English
ଦିତୀୟ ରାଜାବଳୀ 21:7 ଚିତ୍ର
ପୁଣି ମନଃଶି ଆଶରୋ ରେ ଏକ ଖାଦେିତ ମୂର୍ତ୍ତୀ ନିର୍ମାଣ କରାଇ ସଦାପ୍ରଭୁଙ୍କ ମନ୍ଦିର ରେ ସ୍ଥାପନ କଲେ। କିନ୍ତୁ ସହେି ମନ୍ଦିର ବିଷଯ ରେ ସଦାପ୍ରଭୁ ଦାଉଦଙ୍କୁ ଓ ତାଙ୍କର ପୁତ୍ର ଶଲୋମନ୍କୁ କହିଥିଲେ, ମୁଁ ସମଗ୍ର ଇଶ୍ରାୟେଲର ସମସ୍ତ ନଗରଠାରୁ ୟିରୁଶାଲମ୍କୁ ମନୋନୀତ କରିଛି। ୟିରୁଶାଲମ୍ର ଏହି ମନ୍ଦିର ରେ ଆମ୍ଭର ନାମ ଚିରକାଳ ସ୍ଥାପନ କରିବୁ।