତା ରୂପେ ନିୟୁକ୍ତି କଲେ।
And as for the people that remained in the land of Judah, whom Nebuchadnezzar king of Babylon had left, even over them he made Gedaliah the son of Ahikam, the son of Shaphan, ruler.
23 ଏହାପରେ ବାବିଲର ରାଜା ଗଦଲିଯକୁ ଶାସନକର୍ତ୍ତା କରିଅଛ ବୋଲି ଶୁଣି ସନୋପତିଗଣ ଓ ସମାନଙ୍କେ ଲୋକମାନେ ଯଥା: ନଥନିଯର ପୁତ୍ର ଇଶ୍ମାଯଲେ, କା ରହରେ ପୁତ୍ର ୟୋହାନନ୍, ନାଟୋଫାତୀଯଠାରୁ ତନହୂମତର ପୁତ୍ର ସରାଯ, ମାଖାତୀଯର ପୁତ୍ର ୟାସନିଯ ଓ ସମାନଙ୍କେର ଲୋକମାନେ ମିସ୍ପାର ଗଦଲିଯ ନିକଟକୁ ଆସିଲେ।
And when all the captains of the armies, they and their men, heard that the king of Babylon had made Gedaliah governor, there came to Gedaliah to Mizpah, even Ishmael the son of Nethaniah, and Johanan the son of Careah, and Seraiah the son of Tanhumeth the Netophathite, and Jaazaniah the son of a Maachathite, they and their men.
24 ତହୁଁ ଗଦଲିଯ ଅଧିକାରୀମାନଙ୍କ ନିକଟରେ ଓ ସମାନଙ୍କେ ଲୋକମାନଙ୍କ ନିକଟରେ ଶପଥ କରନ୍ତି, ବାବିଲର ଅଧିକାରୀମାନଙ୍କୁ ଭୟ କର ନାହିଁ, ଏହିଠା ରେ ରହି ବାବିଲ ରାଜାର ସବୋ କର। ତା'ପରେ ଏହା ତୁମ୍ଭମାନଙ୍କ ସହିତ ମଙ୍ଗଳ ହବେ।
And Gedaliah sware to them, and to their men, and said unto them, Fear not to be the servants of the Chaldees: dwell in the land, and serve the king of Babylon; and it shall be well with you.
25 ମାତ୍ର ସପ୍ତମ ମାସ ରେ ରାଜବଂଶ ଜାତ ଇଲୀଶାମାର ପୌତ୍ର ନଥନିଯର ପୁତ୍ର ଇଶ୍ମାଯଲେ, ୟିଏ ରାଜା ପରିବାରରୁ ଥିଲେ। ସେ ଓ ତାଙ୍କର ଦଶଜଣ ସଙ୍ଗୀ ଗଦଲୀଯକୁ, ୟିହୁଦୀଯମାନଙ୍କୁ ଓ ମିସ୍ପା ରେ ଥିବା କଲଦୀଯମାନଙ୍କୁ ବଧ କଲେ।
But it came to pass in the seventh month, that Ishmael the son of Nethaniah, the son of Elishama, of the seed royal, came, and ten men with him, and smote Gedaliah, that he died, and the Jews and the Chaldees that were with him at Mizpah.
26 ତା'ପରେ ସମସ୍ତ ସନୋପତିଗଣ ଓ େଛାଟ ବଡ ସବୁ ଲୋକ ମିଶରକୁ ପଳାଇଲେ। କାରଣ ସମାନେେ କଲଦୀଯମାନଙ୍କୁ ଭୟ କରୁଥିଲେ।
And all the people, both small and great, and the captains of the armies, arose, and came to Egypt: for they were afraid of the Chaldees.
27 ଅନନ୍ତର ଯିହୁଦାର ରାଜା ୟହୋଯାଖୀନଙ୍କ ବନ୍ଦୀତ୍ବର ସପ୍ତତ୍ରିଂଶ ବର୍ଷର ଦ୍ବାଦଶ ମାସ ରେ, ମାସର ସପ୍ତବିଂଶ ଦିନ ରେ ବାବିଲ ରାଜା ଇବିଲମରୋଦକ୍। ସେ ରାଜତ୍ବ ଆରମ୍ଭ କରିବା ବର୍ଷ ରେ ବନ୍ଦୀରୁ ଯିହୁଦାର ରାଜା ୟିହୋଯାଖୀନ୍କୁ ବାହାର କଲେ ଓ ତାଙ୍କୁ ଅନ୍ୟ ରାଜାଙ୍କଠାରୁ ତାଙ୍କୁ ଅଧିକ ମହତ୍ବପୂର୍ଣ୍ଣ ସ୍ଥାନ ରେ ବସିବାକୁ ଦେଲେ। ତାହା ବବେିଲୋନ ରେ ତାଙ୍କ ସହିତ ଏପରି ଥିଲା।
And it came to pass in the seven and thirtieth year of the captivity of Jehoiachin king of Judah, in the twelfth month, on the seven and twentieth day of the month, that Evil-merodach king of Babylon in the year that he began to reign did lift up the head of Jehoiachin king of Judah out of prison;
28 ଇବିଲ-ମରୋଦକ୍ ଯିହାୟୋଦାରଖୀନ୍ଙ୍କ ପ୍ରତି ଅତ୍ଯନ୍ତ ଦୟାଳୁ ଥିଲେ। ସେ ବାବିଲ ରେ ତାଙ୍କ ସହିତ ଥିବା ଅନ୍ୟ ରାଜାମାନଙ୍କ ଆସନଠାରୁ ସେ ୟିହୋଯାଖୀନ୍ଙ୍କୁ ଉଚ୍ଚସ୍ଥାନ ଦଇେଥିଲେ।
And he spake kindly to him, and set his throne above the throne of the kings that were with him in Babylon;
29 ଇବିଲ-ମରୋଦକ ୟିହୋଯାଖୀନଙ୍କ କାରାଗାର ପୋଷାକ ବଦଳାଇ ଦଇେଥିଲେ ଓ ସେ ପ୍ରତିଦିନ ତାଙ୍କ ସହିତ ଗୋଟିଏ ମଜେ ରେ ୟାବଜ୍ଜୀବନ ଭୋଜନ କଲେ।
And changed his prison garments: and he did eat bread continually before him all the days of his life.
30 ତେଣୁ ଅବଶିଷ୍ଟ ସମୟ ତାଙ୍କ ଜୀବନର ପ୍ରତିଦିନ। ତାଙ୍କର ସମସ୍ତ ଭୋଜନ ଇବିଲ-ମରୋଦକ ରାଜାଙ୍କ ଦ୍ବାରା ଯିହାୟୋଦାରଖୀନ୍ଙ୍କୁ ଦିଆଗଲା।
And his allowance was a continual allowance given him of the king, a daily rate for every day, all the days of his life.