ଓଡ଼ିଆ ଓଡ଼ିଆ ବାଇବେଲ ଦିତୀୟ ରାଜାବଳୀ ଦିତୀୟ ରାଜାବଳୀ 19 ଦିତୀୟ ରାଜାବଳୀ 19:23 ଦିତୀୟ ରାଜାବଳୀ 19:23 ଚିତ୍ର English

ଦିତୀୟ ରାଜାବଳୀ 19:23 ଚିତ୍ର

ପୁଣି ତୁମ୍ଭେ ଆପଣା ଦୂତମାନଙ୍କ ଦ୍ବାରା ସଦାପ୍ରଭୁଙ୍କୁ ଧିକ୍କାର କରିଅଛ। ତୁମ୍ଭେ କହିଲେ, ମୁଁ ମାରେ ଅପାର ରଥରେ ପର୍ବତଗଣର ଉର୍ଦ୍ଧ୍ବକୁ ଆସିଲି। ମୁଁ ଲିବାନୋନ୍ର ଅଭ୍ଯନ୍ତରକୁ ଆସିଅଛି। ମୁଁ ତାହାର ଉଚ୍ଚ ଏରସ୍ବୃକ୍ଷ ତାହାର ଉତ୍କୃଷ୍ଟ ଦବଦୋରୁ ବୃକ୍ଷସବୁ କାଟି ପକାଇଲି। ପୁଣି ମୁଁ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ଯ ରେ ଲିବାନୋନ୍ର ଉର୍ଦ୍ଧକୁ ଗଲି।
Click consecutive words to select a phrase. Click again to deselect.
ଦିତୀୟ ରାଜାବଳୀ 19:23

ପୁଣି ତୁମ୍ଭେ ଆପଣା ଦୂତମାନଙ୍କ ଦ୍ବାରା ସଦାପ୍ରଭୁଙ୍କୁ ଧିକ୍କାର କରିଅଛ। ତୁମ୍ଭେ କହିଲେ, ମୁଁ ମାରେ ଅପାର ରଥରେ ପର୍ବତଗଣର ଉର୍ଦ୍ଧ୍ବକୁ ଆସିଲି। ମୁଁ ଲିବାନୋନ୍ର ଅଭ୍ଯନ୍ତରକୁ ଆସିଅଛି। ମୁଁ ତାହାର ଉଚ୍ଚ ଏରସ୍ବୃକ୍ଷ ଓ ତାହାର ଉତ୍କୃଷ୍ଟ ଦବଦୋରୁ ବୃକ୍ଷସବୁ କାଟି ପକାଇଲି। ପୁଣି ମୁଁ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ଯ ରେ ଲିବାନୋନ୍ର ଉର୍ଦ୍ଧକୁ ଗଲି।

ଦିତୀୟ ରାଜାବଳୀ 19:23 Picture in Oriya