2 Kings 19

fullscreen8 ଅନନ୍ତର ଅଶୂରୀଯ ରାଜା ଲାଖୀଶକୁ ପ୍ରସ୍ଥାନ କରିଛି ବୋଲି ରବଶାକି ଶୁଣି ଫରେିଗଲା ଓ ଲିବନା ବିରୁଦ୍ଧ ରେ ତାକୁ ୟୁଦ୍ଧ କରୁଥିବାର ଦେଖିଲା।

fullscreen9 ପୁଣି ଅଶୂରୀଯ ରାଜା କୂଶଦେଶୀଯ ତିର୍ହକ ରାଜ ବିଷଯ ରେ ଏହି ଜନରବ ଶୁଣିଲା, ଦେଖ, ତିର୍ହକ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଅଛି।

fullscreen10 ତୁମ୍ଭମାନେ ଯିହୁଦାର ରାଜା ହିଜକିଙ୍କୁ ଏହିକଥା କହିବ,

fullscreen11 ଏଠାକୁ ଦେଖ, ତୁମ୍ଭମାନେେ ମଧ୍ଯ ଶୁଣିଅଛ ଯେ, ଅଶୂରୀଯ ରାଜାମାନେ ଅନ୍ୟ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିଅଛନ୍ତି। ତୁମ୍ଭମାନେେ କ'ଣ ଉଦ୍ଧାର ପାଇବ? ନା!

fullscreen12 ଆଉ ମଧ୍ଯ ମାରେ ପୂର୍ବପୁରୁଷଗଣ ଗୋଶନ, ହାରୋଣ, ରେତ୍ସଫ ଦେଶୀଯମାନଙ୍କୁ ଓ ତଲଃସର ନିବସୀ ଏଦନ ସନ୍ତାନମାନଙ୍କୁ ବିନାଶ କରିଛନ୍ତି। ସମାନଙ୍କେର ଦବେତାଗଣ ସମାନଙ୍କେୁ ଉଦ୍ଧାର କରି ପାରିଲେ ନାହିଁ?

fullscreen13 ଆଉ କାହାନ୍ତି ହମାତ୍, ଅର୍ପଦ, ସଫର୍ବିଯମ, ହନୋ ଓ ଅଦ୍ଦାର ରାଜଗଣ? ସମାନେେ ସମସ୍ତେ ବିନାଶ ପ୍ରାପ୍ତ ହାଇେଅଛନ୍ତି।

8 So Rab-shakeh returned, and found the king of Assyria warring against Libnah: for he had heard that he was departed from Lachish.

9 And when he heard say of Tirhakah king of Ethiopia, Behold, he is come out to fight against thee: he sent messengers again unto Hezekiah, saying,

10 Thus shall ye speak to Hezekiah king of Judah, saying, Let not thy God in whom thou trustest deceive thee, saying, Jerusalem shall not be delivered into the hand of the king of Assyria.

11 Behold, thou hast heard what the kings of Assyria have done to all lands, by destroying them utterly: and shalt thou be delivered?

12 Have the gods of the nations delivered them which my fathers have destroyed; as Gozan, and Haran, and Rezeph, and the children of Eden which were in Thelasar?

13 Where is the king of Hamath, and the king of Arpad, and the king of the city of Sepharvaim, of Hena, and Ivah?

2 Kings 19 in Tamil and English

8 ଅନନ୍ତର ଅଶୂରୀଯ ରାଜା ଲାଖୀଶକୁ ପ୍ରସ୍ଥାନ କରିଛି ବୋଲି ରବଶାକି ଶୁଣି ଫରେିଗଲା ଓ ଲିବନା ବିରୁଦ୍ଧ ରେ ତାକୁ ୟୁଦ୍ଧ କରୁଥିବାର ଦେଖିଲା।
So Rab-shakeh returned, and found the king of Assyria warring against Libnah: for he had heard that he was departed from Lachish.

9 ପୁଣି ଅଶୂରୀଯ ରାଜା କୂଶଦେଶୀଯ ତିର୍ହକ ରାଜ ବିଷଯ ରେ ଏହି ଜନରବ ଶୁଣିଲା, ଦେଖ, ତିର୍ହକ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଅଛି।
And when he heard say of Tirhakah king of Ethiopia, Behold, he is come out to fight against thee: he sent messengers again unto Hezekiah, saying,

10 ତୁମ୍ଭମାନେ ଯିହୁଦାର ରାଜା ହିଜକିଙ୍କୁ ଏହିକଥା କହିବ,
Thus shall ye speak to Hezekiah king of Judah, saying, Let not thy God in whom thou trustest deceive thee, saying, Jerusalem shall not be delivered into the hand of the king of Assyria.

11 ଏଠାକୁ ଦେଖ, ତୁମ୍ଭମାନେେ ମଧ୍ଯ ଶୁଣିଅଛ ଯେ, ଅଶୂରୀଯ ରାଜାମାନେ ଅନ୍ୟ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିଅଛନ୍ତି। ତୁମ୍ଭମାନେେ କ'ଣ ଉଦ୍ଧାର ପାଇବ? ନା!
Behold, thou hast heard what the kings of Assyria have done to all lands, by destroying them utterly: and shalt thou be delivered?

12 ଆଉ ମଧ୍ଯ ମାରେ ପୂର୍ବପୁରୁଷଗଣ ଗୋଶନ, ହାରୋଣ, ରେତ୍ସଫ ଦେଶୀଯମାନଙ୍କୁ ଓ ତଲଃସର ନିବସୀ ଏଦନ ସନ୍ତାନମାନଙ୍କୁ ବିନାଶ କରିଛନ୍ତି। ସମାନଙ୍କେର ଦବେତାଗଣ ସମାନଙ୍କେୁ ଉଦ୍ଧାର କରି ପାରିଲେ ନାହିଁ?
Have the gods of the nations delivered them which my fathers have destroyed; as Gozan, and Haran, and Rezeph, and the children of Eden which were in Thelasar?

13 ଆଉ କାହାନ୍ତି ହମାତ୍, ଅର୍ପଦ, ସଫର୍ବିଯମ, ହନୋ ଓ ଅଦ୍ଦାର ରାଜଗଣ? ସମାନେେ ସମସ୍ତେ ବିନାଶ ପ୍ରାପ୍ତ ହାଇେଅଛନ୍ତି।
Where is the king of Hamath, and the king of Arpad, and the king of the city of Sepharvaim, of Hena, and Ivah?