2 Kings 2:1
ଅନନ୍ତର ସଦାପ୍ରଭୁ ଏଲିଯଙ୍କୁ ଘୂର୍ଣ୍ଣିବାଯୁ ରେ ସ୍ବର୍ଗକୁ ଘନେିୟିବାକୁ ଉଦ୍ଯତ ଥିଲେ, ଏଲିଯ ଓ ଇଲୀଶାୟ ଗିଲ୍ଗଲଠାରୁ ସମାନଙ୍କେର ରାସ୍ତା ରେ ଥିଲେ।
2 Kings 2:1 in Other Translations
King James Version (KJV)
And it came to pass, when the LORD would take up Elijah into heaven by a whirlwind, that Elijah went with Elisha from Gilgal.
American Standard Version (ASV)
And it came to pass, when Jehovah would take up Elijah by a whirlwind into heaven, that Elijah went with Elisha from Gilgal.
Bible in Basic English (BBE)
Now when the Lord was about to take Elijah up to heaven in a great wind, Elijah went with Elisha from Gilgal.
Darby English Bible (DBY)
And it came to pass when Jehovah would take up Elijah into the heavens by a whirlwind, that Elijah went with Elisha from Gilgal.
Webster's Bible (WBT)
And it came to pass, when the LORD would take up Elijah into heaven by a whirlwind, that Elijah went with Elisha from Gilgal.
World English Bible (WEB)
It happened, when Yahweh would take up Elijah by a whirlwind into heaven, that Elijah went with Elisha from Gilgal.
Young's Literal Translation (YLT)
And it cometh to pass, at Jehovah's taking up Elijah in a whirlwind to the heavens, that Elijah goeth, and Elisha, from Gilgal,
| And it came to pass, | וַיְהִ֗י | wayhî | vai-HEE |
| Lord the when | בְּהַֽעֲל֤וֹת | bĕhaʿălôt | beh-ha-uh-LOTE |
| would take up | יְהוָה֙ | yĕhwāh | yeh-VA |
| אֶת | ʾet | et | |
| Elijah | אֵ֣לִיָּ֔הוּ | ʾēliyyāhû | A-lee-YA-hoo |
| into heaven | בַּֽסְעָרָ֖ה | basʿārâ | bahs-ah-RA |
| by a whirlwind, | הַשָּׁמָ֑יִם | haššāmāyim | ha-sha-MA-yeem |
| Elijah that | וַיֵּ֧לֶךְ | wayyēlek | va-YAY-lek |
| went | אֵֽלִיָּ֛הוּ | ʾēliyyāhû | ay-lee-YA-hoo |
| with Elisha | וֶֽאֱלִישָׁ֖ע | weʾĕlîšāʿ | veh-ay-lee-SHA |
| from | מִן | min | meen |
| Gilgal. | הַגִּלְגָּֽל׃ | haggilgāl | ha-ɡeel-ɡAHL |
Cross Reference
ଆଦି ପୁସ୍ତକ 5:24
ଦିନେ, ଯେ ତବେଳେ ହନୋକ ପରମେଶ୍ବରଙ୍କୁ ଅନୁସରଣ କରିଥିଲେ, ସେ ଅନ୍ତର୍ଧ୍ଯାନ ହେଲ, ଯେ ହତେୁ ତାଙ୍କୁ ପରମେଶ୍ବର ନଇଗେଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 11:5
ବିଶ୍ବାସ ହତେୁ ହନୋକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ ହେଲା। ସେ କବେବେି ମୃତ୍ଯୁ ଅନୁଭବ କଲେ ନାହିଁ। ଶାସ୍ତ୍ର କୁ ହେ ଯେ, ହନୋକଙ୍କୁ ଉଠାଇ ନଇେ ୟିବା ପୂର୍ବରୁ ସେ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ଲୋକେ ତାହାଙ୍କୁ ଖାଜେି ପାରିଲେ ନାହିଁ, କାରଣ ପରମେଶ୍ବର ହନୋକଙ୍କୁ ନିଜ ସହିତ ରହିବା ଲାଗି ନଇଗେଲେ।
ପ୍ରଥମ ରାଜାବଳୀ 19:16
ଆଉ ନିମ୍ଶିର ପୁତ୍ର ଯହେୂକୁ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କର। ଆଉ ଆବଲହେୋଲା ନିବାସୀ ଶାଫଟର ପୁତ୍ର ଇଲୀଶାୟକୁ ତୁମ୍ଭ ସ୍ଥାନ ରେ ଭବିଷ୍ଯଦ୍ବକ୍ତା ରୂପେ ଅଭିଷକେ କର।
ପ୍ରଥମ ରାଜାବଳୀ 19:11
ତା'ପରେ ସଦାପ୍ରଭୁ ଏଲିଯକୁ କହିଲେ, ୟାଅ, ପର୍ବତ ଉପରେ ମାେ ସମ୍ମୁଖ ରେ ଛିଡା ହୁଅ। ମୁଁ ତୁମ୍ଭ ପାଖ ଦଇେ ଅତିକ୍ରମ କରିବି। ତା'ପରେ ପ୍ରବଳ ଓ ପ୍ରଚଣ୍ତ ବାଯୁ ସଦାପ୍ରଭୁଙ୍କ ସମ୍ମୁଖ ରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସହେି ବାଯୁ ରେ ନଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସହେି ଭୂମିକମ୍ପରେ ନଥିଲେ।
ଯିହୋଶୂୟ 5:9
ସହେି ସମୟରେ, ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭମାନେେ ମିଶରର ଦାସ ଥିଲ, ଏବଂ ଏହା ତୁମ୍ଭକୁ ଲଜ୍ଜା ଦେଉଥିଲା। କିନ୍ତୁ ଆଜି ମୁ ଲଜ୍ଜାକକ୍ସ୍ଟ ନିବାରଣ କରିଅଛି। ତେଣୁ ୟିହୋଶୂଯ ସେ ସ୍ଥାନର ନାମ ଦେଲେ, ଗିଲ୍ଗାଲ୍, ଏବଂ ସହେି ଗିଲ୍ଗାଲ୍ ନାମ ଆଜି ମଧ୍ଯ ପ୍ରଚଳିତ ଅଛି।
ଯିହୋଶୂୟ 4:19
ପ୍ରଥମ ମାସର ଦଶମ ଦିନ ରେ ଲୋକମାନେ ୟର୍ଦ୍ଦନ ନଦୀ ପାର ହାଇେ ଯିରୀହାରେ ପୂର୍ବ ସିମାସ୍ଥିତ ଗିଲଗାଲ୍ଠା ରେ ଛାଉଣୀ ସ୍ଥାପନ କଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:12
ତା'ପରେ ସହେି ଦୁଇଜଣ ସାକ୍ଷୀ ସ୍ବର୍ଗରୁ ଆସୁଥିବା ଗୋଟିଏ ଉଚ୍ଚ ସ୍ବର ଶୁଣିପାରିଲେ, ଏଠାକୁ ଉଠି ଆସ। ଏହା ଶୁଣି ଦୁଇ ଜଣ ଭବିଷ୍ଯଦ୍ ବକ୍ତା ମେଘ ଦ୍ବାରା ସ୍ବର୍ଗକୁ ଗଲେ। ଏହା ସମାନଙ୍କେର ଶତ୍ରୁମାନେ ଦେଖୁଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 1:9
ଯୀଶୁ ପ୍ ରରେିତମାନଙ୍କୁ ଏତିକି କହିବା ପରେ ତାହାଙ୍କୁ ଆକାଶକୁ ଉେଠଇ ନିଆଗଲା। ପ୍ ରରେିତମାନେ ଦେଖୁଥିବା ସମୟରେ ଯୀଶୁ ଖଣ୍ଡେ ମେଘ ଭିତରକୁ ଚାଲିଗଲେ, ଓ ସମାନେେ ତାହାଙ୍କୁ ଆଉ ଦେଖିପାରିଲେ ନାହିଁ।
ଲୂକଲିଖିତ ସୁସମାଚାର 9:51
ଯୀଶୁ ଜଗତ ଛାଡି ସ୍ବର୍ଗକୁ ଫରେିୟିବାର ସମୟ ପାଖଇେ ଆସୁଥିଲା। ଯୀଶୁ ୟିରୂଶାଲମ ୟିବାକୁ ସ୍ଥିର କଲେ।
ଆୟୁବ ପୁସ୍ତକ 38:1
ତା'ପରେ ସଦାପ୍ରଭୁ ଆୟୁବକୁ ଘୂର୍ଣ୍ଣିବାଯୁ ମଧ୍ଯରୁ ଉତ୍ତର ଦଇେ କହିଲେ,
ଦିତୀୟ ରାଜାବଳୀ 4:38
ଅନନ୍ତର ଇଲୀଶାୟ ପୁନର୍ବାର ଗିଲ୍ଗଲ୍କୁ ଫରେିଗଲେ। ସହେି ସମୟରେ ସଠାେରେ ସହେି ଭୂମିରେ ଦୁର୍ଭିକ୍ଷ ପଡିଥିଲା। ଯେତବେେଳେ ଭବିଷ୍ଯଦ୍ବକ୍ତାଗଣଙ୍କର ପୁତ୍ରମାନେ ତାଙ୍କ ସମ୍ମୁଖ ରେ ବସୁଥିବା ବେଳେ ଇଲୀଶାୟ ନିଜର ଦାସକୁ କହିଲେ, ହଣ୍ତା ଚୁଲି ରେ ବସାଅ ଓ ଭବିଷ୍ଯଦ୍ବକ୍ତାଙ୍କର ସନ୍ତାନଗଣଙ୍କ ପାଇଁ ବ୍ଯଞ୍ଜନ ପାକ କର।
ଦିତୀୟ ରାଜାବଳୀ 2:11
ଏହିପରି ସେ ଦୁ ହେଁ ଏକତ୍ର କଥାବାର୍ତ୍ତା ହାଇେ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମଯ ରଥ ଓ ଅଗ୍ନିମଯ ଅଶ୍ବମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ୍ କଲେ। ତା'ପରେ ଏଲିଯ ଘୂର୍ଣ୍ଣିବାଯୁ ରେ ସ୍ବର୍ଗାରୋହଣ କଲେ।
ପ୍ରଥମ ରାଜାବଳୀ 19:4
ଏଲିଯ ପ୍ରାନ୍ତର ଭିତ ରେ ଦିନସାରା ଗ୍ଭଲି ଏକ ରୋତମ ବୃକ୍ଷମୂଳ ରେ ବସି ପଡିଲେ ଓ ନିଜର ମୃତ୍ଯୁ ପାଇଁ ପ୍ରାର୍ଥନା କରି କହିଲେ, ଏହା ୟଥେଷ୍ଟ ହେଲାଣି, ହେ ସଦାପ୍ରଭୁ, ମାରେ ପ୍ରାଣ ନିଅ, କାରଣ ମୁଁ ମାରେ ପୂର୍ବପୁରୁଷଙ୍କଠାରୁ ଭଲ ନୁହେଁ।
ପ୍ରଥମ ରାଜାବଳୀ 18:12
ଯଦି ମୁଁ ୟାଇ ତୁମ୍ଭ ବିଷଯ ରେ ରାଜା ଆହାବ୍ଙ୍କୁ ଜଣାଏ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭରୁ ମାରେ ଅଜଣା ସ୍ଥାନକୁ ନଇେଯିବେ। ଯେତବେେଳେ ଆହାବ୍ ତୁମ୍ଭକୁ ନ ପାଇବେ ସେ ମାେତେ ହତ୍ଯା କରିବେ। ମାତ୍ର ମୁଁ ବାଲ୍ଯ କାଳରୁ ସଦାପ୍ରଭୁଙ୍କ ଅନୁଗାମୀ ହାଇେ ଆସୁଛି।